Home Left

ଅଜବ କଫିନ୍‌ର ଦେଶ

ଅନେକ ସମ୍ପ୍ରଦାୟରେ ମୃତ ବ୍ୟକ୍ତିଙ୍କୁ କଫିନ୍‌ରେ ରଖି କବର ଦିଆଯିବା ପରମ୍ପରା ରହିଛି। ଏହି କଫିନ୍‌ ବେଶ୍‌ ସାଧାରଣ ହୋଇଥାଏ। ଏହାକୁ ଦେଖିଲେ ମୃତ୍ୟୁର ଭୟ ଚାଲିଆସେ। ହେଲେ ଏମିତି ଏକ ଦେଶ ଅଛି, ଯେଉଁଠି ମୃତକଙ୍କ ପାଇଁ ଏଭଳି କଫିନ୍‌…

ଆକାଶଦୀପ

କାର୍ତ୍ତିକ ମାସରେ ହବିଷିଆଳିମାନେ ତୁଳସୀ ଚଉରାମୂଳେ ରାଇଦାମଦର ଓ ମା’ ବୃନ୍ଦାବତୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ସନ୍ଧ୍ୟାବେଳେ ଆକାଶ ଦୀପ ପ୍ରଜ୍ୱଳନ କରିଥାନ୍ତି। ଏହି ଦୀପ ସ୍ଥାପନାକୁ ନେଇ ହିନ୍ଦୁଧର୍ମରେ ବିଶ୍ୱାସ ରହିଛି ପୂର୍ବଜଙ୍କ ଶୁଭଦୃଷ୍ଟି ରହିବା ସହ ପରିବାରରେ ସୁଖ…

ଖାଇବା ପୂର୍ବରୁ ଭାବନ୍ତୁ

ଆମେ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । କିନ୍ତୁ ଅନେକ ସମୟରେ ଆମେ ଖାଦ୍ୟ ଖାଇବା ପରେ ଅସୁସ୍ଥ ଅନୁଭବ କରିଥାଉ। କାରଣ ଏମିତି ସବୁ ଖାଦ୍ୟ ରହିଛି ଯାହାକୁ ଏକ ସମୟରେ ଖାଇଲେ ବିଭିନ୍ନ ପ୍ରକାରର ଶାରୀରିକ…

ଅଭିନେତା ସବ୍ୟସାଚୀ ମିଶ୍ର ପ୍ରଥମ ରୋଜଗାରରେ କ’ଣ କରିଥିଲେ ଜାଣନ୍ତୁ

ଅଭିନେତା ସବ୍ୟସାଚୀ ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ସମ୍ବଲପୁରର ବୁର୍ଲାଠାରେ ମୋ ଜନ୍ମ। ହେଲେ ଚାକିରି କ୍ଷେତ୍ରରେ ବାପାଙ୍କ ବଦଳି ଯୋଗୁ ସ୍କୁଲ୍‌ ଶିକ୍ଷା ମୋର ବିଭିନ୍ନ ସ୍ଥାନରେ ହୋଇଥିଲା। ଶେଷରେ ଭୁବନେଶ୍ବର ୟୁନିଟ୍‌-୧ ସ୍ଥିତ ସରକାରୀ…

କର୍କଟ ଯୋଗୁ ଆସନ୍ତା ବର୍ଷ ରାଷ୍ଟ୍ରପତି ପଦ ଛାଡି ପାରନ୍ତି ପୁଟିନ୍‌ !

ମସ୍କୋ,୨୨।୧୧: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଦେଶର ସର୍ବୋଚ୍ଚ ପଦବୀରେ ୨୦୩୪ ପର୍ଯ୍ୟନ୍ତ ରହିବା ପାଇଁ ସାମ୍ବିଧାନିକ ବ୍ୟବସ୍ଥାର ସଂଶୋଧନ କରିଥିଲେ। ତେବେ ଏବେ ଏହା ସମ୍ଭବ ନ ହେବା ପରି ଲାଗୁଛି। ପୁଟିନ୍‌ଙ୍କୁ କର୍କଟ ହୋଇଛି। ଆସନ୍ତା ବର୍ଷ ଆରମ୍ଭରୁ…

ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଜାରି: ଆଜି ମଧ୍ୟରାତ୍ରିରୁ ହେବ କାର୍ଯ୍ୟକାରୀ

ସାକ୍ଷୀଗୋପାଳ,୨୨ା୧୧(ଡି.ଏନ୍‌.ଏ.): ରାତି ପାହିଲେ ପାଳନ ହେବ ପବିତ୍ର ଅଁଳା ନବମୀ। ତେବେ ଏହା ପୂର୍ବରୁ ପୁରୀ ଜିଲାର ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଲାଗୁ ହୋଇଛି। କରୋନା ମହାମାରୀ ଏବଂ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ରବିବାର…

