Home Left

ଝିଅ ଆରାଧ୍ୟା ପାଇଁ ସବୁଦିନ ଏହି କାମ କରିଥାନ୍ତି ଐଶ୍ୱର୍ଯ୍ୟା

ପରଦାରେ ଅଭିନେତ୍ରୀ ଏବଂ ବାସ୍ତବ ଜୀବନରେ ମା’ର ଭୂମିକା ଉଭୟଙ୍କୁ ଅତି ସୁନ୍ଦର ଭାବେ କରିଥାନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଫିଲ୍ମ ଏବଂ ନିଜ କାମରେ ବ୍ୟସ୍ତ ଥିଲେ ମଧ୍ୟ ଐଶ୍‌ ଝିଅ ଆରାଧ୍ୟାର ଯତ୍ନ ନେଇଥାନ୍ତି। ଐଶ୍‌ଙ୍କ କହିବାନୁସାରେ, ଝିଅ…

ମୋଦି, ନବୀନଙ୍କ କୁଶପୁତ୍ତଳିକା ଦାହ କଲେ ଚାଷୀ

ବରଗଡ଼ ଅଫିସ,୨୫ା୯: କୃଷି ବିଲ୍‌କୁ ବରଗଡ଼ ଜିଲାର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଏହି କ୍ରମରେ ଶୁକ୍ରବାର ଚାଷୀମାନେ ରାସ୍ତାକୁ ଓହ୍ଲାଇ ଥିବାବେଳେ ଚାଷୀ ମାରଣ ନୀତିରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ…

ପରଲୋକରେ ପ୍ରଖ୍ୟାତ ଗାୟକ ବାଲାସୁବ୍ରମଣ୍ୟମ୍‌

ନୂଆଦିଲ୍ଲୀ,୨୫।୯: ପ୍ରସିଦ୍ଧ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଗତ ଅଗଷ୍ଟ ୫ରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ଚେନ୍ନାଇରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ। ସେପ୍ଟେମ୍ବର ୧୩ରେ ତାଙ୍କୁ କରେନା ରିପୋର୍ଟ…

ସ୍ତ୍ରୀଙ୍କଠାରୁ ପ୍ରତାରଣା ପରେ ଏହି ଝିଅକୁ ଭଲପାଇ ବସିଥିଲେ କ୍ରିକେଟର ଦୀନେଶ କାର୍ତ୍ତିକ: ଦେଖାକରିବା ପାଇଁ ଯାଉଥିଲେ ଜିମ୍‌

ବର୍ତ୍ତମାନ ଆଇପିଏଲ୍‌ର ୧୩ତମ ସିଜିନ୍‌ ଚାଲିଛି। ଏହି ଅବସରରେ କ୍ରିକେଟରଙ୍କ ପ୍ରେମ କାହାଣୀ ସମ୍ପର୍କରେ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେହିପରି ଦୀନେଶ କାର୍ତ୍ତିକଙ୍କ ଏକ ମଜାଦାର ଖବର ସମ୍ମୁଖକୁ ଆସିଛି। ୧୭ ବର୍ଷ ବୟସରେ କାର୍ତ୍ତିକ ଫଷ୍ଟକ୍ଲାସ…

ଫିଲ୍ମରେ ପ୍ରବେଶ ସମୟରେ ଦୀପିକା ପାଦୁକୋନ ଥିଲେ ଏପରି, କହିଲେ ପ୍ରଥମ ନିର୍ଦ୍ଦେଶକ

ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ରେ ଅନେକ କଳାକାର ଛନ୍ଦିହୋଇ ଯାଇଛନ୍ତି। ଏ ନେଇ ଦୀପିକା ପାଦୁକୋନ ଚର୍ଚ୍ଚାରେ ରହିଛନ୍ତି। ଏନସିବି ପଚରାଉଚରା ପାଇଁ ତାଙ୍କୁ ମୁମ୍ବାଇକୁ ଡକାଇଛି। ଏହି ସମୟରେ ଦୀପିକାଙ୍କ ବିଷୟରେ ଅନେକ ଆଲୋଚନା ହେଉଛି। ତାଙ୍କ ସହ କାମ କରିଥିବା…

କୃଷି ବିଲ୍‌କୁ ବିରୋଧ: ବରଗଡ଼ରେ ରାସ୍ତାକୁ ଓହ୍ଲାଇଲେ ଚାଷୀ

ବରଗଡ଼ ଅଫିସ,୨୫ା୯: କୃଷି ବିଲ୍‌କୁ ନେଇ ସାରାଦେଶରେ ବିରୋଧର ସ୍ବର ତେଜି ଉଠିଛି। ବରଗଡ଼ ଜିଲାରେ ମଧ୍ୟ ବିରୋଧର ତାତି ବଢ଼ି ଚାଲିଛି। ଶୁକ୍ରବାର ଜିଲାର ଚାଷୀ ପ୍ରତିନିଧିମାନେ ସଂଗଠିତ ହୋଇ ବରଗଡ଼ ଗାନ୍ଧୀଛକରେ ରାସ୍ତାକୁ ଓହ୍ଲାଇଛନ୍ତି। କୃଷି ବିଲ୍‌ ଦ୍ବାରା…

ଖାଲିପଡ଼ିଛି ମଙ୍ଗାଶାଳ

ବରଗଡ଼ ଅଫିସ୍‌, ୨୫ା୯: ସମ୍ବଲପୁରୀ ବସ୍ତ୍ର ତିଆରି ପାଇଁ ବରଗଡ଼ ଜିଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଦେଶ ତଥା ଦେଶ ବାହାରେ ଏଠାରେ ପ୍ରସ୍ତୁତ ସମ୍ବଲପୁରୀ ଶାଢ଼ିଠାରୁ ଆରମ୍ଭ କରି ଅନ୍ୟ ପୋଷାକ, ପରିଚ୍ଛଦର ଚାହିଦା ମଧ୍ୟ ଅଧିକ ।…

ରିଲିଫ ଚାଉଳ ବଣ୍ଟନରେ ଦୁର୍ନୀତି

ଯାଜପୁର ଅଫିସ୍‌,୨୫।୯: ରିଲିଫ୍‌ ଚାଉଳ ହଡ଼ପ କରାଯାଇଥିବା ନେଇ ଜିଲାପାଳଙ୍କୁ ଅଭିଯୋଗ ହେବାର ଗୋଟିଏ ଦିନ ପରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ଯାଜପୁର ବ୍ଲକ ଏରାବାଙ୍କ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ବିପନ୍ନ ପରିବାରକୁ ନୋଟିସ୍‌ ଜାରି…

ସରକାରୀ ଆଇଟିଆଇରେ ସ୍ପଟ ଆଡ୍‌ମିଶନ ଆରମ୍ଭ

କଟକ ଅଫିସ,୨୫।୯: ୪୯ଟି ସରକାରୀ ଆଇଟିଆଇ ଓ ୪୫୫ଟି ବେସରକାରୀ ଆଇଟିଆଇରେ ଚଳିତ ବର୍ଷ ନାମ ଲେଖା ପ୍ରକ୍ରିୟା ଜାରି ରହିଛି। ଡିଜିଟି ନିର୍ଦ୍ଦେଶନାମା ମୁତାବକ ଆଇଟିଆଇ ନାମଲେଖା ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ସରିବ। ୪୯ଟି ସରକାରୀ ଆଇଟିଆଇରେ…

ଖଣ୍ଡଗିରି ଅସ୍ଥାୟୀ ବସ୍‌ ଡିପୋକୁ ନେବ ଓଏସ୍‌ଆର୍‌ଟିସି

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଦୂର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସମସ୍ୟା। ଏହାର ନିର୍ମାଣ କାର୍ଯ୍ୟ ଚଳିତବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବାକୁ ଥିବାବେଳେ ଅକ୍ଟୋବରରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି)କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଖଣ୍ଡଗିରିରେ ହୋଇଥିବା ଅସ୍ଥାୟୀ ବସ୍‌ ଡିପୋର…

ଗେଷ୍ଟହାଉସ୍‌ରେ ପହଞ୍ଚିଲେ ରକୁଲପ୍ରୀତ୍‌ ସିଂ

ମୁମ୍ବାଇ,୨୫।୯: ଡ୍ରଗ୍ସ ମାମଲାରେ ଅନେକ ବଲିଉଡ ସେଲିବ୍ରିଟିଙ୍କ ନାମ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତଦନ୍ତ ତ୍ୱରାନ୍ବିତ କରିଛି। ଏହି ମାମଲାରେ ଏନସିବି ଅଭିନେତ୍ରୀ ସାରା ଅଲ୍ଲୀ ଖାନ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ରକୁଲପ୍ରୀତ ସିଂଙ୍କୁ ଡକାଇ…

ମୋଦିଙ୍କ ‘ଆତ୍ମନିର୍ଭର ଭାରତ’କୁ ପ୍ରଶଂସା କଲା ଆଇଏମ୍‌ଏଫ୍‌

ଓ୍ବାଶିଂଟନ୍‌,୨୫।୯: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଆତ୍ମନିର୍ଭରଶୀଳ ଭାରତ’କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛି। ଏକ ଖବରଦାତା ସମ୍ମିଳନୀରେ ଆଇଏମଏଫ କମୁନିକେଶନ ବିଭାଗର ନିର୍ଦ୍ଦେଶକ ଗେରି ରାଇସ କହିଛନ୍ତି ଯେ, କରୋନା ମହାମାରୀ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri