ବିଶ୍ୱର ସର୍ବୋଚ୍ଚ ରେଲଓ୍ବେ ବ୍ରିଜ୍, ଆଇଫେଲ୍ ଟାଓ୍ବାରଠାରୁ ବି ଅଧିକ ଉଚ୍ଚ
ଶ୍ରୀନଗର,୧୪।୩: ଭାରତର ଜମ୍ମୁ-କଶ୍ମୀର ରାଜ୍ୟରେ ବିଶ୍ୱର ସବୁଠୁ ଉଚ୍ଚା ରେଲ୍ଓ୍ବେ ଆର୍କ ବ୍ରିଜ୍ (Railway Arch Bridge) ତିଆରି କରାଯାଉଛି। ଏହି ରେଲ୍ଓ୍ବେ ବ୍ରିଜ୍ ପ୍ୟାରିସର ଆଇଫେଲ୍ ଟାଓ୍ବାରଠାରୁ ୩୫ ମିଟର ଉଚ୍ଚ। ଏହି ବ୍ରିଜଟି ଖମ୍ବ ଉପରେ ଝୁଲି ରହିଛି।…
କୋହଲିଙ୍କ ଉପରେ ରାଗିଗଲେ ସେହଓ୍ବାଗ୍: କହିଲେ ‘କଣ ତୁମ ଉପରେ ଏହି ନିୟମ ଲାଗୁ’
ଅହମ୍ମଦାବାଦ,୧୪।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ର ଟସ୍ ପଡିବା ସମୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ଖୁଲାସା କରିଥିଲେ। ମ୍ୟାଚ୍ ଆରମ୍ଭର ୨୪ ଘଣ୍ଟାରୁ କମ୍ ସମୟ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ରୋହିତ ଶର୍ମା ଏବଂ କେଏଲ୍…
ମେଡିକାଲ ଗଳି କ୍ଲିନିକରେ ରହୁନି ସାମାଜିକ ଦୂରତା
ଗଞ୍ଜାମ,୧୪।୩ (ଡି.ଏନ୍.ଏ.): ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ପୁଣି ବଢ଼ିଲାଣି। ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା କଡାକଡି ହୋଇଛି। ମାକ୍ସ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଇତ୍ୟାଦି କଟକଣା ଜାରି କରାଯାଇଛି। କିନ୍ତୁ ଗଞ୍ଜାମ ମେଡିକାଲ ଗଳିରେ ଥିବା…
ସାଇକେଲରେ ୬ ଥର ଦେଶ ଭ୍ରମଣ କରିସାରିଲେଣି ଏହି ବ୍ୟକ୍ତି, ଲୋକଙ୍କୁ ଦେଉଛନ୍ତି ଏମିତି ବାର୍ତ୍ତା
ଭୋପାଳ,୧୪।୩: ଯୌତୁକ ପ୍ରଥା ରୋକିବା ପାଇଁ ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରାଯାଉଛି। ମାତ୍ର ଏକ ସ୍ବତନ୍ତ୍ର ଢଙ୍ଗରେ ଯୌତୁକ ପ୍ରଥା ବନ୍ଦ ପାଇଁ ସଚେତନତା ସୃଷ୍ଟି କରୁଛନ୍ତି ଭାଉ ସାହେବ ନାମକ ଜଣେ ବ୍ୟକ୍ତି। ଏହି ବ୍ୟକ୍ତି ଜଣକ ୨୭…
ଉଦ୍ଘାଟନ ଅପେକ୍ଷାରେ ଆହାର କେନ୍ଦ୍ର
ଗଞ୍ଜାମ,୧୪।୩ (ଡି.ଏନ୍.ଏ.): ଗରିବ ଜନସାଧାରଣଙ୍କ ପାଇଁ ସରକାର ଆହାର ଯୋଜନା ପ୍ରଣୟନ କରିଛନ୍ତି । ଏଥିରେ ଜଣେ ଲୋକ ୫ ଟଙ୍କା ଦେଇ ଖାଇପାରିବେ। ଏ ନେଇ ଗଞ୍ଜାମ ଜିଲା ଜୟଶ୍ରୀ ଛକରେ ସରକାର ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ…
ବରଗଡ଼ ଆକାଶବାଣୀ ଶ୍ରୋତା ସମ୍ମିଳନୀ ଉଦ୍ଘାଟିତ
