ଶୀତ ଗାଏବ: ୧୨ ଜିଲାରେ କୁହୁଡ଼ି ସମ୍ଭାବନା
ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜ୍ୟରେ ଶୀତ ଗାଏବ ହୋଇଯାଇଛି। ଆସନ୍ତା ୨୫ ତାରିଖ ଯାଏ ଶୀତର ଦେଖା ମିଳିବ ନାହିଁ। ଓଡ଼ିଶା ଉପକୂଳରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟ ଭିତରକୁ ଅଧିକ ମାତ୍ରାରେ ଜଳୀୟ ବାଷ୍ପ ପ୍ରବେଶ କରୁଛି।…
ଆଇସୋଲେଶନରେ ସଲମାନ, ଡ୍ରାଇଭର ଦୁଇ କର୍ମଚାରୀ କରୋନା ପଜିଟିଭ
ମୁମ୍ବାଇ,୧୯ ।୧୧: ବଲିଉଡ୍ ଭାଇଜାନ୍ ସଲମାନଙ୍କ ଖାଁଙ୍କ ଡ୍ରାଇଭର ଓ ଦୁଇ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସଲମାନ ନିଜେ ଆଇସୋଲେଶନରେ ରହିଥିବା ଜଣାପଡିଛି । ନିକଟରେ ସେ ବିଗ୍ ବସ୍ ସିଜନ-୧୪ର ହୋଷ୍ଟ ଭାବେ କାମ କରୁଥିବା…
ଶୀତ ଅଧିବେଶନରେ ରହିବନି ପ୍ରଶ୍ନକାଳ
ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ):ବିଧାନସଭାର ମୌସୁମୀ ଅଧିବେଶନ ଭଳି ଆସନ୍ତା ଶୀତ ଅଧିବେଶନରେ ମଧ୍ୟ ପ୍ରଶ୍ନକାଳ ରହିବ ନାହିଁ। ଏହାକୁ ବାତିଲ କରିଦିଆଯାଇଛି। କୋଭିଡ୍ ଗାଇଡ୍ଲାଇନ ଅନୁଯାୟୀ ଗୃହ ଚାଲିବ। ଦିନକୁ ସାଢେ ୪ ଘଣ୍ଟା ପାଇଁ ବିଧାନସଭା ଚାଲିବ ବୋଲି ବୁଧବାର ବାଚସ୍ପତି…
ଓଡ଼ିଶାକୁ ‘ଶ୍ରେଷ୍ଠ ମେରାଇନ୍ ଷ୍ଟେଟ୍’ ଆଓ୍ବାର୍ଡ
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):ଓଡ଼ିଶାକୁ ମିଳିଛି ‘ଶ୍ରେଷ୍ଠ ମେରାଇନ୍ ଷ୍ଟେଟ୍’ ଆଓ୍ବାର୍ଡ। କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରଣାଳୟ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟର ମାନ୍ୟତା ଦେଇଛି। ଆସନ୍ତା ୨୧ ତାରିଖ ବିଶ୍ୱ ମତ୍ସ୍ୟ ଦିବସରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର ଉତ୍ସବରେ ମନ୍ତ୍ରଣାଳୟ…
ରେକର୍ଡ ଭାଙ୍ଗିଲା ରାଜଧାନୀ
ନୂଆଦିଲ୍ଲୀ,୧୯।୧୧: ଦେଶର ରାଜଧାନୀ ଦିଲ୍ଲୀରେ କରୋନା କାୟା ବିସ୍ତାର ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୪୮୬ଟି ନୂଆ ମାମଲା ଚିହ୍ନଟ ହୋଇଛି। ଏହାସହ ୧୩୧ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଦିଲ୍ଲୀରେ ଗୋଟିଏ ଦିନରେ କରୋନା ମୃତ୍ୟୁ…
୪ ଆତଙ୍କବାଦୀ ନିପାତ
ଶ୍ରୀନଗର,୧୯।୧୧: ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁରୁବାର ହୋଇଥିବା ଗୁଳି ବିନିମିୟରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜମ୍ମୁ କଶ୍ମୀରର ନାଗରୋଟା ବାନ ଟୋଲପ୍ଲାଜାରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରିଥିଲେ ସୁରକ୍ଷାକର୍ମୀ ଛାନ୍ନଭିନ୍ ଆରମ୍ଭ କରିଥିଲେ। ଏହି ସମୟରେ ରାଜପଥ…
