ଅନ୍ତର୍ଜାତୀୟ ମହିଳା ଦିବସରେ କୃଷକ ଆନ୍ଦୋଳନର ନେତୃତ୍ୱ ନେବେ ମହିଳା!
ନୂଆଦିଲ୍ଲୀ,୫ ।୩: କେନ୍ଦ୍ର ସରକାରଙ୍କ ନୂଆ କୃଷି ନୀତିକୁ ବିରୋଧ କରି ଗତ ଡିସେମ୍ବରରୁ ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଏହାରି ଭିତରେ ଦୀର୍ଘ ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ସମୟ ବିତି…
ବିଶ୍ୱର ପ୍ରଥମ ଓପନର୍ ଭାବେ ରେକର୍ଡ କଲେ ହିଟ୍ମ୍ୟାନ୍: ଚତୁର୍ଥ ଟେଷ୍ଟରେ…
ନୂଆଦିଲ୍ଲୀ,୫।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ରେକର୍ଡ କରିଛନ୍ତି ହିଟ୍ମ୍ୟାନ୍ ରୋହିତ ଶର୍ମା। ସେ ୧୪୪ବଲ୍ରେ ୪୯ରନ୍ କରି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ରେ ୧୦୦୦ ରନ୍ ପୂରଣ କରିଛନ୍ତି। ଏଯାବତ ମୋଟ ୫ଜଣ କ୍ରିକେଟର ଏହା କରିଥିବା…
ରିଲିଜ ନ ହେଉଣୁ ୨୦୦ କୋଟି କମାଇଲା ସଲମାନଙ୍କ ‘ରାଧେ’
ବମ୍ବେ: ଇଦ୍ରେ ରିଲିଜ ହେବାକୁ ଯାଉଛି ବଲିଉଡ୍ ଦବଙ୍ଗ ଖାନ୍ଙ୍କ ଫିଲ୍ମ ‘ରାଧେ’। ସିନେମାଘର ସହ ଓଟିଟି ପ୍ଲାଟଫର୍ମରେ ଏହାକୁ ଦର୍ଶକେ ଦେଖିପାରିବେ। ଏଣୁ ସିନେମାଟି ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା। ଏବେ କଥାଟି ସତ ହେବା ପରି…
ଜି-୨୩ ବା ୨୪ କିଛି ନାହିଁ, ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ ଗୋଟିଏ: ବିରପ୍ପା ମୋଇଲି
ନୂଆଦିଲ୍ଲୀ,୫ ।୩: କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ଜି-୨୩କୁ ନେଇ ବରିଷ୍ଠ ନେତା ବିରପ୍ପା ମୋଇଲି ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କଂଗ୍ରେସରେ ଜି-୨୩ ବା ୨୪ ବୋଲି କିଛି ନାହିଁ । ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ…
ଅଡ଼ୁଆରେ ଏକତା କପୁରଙ୍କ ବାଲାଜୀ ଫିଲ୍ମସ୍: ବର୍ସୋବା ଥାନାରେ ଏତଲା ଦେଲେ ସୁନିଲ ସେଟ୍ଟୀ
ବମ୍ବେ: ଅଡ଼ୁଆରେ ବାଲାଜୀ ଫିଲ୍ମସ୍। ଏକତା କପୁରଙ୍କ ଏହି କମ୍ପାନୀ ନାଁରେ ବର୍ସୋବା ଥାନାରେ ଏତଲା ଦେଇଛନ୍ତି ଅଭିନେତା ସୁନିଲ ସେଟ୍ଟୀ। ତାଙ୍କୁ ନଜଣାଇ ତାଙ୍କର ଫଟୋ ବ୍ୟବହାର କରିବା, ଏପରିକି ସେ ମୁଖ୍ୟ ଚରିତ୍ରରେ ଆସୁଥିବା ନେଇ ମିଥ୍ୟା ପୋଷ୍ଟ…
ରାଜରାସ୍ତାରେ ଘୋଡ଼ାଠାରୁ ବି ଦ୍ରୁତ ଗତିରେ ଗଲା ଏହି ପ୍ରାଣୀ, ଲୋକେ କହିଲେ …
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଏବେ ଏକ ଭିଡିଓ ଭାଇରାଲ ହେବାରେ…
ଚାରିଜଣ ଯୁବକଙ୍କୁ ପ୍ରେମଜାଲରେ ଫସାଇଥିଲେ ଯୁବତୀ, ଘରୁ ଫେରାର ହେବା ପରେ କାହାକୁ ବିବାହ କରିବେ ନେଇ ପଡ଼ିଲେ ଚିନ୍ତାରେ; ତା’ ପରେ…
