‘ଚେହରେ’ରୁ ଚେହେରା ଗାଏବ

ବିଗ୍‌ ବି ଅମିତାଭ ବଚ୍ଚନ ଓ ଇମ୍ରାନ ହାସ୍‌ମୀଙ୍କ ଫିଲ୍ମ ‘ଚେହରେ’ର ଆଉ ଏକ ପୋଷ୍ଟର ରିଲିଜ ହୋଇଛି। ହେଲେ ଏଥିରେ ଅଭିନୟ କରିଥିବା ରିୟା ଚକ୍ରବର୍ତ୍ତୀଙ୍କ ଫଟୋ ନ ଥିବା ଦେଖିବାକୁ ମିଳିଛି। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ମୁଖ୍ୟ ଅଭିଯୁକ୍ତ ଥିବାରୁ ଫିଲ୍ମକୁ ସୁଶାନ୍ତଙ୍କ ଫ୍ୟାନଙ୍କ ଆକ୍ରୋଶରୁ ଦୂରେଇ ରଖିବାକୁ ଏପରି କରାଯାଇଥିବା ଚର୍ଚ୍ଚା ହେଉଛି। କରୋନା ମହାମାରୀ କାରଣରୁ ‘ଚେହରେ’ର ସୁଟିଂ ବନ୍ଦ କରାଯାଇଥିଲା। ସେତେବେଳେ ରିଲିଜ ହୋଇଥିବା ପୋଷ୍ଟରରେ ମଧ୍ୟ ରିୟାଙ୍କୁ ବାଦ୍‌ ଦିଆଯାଇଥିଲା। ନୂଆ ପୋଷ୍ଟରକୁ ଇମ୍ରାନ ହାସ୍‌ମୀ ଟୁଇଟରରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଷ୍କାଙ୍କ ହାତଧରି କ୍ଲିନିକ୍‌ ନେଇ ଗଲେ ବିରାଟ କୋହଲି

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହି ସମୟରେ ସେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। କେବଳ ସୋସିଆଲ ମିଡିଆରେ ନୁହେଁ, ନିଜ...

ଜନ୍ମଦିନରେ ବଡ଼ ଘୋଷଣା କରିପାରନ୍ତି ଅଭିନେତା

କନ୍ନଡ ସୁପରଷ୍ଟାର ୟଶ ନିଜ ଅଭିନୟ ଏବଂ ଷ୍ଟାଇଲକୁ ନେଇ ବେଶ୍‌ ଜଣା। ନିକଟରେ ଫିଲ୍ମ ‘କେଜିଏଫ୍‌-୨’ରେ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ...

ଟେଲି ପରଦାରେ ବେବୋଙ୍କ ଡେବ୍ୟୁ: ‘ଡିଆଇଡି-୭’ରେ ଆସିବେ ନଜର

ମୁମ୍ବାଇ: ବଡ଼ ପରଦାର କଳାକାରମାନେ ଏବେ ଟେଲି ପରଦା ପ୍ରେମରେ। ଧାରାବାହିକ, ଓ୍ବେବ୍‌ସିରିଜ୍‌ ପରେ ବିଭିନ୍ନ ରିଆଲିଟି ଶୋ’ମାନଙ୍କରେ ବଡ଼ ବଡ଼ ଅଭିନେତା ତଥା ଅଭିନେତ୍ରୀମାନଙ୍କୁ...

ଦର୍ଶକ ମୋ ପାଇଁ ସବୁକିଛି

‘ସିନେମାଟିଏ ନିର୍ଦ୍ଦେଶନା ଦେବା ପୂର୍ବରୁ ମୁଁ ସବୁବେଳେ ଦର୍ଶକଙ୍କ ମାନସିକତାକୁ ଗୁରୁତ୍ୱ ଦିଏ। କାରଣ ଗୋଟିଏ ଚଳଚ୍ଚିତ୍ରର ଭାଗ୍ୟବିଧାତା ହେଉଛନ୍ତି ଦର୍ଶକ। ସେମାନଙ୍କୁ ବାଦ୍‌ ଦେଇ...

ରାହୁଲ ଗାନ୍ଧୀଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: କହିଥିଲେ..

ବମ୍ବେ: ଅନୁଷ୍କାଙ୍କ ପରେ ଖୁବ୍‌ଶୀଘ୍ର ଖୁସି ଖବର ଶୁଣାଇବେ ବେବୋ। ଦ୍ୱିତୀୟ ଥର ପାଇଁ ସେ ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ କରିନା ଚର୍ଚ୍ଚାରେ...

୨୦ଟି ସିନେମାରେ ଡକାଏତ୍‌

ବଲିଉଡ୍‌ରେ ଡକାଏତ୍‌ ଗେଟଅପ ପାଇଁ ସେ ବେଶ୍‌ ଚର୍ଚ୍ଚିତ ଥିଲେ। କେବଳ ସେତିକି ନୁହେଁ, ଏପରି ଭୂମିକାରେ ଦର୍ଶକ ତାଙ୍କୁ ଗ୍ରହଣ କରିବା ସହ ସେମାନଙ୍କ...

ଅଙ୍ଗ ଦାନ କରିବେ ଅମିତାଭ ବଚ୍ଚନ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରାୟତଃ ପ୍ରଶଂସକଙ୍କ ଯୋଡି ହୋଇ ରହିଥାନ୍ତି। ଅନେକ ସମୟ ନିଜ ଫଟୋ ଶେୟାର...

ହନିମୁନ ପାଇଁ ଦୁବାଇରେ ପହଞ୍ଚିଲେ ନେହା: ଭାଇରାଲ ହେଲା ହୋଟେଲର ଭିଡିଓ

ଅକ୍ଟୋବର ୨୪ରେ ଦିଲ୍ଲୀରେ ବଲିଉଡ ପ୍ରସିଦ୍ଧ ସିଙ୍ଗର ନେହା କକ୍କର ଓ ରୋହନପ୍ରୀତ ସିଂହ ବିବାହ କରିଥିଲେ। ବିବାହ ପରେ ନେହା ତାଙ୍କ ଫ୍ୟାନ ମାନଙ୍କ...

Advertisement
Archives

Model This Week