Posted inଜାତୀୟ

ୟୁପି ବିଧାନସଭା ଆଗରେ ଆତ୍ମହତ୍ୟା କଲେ ଏସ୍‌ଆଇ

ଲକ୍ଷ୍ନୌ,୪।୩: ଉତ୍ତର ପ୍ରଦେଶ ବିଧାନସଭା ବାହାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କାର୍ଯ୍ୟରତ ଜଣେ ପୋଲିସ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ବିଧାନସଭାର ପାର୍କିଂ ଅଞ୍ଚଳ ଗେଟ ନଂ ୭ରେ ଏହି ଘଟଣା ଘଟିଛି। ପୋଲିସ ଏସ୍‌ଆଇଙ୍କ ନିକଟରୁ ସୁଇସାଇଡ ନୋଟ ଜବତ କରିଛି। ଏଥିରେ ସେ ଦୂରାରୋଗରେ ଆକ୍ରନ୍ତ ହୋଇଥିବାରୁ ଜୀବନ ହାରିଥିବା ଉଲ୍ଳେଖ ରହିଛି। ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ ୩୦ ପରେ ବି ଜାରି ରହିବ ଲକ୍‌ଡାଉନ: ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୮।୬: କରୋନା ସଂକ୍ରମଣକୁ ଦେଖି ସାରା ଦେଶରେ ମାର୍ଚ୍ଚ ମାସରୁ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ ଜୁନ୍‌ ମାସ ଆରମ୍ଭରେ ଅଧିକାଂଶ ରାଜ୍ୟରେ ଏହାକୁ ହଟାଇ...

ଆମିରଙ୍କ ଘରର ଏହି ସଦସ୍ୟ କରୋନା ପଜିଟିଭ୍‌

ମୁମ୍ବାଇ,୩୦।୬: ବଲିଉଡ୍‌ର ମିଷ୍ଟର ଫରଫେକ୍ଟନିଷ୍ଟ ଆମିର ଖାଁଙ୍କ ଘରର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅମିରଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ...

ଆଣ୍ଡାମାନ ନିକୋବରରେ ଭୂକମ୍ପ ଝଟ୍‌କା

ପୋର୍ଟବ୍ଲେୟାର,୧୦।୬: ବୁଧବାର ସକାଳେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଉତ୍ତର-ପୂର୍ବରେ ଭୂକମ୍ପ ଝଟ୍‌କା ଲାଗିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ରେ ଆକଳନ କରାଯାଇଛି। ନ୍ୟାସନାଲ...

ମମତାଙ୍କୁ ଭୁଲିଗଲେ ମୋଦି!

ନୂଆଦିଲ୍ଲୀ,୭ ।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଯେମିତି ଭୁଲିି ଯାଇଛନ୍ତି । କିଏ କିଏ କହୁଛନ୍ତି...

ନାଗପୁରରୁ ମୁମ୍ବାଇ ବୁଲେଟ୍‌ ଟ୍ରେନ୍‌ ୩.୫ ଘଣ୍ଟା ଲାଗିବ

ନାଗପୁର,୧୪।୨: ନାଗପୁରରୁ ମୁମ୍ବାଇ ମଧ୍ୟରେ ବୁଲେଟ ଟ୍ରେନ୍‌ ଚଳାଚଳ ପାଇଁ ଭାରତୀୟ ରେଲଓ୍ବେ ପ୍ରସ୍ତାବ ରଖିଛି। ସମୃଦ୍ଧି ଏକ୍ସପ୍ରେସ୍‌ ପ୍ରସ୍ତୁତ ହୋଇଗଲେ ଏହି ଦୁଇ ସହର...

ହାଇକୋର୍ଟ ଗଲେ ସେନ୍‌ଗାର

ନୂଆଦିଲ୍ଲୀ,୧୬ା୧: ଉନ୍ନାଓ ନାବାଳିକା ବଳାତ୍କାର ମାମଲାରେ ତଳକୋର୍ଟ ଦ୍ୱାରା ଡିସେମ୍ବର ୨୦ରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ନିଲମ୍ବିତ ଭାଜପା ବିଧାୟକ କୁଲଦୀପ ସେନ୍‌ଗାର ବୁଧବାର ଦିଲ୍ଲୀ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୫।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ବିହାର ପୋଲିସର ଏତଲା ରାଜନୈତିକ ପ୍ରାୟୋଜିତ

ନୂଆଦିଲ୍ଲୀ, ୧୦।୮(ପି.ଟି.): ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକୁ ମୁମ୍ବାଇ ପୋଲିସ ସୁପ୍ରିମକୋର୍ଟରେ ବିରୋଧ କରିବା ସହ ଘଟଣାର...

Advertisement
Archives

Model This Week