ଆମ୍ବେଦକରନଗର: ଜଣେ କି ଦୁଇଜଣ ଯୁବକ ନୁହେଁ, ଚାରିଜଣ ଯୁବକଙ୍କ ସହ ଘରଛାଡ଼ି ଫେରାର ହୋଇଥିଲେ ଯୁବତୀ। ବିବାହ କରିବାକୁ ଇଚ୍ଛା ଥିଲେ ହେଁ ସେମାନଙ୍କ ମଧ୍ୟରୁ କାହାକୁ ବିବାହ କରିବେ ନିଶ୍ଚିତ କରିପାରି ନ ଥିଲେ। ଶେଷରେ ମାମଲା ପଞ୍ଚାୟତକୁ…
ଚିଟ ଫଣ୍ଡ ଠକେଇ ମାମଲା: ପ୍ରଦୀପଙ୍କ ପରେ ଶ୍ରୀକୃଷ୍ଣ ପାଢ଼ୀଙ୍କ ଜାମିନ ଆବେଦନ ଖାରଜ
ଛତ୍ରପୁର,୫।୩(ଡି.ଏନ୍.ଏ.): ଚିଟ ଫଣ୍ଡ ଠକେଇ ମାମଲା ସହ ଅଭିଯୁକ୍ତ ଶ୍ରୀକୃଷ୍ଣ ପାଢ଼ୀଙ୍କ ଦ୍ୱାରା ୨୩ ଫେବୃୟାରୀରେ ଦାଖଲ ହୋଇଥିବା ଜାମିନ ଆବେଦନକୁ ଏସଡିଜେଏମ ସନ୍ତୋଷ କୁମାର ପାଣିଗ୍ରାହୀ ଖାରଜ କରିଛନ୍ତି। ସୂଚନାଯୋଗ୍ୟ ଯେ, ଅର୍ଥତତ୍ତ୍ୱ ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀ ଓ…
ସ୍ତ୍ରୀ ନଜଣାଇ ଘରକୁ ପଳାଇଲେ ବୋଲି ବିଜୁଳି ଖୁଣ୍ଟରେ ଚଢ଼ି ବସିଲେ ସ୍ବାମୀ, ଆଉ ତା’ପରେ ଘଟିଲା…
ବଳରାମପୁର: ଯଦି ଆପଣ ‘ଶୋଲେ’ ଫିଲ୍ମ ଦେଖିଥିବେ ତେବେ ଅଭିନେତା ଧର୍ମେନ୍ଦ୍ର ସେଥିରେ ମଦନିଶାରେ ପାଣି ଟାଙ୍କି ଉପରେ ଚଢ଼ିବା ଘଟଣା ମନେଥିବ ନିଶ୍ଚିତ। ଏବେ ଠିକ୍ ସେଭଳି ଏକ ଘଟଣା ଛତିଶଗଡ଼ରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ସ୍ତ୍ରୀ ଘରୁ…
ଗୋଟିଏ ଫିଲ୍ମ କରିବାକୁ ଏତିକି କୋଟି ଚାର୍ଜ କରନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ନିଜର ସୁନ୍ଦର ଚେହେରା ଏବଂ ବଳିଷ୍ଠ ଅଭିନୟ ପାଇଁ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍ ପରିଚିତ। କାଜଲ କେବଳ ସାଉଥ୍ ନୁହଁ ବଲିଉଡ୍ରେ ବି କାମ କରିଛନ୍ତି। ତାଙ୍କର ଦମ୍ଦାର ଅଭିନୟ ପାଇଁ ସେ ପ୍ରଶଂସକମାନଙ୍କ…
ସମସ୍ତ ୨୯୧ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମ୍ସି, ନନ୍ଦୀଗ୍ରାମରୁ ନିର୍ବାଚନ ଲଢିବେ ମମତା
କୋଲାକାତା,୫ ।୩: ପଶ୍ଚିମବଙ୍ଗର ଶାସକ ଦଳ ତ୍ରୁଣମୂଳ କଂଗ୍ରେସ(ଟିଏମ୍ସି) ଶୁକ୍ରବାର ୨୯୧ ଆସନ ପାଇଁ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଧାନସଭାର ମୋଟ ୨୯୪ ଆସନ ମଧ୍ୟରୁ ବାକି ୩ଟି ଆସନକୁ ସହଯୋଗୀ ଦଳ ପାଇଁ ଛାଡିଛି ଟିଏମ୍ସି…
ପ୍ରେମିକଙ୍କ ଘର ସାମ୍ନାରେ ଧାରଣାରେ ବସିଲେ ପ୍ରେମିକା, କାରଣ ଜାଣିଲେ…
ଲକ୍ଷ୍ନୌ,୫।୩: ଉତ୍ତରପ୍ରଦେଶର ବରେଲି ଜିଲାର ଜଣେ ପ୍ରେମିକା ପ୍ରେମିକଙ୍କ ଘର ସାମ୍ନାରେ ଧାରଣା ଦେଇଥିଲେ। ଅପ୍ରତ୍ୟାଶିତ ଘଟଣା କ୍ରମରୁ ହଡ଼ବଡ଼େଇ ଯାଇ ପ୍ରେମିକ ଜଣକ ପରିବାର ସଦସ୍ୟଙ୍କ ସହ ଘରେ ତାଲା ଦେଇ ଫେରାର ହୋଇଯାଇଥିଲେ। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ…