ଥମିଲା ଭାଲିଆଡିହି ଶ୍ମଶାନ ବିବାଦ: ୨୫ ଘଣ୍ଟା ପରେ ଦାହହେଲା ମୃତଦେହ

ନୟାଗଡ଼ ଅଫିସ,୨୨।୧୧: ନୟାଗଡ଼ ଜିଲା ଗୋଡିପଡା ଫାଣ୍ଡି ଭାଲିଆଡିହି ଶ୍ମଶାନରେ ମୃତଦେହ ଦାହକୁ ନେଇ ଉପରସାହି ଓ ପାଇକସାହି ମଧ୍ୟରେ ଶୁକ୍ରବାର ଅପରାହ୍ନରୁ ଲାଗିରହିଥିବା ଉତ୍ତେଜନା ଶନିବାର ସନ୍ଧ୍ୟାରେ ଥମିଛି। ଉପରସାହି ଲୋକ ମୃତଦେହ ଦାହ କରିବାକୁ ଦାବି କରୁଥିବାବେଳେ ପାଇକସାହି…

ନିର୍ବାଚନ ପୂର୍ବରୁ ମିଶନ ତାମିଲନାଡୁରେ ଶାହା: ବିମାନବନ୍ଦରରୁ ହୋଟେଲ ଯାଏଁ ଚାଲି ଚାଲି ଗଲେ

ଚେନ୍ନାଇ,୨୨।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଚାଣକ୍ୟଙ୍କ ମିଶନ ତାମିଲନାଡୁ। ଜନତାଙ୍କ ମନ ମୋହିବା ପାଇଁ ଚେନ୍ନାଇ ରାସ୍ତାରେ ଚାଲିଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଯାହା ଆଗାମୀ ଦିନରେ ଭାଜପାର ଆକ୍ରଣାତ୍ମକ ରାଜନୀତିର ସଙ୍କେତ ଦେଇଛି। ସୂଚନାଯୋଗ୍ୟ, ୨୦୨୧ରେ ତାମିଲନାଡୁରେ ବିଧାନସଭା…

ହାତୀର ବବ୍‌ କଟ୍‌ ହେୟାର୍‌

ବବ୍‌ କଟ୍‌ ହେୟାର୍‌ ଷ୍ଟାଇଲ୍‌ କରି ଯୁବତୀ ଓ ମହିଳାମାନେ ବେଶ୍‌ ଷ୍ଟାଇଲିଶ୍‌ ଲାଗନ୍ତି। ଏହି ହେୟାର ଷ୍ଟାଇଲ୍‌ ବହୁତ ପୁରୁଣା କିନ୍ତୁ ଆଜି ବି ଏହା ଫ୍ୟାଶନ୍‌ରେ ଅଛି। ହେଲେ କେବେ କୌଣସି ପ୍ରାଣୀ ଏଭଳି ହେୟାର ଷ୍ଟାଇଲ୍‌ କରିଥିବା…

ନୟାଗଡ଼ ମ୍ୟୁନିସିପାଲିଟିରେ ନାହିଁ ସ୍ମାର୍ଟ ଶ୍ମଶାନ

ନୟାଗଡ଼ ଅଫିସ,୨୨।୧୧: ନୟାଗଡ ମ୍ୟୁନିସିପାଲିଟିରେ ସ୍ମାର୍ଟ ଶ୍ମଶାନ ନାହିଁ। ପୂର୍ବରୁ ଯେଉଁ ଦୁଇ ଶ୍ମଶାନ ରହିଛି ସେଠାରେ ଶବଦାହ କରିବା ସମ୍ଭବ ନୁହେଁ। ତେଣୁ ସହରବାସୀ ହଇରାଣ ହେଉଛନ୍ତି। କେହି ଖର୍ଚ୍ଚାନ୍ତ ହୋଇ ପୁରୀ ସ୍ବର୍ଗଦ୍ୱାରକୁ ଯାଉଛନ୍ତି ଆଉ କିଏ ନିଜ…

ଭାଗ୍ୟକୁ ନିନ୍ଦୁଛନ୍ତି କିଆରା

ନିକଟରେ ତାଙ୍କୁ କେତୋଟି ଭଲ ଅଫର ମିଳିଥିଲା। ହେଲେ ସେଗୁଡ଼ିକୁ ହାତଛଡ଼ା କଲେ କିଆରା ଆଡଓ୍ବାନୀ। ଏବେ ତ କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଶୁଟିଂ ଆରମ୍ଭ ହୋଇଯାଇଛି। ୟା ଭିତରେ ତାଙ୍କୁ ଦୁଇଟି ନୂଆ ସିନେମାରେ ଅଭିନୟ କରିବାକୁ ଅଫର ମିଳିଥିଲା।…

କରୋନାକୁ ନେଇ କେନ୍ଦ୍ର ସତର୍କ: ୟୁପି, ପଞ୍ଜାବ, ହିମାଚଳରେ ନିଯୁକ୍ତ ହେବେ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ,୨୨ ।୧୧: ଦେଶରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି । ଯେଉଁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ସେହି ରାଜ୍ୟରେ କେନ୍ଦ୍ରର ସ୍ୱତନ୍ତ୍ର ଟିମକୁ ନିଯୁକ୍ତ କରାଯିବ । ଏହି ଟିମ୍ କରୋନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri