Posted inଖେଳ

ଆଜି ଖେଳାଯିବ ଦ୍ୱିତୀୟ ଟି୨୦: ଜାଣନ୍ତୁ କେତେବେଳେ ଏବଂ କେଉଁଠି ଦେଖିବେ

ନୂଆଦିଲ୍ଲୀ,୧୩।୩: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ଶୁକ୍ରବାର ପ୍ରଥମ ମୁକାବିଲା ଖେଳା ଯାଇଥିବା ବେଳେ ଏଥିରେ ବାଜିମାତ କରିଥିଲା ବିରୋଧି ଟିମ୍‌।

କେଉଁଠି ଖେଳାଯିବ:
ତେବେ ଏହି ସିରିଜର ଦ୍ୱିତୀୟ ଟି୨୦ ମୁକାବିଲା ୧୪ ମାର୍ଚ୍ଚ ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଟସ୍‌ ୬.୩୦ରେ ପଡ଼ିବାକୁ ଥିବା ବେଳେ ସନ୍ଧ୍ୟା ୭ ଟାରୁ ମ୍ୟାଚ୍‌ ଆରମ୍ଭ ହେବ।

କିଭଳି ଦେଖିବେ:
ଦ୍ୱିତୀୟ ମୁକାବିଲାକୁ ଷ୍ଟାର ସ୍ପୋଟ୍ସ ନେଟଓ୍ବାର୍କର ସମସ୍ତ ଚ୍ୟାନେଲରେ ଦେଖିହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାସନ୍ଦ ଦଣ୍ଡକୁ ଚ୍ୟାଲେଞ୍ଜ କରିବେ ସୁମିତ

ନୂଆଦିଲ୍ଲୀ, ୬ା୭ (ପି.ଟି.)- ଡୋପ୍‌ ଟେଷ୍ଟରେ ବିଫଳ ପାଇଁ ହୋଇଥିବା ୨ ବର୍ଷ ବାସନ୍ଦ ଦଣ୍ଡକୁ ଚ୍ୟାଲେଞ୍ଜ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଭାରତୀୟ ରେସ୍‌ଲର...

ପାକିସ୍ତାନ ଗସ୍ତ କରିବ ଅଷ୍ଟ୍ରେଲିଆ

ମେଲବୋର୍ନ,୨୫।୧: ଅଷ୍ଟ୍ରେଲିଆ କ୍ରିକେଟ ଦଳ ତା’ର ନିୟମିତ ଖେଳାଳିଙ୍କ ସହ ପାକିସ୍ତାନ ଗସ୍ତ କରିବାକୁ ଯାଉଛି। ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଦଳର କୌଣସି ଖେଳାଳି ପାକିସ୍ତାନ ଯିବା...

ଫିଲ୍ଡରେ କୋଚ୍‌ଙ୍କ ସହ ଯୁକ୍ତିତର୍କ: ମୁହଁ ଖୋଲିଲେ ଶ୍ରୀଲଙ୍କା ଅଧିନାୟକ

କଲମ୍ବୋ,୨୨।୭: ଟିମ୍‌ ଇଣ୍ଡିଆ ଠାରୁ ଦ୍ୱିତୀୟ ଦିନିକିଆରେ ପରାସ୍ତ ହେବା ପରେ ଫିଲ୍ଡରେ ମୁହଁାମୁହିଁ ହୋଇଥିଲେ ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶାନାକା ଓ କୋଚ୍‌ ମିକି...

ଭର୍ଷ୍ଟାପେନଙ୍କୁ ବ୍ରାଜିଲିଆନ ଗ୍ରଁ। ପ୍ରି ଟାଇଟଲ

ସାଓ ପାଉଲୋ, ୧୯।୧୧ (ଏଏଫ୍‌ପି)- ରେଡ୍‌ ବୁଲ୍ସ ଡ୍ରାଇଭର ମାକ୍ସ ଭର୍ଷ୍ଟାପେନ ଏଠାରେ ଅନୁଷ୍ଠିତ ବ୍ରାଜିଲିଆନ୍‌ ଗ୍ରାଁ ପ୍ରି ଫର୍ମୁଲା ଓ୍ବାନ୍‌ ରେସ୍‌ରେ ଚାମ୍ପିୟନ ହୋଇଛନ୍ତି।...

କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି ଲୋକପ୍ରିୟ କ୍ରିକେଟର୍‌

ପୂର୍ବତନ ଭାରତୀୟ ପେସ ବୋଲର ସୁଦୀପ ତ୍ୟାଗି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସୁଦୀପ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇ ଘୋଷଣା କରିଛନ୍ତି।ସେ...

ଟି୨୦ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ପାଲିକେଲ,୪।୯- ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ୨ଟି ବଲ୍‌ ଥାଇ ୪ ଉଇକେଟରେ ବିଜୟୀ ହୋଇଛି। ସ୍ଥାନୀୟ ପାଲିକେଲ ଅନ୍ତଜାତୀୟ ଷ୍ଟାଡିୟମରେ...

ନିଖୋଜ ଉଗାଣ୍ଡା ଆଥ୍‌ଲେଟ ଭାରତ ଟ୍ରାକ୍‌ ଜ୍ୟାକେଟ ପିନ୍ଧିଥିଲେ

ଟୋକିଓ, ୨୩ା୭(ପି.ଟି.): ପ୍ରି-ଅଲିମ୍ପିକ୍ସ ଟ୍ରେନିଂ ବେଳେ ନିଖୋଜ ହୋଇଯାଇଥିବା ଉଗାଣ୍ଡାର ଭାରୋତ୍ତୋଳକ ଜୁଲିଅସ୍‌ ସେକିଟୋଲେକୋଙ୍କୁ ବିମାନବନ୍ଦରରେ ଭାରତ ଟ୍ରାକ୍‌ ଜ୍ୟାକେଟ ପରିଧାନ କରିଥିବା ଅବସ୍ଥାରେ ଦେଖିବାକୁ...

କାର୍ତ୍ତିକ, ପାର୍ଥିବ ଥାଉ ଥାଉ ଧୋନୀଙ୍କୁ କାହିଁକି ଦିଆଯାଇଥିଲା ସୁଯୋଗ

ନୂଆଦିଲ୍ଲୀ, ୨।୬: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୩ ବର୍ଷ ବୟସରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ପରେ ଆଉ ପଛକୁ ଫେରି ଚାହିଁ...

Advertisement
Archives

Model This Week