ଓଓ୍ବାଇସିଙ୍କ ଯୋଜନା: ପଶ୍ଚିମବଙ୍ଗ-ଉତ୍ତରପ୍ରଦେଶରେ ଲଢ଼ିବେ ନିର୍ବାଚନ
ନୂଆଦିଲ୍ଲୀ,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଏଆଇଏମ୍ଆଇଏମ୍ ଭଲ ପ୍ରଦର୍ଶନ କରିଛି। ୨୦ଟି ଆସନରେ ପ୍ରାର୍ଥୀ ଦେଇଥିବା ଓଓ୍ବାଇସିଙ୍କ ଦଳ ୫ଟି ଆସନରେ ବିଜୟୀ ହୋଇଛି। ବିହାରରେ ମିଳିଥିବା ସଫଳତା ପରେ ଏବେ ଦଳ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବା…
ନୀତିଶଙ୍କ ଶପଥ ଗ୍ରହଣ ଦୀପାବଳି ପରେ: କେ.ସି.ତ୍ୟାଗୀ !
ପାଟନା,୧୧।୧୧: ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପୁଣିଥରେ ଶାସନ କରିବାର ସୁଯୋଗ ମିଳିଛି। ନୀତିଶ ଦୀପାବଳି ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜେଡ଼ିୟୁର ବରିଷ୍ଠ ନେତା କେ.ସି. ତ୍ୟାଗୀ ବୁଧବାର ସୂଚନା ଦେଇଛନ୍ତି। ରାଜ୍ୟରେ ନୂଆ ସରକାର ଗଠନ…
ପ୍ରତିଶ୍ରୁତି ରଖିବ ଭାଜପା, ନୀତିଶ ହେବେ ମୁଖ୍ୟମନ୍ତ୍ରୀ: ସୁଶୀଲ ମୋଦି
ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍ଡ଼ିଏ ମେଣ୍ଟରେ ଭାଜପାର ପ୍ରଦର୍ଶନ ଭଲ ରହିଛି। ଭାଜପା ୭୪ ଆସନରେ ବିଜୟୀ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡ଼ିୟୁକୁ ୪୩ ଆସନ ମିଳିଛି। ତେବେ ଆସନ ଜିତିବା ହାରିବାର ପ୍ରଭାବ ମେଣ୍ଟ ଉପରେ ପଡ଼ିବ…
ଅର୍ଣ୍ଣବଙ୍କୁ ମିଳିବ କି ଜାମିନ, ସୁପ୍ରିମକୋର୍ଟରେ ଚାଲିଛି ଶୁଣାଣି
ନୂୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟ ବୁଧବାର ରିପ୍ଲବିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଦ୍ୱାରା ମୁମ୍ବାଇ ହାଇକୋର୍ଟଙ୍କ ୯ ନଭେମ୍ବର ଆଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଶୁଣାଣି ଆରମ୍ଭ କରିଛନ୍ତି। ଯେଉଁଥିରେ ହାଇକୋର୍ଟ ୨୦୧୮ରେ ଇଣ୍ଟରିୟର ଡିଜାଇନରଙ୍କୁ ଆତ୍ମହତ୍ୟା କରିବା ମାମଲାରେ…
‘ଛୋଟ ସାପର ବେଶି ବିଷ’: ପ୍ରମାଣ କରୁଛି ହାତୀଛୁଆ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…
ମୁଁ ସେଭଳି ଅଧିନାୟକ ନୁହେଁ, ଯିଏ କାମ ହାସଲ ପାଇଁ ଖେଳାଳିମାନଙ୍କ ପଛରେ ପଡ଼ିଯିବ: ରୋହିତଙ୍କ ଏହି ମନ୍ତବ୍ୟକୁ ନେଇ ହେଉଛି ଏଭଳି ଚର୍ଚ୍ଚା
ନୂଆଦିଲ୍ଲୀ,୧୧।୧୧: ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଫାଇନାଲ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଲାଭ କରିଛି। ପଞ୍ଚମ ଥର ପାଇଁ ଆଇପିଏଲ୍ ଟାଇଟଲ ନିଜ ନାମରେ କରିବାରେ ରୋହିତ ଶର୍ମାଙ୍କ ଦଳ ସଫଳ ହୋଇଛି। ଟସ୍…
ମୁମ୍ବାଇ ରାସ୍ତାକଡ଼ରେ ବସି ଭୋ ଭୋ ହୋଇ କାନ୍ଦୁଥିଲେ ଅମ୍ବାନୀ ପରିବାରର ଅଲିଅଳି: ଜାଣନ୍ତୁ କାହିଁକି…
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଚେୟାରମ୍ୟାନ୍ ତଥା ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ବାନୀଙ୍କ ସହ ଜଡିତ ପ୍ରତିଟି ଟିକିନିକି ଖବର ଲୋକମାନେ ଜାଣିବାକୁ ଚାହିଁଥାନ୍ତି। ଭାରତର ସବୁଠାରୁ ଧନୀ ଦମ୍ପତି ମୁକେଶ ଏବଂ ନୀତ କିପରି ବଞ୍ଚୁଛନ୍ତି ତାହା ଜାଣିବାକୁ ଲୋକଙ୍କର ଖୁବ୍…
କ୍ଷୀରରେ ଗାଧୋଇବା ପରେ ପ୍ୟାକ୍ କରି ବଜାରରେ କରାଯାଉଛି ବିକ୍ରି!
ଭିଟାମିନ୍ରେ ଭରପୂର କ୍ଷୀର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏହାର ଉପକାର ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଜଣା। ତେବେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ୟାକେଟ କ୍ଷୀର ଉପରେ ନିର୍ଭରଶୀଳ। ମାତ୍ର ତୁର୍କୀର ଦୁଗ୍ଧ କାରଖାନାର ଏକ ଭିଡିଓ ବର୍ତ୍ତମାନ…
ଫ୍ଲପ୍ ହେଲା ତେଜସ୍ବୀ ଯାଦବଙ୍କ ୧୦ ଲକ୍ଷ ଚାକିରି ଦେବା ପ୍ରତିଜ୍ଞା
ପାଟନା,୧୧ା୧୧: ବିହାର ନିର୍ବାଚନ କ୍ଷେତ୍ରକୁ ଓହ୍ଲାଇଥିବା ତେଜସ୍ବୀ ଯାଦବ ପରାସ୍ତ ହୋଇଛନ୍ତି। ପ୍ରଚାର ମଇଦାନରେ ୧୦ ଲକ୍ଷ ଟଙ୍କାର ଚାକିରି ଦେବାକୁ ପ୍ରତିଜ୍ଞା କରିଥିଲେ ତେଜସ୍ବୀ। ମାତ୍ର ଜନତାଙ୍କ ଭରସା ପାଇଲା ନାହିଁ ଫଳରେ ତାଙ୍କ ଲକ୍ଷ୍ୟ ସଫଳ ହୋଇପାରିଲା ନାହିଁ।…
ଟାଇଟଲ ଜିତି ପାରିଲେ ନାହିଁ, ହେଲେ ଏହି କଥାକୁ ନେଇ ସମସ୍ତଙ୍କ ହୃଦୟ ଜିତିଲେ ସର୍ବକନିଷ୍ଠ ଅଧିନାୟକ ଶ୍ରେୟସ
ନୂଆଦିଲ୍ଲୀ,୧୧।୧୧: କ୍ରିକେଟରେ ସବୁକିଛି ସମ୍ଭବ। ଏହି ଖେଳରେ ଭାଗ୍ୟ ବେଳେବେଳେ ଅସମ୍ଭବକୁ ମଧ୍ୟ ସମ୍ଭବ କରିଦେଇଥାଏ। ସେଭଳି କିଛି ଆଇପିଏଲ୍୨୦୨୦ରେ ଦେଖିବାକୁ ମିଳିଛି। ୧୨ ବର୍ଷର ଅପେକ୍ଷା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଥିଲା। ଭଲ ଫର୍ମରେ ଥିଲେ…
ଭାଜପାର ଷ୍ଟ୍ରାଇକ୍ ରେଟ୍ ଆର୍ଜେଡ଼ି ଠୁଁ ବେଶ୍ ଭଲ: ଅମିତ ମାଲବ୍ୟ
ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଭାଜପାର ଷ୍ଟ୍ରାଇକ୍ ରେଟ୍ ଆର୍ଜେଡ଼ି ଠୁଁ ବେଶ୍ ଭଲ ରହିଛି। ରାଜ୍ୟରେ ଭାଜପାର ସ୍ଥିତି ଧୀରେଧୀରେ ସୁଦୃଢ଼ ହେଉଛି। ଭାଜପା ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ବୁଧବାର ଟୁଇଟ୍ କରି ଏଭଳି କରିଛନ୍ତି। ଭାଜପା…
ପ୍ରଶଂସକଙ୍କ ଭିଡ଼ରେ ଫସିଲେ ରଣବୀର, କାର୍ ଉପରେ ଚଢ଼ି ଦେଲେ ଏମିତି ପ୍ରତିକ୍ରିୟା
ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂହ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି। କେବେ ନଜର ଫ୍ୟାଶନ ଷ୍ଟାଇଲ୍କୁ ନେଇ ତ କେବେ ଥ୍ରୋବ୍ୟାକ୍ ଫଟୋ କିମ୍ବା ଭିଡିଓ ଶେୟାର କରି ପ୍ରଶଂସକଙ୍କ ନିକଟତର ହୋଇଥାନ୍ତି। ଏବେ ରଣବୀରଙ୍କର ଏକ ଭିଡିଓ ସାମ୍ନାକୁ…
Archives


