ଭାରତର ଏହି ଦୁଇ ସହର ବିଶ୍ୱରେ ସବୁଠୁ ଶସ୍ତା, ଆପଣ ବି ଏଠାରେ ତିଆରି କରିପାରିବେ ଘର
ଭଲ ପରିବେଶ ଏବଂ ସ୍ବଚ୍ଛ ସହରରେ ରହିବାକୁ ପ୍ରାୟ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ଯେକୌଣସି ସହରରେ ବସବାସ କରିବାକୁ ହେଲେ ବଜେଟ୍ ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏପରି ସମୟରେ ଦୁନିଆର ସବୁଠାରୁ ଶସ୍ତା ସହର, ଯେଉଁଠାରେ ଆପଣ ରହିବାକୁ ନିଶ୍ଚିତ…
ସାମାନ୍ୟ ଅଣ୍ଡା ଖୋଳ ଯୋଗୁ ଟଳିଗଲା ବଡ଼ ବିପଦ: ବଞ୍ଚିଗଲା ଜୀବନ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…
ନରଗିସ୍ଙ୍କ ବିବାହ ଖବର ଶୁଣି ଭାଙ୍ଗି ପଡ଼ିଥିଲେ ରାଜ କପୁର; ୯ ବର୍ଷର ସମ୍ପର୍କ ସତ୍ତ୍ୱେ ଏଥିପାଇଁ ପ୍ରେମରେ ପଡ଼ିଥିଲା ଭଟ୍ଟା
ବମ୍ବେ: ବଲିଉଡ୍ରେ ନାୟିକା-ନାୟକ ପ୍ରେମରେ ପଡ଼ିବା ସାଧାରଣ କଥା। ଏଯାବତ ଅନେକ ପ୍ରେମକାହାଣୀ ଦେଖିବାକୁ ମିଳିଥିବା ବେଳେ କିଛି ଭାଙ୍ଗିଛି, କିଛି ବିବାହର ରୂପ ନେଇଛି। ସେଭଳି ଏକ ଅଧା କାହାଣୀ ରହିଛି ଅଭିନେତା ରାଜ କପୁର- ଅଭିନେତ୍ରୀ ନରଗିସଙ୍କର। ୧୦…
ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବଦଳାଇଲେ ବାଇଡେନ୍, ଡବ୍ଲୁଏଚ୍ଓରେ ପୁଣିଥରେ ସାମିଲ ହେବ ଆମେରିକା!
ୱାଶିଂଟନ,୨୦ ।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ଯାଉଛନ୍ତି । ବାଇଡେନ୍ କହିଛନ୍ତି ଆମେରିକା ପୁଣିଥରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ)ରେ ସାମିଲ ହେବ । ଏହା ପୂର୍ବରୁ ଟ୍ରମ୍ପ କରୋନା ଭାଇରସ…
ଏସବୁ ବ୍ୟାୟାମ କଲେ ଡେଙ୍ଗା ହେବେ ପିଲା
କୁହାଯାଏ, ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପିଲା ବଢ଼ିଥା’ନ୍ତି। ତା’ ପରେ ଆଉ ବଢ଼ନ୍ତି ନାହିଁ। ତେଣୁ ପିଲାଙ୍କ ଉଚ୍ଚତା ଯଦି କମ୍ ହୋଇଥାଏ ଅଭିଭାବକମାନେ ମନ ଊଣା କରିଥା’ନ୍ତି। ଅନେକ ଅଭିଭାବକ ପିଲାଙ୍କୁ ଡାକ୍ତରଙ୍କ ପାଖକୁ ନେଇ ମଧ୍ୟ ଯାଇଥା’ନ୍ତି। ମାତ୍ର…
ମହାରାଷ୍ଟ୍ର: ଡିସେମ୍ବର ଶେଷ ପର୍ଯ୍ୟନ୍ତ ବିଏମ୍ସିର ସମସ୍ତ ସ୍କୁଲ ବନ୍ଦ
ମୁମ୍ବାଇ,୨୦ ।୧୧: ମହାରାଷ୍ଟ୍ର ସରକାର ବୃହନମୁମ୍ବଇ ମହାନଗରପାଳିକା(ବିଏମ୍ସି) ଅନ୍ତର୍ଗତ ସମସ୍ତ ସ୍କୁଲକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ମୁମ୍ବାଇ ମେୟର କିଶୋର ପେଡନେକର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କରୋନା ସଂକ୍ରମଣ ବୃଦ୍ଧିକୁ…
୭୮ ବର୍ଷରେ ବାଇଡେନ୍: ଡେଟିଂରେ ଯାଇଥିବା ବେଳେ ପାଖରେ ବିଲ୍ ଭରିବାକୁ ଅର୍ଥ ନ ଥିଲା
