Home Left

ଏନ୍‌ଡିଏ ଗଢିବ ସରକାର, ନୀତୀଶ ହେବେ ମୁଖ୍ୟମନ୍ତ୍ରୀ: ଶାହନବାଜ

ପାଟନା,୧୦ ।୧୧: ବିହାର ବିଧାନସଭା ନିର୍ବାଚନ ଫଳଫଳ ମଙ୍ଗଳବାର ଆସିବା ପରେ ଏହା ସ୍ପଷ୍ଟ ହୋଇଯିବ ଯେ କିଏ ଶାସନ ଗାଦିରେ ବସିବ । ତେବେ ଭୋଟ ଗଣତି ପୂର୍ବରୁ ସମସ୍ତ ଏକ୍‌ଜିଟ୍ ପୋଲ୍ ମହାମେଣ୍ଟ ସରକାର ଗଢିବ ବୋଲି ଇସାରା…

ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେଲେ ପଞ୍ଚଦଶ ଅର୍ଥ କମିଶନ

ନୂଆଦିଲ୍ଲୀ, ୧୦।୧୧: ଅଧ୍ୟକ୍ଷ ଏନ୍‌.କେ. ସିଂଙ୍କ ନେତୃତ୍ୱରେ ପଞ୍ଚଦଶ ଅର୍ଥ କମିଶନ ଏହାର ୨୦୨୧-୨୨ରୁ ୨୦୨୫-୨୬ ଆର୍ଥତ୍କ ବର୍ଷ ପର୍ଯ୍ୟନ୍ତ ଚୂଡ଼ାନ୍ତ ରିପୋର୍ଟ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ କରିଛି। ଏହାର ନାମ ରଖାଯାଇଛି ‘ଫାଇନାନ୍ସ କମିଶନ ଇନ୍‌ କୋଭିଡ୍‌…

ପୋଷ୍ଟାଲ ବାଲଟ୍‌ ଗଣତି ଶେଷ: ବିଜେଡି ଆଗୁଆ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତେବେ ଏହି ୨ ନିର୍ବାଚନମଣ୍ଡଳୀରେ ପୋଷ୍ଟାଲ ବାଲଟ୍‌ ଭୋଟ ଗଣନାରେ ବିଜେଡି ଆଗରେ ରହିଛି। ପୋଷ୍ଟାଲ ବାଲଟ୍‌ ଗଣତି ଶେଷ ହୋଇଥିବା ବେଳେ ପ୍ରଥମ…

କ୍ଷମତା ହସ୍ତାନ୍ତର ଲାଗି କାର୍ଯ୍ୟ କରିବାକୁ ଟ୍ରମ୍ପ୍‌ଙ୍କ ଉପରେ ଚାପ

ଓ୍ବିଲମିଙ୍ଗଟନ୍‌, ୧୦।୧୧: ଆଗାମୀ ଜାନୁୟାରୀରେ ନୂଆ ପ୍ରଶାସନକୁ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ଲାଗି ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଟିମ୍‌ ସହ ଏକାଠି କାର୍ଯ୍ୟ କରିବା ନିମନ୍ତେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପରେ ଚାପ ପଡୁଛି। ବାଇଡେନ୍‌ ରାଷ୍ଟ୍ରପତି ନିର୍ବାଚିତ ବୋଲି…

ଡୋନାଲ୍ଡ ଟ୍ରମ୍ପଙ୍କ ବଢିଲା ଅଡୁଆ, ହୋଇପାରେ ଜେଲ୍

ନ୍ୟୁୟର୍କ,୧୦।୧୧: ଦୀର୍ଘ ସମୟ ଅପେକ୍ଷା ପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏଥର ଲୋକମାନେ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଭାବରେ ବାଛିଛନ୍ତି। ଏଥି ସହିତ କଡ଼ା ସଂଘର୍ଷ ପରେ ଡୋନାଲ୍ଡ ଟ୍ରମ୍ପ ହାରି ଯାଇଛନ୍ତି। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି…

କୋଭିଡ୍‌, ଆର୍ଥିକ ସୁଧାରକୁ ପ୍ରାଥମିକତା

ଓ୍ବାଶିଂଟନ, ୧୦।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀର ମୁକାବିଲା, ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟରେ ସୁଧାର ଆଣିବା, ବର୍ଣ୍ଣଗତ ସମାନତା ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ସର୍ବାଧିକ ପ୍ରାଥମିକତା ଦେବ। ବାଇଡେନ୍‌ ଓ ନବନିର୍ବାଚିତ ଉପରାଷ୍ଟ୍ରପତି…

ଫାଇଜର କୋଭିଡ୍‌ ଟିକା ୯୦% ପ୍ରଭାବୀ

ନୂଆଦିଲ୍ଲୀ, ୧୦।୧୧: ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର ଏବଂ ଜର୍ମାନ ସହଯୋଗୀ ବାୟୋଏନ୍‌ଟେକ୍‌ ମିଳିତ ଭାବେ ପ୍ରସ୍ତୁତ କରିଥିବା କୋଭିଡ୍‌-୧୯ ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ପ୍ରଭାବ ପକାଉଥିବା ସାବ୍ୟସ୍ତ ହୋଇଛି। ସୋମବାର ଫାଇଜର ପକ୍ଷରୁ ଏହା…

ମୋଦିଙ୍କ ବିରୋଧରେ କିଛି ବି ଓଲଟା ସିଧା କୁହନ୍ତୁ ନାହିଁ: ତେଜସ୍ୱୀ

ପାଟନା,୧୦ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି । ଏକ୍‌ଜିଟ୍ ପୋଲ୍ ଅନୁଯାୟୀ ଏଥର ମହାମେଣ୍ଟର ନେତା ତଥା ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଲୋକେ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁଛନ୍ତି । ସେପଟେ ଏନ୍‌ଡିଏ ଦାବି…

ତେଜସ୍ବୀ ଯାଦବଙ୍କ ପାଇଁ ମାଛ ନେଇ ପହଞ୍ଚିଥିଲେ ସମର୍ଥକ

ପାଟନା,୧୦।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ମଙ୍ଗଳବାର ସନ୍ଧ୍ୟା ପୂର୍ବରୁ ସ୍ପଷ୍ଟ ହୋଇଯିବ। ଏବେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ଗଣତି ଅନୁଯାୟୀ, ନୀତିଶ ଓ ଏନଡିଏକୁ ପଛରେ ପକାଇ ଦେଇଛି ଆରଜେଡିର ତେଜସ୍ବୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ। ନିର୍ବାଚନ…

ଥାନାରେ ହାଜର ହେଲେ ଓଏଏସ୍‌ ଅଫିସର

ବାଲିଚନ୍ଦ୍ରପୁର,୧୦।୧୧(ସ୍ବ.ପ୍ର.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଓଏଏସ୍‌ ଅଫିସର ପ୍ରମୋଦ ପୃଷ୍ଟି ରବିବାର ବିଳମ୍ବିତ ରାତିରେ ଥାନାରେ ହାଜର ହୋଇଛନ୍ତି। ତାଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡ଼ାଯାଇଥିବା ଥାନା ପକ୍ଷରୁ କୁହାଯାଇଛି। ପ୍ରମୋଦ ଭୁବନେଶ୍ୱର…

ଅନିଶ୍ଚିତତାରେ ଗଡ଼ୁନି ବସ୍‌

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): କରୋନା ସଂକ୍ରମଣ ଭୟ ରହିଥିବାରୁ ସାଧାରଣ ପରିବହନକୁ ଆପଣାଇବାକୁ ଯାତ୍ରୀମାନେ କୁଣ୍ଠାବୋଧ କରୁଛନ୍ତି। ଫଳରେ ବସ୍‌ ସେବା ସବୁଠାରୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ଏଥିଯୋଗୁ ୧୪ ହଜାର ଘରୋଇ ବସ୍‌ ମଧ୍ୟରୁ ପ୍ରାୟ ୧୨ ହଜାର ନଷ୍ଟ…

ମହିଳା ଟି୨୦ ଚ୍ୟାଲେଞ୍ଜ:ଟ୍ରେଲ୍‌ବ୍ଲେଜର୍ସ ପ୍ରଥମଥର ଚାମ୍ପିୟନ

ଶାରଜା, ୧୦।୧୧- ଟ୍ରେଲ୍‌ବ୍ଲେଜର୍ସ ମହିଳା ଟି୨୦ ଚ୍ୟାଲେଞ୍ଜରେ ପ୍ରଥମଥରପାଇଁ ଚାମ୍ପିୟନ ହୋଇଛି। ସୋମବାର ଅନୁଷ୍ଠିତ ଫାଇନାଲରେ ସ୍ମୃତି ମାନ୍ଧାନାଙ୍କ ଏହି ଦଳ ଗତ ୨ ଥର ଚାମ୍ପିୟନ ସୁପରନୋଭାସକୁ ୧୬ ରନରେ ପରାସ୍ତ କରିଛି। ସ୍ପିନରଙ୍କ ପ୍ରାଧାନ୍ୟ ବିଶିଷ୍ଟ ଏହି ମ୍ୟାଚରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri