Posted inଫୁରସତ

ପ୍ରପୋଜ କରି ୟୁନିଭର୍ସିଟିରୁ ବିଦା

ପ୍ରେମ ନିବେଦନ କରିବାରୁ ପାକିସ୍ତାନସ୍ଥିତ ଲାହୋର ୟୁନିଭର୍ସିଟିର ଦୁଇ ଛାତ୍ରୀଛାତ୍ରଙ୍କୁ ବିଦା କରିଦିଆଯାଇଛି। ଜଣେ ଛାତ୍ରୀ ଆଣ୍ଠେଇ ପଡ଼ି ତାଙ୍କ ବନ୍ଧୁଙ୍କୁ ପ୍ରପୋଜ କରିଥିଲେ। ଏହା ପରେ ଛାତ୍ର ଜଣକ ସମସ୍ତଙ୍କୁ ସାମ୍‌ନାରେ ଛାତ୍ରୀଙ୍କୁ ଆଲିଙ୍ଗନ କରିଥିଲେ। ଏହା ପରେ ଅନୁଶାସନ କମିଟି ଉଭୟଙ୍କୁ ନୋଟିସ୍‌ ଜାରି କରିଥିଲା। କମିଟି ନିକଟରେ ହାଜର ନ ହେବା ଏବଂ ୟୁନିଭର୍ସିଟିର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଉଭୟଙ୍କୁ କଲେଜରୁ ବହିଷ୍କାର କରାଯାଇଛି। ଏଥିସହ ସମସ୍ତ କ୍ୟାମ୍ପସ୍‌ରେ ଉଭୟଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିସ୍‌ ଡେ’: ଜାଣନ୍ତୁ କାହାକୁ କେମିତି କରିବେ କିସ୍‌

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା...

ଶକ୍ତିପୀଠ ଚାମୁଣ୍ଡେଶ୍ୱରୀ ମନ୍ଦିର: କେବେ ଓ କେମିତି ଯିବେ

ମା’ ଦୁର୍ଗାଙ୍କର ଏକ ସ୍ବରୂପ ‘ମା’ ଚାମୁଣ୍ଡେଶ୍ୱରୀ’ଙ୍କୁ ସମର୍ପିତ ପବିତ୍ର ଚାମୁଣ୍ଡେଶ୍ୱରୀ ମନ୍ଦିରଟି କର୍ନାଟକର ମହୀଶୂରଠାରୁ ପ୍ରାୟ ୧୩ କି.ମି . ଦୂରରେ ଥିବା ଚାମୁଣ୍ଡୀ...

ଏମିତି ଦେଶ, ଯେଉଁଠି ଚାକିରି ପାଇଁ ଠେଲିବାକୁ ପଡ଼େ ଟ୍ରେନ୍‌

ସାଧାରଣତଃ ମଣିଷ ପାଇଁ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ନିତାନ୍ତ ଆବଶ୍ୟକ। ଏହା ମୌଳିକ ଆବଶ୍ୟକତା। ଆଉ ଏହି ଆବଶ୍ୟକତା ପୂରଣ କରିବା ପାଇଁ ଜଣେ...

ମାଛବନ୍ୟା

କଥାଟା ଶୁଣିବାକୁ ବିଚିତ୍ର ଲାଗୁଥାଇପାରେ। ଉପର ମୁଣ୍ଡରେ ବର୍ଷାହେଲେ ନଦୀନାଳରେ ପାଣିପଶେ। ତାହାର ପ୍ରଭାବରେ ବନ୍ୟା ସୃଷ୍ଟିହୁଏ। ବେଳେବେଳେ ସେହି ବନ୍ୟା ପ୍ରଳୟର ରୂପ ଧାରଣ...

ବାଜପେୟୀ-କାଲାମଙ୍କ ସଫଳ ଉଦ୍ୟମ: ୨୨ ବର୍ଷ ତଳେ ଭାରତ ହୋଇଥିଲା ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର

ନୂଆଦିଲ୍ଲୀ,୧୦।୫: ପ୍ରତିବର୍ଷ ମେ ୧୧କୁ ଦେଶବ୍ୟାପି ରାଷ୍ଟ୍ରୀୟ ପ୍ରାଦୌଗିକ ଦିବସ ଭାବେ ପାଳନ କରାଯାଉଛି। ୨୨ ବର୍ଷ ତଳେ ୧୯୯୮ ମେ ୧୧ରେ ଭାରତ ରାଜସ୍ଥାନ...

୧୬ ବର୍ଷରେ ପାଦ ଦେଲା ଜି-ମେଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୧।୪: ଜି-ମେଲ୍‌କୁ ବୁଧବାର ୧୬ ବର୍ଷରେ ପାଦ ଦେଇଛି। ୨୦୦୪ ଏପ୍ରିଲ୍‌ ୧ରେ ଏହାର ଶୁଭାରମ୍ଭ ହୋଇଥିଲା। ଏହା ଆମେରିକାର କମ୍ପ୍ୟୁଟର ଇଞ୍ଜିନିୟର ପାଉଲ୍‌ ଟି...

ବିଶ୍ୱର ସବୁଠୁ ଦାମୀ ସାମ୍ବାଦିକା: ବର୍ଷକୁ ଦରମା ନିଅନ୍ତି ୧୪୮ କୋଟି

ବିଶ୍ୱର ସବୁଠାରୁ ଦାମୀ ସାମ୍ବାଦିକଙ୍କ ତାଲିକାର ଶୀର୍ଷରେ ଅଛନ୍ତି ମେଗନ କେଲୀ। ଗତବର୍ଷ ତାଙ୍କୁ ୧୩୩କୋଟି ଟଙ୍କା ଦରମା ମିଳିଥିବା ବେଳେ ଚଳିତ ବର୍ଷ ଏହା...

ନିଆରା ଗାଁ

ଗାଁ ସହିତ ମଣିଷର ସମ୍ପର୍କ ବହୁ ପ୍ରାଚୀନ। ପ୍ରତ୍ୟେକ ଗାଁ ପ୍ରତ୍ୟେକଙ୍କ ପାଇଁ ସୁନ୍ଦର। ସବୁ ଗାଁରେ ବି କିଛି ନା କିଛି ବିଶେଷତ୍ୱ ରହିଛି।...

Advertisement


Archives

Model This Week

Why Dharitri