Home Left

ମହାପ୍ରଭୁଙ୍କ ଆଭୂଷଣ ପାଇଁ ଓଡ଼ିଆ ଭକ୍ତ ଦେବେ ସୁନା

ପୁରୀ ଅଫିସ,୧୭।୧୧:  ମହାପ୍ରଭୁଙ୍କୁ ଦାନ ଦେବାକୁ ଦାତାଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ଶ୍ରୀମନ୍ଦିରର ୩ଟି କବାଟ ରୁପା ଛାଉଣି ପାଇଁ ଆବଶ୍ୟକ ରୁପା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାକୁ ଜଣେ ଭକ୍ତ ଆଗେଇ ଆସିଥିବାବେଳେ ଏବେ ଆଉ ଜଣେ ଭକ୍ତ…

ରାମାୟଣ, ମହାଭାରତ ଶୁଣି ବିତିଥିଲା ପୂର୍ବତନ ଆମେରିକା ରାଷ୍ଟ୍ରପତିଙ୍କ ପିଲାଦିନ

ଓ୍ବାଶିଂଟନ,୧୭।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବେ ନିଜ ପୁସ୍ତକ ପାଇଁ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେ ପୁସ୍ତକରେ କହିଛନ୍ତି ଯେ ତାଙ୍କ ମନରେ ଭାରତ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଛି। କାରଣ ସେ ପିଲାଦିନେ ଇଣ୍ଡୋନେସିଆରେ ରହୁଥିବାବେଳେ…

ଜାନୁୟାରୀ ୫ରୁ ଧାନ ସଂଗ୍ରହ

ଜଗତ୍‌ସିଂହପୁର ଅଫିସ, ୧୭।୧୧: ଆସନ୍ତା ଜାନୁୟାରୀ ୫ରୁ ଜିଲାରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ୧୦୫ଟି ପାକ୍ସ (ପ୍ରାଥମିକ କୃଷି ସମବାୟ ସମିତି) ମାଧ୍ୟମରେ ୮୫, ୨୯୪.୧୧୭ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ପାଇଁ…

ମୃତ ବଉଳା କୁମ୍ଭୀର ଉଦ୍ଧାର

ରାଜନଗର,୧୭।୧୧(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ପାଟ୍ଟଶାଳା ନଦୀରୁ ସୋମବାର ୬ ଫୁଟ ଲମ୍ବର ମାଈ କୁମ୍ଭୀର ମୃତଦେହ ଉଦ୍ଧାର ହୋଇଛି। ମାଈ କୁମ୍ଭୀରର ୪ ଦିନ ତଳୁ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦରୁ ଜଣାପଡିଛି। ଅତିରିକ୍ତ ପ୍ରାଣୀ…

ଅସ୍ତିତ୍ୱ ହରାଉଛି ଚଣ୍ଡିଆ ପାହାଡ଼

ଯାଜପୁର ଅଫିସ୍‌/ବାଲିଚନ୍ଦ୍ରପୁର, ୧୭।୧୧(ସ୍ବ.ପ୍ର):  ମୁଗୁନି, ଖଡ଼ି, ଶାଣ ଏବଂ କନ୍ଦା ଆଦି ପଥରରେ ନିର୍ମିତ ମୂର୍ତ୍ତି, ମନ୍ଦିର ଓ ଘରକରଣା ସାମଗ୍ରୀ ପାଇଁ ଯାଜପୁର ଜିଲାର ସୁନାମ ସାରା ରାଜ୍ୟରେ ରହିଛି। ଜିଲାର ପଥର କାରିଗରମାନେ ଦର୍ପଣ ତହସିଲ ଅନ୍ତର୍ଗତ ମଝିପଡ଼ା…

ବାଣ ନେଲା ଭାଜପା ଏମ୍‌ପିଙ୍କ ନାତୁଣୀ ଜୀବନ

ପ୍ରୟାଗରାଜ,୧୭।୧୧: ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଭାଜପା ଏମ୍‌ପି ରୀତା ବହୁଗୁଣା ଯୋଶୀଙ୍କ ଘରେ ଏକ ଅଭାବନୀୟ ଘଟଣା ଘଟିଛି। ଦୀପାବଳି ଦିନ ରାତିରେ ରୀତାଙ୍କ ପୁଅ ମୟଙ୍କ ଯୋଶୀଙ୍କ ୬ ବର୍ଷର ଝିଅ କିୟାଙ୍କ ବାଣରେ ଶରୀର ଗୁରୁତର ଭାବେ…

