Home Left

ସରକାରୀ ସଂସ୍ଥା କିଣିବେ ‘ମୋ ଖତ’

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ସରକାରଙ୍କ ସମସ୍ତ ବିଭାଗ ପୌର ସଂସ୍ଥା ଦ୍ୱାରା ପ୍ରସ୍ତୁତ ଅର୍ଗାନିକ ‘ମୋ ଖତ’ କିଲୋ ପ୍ରତି ୨୦ ଟଙ୍କା ଦରରେ କିଣିବେ। ଏ ନେଇ ବୁଧବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ ଜଙ୍ଗଲ…

ଶିଶିର କୁମାର ରଥ ନୂଆ ପିସିସିଏଫ୍‌

ଭୁବନେଶ୍ୱର, ୧୮।୩(ବ୍ୟୁରୋ): ବରିଷ୍ଠ ଆଇଏଫ୍‌ଏସ୍‌ ଅଫିସର ଶିଶିର କୁମାର ରଥଙ୍କୁ ରାଜ୍ୟ ସରକାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ସେ ରାଜ୍ୟର…

ଧାନ କିଣ, କ୍ଷମା ମାଗ

ଭୁବନେଶ୍ୱର,୧୮।୩(ବ୍ୟୁରୋ):ମଣ୍ଡି ଅବ୍ୟବସ୍ଥା, ଧାନ କିଣା ଏବଂ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିରୋଧୀ ଓ ଶାସକ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। କେହି ନିଜ ଜିଦ୍‌ରୁ ହଟିବାକୁ ରାଜି ନୁହନ୍ତି। ବିରୋଧୀ -ଶାସକଙ୍କ ହଙ୍ଗାମା ଯୋଗୁ ବିଧାନସଭା ଲଗାତର ୫ ଦିନ…

ବିବାହ ବିଚ୍ଛେଦ ପରେ ରୁହନ୍ତୁ ନାହିଁ ଦୁଃଖୀ, ଦିଅନ୍ତୁ ଏହି ସବୁ ଦିଗ ପ୍ରତି ଧ୍ୟାନ

ଯେକୌଣସି ସମ୍ପର୍କ ହୋଇ ଥାଉନା କାହିଁକି, ଛୋଟ କଥାରେ ତାହା ଭାଙ୍ଗିବାର ସମ୍ଭାବନା ଥାଏ। ବିଶେଷକରି ସ୍ବାମୀ-ସ୍ତ୍ରୀ ସମ୍ପର୍କକୁ ସୂକ୍ଷ୍ମ ବୋଲି କୁହାଯାଏ। ଅବିଶ୍ୱାସ, ଅବୁଝାବଣା ଆଦି ଏହି ସମ୍ପର୍କକୁ ଖଟା କରିଦେଇଥାଏ। ଶେଷରେ ଅନେକ ଦମ୍ପତିି ଅଲଗା ହେବାର ନିଷ୍ପତ୍ତି…

୨୬/୧୧ରେ ନିଜ ଜୀବନକୁ ବାଜି ଲଗାଇ ଅନେକଙ୍କୁ ବଞ୍ଚାଇ ଥିଲେ ମୁମ୍ବାଇର ନୂଆ କମିଶନର

ମୁମ୍ବାଇ,୧୭।୩: ବରିଷ୍ଠ ଆଇପିଏସ୍‌ ଅଫିସର ହେମନ୍ତ ନାଗ୍ରାଲେଙ୍କୁ ବୁଧବାର ମୁମ୍ବାଇ ପୋଲିସ କମିଶନର ପଦରେ ନିଯୁକ୍ତ କରାଯାଇଛି। ମୁମ୍ବାଇ ଉପରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦକ୍ଷିଣ ମୁମ୍ବାଇରୁ ତାଙ୍କୁ ମିଳିଥିଲା ଏକ ଆରଡିଏକ୍ସ…

ଜୁସ୍‌ ଦୋକାନରୁ ପ୍ରେମ, ପରେ ଲିଭଇନ୍‌-ବିବାହ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରତ୍ନା ପାଠକ ଶାହଙ୍କୁ ଗୁରୁବାର ୬୪ ବର୍ଷ ପୂରଣ ହୋଇଛି। ସେ ୧୯୫୭ ମାର୍ଚ୍ଚ ୧୮ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନିଜଠାରୁ ୧୩ ବର୍ଷ ବୟସ୍କ ବଡ଼ ଅଭିନେତା ନସିରୁଦ୍ଦିନ ଶାହଙ୍କୁ ରତ୍ନା ୧୯୮୨ରେ ବିବାହ କରିଥିଲେ।…

