କୁଆଖାଇ, କୁଶଭଦ୍ରା ଜଳ ସଂରକ୍ଷଣକୁ ଗୁରୁତ୍ୱ
ଖୋର୍ଦ୍ଧା ଅଫିସ,୧୦ା୩: ଖୋର୍ଦ୍ଧା ଜିଲା ପରିଷଦର ୭ମ ସାଧାରଣ ବୈଠକ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସ୍ଥାନୀୟ…
ଡ୍ରିଲିଂବେଳେ କାନ୍ଥ ଭୁଶୁଡ଼ିଲା: ଶ୍ରମିକ ମୃତ
କଟକ ଅଫିସ,୧୦ା୩: କଟକ ଶଙ୍କରପୁର ଢିଅସାହି ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାନ୍ଥ ଭୁଶୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଟକ ନୂଆରାଉସାପାଟଣା ଅଞ୍ଚଳର ଡି.ସୁରିଆ ରାଓ(୩୪)। ବାଦାମବାଡି ଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଢିଅସାହି…
୨୦ ବର୍ଷ ପରେ ନ୍ୟାୟ ପାଇଲେ ୧୨୭ ମୁସଲମାନ
ସୁରଟ,୧୦।୩: ଦୀର୍ଘ ୨୦ ବର୍ଷ ଧରି ଜେଲରେ ରହିଥିବା ୧୨୭ ଜଣ ମୁସଲମାନ ନିର୍ଦ୍ଦୋଷ ବୋଲି ରାୟ ଦେଇଛନ୍ତି ଗୁଜରାଟ ସୁରଟଠାରେ ଥିବା ଏକ କୋର୍ଟ। ସେମାନଙ୍କ ମଧ୍ୟରୁ ମାମଲାର ଶୁଣାଣିବେଳେ ୫ ଜଣଙ୍କ ମୃତ୍ୟୁ ଘଟିସାରିଛି। ଆଉ ୧୨୨ ଜଣଙ୍କୁ…
ଔଷଧର ମୂଲ୍ୟ ୧୮ କୋଟି
ଏକ ବିରଳ ବଂଶଗତ ରୋଗର ଉପଚାର ପାଇଁ ବିଶ୍ୱର ସବୁଠୁ ଦାମୀ ଔଷଧକୁ ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବା (ଏନ୍ଏଚ୍ଏସ୍) ମଞ୍ଜୁରୀ ଦେଇଛି। ନୋଭାର୍ଟିସ୍ ଜେନେ ଥେରାପିଜ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ‘ଜୋଲଗେନ୍ସମା’ର ଗୋଟିଏ ଡୋଜ୍ ଦାମ୍ ୧.୭୯ ନିୟୁତ ପାଉଣ୍ଡ…
‘ଚେହରେ’ରୁ ଚେହେରା ଗାଏବ
ବିଗ୍ ବି ଅମିତାଭ ବଚ୍ଚନ ଓ ଇମ୍ରାନ ହାସ୍ମୀଙ୍କ ଫିଲ୍ମ ‘ଚେହରେ’ର ଆଉ ଏକ ପୋଷ୍ଟର ରିଲିଜ ହୋଇଛି। ହେଲେ ଏଥିରେ ଅଭିନୟ କରିଥିବା ରିୟା ଚକ୍ରବର୍ତ୍ତୀଙ୍କ ଫଟୋ ନ ଥିବା ଦେଖିବାକୁ ମିଳିଛି। ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ…
ନନ୍ଦିଗ୍ରାମରେ ଚଣ୍ଡୀପାଠ
କୋଲକାତା,୧୦ା୩: ମୁଁ ମଧ୍ୟ ଜଣେ ହିନ୍ଦୁ। ମୁଁ ପ୍ରତିଦିନ ଚଣ୍ଡୀପାଠ କରେ ବୋଲି ମଙ୍ଗଳବାର ଭାଜପାକୁ ବିଭାଜନବାଦୀ ରାଜନୀତି ନ କରିବାକୁ ଚେତାବନୀ ଦେଇଛନ୍ତି ତୃଣମୂଳ କଂଗ୍ରେସ (ଟିଏମ୍ସି) ସୁପ୍ରିମୋ ମମତା ବାନାର୍ଜୀ। ୭୦-୩୦ ଅନୁପାତ କଥା କହୁଥିବା ଲୋକେ ପବିତ୍ର…
ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ
ଭୁବନେଶ୍ୱର,୧୦ା୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଦ୍ୱାରା ଭୁବନେଶ୍ୱରରେ ବେଆଇନ ଭାବେ ହୋଲ୍ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ବୃଦ୍ଧି କରାଯାଇଥିବା କଂଗ୍ରେସ ଅଭିଯୋଗ କରିଆସୁଛି। ଯଦି ସରକାର ଏହାକୁ ପ୍ରତ୍ୟାହାର ନ କରନ୍ତି, ତାହାହେଲେ ଆଗାମୀ ଦିନରେ ବିଏମ୍ସି ଅଫିସ ଘେରାଉ…
କ୍ଷତ ଛାଡ଼ିଯାଇଛି ମହାମାରୀ
ଚାଇନାରେ କରୋନା ସଂକ୍ରମଣ ବ୍ୟାପିବା ପରେ ଏହା ମହାମାରୀର ରୂପ ନେଉଥିବା ସମ୍ପର୍କରେ ଆମ ବ୍ୟାବସାୟିକ ସହଯୋଗୀ ତୁରନ୍ତ ସୂଚନା ଦେଇଥିଲେ। ଆମ ସହଯୋଗୀ ଚିଙ୍ଗୁଡ଼ି ଚାଷୀମାନଙ୍କ ଜୀବନ ଓ ଜୀବିକା ପାଇଁ କୋଭିଡ୍-୧୯ କିପରି ବିପର୍ଯ୍ୟୟ ଆଣିପାରେ ସେ ନେଇ…
ବୈଷୟିକ ଶିକ୍ଷାରେ ପରିବର୍ତ୍ତନ ଜରୁରୀ
୨୦୧୯-୨୦ ଶିକ୍ଷାବର୍ଷ ଶେଷ ବେଳକୁ କୋଭିଡ୍-୧୯ ପ୍ରଭାବ ରାଜ୍ୟରେ ଅନୁଭୂତ ହୋଇଥିଲା। ଆଜି ପର୍ଯ୍ୟନ୍ତ ଶିକ୍ଷାଦାନ ଓ କ୍ଲାସ୍ରୁମ୍ ବ୍ୟବସ୍ଥା ଠିକ୍ ଭାବରେ ହୋଇପାରିନାହିଁ, ଯାହାକୁ ନେଇ ସମସ୍ତେ ଚିନ୍ତିତ। ବିଶ୍ୱସ୍ତରୀୟ ବୈଷୟିକ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଆମ ପାଖରେ ସବୁ ପ୍ରକାର…
ଲୋକଙ୍କ ବଦଳରେ ମୋ ଜୀବନ ନିଅ
ନାପିତାଓ, ୧୦ା୩: ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍ ସାନ୍ ସ୍ୟୁ ଚୀଙ୍କ ନିର୍ବାଚିତ ସରକାରକୁ ମ୍ୟାନ୍ମାରରୁ ହଟାଇ ସେନା କ୍ଷମତା ମାଡ଼ିବସିବା ପରଠାରୁ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି। ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ଶକ୍ତିଶାଳୀ ସେନାର ନ୍ୟାୟ ବହିର୍ଭୂତ କାର୍ଯ୍ୟାନୁଷ୍ଠାନ ଜାରି…
ଆଜି ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ
ନୂଆପଡା ଅଫିସ୍।୧୦।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନୂଆପଡା ଗସ୍ତରେ ଆସିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମିଳିଥିବା ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ…
ଜଳୁଛି କୁଲଡ଼ିହା: ନିଆଁ ଲିଭାଉଛନ୍ତି ଡିଏଫ୍ଓ, ରେଞ୍ଜର
ସଜନାଗଡ଼, ୧୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ୫ ଦିନ ହେବ ନିଅଁା ଜଳୁଛି। ଫେବୃୟାରୀ ୪ତାରିଖଠାରୁ ବନବିଭାଗ ନିଆଁକୁ ଆୟତ୍ତ କରିବାରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି। କୁଲଡ଼ିହା ଅଭୟାରଣ୍ୟ ୨୭୨.୭୫ବର୍ଗ କି.ମି. ପରିବ୍ୟାପ୍ତ ଭିତରେ ଏକାଧିକ ପାହାଡ଼ ମଧ୍ୟରେ…

