ବିହାର ପରାଜୟକୁ ନେଇ ମହାମେଣ୍ଟରେ ମହାଭାରତ
ପାଟନା,୧୬ ।୧୧: ବିହାରରେ ଗୋଟିଏ ପଟେ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଥିବା ବେଳେ ଅନ୍ୟପଟେ ପରାଜୟକୁ ନେଇ ମହାମେଣ୍ଟ ମଧ୍ୟରେ ମହାଭାରତ ଦେଖିବାକୁ ମିଳିଛି । ବିଧାନସଭା ନିର୍ବାଚନର ପରାଜୟକୁ ନେଇ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) କହିଛି କଂଗ୍ରେସ ପାଇଁ…
ବିକ୍ରି ହେଉଛି ନକଲି ଗ୍ୟାଷ୍ଟ୍ରିକ ଔଷଧ
କଟକ ଅଫିସ,୧୬ା୧୧: ଜିଲାର ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି ନକଲି ଗ୍ୟାଷ୍ଟ୍ରିକ ଔଷଧ। ରୋଗୀ ଏହାକୁ ଖାଇବା ପରେ ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ହେଲେ ଏହାକୁ ବିକ୍ରି କରି ପ୍ରସ୍ତୁତକାରୀ କମ୍ପାନୀ, ହୋଲ୍ସେଲର ଓ ଖୁଚୁରା ଦେକାନୀ…
୧୩ କୋଟି ୪୦ ଲକ୍ଷରେ ନିଲାମ ହେଲା ପାରା
ବେଲଜିୟମ୍,୧୬।୧୧: ପାରା ଦାମ ପୁଣି ୧୩ କୋଟି ୪୦ ଲକ୍ଷ ଟଙ୍କା। ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ବେଲଜିୟମ୍ରେ ନ୍ୟୁ କିମ୍ ନାମକ ୩ ବର୍ଷର ଏକ ପାରାକୁ ରବିବାର ଅନ୍ ଲାଇନ୍ରେ ନିଲାମ କରାଯାଇଛି।…
ଯାଞ୍ଚ ଅଭାବରୁ ୧.୦୩ କୋଟି ହଡ଼ପ
ଯାଜପୁର ଅଫିସ,୧୬।୧୧: ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୨୦୧୭-୧୮ ଆର୍ଥିକ ବର୍ଷରେ ୧ କୋଟି ୩ ଲକ୍ଷ ୩୯ ହଜାର ୬୮୮ ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍ ହୋଇଛି। ସିଏଜି( ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ)ଙ୍କ ୨୦୨୦…
୪ ଜଣଙ୍କୁ ମହାକାଶକୁ ପଠାଇଲା ସ୍ପେସ୍ ଏକ୍ସ୍
ଫ୍ଲୋରିଡ଼ା,୧୬।୧୧: ନାସା ଏବଂ ଏସ୍ପସ୍ ଏକ୍ସ୍ର ମିଳିତ ଉଦ୍ୟମରେ ୪ ମହାକାଶ ଯାତ୍ରୀଙ୍କ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଯାଇଛି। ଫ୍ଲୋରିଡ଼ା ସ୍ଥିତ କେନେଡ଼ି ସ୍ପେସ୍ ସେଣ୍ଟରରୁ ସେମାନଙ୍କୁ ଫାଲକନ୍ ରକେଟରେ ମହାକାଶକୁ ପଠାଯାଇଛି। ମହାକାଶଚାରୀଙ୍କ ମଧ୍ୟରେ ଶାନ୍ନୋନ ଓ୍ବାକର, ଭିକ୍ଟର ଗ୍ଲୋଭର,…
ବିହାର ବିଧାନସଭା: ବାଚସ୍ପତି ପଦ ପାଇଁ ଅଡି ବସିଛି ଭାଜପା!
