Home Left

ବିହାର ନିର୍ବାଚନ ପରେ ବାହାରିଛି ୧୬୦ ଟନ୍ ବାୟୋମଡିକାଲ ବର୍ଜ୍ୟବସ୍ତୁ, ୧୮ ଲକ୍ଷ ମାସ୍କ, ୭.୨୧ କୋଟି ଗ୍ଲୋଭସ୍‌ !

ପାଟନା,୧୬ ।୧୧: ବିହାର ବିଧାନସଭା ନିର୍ବାଚନ ସରିବା ପରେ ପାଖାପାଖି ୧୬୦ ଟନ୍ ବାୟୋମେଡିକାଲ ବର୍ଜ୍ୟବସ୍ତୁ ବାହାରିଥିବା ଜଣାପଡିଛି । କରୋନା ଭାଇରସ ଠାରୁ ଦୂରେଇ ରହିବାକୁ ମାସ୍କ, ସାନିଟାଇଜର, ଗ୍ଲୋଭସ୍ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ଏଭଳି ବର୍ଜ୍ୟବସ୍ତୁ…

ପ୍ରତାରଣା କରିଥିବା କହି, ପ୍ରେମିକାଙ୍କୁ ମଝି ରାସ୍ତାରେ ନିସ୍ତୁକ ପିଟିଲେ ପ୍ରେମିକ

ପ୍ରତାରଣା କରିଥିବା ଅଭିଯୋଗରେ ପ୍ରେମିକାଙ୍କୁ ରାସ୍ତା ମଝିରେ ମାଡ଼ ମାରିଛନ୍ତି ପ୍ରେମିକ। ଏହି ଘଟଣା ସୋସିଆଲ ମିଡିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି। ପ୍ରେମିକା ହେଲେ ପେଜ୍‌ ଗ୍ରାହକ ସେବା ପରାମର୍ଶଦାତା ଭାବରେ କାମ କରୁଥିବା ମିଡିଲହର୍ଷ୍ଟ (୨୫) । ପ୍ରେମିକ…

ଭାଜପା ହାତକୁ ଯିବ ବିହାର ବାଚସ୍ପତି ଆସନ!

ପାଟନା,୧୬ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ନନ୍ଦକିଶୋର ଯାଦବଙ୍କୁ ବିହାର ବିଧାନସଭାର ବାଚସ୍ପତି ପଦ ମିଳିପାରେ ବୋଲି ଆଲୋଚନା ହେଉଛି । ବିହାର ଭାଜପାର ଜଣେ ବଡ ନେତା ଭାବେ ଗଣା ଯାଉଥିବା ନନ୍ଦକିଶୋର ୭ମ ଥର ଲାଗି…

ଆଣ୍ଠୁଗଣ୍ଠି ଯନ୍ତ୍ରଣାର ଘରୋଇ ଉପଚାର

ଆଜିକାଲି ଆଣ୍ଠୁଗଣ୍ଠି ସମସ୍ୟା କେବଳ ବୟସ୍କ ବ୍ୟକ୍ତି ନୁହନ୍ତି ଯୁବପିଢ଼ିଙ୍କଠାରେ ଦେଖିବାକୁ ମିଳିଲାଣି। ଏହାର ଲକ୍ଷଣ ଜାଣିବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରାଇନେବା ଦରକାର। ତେବେ ଏଥିରୁ ଉପଶମ ପାଇବା ପାଇଁ କେତୋଟି ଘରୋଇ ଉପଚାରକୁ ଆପଣେଇ…

ରାଜଧାନୀରୁ ୨୫ ଲକ୍ଷର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ କଳିଙ୍ଗନଗର ଅଞ୍ଚଳରୁ ପୋଲିସ ସୋମବାର ୨୨୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି। ଏହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ। ଏହି କାରବାରରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ହେଲେ…

ଗଣମାଧ୍ୟମ କଣ୍ଠରୋଧକାରୀଙ୍କୁ ମୋଦି ସରକାରଙ୍କ କଡ଼ା ବିରୋଧ: ଶାହା

ନୂଆଦିଲ୍ଲୀ,୧୬।୧୧: ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଏହାର ସ୍ବତନ୍ତ୍ରତାରେ ବାଧା ଦେଉଥିବା ତଥା କଣ୍ଠରୋଧକାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଡ଼ା ବିରୋଧ କରୁଛନ୍ତି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜାତୀୟ ପ୍ରେସ୍‌ ଦିବସ ଅବସରରେ ସୋମବାର କହିଛନ୍ତି। ଶାହା ଟୁଇଟ୍‌…