ଲକ୍ଷ୍ମୀବିଳାସ ବ୍ୟାଙ୍କ ଜମାକାରୀଙ୍କୁ ଆର୍ବିଆଇର ଆଶ୍ୱାସନା
ନୂଆଦିଲ୍ଲୀ: ଲକ୍ଷ୍ମୀବିଳାସ ବ୍ୟାଙ୍କର ଆର୍ଥତ୍କ ସ୍ଥିତି ବିଗିଡ଼ିବା ଯୋଗୁ ଏହା ଉପରେ ରିଜର୍ଭ ବ୍ୟାଙ୍କ ମୋରାଟୋରିୟମ କଟକଣା ଲାଗୁ କରିଛି। ଆଗାମୀ ଗୋଟିଏ ମାସ ଯାଏ ଏହି ବ୍ୟାଙ୍କର ଜମାକାରୀ କେବଳ ୨୫ ହଜାର ଟଙ୍କା ଉଠାଣ କରିପାରିବେ। କେତେକ ନିର୍ଦ୍ଦିଷ୍ଟ…
ମମତାଙ୍କୁ ସ୍ବର୍ଣ୍ଣ ପଦକ
ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଯୋଗ ସ୍ପୋଟର୍ସ ଆସୋସିଏଶନ ଆନୁକୂଲ୍ୟରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ସହଯୋଗରେ ଅନୁଷ୍ଠିତ ଭର୍ଚୁଆଲ ଜାତୀୟ ଯୋଗାଶନ ପ୍ରତିଯୋଗିତାରେ କିଟ୍ ବିଶ୍ୱବିଦ୍ୟାଳୟର ମମତା ଭୁଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ନଭେମ୍ବର ୮ରୁ ୧୨ ପର୍ଯ୍ୟନ୍ତ…
ହିମାଚଳପ୍ରଦେଶରେ ନିଜ ପିଲାଙ୍କ ସହ ଛୁଟି କାଟୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ବର୍ତ୍ତମାନ ରବୀନା ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ହିମାଚଳପ୍ରଦେଶର ବରଫାବୃତ୍ତ ଅଞ୍ଚଳରେ ପୁଅ ରଣବୀର ଓ ଝିଅ ରଶାଙ୍କ ସହିତ ରବୀନା ଛୁଟିର…
ଭାରତ ବିପକ୍ଷ ଇଂଲଣ୍ଡର ଘରୋଇ ଟେଷ୍ଟ ସିରିଜରେ ଦର୍ଶକ ସାମିଲ ହେବେ
ଲଣ୍ଡନ,୧୯।୧୧(ପି.ଟି.): ୨୦୨୧ରେ ଏକ ୫ ମ୍ୟାଚ୍ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଦର୍ଶକ ସାମିଲ ହେବାର ଯଥେଷ୍ଟ ସମ୍ଭାବାନା ରହିଛି। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏହି ଗସ୍ତ ପାଇଁ…
ଭାଜପା ନେତ୍ରୀ ଖୁସବୁ ସୁନ୍ଦରଙ୍କ କାର ଦୁର୍ଘଟଣାଗ୍ରସ୍ତ
ଚେନ୍ନାଇ,୧୮।୧୧-ତାମିଲନାଡୁର ମେଲମାରୁଭାଥୁର ସହର ନିକଟରେ ବୁଧବାର ଭାଜପା ନେତ୍ରୀ ଖୁସବୁ ସୁନ୍ଦରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ କଣ୍ଟେନର ତାଙ୍କ କାରକୁ ଧକ୍କା ଦେବାରୁ କାରର ଡାହାଣ ପାର୍ଶ୍ୱ ଡୋର ଭାଙ୍ଗି ଯାଇଛି। ତେବେ ଏହି ଦୁର୍ଘଟଣାରୁ ଖୁସବୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।…
ଗୋଆର ପ୍ରଥମ ମହିଳା ରାଜ୍ୟପାଳଙ୍କ ପରଲୋକ
ପାନାଜୀ,୧୮।୧୧-ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ଭାଜପା ନେତା ମୃଦୁଳା ସିହ୍ନାଙ୍କ ବୁଧବାର ପରଲୋକ ହୋଇଯାଇଛି। ୭୭ ବର୍ଷ ବୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଗୋଆର ପ୍ରଥମ ମହିଳା ରାଜ୍ୟପାଳ ଥିଲେ। ସେହିପରି ମୃଦୁଳା ଭାଜପାର ଜଣେ…
Archives