ୱାଶିଂଟନ, ୨୦ ।୧୧: ଆମେରିକାର ଆଗାମୀ ରାଷ୍ଟ୍ରପତି ଜୋ ବାଇଡେନ୍ ୭୮ ବର୍ଷରେ ପଦାର୍ପଣ କରଛନ୍ତି । ସେ ବତ୍ତମାନ ଆମେରିକାର ସବୁଠାରୁ ଅଧିକ ବୟସର ରାଷ୍ଟ୍ରପତି । ଯାହାକୁ ନେଇ ରାଷ୍ଟ୍ରପତି ନିର୍ବାଚନ ସମୟରେ ଡୋନାଲ୍ଡ ଟ୍ରମ୍ପ ସ୍ଲିପି ଜୋ…
ସୋସିଆଲ ମିଡିଆରେ କାମ ମାଗିଲେ ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ
ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ପୁଅ ତଥା ଅଭିନେତା ସିକନ୍ଦର ଖେର ସୋସିଆଲ ମିଡିଆ ମାଧ୍ୟମରେ କାମ ମାଗୁଛନ୍ତି। ସିକନ୍ଦର ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି,ମୋତେ କାମ ଦରକାର, ମୁଁ ବି ହସିପାରେ। ଉକ୍ତ ଫଟୋରେ…
ସୋସିଆଲ ମିଡିଆରେ କାମ ମାଗିଲେ ଅନୁପମ୍ ଖେରଙ୍କ ପୁଅ; ନିର୍ଦ୍ଦେଶକ ଦେଲେ ଏଭଳି ଜବାବ
ବମ୍ବେ: ସୋସିଆଲ ମିଡିଆରେ କାମ ମାଗିଲେ ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ପୁଅ ସିକନ୍ଦର। ଏହାକୁ ନେଇ ସେ ଏକ ପୋଷ୍ଟ କରିଛନ୍ତି ମଧ୍ୟ। ଇନ୍ଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରି ସିକନ୍ଦର ଲେଖିଛନ୍ତି, କାମ ଖୋଜୁଛି, ହସି ବି…
ସେପ୍ଟେମ୍ବରରୁ ଏହି ଯୁବତୀଙ୍କୁ ବିବାହ କରିସାରିଲେଣି ପ୍ରଭୁଦେବା, ହେଲେ…
କୋରିଓଗ୍ରାଫର୍ ପ୍ରଭୁଦେବା ଗତ ସେପ୍ଟେମ୍ବରରେ ସିକ୍ରେଟ୍ ବିବାହ କରିଛନ୍ତି। ବିବାହ ତାଙ୍କ ମୁମ୍ବାଇ ବାସଭବନରେ ଅନୁଷ୍ଠିତ ହୋଇଥିଲା। ନବଦମ୍ପତି ଏବେ ଚେନ୍ନାଇରେ ରହୁଛନ୍ତି। ତାଙ୍କ ସ୍ତ୍ରୀ ଜଣେ ଫିଜିଓଥେରାଫିଷ୍ଟ ଭାବେ କାର୍ଯ୍ୟ କରନ୍ତି। ପ୍ରଭୁଦେବା ପିଠି ଯନ୍ତ୍ରଣାର ଚିକିତ୍ସା ପାଇଁ ଯାଇଥିବାବେଳେ…
ବିବାହ ଉତ୍ସବକୁ ଆସନ୍ତୁ ନାହିଁ, ଏମିତି କହି ନିବେଦନ କରୁଛନ୍ତି କନ୍ୟାଙ୍କ ମାତାପିତା; କାରଣ…
ନୂଆଦିଲ୍ଲୀ,୨୦ା୧୧: ଦିଲ୍ଲୀରେ ଶାସକ ଆମ ଆଦ୍ମୀ ପାର୍ଟି ସରକାର ବିବାହ ସମାରୋହରେ କେବଳ ୫୦ ଅତିଥି ଯୋଗ ଦେବା ପାଇଁ ଆଦେଶ ଦେଇଛନ୍ତି। ଏହା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏକ କନ୍ୟାଘର ପକ୍ଷରୁ କୁହାଯାଇଛି ଯେ, ସରକାର ଏହି…
ମାତୃଗର୍ଭରୁ ସ୍ଥିର ହୋଇଥାଏ ପିଲାଙ୍କ ସହ ଜଡ଼ିତ ଏହି ୫ କଥା
ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମାନବ ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି, ମାନବ ଜୀବନ ସହିତ ଜଡ଼ିତ ୫ କଥା ମାତୃଗର୍ଭରେ ସ୍ଥିର ହୋଇଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ… आयुः कर्म च वित्तं…
Archives