କୋଲେଷ୍ଟରଲକୁ ସନ୍ତୁଳିତ ରଖେ ଭିଟାମିନ୍‌ ‘ଇ’

ଆବଶ୍ୟକ ମୁତାବକ ଭିଟାମିନ୍‌ ‘ଇ’ଯୁକ୍ତ ଖାଦ୍ୟ ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଖାସ୍‌ କଥା ହେଲା, ଏହି ଭିଟାମିନ୍‌ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଏହା ଚର୍ବି ସହ ମିଶି…

ବିଳିବିଳାଉଛନ୍ତି ଟ୍ରମ୍ପ!

ୱାଶିଂଟନ,୧୬ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଚୁଡାନ୍ତ ଫଳାଫଳ ଏପର୍ଯ୍ୟନ୍ତ ଆସି ନ ଥିବା ବେଳେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ ବହୁମତର ସଂଖ୍ୟା ପାର କରି ସାରିଛନ୍ତି । ତେଣୁ ତାଙ୍କୁ ଆମେରିକାର ଭବିଷ୍ୟତ ରାଷ୍ଟ୍ରପତି କୁହାଯାଉଛି ।…

ପାଟଣା ବିଧାୟକ ଅସୁସ୍ଥ, ଆଶୁ ଆରୋଗ୍ୟ କଲେ ବିଶିଷ୍ଟ ବ୍ୟକ୍ତି

ପାଟଣା,୧୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ଜଗନ୍ନାଥ ନାଏକ ଗତ ଶନିବାରଠାରୁ ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଧାୟକ ନାଏକ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ବିଧାୟକ ସ୍ବରୂପ ଦାସଙ୍କ ପାଇଁ ନିର୍ବାଚନ ପ୍ରଚାରକରି ଘରକୁ…

ପାଟିର ବ୍ୟାକ୍ଟେରିଆ ନଷ୍ଟ କରିବାର ସହଜ ଉପାୟ

ଆମ ପାଟିରେ କେତେକ କାରଣରୁ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି। ଏପରି କି ଏମାନେ ବଂଶବିସ୍ତାର କଲେ ଆମେ ପାଟିଜନିତ ରୋଗର ସମ୍ମୁଖୀନ ହୋଇଥାଉ। ଏହାକୁ ନଷ୍ଟ କରିବାର ଏକ ସହଜ ଉପାୟ ରହିଛି। ଆଜିକାଲି ତ ଚୁଇଙ୍ଗମ ଚୋବାଇବା ଅନେକଙ୍କର ଏକ…

କୁରାଢ଼ି ବେଣ୍ଟରେ ବଡ଼ଭାଇଙ୍କ ଜୀବନ ନେଲେ ସାନଭାଇ, ଫାଣ୍ଡିରେ କଲେ ଆତ୍ମସମର୍ପଣ

କୁଆଁରମୁଣ୍ଡା,୧୬ା୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁଟୁରୀଖମଣ ପଞ୍ଚାୟତ ହରପାଲି ଗ୍ରାମର ସୁଖୁ ଲାକ୍ରା(୪୦)ଙ୍କୁ ତାଙ୍କ ସାନଭାଇ ବାନ୍ଧନା ଲାକ୍ରା(୩୦) ରବିବାର କୁରାଢ଼ି ବେଣ୍ଟ ପାଇଁ ଥିବା କାଠବାଡ଼ିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସୁଖୁ ଘଟଣାସ୍ଥଳରେ ଅଚେତ୍‌ ହୋଯାଇଥିଲେ।…

ନୀଳଗିରିକୁ ପଶିଲେ ଝାଡ଼ଖଣ୍ଡୀ ହାତୀପଲ

ସଜନାଗଡ଼,୧୬ା୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିକୁ ସୋମବାର ଭୋର୍‌ରୁ ୪୨ ଝାଡ଼ଖଣ୍ଡୀ ହାତୀପଲ ନୀଳଗିରିକୁ ପ୍ରବେଶ କରିଛନ୍ତି। ୨୦୧୦ ମସିହାରୁ ହାତୀପଲ ନୀଳଗିରିକୁ ଜଙ୍ଗଲ ଚିରାଚରିତ ଢଙ୍ଗରେ ପ୍ରତିବର୍ଷ ଭଳି ଏବର୍ଷ ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ହାତୀପଲ ଆସି ଓଡ଼ିଶା ସୀମା ପାରହୋଇଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri