ଅଟୋ ଚଳାଇ ପୁଅକୁ କ୍ରିକେଟର କରିଥିଲେ ମୋହମ୍ମଦ ଗୌସ: ଟେଷ୍ଟରେ ଡେବ୍ୟୁ ଦେଖିବା ପୂର୍ବରୁ ନିଧନ
ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଦ୍ରୁତ ବୋଲର ମୋହମ୍ମଦ ସିରାଜଙ୍କ ବାପା ମୋହମ୍ମଦ ଗୌସଙ୍କ ଶୁକ୍ରବାର ନିଧନ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଫୁସଫୁସ ଜନିତ ରୋଗରେ ପୀଡ଼ିତ ଥିଲେ। ଗରିବ ପରିବାରରୁ ଆସିଥିବା ଗୌସ…
ଏହିସବୁ ସାମାନ୍ୟ ଅଭ୍ୟାସ କରିଦିଏ ଦରିଦ୍ର
ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ରହିପାରିବ। ସେ ବ୍ୟକ୍ତିର ଏପରି କିଛି ଅଭ୍ୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ତାଙ୍କୁ ଦରିଦ୍ର କରିଥାଏ। ଜାଣନ୍ତୁ ସେ…
ଡ୍ରଗ୍ସ ମାମଲା: କମେଡିଆନ ଭାରତି ସିଂଙ୍କ ଫ୍ଲାଟରୁ ମିଳିଲା ଗଞ୍ଜେଇ!
ମୁମ୍ବାଇ,୨୧ ।୧୧: ବଲିଉଡ୍ ଡ୍ରଗ୍ସ ମାମଲାରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଯାଞ୍ଚ ଜାରି ରଖିଛି । ଏଥିରେ ଜଣକ ପରେ ଜଣେ ବଲିଉଡ୍ ସେଲିବ୍ରିଟିଙ୍କ ନାଁ ଆସୁଥିବା ବେଳେ ଶନିବାର କମେଡିଆନ୍ ଭାରତି ସିଂଙ୍କ ଘରେ ଏନ୍ସିବି ଚଢାଉ କରିଛି ।…
ନବଜାତକଙ୍କୁ ମା’ କୋଳରୁ ଉଠାଇ ନେଉଛି ବିଲେଇ: ଲୋକେ ଆତଙ୍କିତ
ଜବଲପୁର,୨୧।୧୧: ମଧ୍ୟପ୍ରଦେଶ ଜବଲପୁରର ସମ୍ଭାଗସ୍ଥିତ ଲେଡ଼ି ଏଲଗିନ୍ ହସ୍ପିଟାଲରେ ଏବେ ଆତଙ୍କ ଦେଖାଦେଇଛି। ଏଠାରେ ଗୋଟିଏ ବିଲେଇ ନବଜାତକଙ୍କୁ ମା’ କୋଳରୁ ଉଠାଇ ନେଉଛି। ଗତ ଏକ ସପ୍ତାହ ମଧ୍ୟରେ ଏଭଳି ୨ଟି ଘଟଣା ଘଟିଛି। ତେବେ ହସ୍ପିଟାଲ କର୍ମଚାରୀ ବିଲେଇ…
ଦୁବଇ ଶାସକଙ୍କ ରାଜକୁମାରୀ ପତ୍ନୀଙ୍କର ରହିଛି ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ!
ଦୁବଇ,୨୧ ।୧୧: ଦୁବଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମଙ୍କ ରାଜକୁମାରୀ ପତ୍ନୀଙ୍କର ନିଜର ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ ରହିଥିବା କୁହାଯାଉଛି । ଏହାକୁ ନେଇ ରାଜକୁମାରୀ ହୟା ସୁରକ୍ଷାକର୍ମୀଙ୍କୁ ଏ ସମ୍ପର୍କରେ ମୁହଁ ନ ଖୋଲିବାକୁ କହି…
ସୁନା ଦୋକାନୀ, ଫାଇନାନ୍ସ କମ୍ପାନୀ ସହ ଛତ୍ରପୁର ପୋଲିସର ଆଲୋଚନା
ଛତ୍ରପୁର,୨୧।୧୧(ଡି.ଏନ୍.ଏ): ଗଞ୍ଜାମ ଜିଲା ଛତ୍ରପୁର ପୋଲିସ ସୁନା ଦୋକାନ ବ୍ୟବସାୟୀ ଏବଂ ଫାଇନାନ୍ସ କମ୍ପାନୀ ଅଧିକାରୀଙ୍କ ଶନିବାର ଏକ ଆଲେଚନା ହୋଇଛି। ସୁରକ୍ଷାକୁ ନେଇ ଥାନା ପରିସରରେ ଏହି ଆଲୋଚନା ବୈଠକ ବସିଛିି ା ଏଥିରେ ଛତ୍ରପୁର ଥାନା ଆଇଆଇସି ପ୍ରିୟସ…
ଭାରତୀୟ ଟିମ୍ରେ ଚୟନ ନ ହେବା ପରେ ନିରାଶ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ; ତେନ୍ଦୁଲକରଙ୍କ ଗୋଟିଏ ପରାମର୍ଶ ବଦଳାଇଦେଇଥିଲା ଚିନ୍ତାଧାରା