ବରଗଡ଼ ଅଫିସ,୧୪।୩: ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ରବିବାର ଆକାଶବାଣୀ ଶ୍ରୋତା ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି। ସଂଘର ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଆକାଶବାଣୀ ସମ୍ବଲପୁରର କାର୍ଯ୍ୟକ୍ରମ ମୁଖ୍ୟ ମନୋଜ ପୂଜାରୀ ମୁଖ୍ୟ ଅତିଥି, ଏଫ୍ଏମ୍…
ସନ୍ୟାସୀ ବେଶରେ ଧୋନୀ, ଏଭଳି ହେଉଛି ଚର୍ଚ୍ଚା…
ନୂଆଦିଲ୍ଲୀ,୧୪।୩: ଭାରତୀୟ କ୍ରିକେଟ ଟିମ୍ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)-୧୪ ସିଜନର ପ୍ରସ୍ତୁତିରେ ବ୍ୟସ୍ତ। ନିକଟରେ ଅଧିନାୟକଙ୍କ ଅଭ୍ୟାସ ବେଳର ଏକ ଭିଡିଓ ଭାଇରାଲ ହୋଇଥିଲା। ହେଲେ ଏବେ ଧୋନୀଙ୍କ ଏକ ଫଟୋ ସୋସିଆଲ…
ମାତ୍ର ୮୦ ଟଙ୍କା ଟୋଲ ଟ୍ୟାକ୍ସ ଦେଉ ନଥିବା ବିଚାରପତିଙ୍କୁ ଏମିତି ବୁଦ୍ଧି ଶିଖାଇଲେ ମ୍ୟାନେଜର, ଭିଡିଓ ଭାଇରାଲ
ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ଏଥିମଧ୍ୟରୁ ଲୋକେ ମଧ୍ୟ ଅନେକ କିଛି ଶିଖି ପାରୁଛନ୍ତି। ବର୍ତ୍ତମାନ…
ଭାଜପା ନେତାଙ୍କ ବିବାଦୀୟ ବୟାନ: ତାଜ ମହଲ ହେବ ରାମ ମହଲ
ଲକ୍ଷ୍ନୌ,୧୪ ।୩: ଉତ୍ତର ପ୍ରଦେଶ ବଲିୟା ଜିଲା ବୌରିୟାର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ସୁରେନ୍ଦ୍ର ସିଂ ମଝିରେ ମଝିରେ କିଛି ନା କିଛି ବିବାଦୀୟ ବୟାନ ଦେଇ ଆସିଥାଆନ୍ତି ଚର୍ଚ୍ଚାକୁ । ଏବେ ସେ କହିଛନ୍ତି ବହୁ ପୂର୍ବରୁ ତାଜମହଲ…
ମାଡ଼ି ଆସିଲା ବରଫ ଝଡ଼: ୨୦୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ
ଡେନଭର,୧୪।୩: ଆମେରିକାର କୋଲୋରାଡୋ ରାଜ୍ୟରେ ବରଫ ଝଡ଼ ମାଡ଼ି ଆସିଛି। ଏହାର ପ୍ରଭାବରେ ରାସ୍ତାଘାଟ ହାତେ ବହଳର ବରଫରେ ପୋତି ହୋଇପଡ଼ିଛି। ରାଜ୍ୟର ରାଜଧାନୀ ଡେନଭରରେ ଗୋଟିଏ ରାତିରେ ୨୪ ଇଞ୍ଚର ବରଫାପାତ ହୋଇଛି। କେତେକ ଅଞ୍ଚଳରେ ୩୦ ଇଞ୍ଚର ବରଫ…
ଡିଏମ୍କେ ଛାଡି ଭାଜପା ହାତ ଧରିଲେ ବିଧାୟକ ସରବାନନ
ଚେନ୍ନାଇ,୧୪ ।୩: ତାମିଲନାଡୁର ଡିଏମ୍କେ ବିଧାୟକ ଡ. ସରବାନନ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି । ସେ କହିଛନ୍ତି ୬ ବର୍ଷ ପୂର୍ବରୁ ସେ ଭାଜପାରେ ଥିଲେ । ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେ…
କରୋନା ସଂକ୍ରମଣ: ଏବେ ଦୁଇ ନମ୍ବରରେ ବ୍ରାଜିଲ
ବ୍ରାସିଲିୟା,୧୪ ।୩: ପୁଣିଥରେ କିଛି ଦେଶରେ କରୋନା ମହାମାରୀ ବ୍ୟାପିବା ଆରମ୍ଭ କରିଛି । ବ୍ରାଜିଲରେ ଯେଉଁ ପରିମାଣରେ କରୋନା ବ୍ୟାପୁଛି ତାହା ଏବେ ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ପ୍ରତିଦିନ ଏଠାରୁ ପ୍ରାଖାପାଖି ୭୦ ହଜାରରୁ ଅଧିକ ନୂଆ…