ଲାଞ୍ଚ ନେଇ ତହସିଲଦାର ଗିରଫ

ସୋନପୁର/ତରଭା, ୧୭।୧୧(ନି.ପ୍ର./ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ତରଭା ତହସିଲଦାର ତଥା ଭାରପ୍ରାପ୍ତ ସବ୍‌ରେଜିଷ୍ଟ୍ରାର ସୁବ୍ରତ କୁମାର ବେହେରା ଭିଜିଲାନ୍ସ ଦ୍ୱାରା ସୋମବାର ଗିରଫ ହୋଇଛନ୍ତି। ମଙ୍ଗଳବାର ତାଙ୍କୁ ବଲାଙ୍ଗୀର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ବେହେରା ତରଭା ଥାନା ଘାଟକଇଁତରା ଅଞ୍ଚଳର କାହ୍ନୁଚରଣ…

ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମ୍‌ ପିଲା ଥିବା ପ୍ରାୟ ୧୫ହଜାର ସରକାରୀ ସ୍କୁଲ ବନ୍ଦ ଓ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ତୀବ୍ର ବିରୋଧ କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଶିକ୍ଷା ବିଭାଗ ଇତିହାସରେ ଏହା ଏକ…

ଆତ୍ମହତ୍ୟା କଲେ କ୍ରିକେଟର୍‌

ବାଂଲାଦେଶର ପୂର୍ବତନ ଅଣ୍ଡର-୧୯ କ୍ରିକେଟର ମହମ୍ମଦ ସୋଜିବ ଆତ୍ମହତ୍ୟା କରିଛନ୍ତି। ନଭେମ୍ବର ୧୪ରେ ସେ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୨୧ବର୍ଷର ସାଜିବ ମଧ୍ୟ ବାଂଲାଦେଶର ଅଣ୍ଡର -୧୯ଦଳର ଏକ ଅଂଶ ଥିଲେ। ଏହି ଯୁବ ବ୍ୟାଟ୍ସମ୍ୟାନ ମଧ୍ୟ…

ଏସ୍‌ଡିଆର୍‌ଏଫ୍‌ରୁ ଖର୍ଚ୍ଚ ହେବ ୨୨୦୦ କୋଟି

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ବାତ୍ୟା, ବନ୍ୟା ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସ୍‌ଡିଆର୍‌ଏଫ୍‌)ରୁ ରାଜ୍ୟ ସରକାର ୨୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ସେଥିରୁ ୪୦ ପ୍ରତିଶତ ରିଲିଫ୍‌, ୩୦ ପ୍ରତିଶତ ପୁନରୁଦ୍ଧାର, ଥଇଥାନ, ରାସ୍ତାଘାଟ ମରାମତି, ୨୦ ପ୍ର୍‌ତିଶତ ମଧ୍ୟମ…

ଅଚଳ ଖାତାକୁ କାର୍ଯ୍ୟକ୍ଷମ କରାଯାଉ: କଂଗ୍ରେସ

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ):  ଫନୀ ବାତ୍ୟାକୁ ଦେଢ଼ ବର୍ଷ ବିତି ଗଲାଣି। ମାତ୍ର ଏ ପର୍ଯ୍ୟନ୍ତ ପିପିଲି, ଡେଲାଙ୍ଗ ଅଞ୍ଚଳରେ କୌଣସି ବାସହରାଙ୍କୁ ଗୃହ ଯୋଗାଇ ଦିଆଯାଇ ନାହିଁ। ବିନା କାରଣରେ ହଜାର ହଜାର କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦୀର୍ଘ ସମୟ ଧରି…

ଘରେ ଶୌଚାଳୟ ନ ଥିଲା, ବିସ୍ଫୋରକ ବ୍ୟାଟିଂରେ ରଚିଥିଲେ ଇତିହାସ

ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ୟୁସୁଫ ପଠାନଙ୍କ ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ଗୁଜରାଟର ଭଡୋଦରାରେ ଜନ୍ମ ହୋଇଥିବା ଏହି ଖେଳାଳି ନିଜ ପ୍ରତିଭା ଦେଖିବାରେ ସମର୍ଥ ହୋଇଛନ୍ତି। ୟୁସୁଫ ପଠାନଙ୍କ କ୍ୟାରିଅର୍‌ ଅଧିକ ସମୟ ତିଷ୍ଠି ନ ଥିଲା କିନ୍ତୁ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri