ମହାକାଳୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ
ଭଦ୍ରକ ଅଫିସ,୧୫।୧୧- ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଦ୍ୱିତୀୟ ଦିନରେ ରବିବାର ମହାକାଳୀ ବେଶରେ ମା’ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଆଦ୍ୟାଶକ୍ତି ମା ଭଦ୍ରକାଳୀ ରବିବାର ମହାକାଳୀ ବେଶରେ ନାଲି ପାଟ ବସ୍ତ୍ର ପରିଧାନ କରିବା ସହ ମୁଖ…
ମ୍ୟାନ୍ମାର୍ ନିର୍ବାଚନ: ଶାସକ ଦଳର ପୁଣି କ୍ଷମତା ଦଖଲ
ୟଙ୍ଗୁନ,୧୫।୧୧: ମ୍ୟାନମାର୍ ସାଧାରଣ ନିର୍ବାଚନ ଫଳ ପ୍ରକାଶ ପାଇଛି। ଦେଶରେ ଶାସକ ଦଳ ନ୍ୟାଶନାଲ ଲିଗ୍ ଫର୍ ଡେମୋକ୍ରାସି ପୁଣି ଥରେ କ୍ଷମତା ଦଖଲ କରିଛି। ଶାସକ ଦଳ ୯୨୦ ଆସନରେ ବିଜୟୀ ହୋଇଛି। ନିର୍ବାଚନରେ ୫ ହଜାର ୬୩୯ ଜଣ…
ଆଜିର ଦିନରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ ମ୍ୟାଚ୍ ଖେଳିଥିଲେ ମାଷ୍ଟର ବ୍ଲାଷ୍ଟର; ହେଲେ ଏହି ଘଟଣା ଯୋଗୁ…
ନୂଆଦିଲ୍ଲୀ,୧୫।୧୧: ୩୧ ବର୍ଷ ପୂର୍ବେ ଆଜିର ଦିନରେ କରାଚିରେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ସଚିନ ତେନ୍ଦୁଲକର। ମାତ୍ର ୧୬ ବର୍ଷ ବୟସରେ ସଚିନ ପାକିସ୍ତାନ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲେ। ଉକ୍ତ ମ୍ୟାଚ୍ରେ ଦ୍ରୁତ ବୋଲର ଓ୍ବାକର…
ସୋମବାରଠାରୁ ମହାରାଷ୍ଟ୍ରରେ ଖୋଲିବ ଧାର୍ମିକ ସ୍ଥଳ: ମାର୍ଗଦର୍ଶିକା ଜାରି
ମୁମ୍ବାଇ,୧୫।୧୧: ସୋମବାର ଠାରୁ ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳ ଖୋଲିବ। ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ୬୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ବୟସ୍କ ଛୋଟ ପିଲା…
ପିଡ଼ିପିକୁ ବଡ଼ ଝଟ୍କା: ଇସ୍ତଫା ଦେଲେ ସଂସ୍ଥାପକ ସଦସ୍ୟ
ଶ୍ରୀନଗର,୧୫।୧୧: ଜମ୍ମୁ-କଶ୍ମୀରରେ ପିପୁଲସ୍ ଡେମୋକ୍ରାଟିକ୍ ପାର୍ଟି(ପିଡ଼ିପି)କୁ ବଡ଼ ଝଟ୍କା ଲାଗିଛି। ଦଳର ସଂସ୍ଥାପକ ସଦସ୍ୟ ମୁଜାଫର ହୁସେନ୍ ବେଗ୍ ଇସ୍ତଫା ଦେଇଛନ୍ତି। ଜିଲା ବିକାଶ ପରିଷଦ ନିର୍ବାଚନ ପୂର୍ବରୁ ଏଭଳି ଘଟିବା ପିଡ଼ିପି ପାଇଁ କ୍ଷତି କାରକ ବୋଲି ଚର୍ଚ୍ଚା ହେଉଛି।…
ରାଜରାସ୍ତାରେ ଟ୍ରମ୍ପ୍ ସମର୍ଥକ: ନିର୍ବାଚନ ଫଳାଫଳ ମାନିବାକୁ ଅରାଜି
ଓ୍ବାଶିଂଟନ,୧୫।୧୧: ଆମେରିକା ରାଜରାସ୍ତାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମର୍ଥକ ଓହ୍ଲାଇଛନ୍ତି। ସେମାନେ ନିର୍ବାଚନ ଫଳାଫଳକୁ ମାନିବାକୁ ଅରାଜି ହୋଇ ପୋଲିସ ସହିତ ଧସ୍ତାଧସ୍ତି ହୋଇଛନ୍ତି। ସମର୍ଥକମାନେ ଓ୍ବାଶିଂଟନ ଡିସିରେ ନାନା ପ୍ରକାର ସ୍ଲୋଗାନ ଦେଇ ଟ୍ରମ୍ପ୍ଙ୍କୁ ପଦବୀରେ ରହିବା ଲାଗି ଦାବି…
କିଲର ଡଲଫିନ୍ଙ୍କୁ ସୈନ୍ୟ ବାହିନୀରେ ସାମିଲ୍ କରୁଛନ୍ତି କିମ୍ ଜୋଙ୍ଗ ଉନ୍