ନୂଆଦିଲ୍ଲୀ,୨୧।୧୧: ଆଇପିଏଲ୍ର ଗତ ତିନି ସିଜନ୍ରେ ୪୦୦ରୁ ଅଧିକା ରନ୍ କରିଛନ୍ତି ସୂର୍ଯ୍ୟକୁମାର ଯାଦବ। ରଣଜୀ ଟ୍ରଫି ସହ ଅନ୍ୟ ଘରୋଇ ଟୁର୍ନାମେଣ୍ଟରେ ସେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ହେଲେ ଭାରତୀୟ ଟିମ୍ରେ ତାଙ୍କୁ ସ୍ଥାନ ମିଳିପାରୁନାହିଁ। ଅଷ୍ଟ୍ରେଲିୟା ଗସ୍ତକୁ…
ଜନବସତି ଉପରେ ୨୩ ରକେଟ ମାଡ଼
କାବୁଲ୍,୨୧।୧୧: ଆଫଗାନିସ୍ତାନରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। କାବୁଲର ଓ୍ବଜିର ଆକବର ଖାଁ ଏବଂ ଶହର-ଇ-ନଓ୍ବା ଅଞ୍ଚଳରେ ଜନବସତି ଉପରେ ଆତଙ୍କବାଦୀମାନେ ୨୩ ରକେଟ ମାଡ଼ କରିଛନ୍ତି। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ରୁ ଅଧିକ ଲୋକ…
ପୁରୁଷୋତ୍ତମପୁରରେ ତହସିଲଦାର ଭାବେ ଯୋଗ ଦଲେ ନିତିଶ କୁମାର ତ୍ରିପାଠୀ
ପୁରୁଷୋତ୍ତମପୁର,୨୧।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲରେ ନୂତନ ତହସିଲଦାର ଭାବେ ନିତିଶ କୁମାର ତ୍ରିପାଠୀ ଶନିବାର କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବରୁ ସେ କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ।
ବଲିଉଡ୍ର ଏହି ଅଭିନେତ୍ରୀ ଭାଗଲପୁର କଂଗ୍ରେସ ବିଧାୟନଙ୍କ ଝିଅ; ପିଲାଦିନେ ଥିଲା ଏଭଳି ଜଟିଳ ରୋଗ
ବମ୍ବେ: ୟଙ୍ଗିସ୍ତାନ, ମୁବାରକା, ତୁମ ବିନ୍-୨ ଭଳି ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ନେହା ଶର୍ମାଙ୍କ ଆଜି ଜନ୍ମଦିନ। ୧୯୮୭ ମସିହା ନଭେମ୍ବର ୨୧ରେ ବିହାରର ଭାଗଲପୁରରେ ଜନ୍ମଗ୍ରହଣ କରିଥିଲେ ନେହା। ରାଜନୈତିକ ପରିବାରର ହୋଇଥିବା ସତ୍ତ୍ୱେ ଅଭିନୟକୁ…
ପାକିସ୍ତାନର ଏହି ଖେଳାଳିଙ୍କ ପ୍ରଶଂସାରେ ଶତମୁଖ ହେଲେ ଅଶ୍ୱିନ; ଭାଇରାଲ ହେଉଛି ବୟାନ
ନୂଆଦିଲ୍ଲୀ,୨୧।୧୧: ଭାରତର ଅନୁଭବୀ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପାକିସ୍ତାନର ଜଣେ ଖେଳାଳିଙ୍କ ପ୍ରଶଂସା କରିଛନ୍ତି। ତାଙ୍କର ଏଭଳି ବୟାନ ଏବେ ଭାଇରାଲ ହେଉଛି। ପାକିସ୍ତାନ ଟିମ୍ର ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ବାବର ଆଜମଙ୍କ ପ୍ରଶଂସା କରି ଅଶ୍ୱିନ କହିଛନ୍ତି, ଜଣେ…
କରୋନା କର୍ଫ୍ୟୁ: ଅଟକିଲା ୧୭ ଶହ ବାହାଘର
ଅହମଦାବାଦ୍,୨୧।୧୧:ଗୁଜରାଟରେ କରୋନା ମହାମାରୀ ପୁଣି ଥରେ ଲୋକଙ୍କୁ ଆତଙ୍କିତ କରିବା ଆରମ୍ଭ କରିଛି। ସଂକ୍ରମଣରେ ରୋକ ଲଗାଇବା ଲାଗି ସରକାରଙ୍କ ପକ୍ଷରୁ କର୍ଫ୍ୟୁ ଜାରି ହୋଇଛି। ଫଳରେ ଅହମଦାବାଦ୍ରେ ୧୭ ଶହ ବାହାଘର ଅଟକି ରହିଛି। ଶନିବାର ସହରରେ ୫ ଶହ…
Archives


