Posted inଫୁରସତ

୫୦୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେଲା ଏହି ଜେପିଇଜି ଫାଇଲ୍‌

ଆମେରିକାର ବିପଲ ନାମକ ଜଣେ ଆର୍ଟିଷ୍ଟଙ୍କ ଏକ ଡିଜିଟାଲ ଫାଇଲ୍‌(ଜେପିଇଜି) ୫୦୩ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହି ଫଟୋରେ ବିଭିନ୍ନ ଡିଜିଟାଲ ଫଟୋ ରହିଛି।

ବ୍ରିଟେନର ଆକ୍ସନ କମ୍ପାନୀ କ୍ରିଷ୍ଟି ଜରିଆରେ ଏହି ଫଟୋର ନିଲାମ କରାଯାଇଛି। ଏହାର ନାମ ‘ଏଭ୍ରିଡେଜ୍‌: ଦ ଫାର୍ଷ୍ଟ 5000 ଡେଜ୍‌’ ରଖାଯାଇଛି। ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହି ଫଟୋ ଅନ୍‌ଲାଇନରେ ଉପଲବ୍ଧ ଥିଲା। ଏହାର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୭୨୦୦ ଟଙ୍କା ରଖାଯାଇଥିଲା। କିନ୍ତୁ ଆଜିକାଲି ଡିଜିଟାଲ ମାଧ୍ୟମରେ ସବୁକିଛି ପରିବର୍ତ୍ତନ କରାଯାଇପାରୁଛି। ପରେ ଏହାକୁ ଅଧିକ ଦାମ୍‌ରେ ବିକ୍ରି କରାଯାଉଛି। ଏମିତି ଡିଜିଟାଲ ସମ୍ପତ୍ତିକୁ ‘ନନ୍‌ ଫଙ୍ଗିବୁଲ ଟୋକନ’ (ଏନ୍‌ଏଫ୍‌ଟି) କୁହାଯାଏ।

ବିପଲ ଏପରି ଫଟୋ ତିଆରି କରିବା ପାଇଁ ୧୩ ବର୍ଷ ଧରି ଚେଷ୍ଟା ଚଳାଇଆସୁଥିଲେ। ଯେଉଁ ଫ୍ରେମ୍‌ରେ ଏକା ସାଙ୍ଗରେ ୫୦୦୦ ଫଟୋ ରହିଛି। ଫଟୋକୁ ବିପଲ ୫୦୩ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ମାତ୍ର କିଣିବା ବ୍ୟକ୍ତିଙ୍କ ନାମ ପ୍ରକାଶ କରିନାହାନ୍ତି। ଇନ୍‌ଷ୍ଟାଗ୍ରାମରେ ବିପଲଙ୍କର ୨୦ ଲକ୍ଷ ଫଲୋଅର୍ସ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମନ୍ଦିରକୁ କାହିଁକି ଯାଆନ୍ତିନି ରାଜ ପରିବାରର ସଦସ୍ୟ: ଜାଣନ୍ତୁ ଏହା ପଛରେ କ’ଣ ରହିଛି ରହସ୍ୟ

କାଠମାଣ୍ଡୁ,୩୦।୬: ଭାରତ ଓ ନେପାଳ ମଧ୍ୟରେ ଗତ କିଛି ଦିନରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଏହି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ...

ଆଜିଠାରୁ ବଦଳିଲା ହ୍ବାଟ୍ସଆପ୍‌, ଜୀବନବୀମା, ଏଟିଏମ୍‌ ସହ ଜଡ଼ିତ ଏସବୁ ନିୟମ: ଜାଣନ୍ତୁ…

୨୦୨୦ ଫେବୃୟାରୀ ପହିଲାରୁ ବଦଳିଛି ଅନେକ ନିୟମ। ଏଟିଏମ୍‌, ହ୍ବାଟ୍ସଆପ୍‌, ଜୀବନବୀମା, ଏଟିଏମ୍‌ ଏବଂ ଡାକଘର ସମ୍ପର୍କିତ ଅନେକ ନିୟମ ଶନିବାରଠାରୁ ବଦଳିଛି। ହ୍ବାଟ୍ସଆପ୍‌: ଫେବୃୟାରୀ...

ମାସ୍କରେ ତିଆରି ବିବାହ ଡ୍ରେସ୍‌, ଭାଇରାଲ ହେଉଛି କନ୍ୟାଙ୍କ ଫଟୋ

କରୋନା ମହାମାରୀ ପୂରା ବିଶ୍ୱରେ କାୟା ବିସ୍ତାର କରିଛି। ଏହି ଭାଇରସରୁ ବଞ୍ଚିବା ପାଇଁ ଲୋକେ ନାନା ଉପାୟ ଅବଲମ୍ବନ କରୁଛନ୍ତି। ଏହା ମଧ୍ୟରେ ସମସ୍ତେ...

ଥାନାରେ ପହଞ୍ଚି କାଗଜ-କଲମ ମାଗି ଏଫ୍‌ଆଇଆର୍‌ରେ ଏମିତି କିଛି ଲେଖିଲେ ଯୁବକ

ପୁଣେ, ୧୭।୮: ମହାରାଷ୍ଟ୍ରର ପୁଣେ ସହରରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୭ ବର୍ଷୀୟ ଯୁବକ ଥାନାରେ ପହଞ୍ଚି ଉପସ୍ଥିତ କର୍ମଚାରୀଙ୍କୁ...

ଅନ୍‌ଲାଇନ୍‌ ଖେଳାଳିଙ୍କ ପାଇଁ ଗେମିଂ ବେଡ୍‌, ଦାମ୍‌ ରହିଛି ୮୧ ହଜାର

ଟୋକିଓ: ଅନ୍‌ଲାଇନ୍‌ ଗେମ୍‌ରେ ଯେଉଁମାନଙ୍କର ଉତ୍ସାହ ରହିଛି ସେମାନଙ୍କ ପାଇଁ ଏକ କମ୍ପାନୀ ଗେମିଂ ବେଡ୍‌ ତିଆରି କରିଛି। ଏହା ଉପରେ ଶୋଇ ଖେଳିପାରିବେ। ଏହା...

ଚା’ ବିକି ମାସକୁ ୧୨ ଲକ୍ଷ ଆୟ କରୁଥିବା ବ୍ୟକ୍ତି

ଚା’ ବାଲାକୁ ନେଇ  ଅନେକ କଥା ଶୁଣିଛୁ। ତେବେ ଏମିତି ଆଉ ଏକ କଥା ଏବେ ସମ୍ମୁଖକୁ ଆସିଛି, ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟରେ...

ବାଉଁଶ କାରିଗରୀ

ବାଉଁଶରେ ତିଆରି କଳାକୃତି ହେଉ କି ପାରମ୍ପରିକ ବିଭିନ୍ନ କୃଷି ସାମଗ୍ରୀ । କାହିଁ କେଉଁକାଳରୁ ଲୋକଙ୍କ ଗୃହ ଉପକରଣ ଭାବେ ଏହାର ବ୍ୟବହାର ହୋଇଆସୁଛି।...

ଜଙ୍ଗଲଜନ୍ତୁଙ୍କ ସୁରକ୍ଷା ଲାଗି ଅଣ୍ଟା ଭିଡିଛନ୍ତି ଏସବୁ ଗ୍ରାମବାସୀ: ଅନ୍ୟମାନଙ୍କ ପାଇଁ ଉଦାହରଣ

ମହାବୀର ପକ୍ଷୀ ସୁରକ୍ଷା କମିଟି-ପ୍ରାକୃତିକ ପରିବେଶରେ ଭରା ଓଡ଼ିଶା।ଏହାର ଜଙ୍ଗଲ, ପାହାଡ଼, ନଦୀ, ଝରଣା, ହ୍ରଦ ଓ ସମୁଦ୍ରର ବେଳାଭୂମି ଖୁବ୍‌ ମନୋରମ।ଏପରି ସ୍ଥାନରେ ବିଭିନ୍ନ...

Advertisement
Archives

Model This Week