ସାନ ଭାଇଙ୍କୁ ଏପରି ଦୀର୍ଘ ନିଃଶ୍ୱାସ ନେବା ଶିଖାଉଛନ୍ତି ବଡ଼ ଭାଇ, ବର୍ତ୍ତମାନ ସୁଦ୍ଧା ଦେଖିସାରିଲେଣି ୬ ଲକ୍ଷ ୟୁଜର

ସୋସିଆଲ ମିଡିଆରେ ଦୁଇ ଛୋଟ ଶିଶୁଙ୍କ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ବଡ଼ ଭାଇ ନିଜ ଛୋଟ ଭାଇଙ୍କୁ ଦୀର୍ଘ ନିଃଶ୍ୱାସ ନେବା ଶିଖାଉଛନ୍ତି। ସେ ତାଙ୍କ ସାନ ଭାଇଙ୍କୁ କହୁଛନ୍ତି, ଏମିତି ନିଃଶ୍ୱାସ ନେଲେ ଶାନ୍ତ ରହିବ। My four…

କିଣିଲେନି କେହି, ମାଗଣାରେ ବାଣ୍ଟିଲେ ଟମାଟୋ

କୁଆଁରମୁଣ୍ଡା,୧୭।୩: ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁର ପୌରାଞ୍ଚଳର ବୁଧବାର ସାପ୍ତାହିକ ବଜାରରେ ଟମାଟୋ କେହି ନ କିଣିବାରୁ ଚାଷୀମାନେ ଶେଷରେ ମାଗଣା ବାଣ୍ଟିଥିବା ଦେଖିବାକୁ ମିଳିଛି। ଚାଷୀମାନେ ବଜାରକୁ ପୂର୍ବାହ୍ନ ୧୦ଟାରେ ଆସିଥିଲେ। ଦୀର୍ଘ ସମୟ ବିକ୍ରି ପାଇଁ ଅପେକ୍ଷା କରିଥିଲେ। ହେଲେ…

କୁନ୍ତଳାଙ୍କ ପାଖକୁ ଫେରିଆସିଲା ବାର୍‌ହା

କେନ୍ଦୁଝର/ତେଲକୋଇ,୧୭।୩ – ପୋଷାମାନି ମଣିଷଙ୍କ ମେଳରେ ରହୁଥିବା ଏକ ବାର୍‌ହାକୁ ବନ ବିଭାଗ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲା। ଏହି ଘଟଣା ଖୁବ୍‌ ଚର୍ଚ୍ଚା ସାଉଁଟିଥିଲା। ୮ ଦିନ ପରେ ପ୍ରିୟ ମଣିଷ ପାଖକୁ ଫେରି ଆସିଛି ସେହି ବାର୍‌ହା।…

ପ୍ରବାସୀଙ୍କୁ ଯାତ୍ରା ମନା

ଛତ୍ରପୁର,୧୭ା୩: ଗଞ୍ଜାମ ଜିଲାରେ ପୁଣି କରୋନା ସଂକ୍ରମଣ ବଢିବା ସମ୍ଭାବନା ରହିଥିବାରୁ ଜିଲାବାସୀଙ୍କୁ ସତର୍କ ରହିବାକୁ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ଭର୍ଚୁଆଲ ବୈଠକରେ ଅବଗତ କରାଇଛନ୍ତି। ଜିଲାରେ ଆଗକୁ ଦୋଳଯାତ୍ରା, ତାରାତାରିଣୀଙ୍କ ଯାତ୍ରା ଓ ଦଣ୍ଡଯାତ୍ରା…

ସିଂହ କଦାପି ଭୁଲେନି ଶିକାର କରିବା

ଜୟପୁର,୧୭।୩: କଥାରେ ଅଛି ସିଂହ କଦାପି ଭୁଲେନି ଶିକାର କରିବା। ଠିକ୍‌ ସେହିଭଳି ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ସାରିଥିବା ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ (ଯୁବି) ଏବେବି ଭୁଲି ନାହାନ୍ତି ଶିକାର କରିବା। ତାଙ୍କୁ ପୁଣି ଥରେ ଦେଖିବାକୁ…

ଜମିବାଡ଼ି ପାଇଁ ହତ୍ୟା, ମା’-ଭାଉଜ ଗୁରୁତର

ଭଦ୍ରକ ଅଫିସ, ୧୭।୩: ପୂର୍ବଶତ୍ରୁତା ଓ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ଅର୍ଣ୍ଣପାଳ ପଞ୍ଚାୟତ ରାଜମୁକୁନ୍ଦପୁର ଗାଁ ରାଜୁଆଳିବିନ୍ଧା ବେହେରାସାହିରେ ବୁଧବାର ପୂର୍ବାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?