୧୦୭ ବର୍ଷର ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ
ବନ୍ତ,୧୦।୩(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଆଡ଼ିଆ ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନ ୧୦୭ ବର୍ଷର ପୁରୁଣା ଅଢ଼ାଳପଙ୍କ ଯୋଗୀନ୍ଦ୍ର ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଛି। ବିଦ୍ୟାଳୟର ମୋଟ ୮୭ ଛାତ୍ରୀଛାତ୍ରଙ୍କୁ ମାତ୍ର…
୪ ଦିନ ବ୍ୟାଙ୍କ ବନ୍ଦ ରହିବ
ଭୁବନେଶ୍ୱର,୧୦ା୩: ଗତ ବଜେଟ ସମୟରେ କେନ୍ଦ୍ର ସରକାର କିଛି ଜାତୀୟକରଣ ବ୍ୟାଙ୍କକୁ ଘରୋଇକରଣ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତିର ପ୍ରତିବାଦରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (ୟୁଏଫବିୟୁ) ପକ୍ଷରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟର ଡାକରା…
ଓଜେଏସ୍ରେ ଈର୍ଶିତା ଟପ୍ପର: କୃତକାର୍ଯ୍ୟ ୪୭ ମଧ୍ୟରୁ ୩୦ ମହିଳା
ଭୁବନେଶ୍ୱର, ୧୦ା୩(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍) ପରୀକ୍ଷା-୨୦୧୯ର ରେଜଲ୍ଟ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ୪୭ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩୦ଜଣ ମହିଳା ରହିଛନ୍ତି। ଏହି ୪୭ଜଣ ରାଜ୍ୟରେ…
ଶ୍ୱାସରୁଦ୍ଧ ପରିସ୍ଥିତି
ଅମରପାଲି, ୧୦।୩(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଓ ଉଲୁଣ୍ଡା ରେଞ୍ଜ ଅଧୀନରେ ଥିବା ପ୍ରାୟ ସବୁ ଜଙ୍ଗଲରେ ଏବେ ନିଆଁ ଲାଗିଛି। ନିଆଁ ଲାଗି ବ୍ୟାପକ ଜଙ୍ଗଲ କ୍ଷୟକ୍ଷତି ହେଉଥିବା ବେଳେ ଧୂଆଁ ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ମାତ୍ରାଧିକ ଧୂଆଁ…
ହାଇକୋର୍ଟରେ ପିଆଇଏଲ୍
କଟକ ଅଫିସ୍, ୧୦ା୩: ରାଜ୍ୟର ଶିମିଳିପାଳ ଅଭୟାରଣ୍ୟ ସମେତ ୩୦୦ରୁ ଊର୍ଦ୍ଧ୍ୱ ଜଙ୍ଗଲରେ ପ୍ରାୟ ମାସେ ହେବ ନିଅଁା ଲାଗିଛି। ଏହା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି କି କେବଳ ଶିମିଳିପାଳର ୧୪୨୮ଟି ସ୍ଥାନରେ ନିଅଁା ଲାଗିଥିବା…
ବନ୍ୟଜନ୍ତୁ ଜନବସତିମୁହାଁ
ବାରିପଦା ଅଫିସ,୧୦ା୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏବେ ବି ନିଅଁା ହୁତୁ ହୁତୁ ହୋଇ ଜଳୁଛି। ଅଗ୍ନି ନିର୍ବାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ଜଣିଆ ଓଡ୍ରାଫ ଟିମ୍ ପହଞ୍ଚିଛନ୍ତି। ସେମାନେ ୪ଟି ଟିମ୍ରେ ବିଭକ୍ତ ହୋଇ ଚହଲା, ପିଠାବଟା,…
ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ
ସୋରିଷ ତେଲ, ଘିଅ, ରିଫାଇନ୍ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ ବ୍ୟଞ୍ଜନ…
୩୦ ଦିନରେ ହେବେ ସ୍ଲିମ୍….
ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ସକାଳେ ଅଧଗ୍ଲାସେ ସ୍କିମଡ୍ ମିଲ୍କ ପିଇବା ସ୍ବାସ୍ଥ୍ୟ ଲାଗି ଭଲ ବୋଲି ଚିକିତ୍ସମାନେ ପରାମର୍ଶ ଦେଇଥାନ୍ତି। ଡବଲ ଟୋନ୍ ମିଲ୍କ ଅପେକ୍ଷା ସ୍କିମ୍ଡ ମିଲ୍କ…
ପଠାନରେ କେମିଓ କରିବେ ଟାଇଗର
ପୁଣି ଥରେ ଏକାଠି ନଜର ଆସିବେ ବଲିଉଡ୍ର ଦୁଇ ସୁପର ଷ୍ଟାର ଶାହାରୁଖ ଓ ସଲମାନ ଖାନ। କିଙ୍ଗ୍ ଖାନଙ୍କ ଅପ କମିଂ ଫିଲ୍ମ ‘ପଠାନ’ରେ ସଲମାନ ଏକ ଗୁରୁତ୍ୱପୂର୍ଣ୍ଣ କେମିଓ କରିବେ। ପ୍ରଥମ ଥର ପାଇଁ ର’ ଏଜେଣ୍ଟ ଭୂମିକାରେ…
ମ୍ୟାଚ୍ ହାରିଲେ, କିନ୍ତୁ ଜିତିଲେ ହୃଦୟ
ରାୟପୁର,୯।୩: ଚଳିତ ରୋଡ୍ ସେଫ୍ଟି ଓ୍ବାଲର୍ଡ ସିରିଜ୍ରେ ମଙ୍ଗଳବାର ଖେଳାଯାଇଥିବା ଇଂଲଣ୍ଡ ଲିଜେଣ୍ଡ୍ସ ବିପକ୍ଷ ମ୍ୟାଚ୍ରେ ଇଣ୍ଡିଆ ଲିଜେଣ୍ଡ୍ସକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। କିନ୍ତୁ ଦଳର ଖେଳାଳିମାନେ ମ୍ୟାଚ୍ ଜିତିବା ପାଇଁ ଭରପୂର ପ୍ରୟାସ କରିଥିଲେ। ମ୍ୟାଚ୍ ହାରିଲେ ମାତ୍ର…
ଚଳନ୍ତା ବସ୍ରେ ଲାଗିଲା ନିଆଁ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ହାଟଡିହୀ,୯l୩(ଡି.ଏନ.ଏ.) : ଆନନ୍ଦପୁର-ଭଦ୍ରକ ୫୩ନଂ ରାଜ୍ୟ ରାଜପଥର କେନ୍ଦୁଝର ଜିଲା ହାଟଡିହୀ ତହସିଲ ଛକ ନିକଟରେ ମଙ୍ଗଳବାର ଏକ ଘରୋଇ ବସ୍ରେ ହଠାତ୍ ନିଆଁ ଲାଗିଯାଇଥିଲା। ଅପରାହ୍ନ ପ୍ରାୟ ୧ଟାରେ ପାଖାପାଖି ୫୦ ଯାତ୍ରୀ ଧରି ଭଦ୍ରକରୁ ଆନନ୍ଦପୁର ଅଭିମୁଖେ ଶ୍ରୀଲକ୍ଷ୍ମୀ…
ଏହି ବରିଷ୍ଠ ନେତାଙ୍କୁ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ କରିପାରେ ଭାଜପା
ଡେରାଡୁନ,୯।୩: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ତ୍ରିବେନ୍ଦ୍ର ସିଂ ରାଓ୍ବତ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ବିଧାନସଭା ନିର୍ବାଚନକୁ ଆହୁରି ଏକ ବର୍ଷ ବାକିଥିବାବେଳେ ରାଜ୍ୟର ଏହି ଗୁରୁଦାୟିତ୍ୱ ପାଇଁ ବିଧାୟକ ଧନ ସିଂ ରାଓ୍ବତଙ୍କୁ ଦଳ ବାଛିପାରେ। ଦଳ ପକ୍ଷରୁ ତ୍ରିବେନ୍ଦ୍ରଙ୍କ ଇସ୍ତଫା…