ପୋୟାଙ୍ଗାୟାଙ୍ଗ୍,୧୪।୧୧: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସନ କିମ୍ ଜୋଙ୍ଗ୍ ଉନ୍ ସୈନ୍ୟ ବାହିନୀରେ କିଲର ଡଲଫିନ୍ଙ୍କୁ ସାମିଲ୍ କରୁଛନ୍ତିି। ଏସବୁ ଡଲଫିନ୍ଙ୍କୁ ଆବଶ୍ୟକ ତାଲିମ୍ ଦିଆଯିବ। ତାଲିମ ପ୍ରାପ୍ତ ଡଲଫିନ୍ ଶତ୍ରୁ ଶିବିରରେ ତାଣ୍ଡବ ରଚିବାକୁ ସକ୍ଷମ ହେବେ ବୋଲି…
ସ୍ବାଭିମାନ ଅଞ୍ଚଳରେ ବିଏସ୍ଏଫ୍ ଏଡିଜି: ମାଓବାଦୀ ଦମନ ରଣନୀତି ସମୀକ୍ଷା
ଚିତ୍ରକୋଣ୍ଡା, ୧୪।୧୧(ଡି.ଏନ୍.ଏ.)-ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳକୁ ବିଏସ୍ଏଫ୍ ଏଡିଜି ଏସ୍.ଏଲ୍. ଥାଓସେଲ୍ ଶନିବାର ଗସ୍ତ କରିଛନ୍ତି। ମାଲକାନଗିରି ଏସ୍ପି ରିଷିକେଶ ଖିଲାରୀଙ୍କ ସହ ସେ ଗୋରାସେତୁ ବିଏସ୍ଏଫ୍ କ୍ୟାମ୍ପକୁ ଯାଇଥିଲେ। ସେଠାରେ ସ୍ଥାନୀୟ ଅଞ୍ଚଳର ସୁରକ୍ଷା ସହ ବିକାଶ ସମ୍ବନ୍ଧରେ ଆଲୋଚନା…
ପାକିସ୍ତାନକୁ ସମନ କରିବ ଭାରତ
ନୂଆଦିଲ୍ଲୀ,୧୪ା୧୧: ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଂଘନ ପାଇଁ ପାକିସ୍ତାନକୁ ସମନ କରିବ ଭାରତ। ଶୁକ୍ରବାର ପାକିସ୍ତାନର ଆଖିବୁଜା ଗୁଳି ଚାଳନାରେ ଭାରତୀୟ ଯବାନ ଶହୀଦ ହେବା ସହିତ ସାଧାରଣ ଲୋକଙ୍କ ଜୀବନ ଯାଇଥିବାରୁ ପାକିସ୍ତାନର କୁଟନୈତିଜ୍ଞଙ୍କୁ ସମନ କରାଯିବ। ରିପୋର୍ଟ ଅନୁଯାୟୀ,…
ହସ୍ପିଟାଲରେ ଭର୍ତ୍ତି ହେଲେ ହରିୟାଣା ମୁଖ୍ୟମନ୍ତ୍ରୀ
ଶିମ୍ଲା,୧୪।୧୧-ନିଃଶ୍ବାସ ନେବାରେ ଅସୁବିଧା ହେବାରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଶନିବାର ଶିମ୍ଲାସ୍ଥିତ ଆଇଜିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଟ୍ଟର ବର୍ତ୍ତମାନ ହିମାଚଳ ପ୍ରଦେଶ ଗସ୍ତରେ ଅଛନ୍ତି। ସେ ଶୁକ୍ରବାର ସାରେ ହିମାଚଳ ପ୍ରଦେଶ ପହଞ୍ଚିଥିଲେ। ଆଜି ତାଙ୍କର ଫେରିବାର…
ପ୍ରେମିକଙ୍କ ସହ ବ୍ରେକ୍ଅପ୍କୁ ନେଇ ଚର୍ଚ୍ଚାରେ ଟାଇଗରଙ୍କ ଭଉଣୀ, କଲେ ଏପରି ନିବେଦନ
ବମ୍ବେ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଭଉଣୀ କୃଷ୍ଣାଙ୍କର ହୋଇଛି ବ୍ରେକ୍ଅପ୍। ଇବାନ ହାୟମ୍ସଙ୍କଠାରୁ ସେ ଅଲଗା ହୋଇଛନ୍ତି। ଉଭୟଙ୍କ ରୋମାଣ୍ଟିକ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ହେଲେ ଏବେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେବାରେ…
ବିରାଟ କୋହଲିଙ୍କୁ ଘୃଣା କରିବାକୁ ପସନ୍ଦ କରନ୍ତି ଅଷ୍ଟ୍ରେଲିୟ ଖେଳାଳି: ଟିମ୍ ପୈନ୍
ସିଡନୀ,୧୪।୧୧: ଡିସେମ୍ବର ୧୭ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ସିରିଜ୍ ଖେଳାଯିବ। ୪ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବା ପାଇଁ ଭାରତୀୟ ଟିମ୍ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି। ତେବେ ୨୦୧୮-୧୯ ସିରିଜରେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇ ଇତିହାସ ରଚିଥିଲା ଭାରତ। ଏହି…
Archives