ପାଟନା,୧୬ ।୧୧: ବିହାର ବିଧାନସଭାର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ୭ମ ଥର ପାଇଁ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ରାଜଭବନର ରାଜେନ୍ଦ୍ର ମଣ୍ଡପରେ ସନ୍ଧ୍ୟା ସାଢେ ୪ଟାରେ ସେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ନୀତୀଶଙ୍କ…
ବିରାଟ କୋହଲିଙ୍କ ଏହି କଥାରେ ରାଗିଲେ ପ୍ରଶଂସକ, ସ୍ତ୍ରୀ ଅନୁଷ୍କାଙ୍କୁ ମଧ୍ୟ ଛାଡିଲେନି
ଆଇପିଏଲ୍ ଖେଳରୁ ମୁକ୍ତ ହେବା ପରେ କ୍ରିକେଟର ବିରାଟ କୋହଲି ଦୀପାବଳି ଅବସାରେ ବାଣ ନ ଫୁଟାଇବା ପାଇଁ ନିଜ ପ୍ରଶଂସକଙ୍କୁ ବାର୍ତ୍ତା ଦେଇଥିଲେ। ମାତ୍ର ସୋସିଆଲ ୟୁଜର୍ସମାନଙ୍କୁ ଏହା ଆଦୌ ହେଲେ ପସନ୍ଦ ଆସି ନ ଥିଲା। ତେଣୁ ସେମାନେ…
ଛଠ୍ ପୂଜା ଉପରେ କରୋନା ସଙ୍କଟ: କଟକଣା ଜାରି
ନୂଆଦିଲ୍ଲୀ,୧୬।୧୧: ଦୀପାବଳିର ୬ ଦିନ ପରେ ପାଳନ କରାଯାଉଥିବା ଛଠ୍ ପର୍ବ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସାର୍ବଜନୀକ ଭାବେ ଛଠ୍ ପାଳନ କରା ନ…
ପୂର୍ବତଟ ରେଳପଥକୁ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରାଷ୍ଟ୍ରୀୟ ସମ୍ମାନ
ଭୁବନେଶ୍ୱର,୧୬।୧୧ (ବ୍ୟୁରୋ): ଭାରତୀୟ ରେଳପଥର ସବୁପ୍ରକାର କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥକୁ ସମ୍ମାନଜନକ ‘ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ବେଷ୍ଟ ଜୋନାଲ ରେଲ୍ୱେ ସିଲ୍ଡ -୨୦୨୦’ ମିଳିବ। ଯେକୌଣସି ଜୋନାଲ ରେଳପଥ ପାଇଁ ଏହା ଅତ୍ୟନ୍ତ…
ରଣବୀରଙ୍କ ଗର୍ଲଫ୍ରେଣ୍ଡ୍ଙ୍କୁ ଚୋରାଇ ନେଇଥିଲେ ଏହି ଅଭିନେତା
ମୁମ୍ବାଇ: ବଲିଉଡ୍ ଅଭିନେତା ଆଦିତ୍ୟ ରାୟ କପୁର ଆଜି ତାଙ୍କର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି। ଆଦିତ୍ୟ ୧୬ ନଭେମ୍ବର ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଦିତ୍ୟ ହେଉଛନ୍ତି ପ୍ରସିଦ୍ଧ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସିଦ୍ଧାର୍ଥ ରାୟ କପୁର ଏବଂ…
ଅଭିଷେକ ନୁହନ୍ତି, ଏହି ବ୍ୟକ୍ତିଙ୍କୁ ନିଜ ବାପା ଭାବିଥିଲେ ଆରାଧ୍ୟା
ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନ ଇତିମଧ୍ୟରେ ୯ ବର୍ଷର ହୋଇଯାଇଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଏହି ଅଲିଅଳି କନ୍ୟା ୧୬ ନଭେମ୍ବର, ୧୯୧୧ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତେବେ ଏକଦା ଆରାଧ୍ୟା ଅଭିନେତା ରଣବୀର…
କେଦାରନାଥ ମନ୍ଦିରରେ ଅଟକି ରହିଲେ ୨ ମୁଖ୍ୟମନ୍ତ୍ରୀ
କେଦାରନାଥ,୧୬।୧୧: ଶୀତଦିନ ଯୋଗୁ କେଦାରନାଥ ମନ୍ଦିର କପାଟ(ଫାଟକ) ସୋମବାରଠାରୁ ବନ୍ଦ କରାଯାଇଛି। ଏଠାରେ କପାଟ ବନ୍ଦ ପୂର୍ବରୁ ସକାଳ ୮ଟା ୩୦ରେ ହୋଇଥିବା ପାରମ୍ପରିକ ପୂଜାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ ଯୋଗଦେଇଥିଲେ।…
Archives


