Posted inଫୁରସତ

ବ୍ରଜପାତର ଲାଇଭ୍‌ ଭିଡିଓ କରି ଚର୍ଚ୍ଚାରେ ଏହି ଯୁବକ

ଆମେରିକାର ଜଣେ ଯୁବକ ବଜ୍ରପାତର ଲାଇଭ୍‌ ଭିଡିଓ କରି ଚର୍ଚ୍ଚାକୁ ଆସିଛନ୍ତି। ୨୮ ବର୍ଷୀୟ ଫିଲ୍‌ ଗାର୍ସିଆ ନ୍ୟୁ ମେକ୍ସିକୋରେ ଏହି ଫଟୋ କ୍ଲିକ୍‌ କରିଥିଲେ। ଯେଉଁଠି ବିଜୁଳି ପଡ଼ିଥିଲା, ସେଠାରେ ଏକ ବଡ଼ ଗଛ ଥିଲା। ଫଳରେ ତାହା ସମ୍ପୂର୍ଣ୍ଣ ଜଳିଯାଇଥିଲା। ଫିଲ୍‌ ଏହି ସମୟରେ ଫଟୋ ଉଠାଇବା ସହ ଲାଇଭ୍‌ କରିଥିଲେ। ଏବେ ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଫିଲ୍‌ ଆମେରିକାର ଏକ ସ୍କି ରିସର୍ଟରେ କାମ କରୁଛନ୍ତି। ସେ ତାଙ୍କ ବନ୍ଧୁଙ୍କ ସହିତ ନ୍ୟୁ ମେକ୍ସିକୋରେ ହାଇକିଙ୍ଗ୍‌ ପାଇଁ ଯାଇଥିଲେ। ସେଠାରେ ପାଗ ବହୁତ ଖରାପ ଥିଲା। ସେଠାରେ ବିଜୁଳି ଘଡ଼ଘଡ଼ି ଶବ୍ଦରେ କାନ ଫାଟି ପଡୁଥିଲା। ଏହି ସମୟରେ ଫିଲ୍‌ ତାଙ୍କ କ୍ୟାମେରା କାଢ଼ି ଫଟୋ ଉଠାଇବାରେ ଲାଗିଲେ। ଯେତେବେଳେ ବଜ୍ରପାତ ହେଲା ସେ ସଙ୍ଗେ ସଙ୍ଗେ ଫଟୋ ଉଠାଇନେଲେ। ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜରମାନେ ଫିଲ୍‌ଙ୍କ ଏପରି ଫଟୋଗ୍ରାଫିକୁ ଖୁବ୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ୍‌ରେ ଯୁବକ ମଗାଇଥିଲେ ସେଓ, ଆସିଲା ଏମିତି ଜିନିଷ; ଦେଖି ହେଲେ ଆଶ୍ଚର୍ଯ୍ୟ

ଯୁକ୍ତରାଷ୍ଟ୍ର ଆମେରିକାର ନିକ୍‌ ଜେମ୍ସ ନାମକ ଜଣେ ଯୁବକ ଟେସ୍କୋରୁ ଘର ପାଇଁ କିଛି ସାମଗ୍ରୀ ଅର୍ଡର କରିଥିଲେ। ଏହି ଘଣକରଣା ସାମଗ୍ରୀ ସହିତ ସେ...

ଜ୍ୱାଳାମୁଖୀ ନିକଟରେ ବିବାହ କଲେ ବରକନ୍ୟା

ମନିଲା: ଫିଲିପାଇନ୍ସର ଏକ ସକ୍ରିୟ ଜ୍ୱାଳାମୁଖୀ ହେଉଛି ‘ତାଲ୍‌’। ରବିବାର ଏହାର ଆଖପାଖ ଅଞ୍ଚଳରେ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା। ଏହା ସତ୍ତ୍ୱେ ଜ୍ୱାଳାମୁଖୀ ନିକଟରେ ବିବାହ...

ଏମିତି ନିଆରା ଢଙ୍ଗରେ ପାଳନ୍ତୁ ଦୀପାବଳି

ଦୀପାବଳିକୁ ଏମିତି କିଛି ନିଆରା ଢଙ୍ଗରେ ପାଳନ କରନ୍ତୁ ଯାହା ହୋଇଯିବ ଆପଣଙ୍କ ପାଇଁ ଖାସ୍‌ …. * ଏହି ଅବସରରେ ଅଭାବୀ ଲୋକଙ୍କୁ କିଛି...

ଆମ୍ବ କିଲୋ ୩ ଲକ୍ଷ ଟଙ୍କା

ଟୋକିଓ: କୁହାଯାଏ, ଆମ୍ବ ଫଳ ମଧ୍ୟରେ ରାଜା। ଏହା ଭାରତର ଜାତୀୟ ଫଳ। ବିଶେଷକରି ବିଶ୍ୱର ସବୁଠୁ ଅଧିକ ଆମ୍ବ ଭାରତୀୟମାନେ ଖାଇଥାନ୍ତି। କିନ୍ତୁ ଏମିତି...

ଏହି କାରଣ ପାଇଁ ବଦଳିଗଲା ନର୍ସଙ୍କ ସୁନ୍ଦର ଚେହେରା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସମଗ୍ର ବିଶ୍ୱରେ ୧୦ ମାସରୁ ଊର୍ଦ୍ଧ୍ୱ ହେବ କରୋନା ମହାମାରୀ ଆତଙ୍କ ଖେଳାଇ ଚାଲିଛି। ଏଥିପାଇଁ ଡାକ୍ତର ଏବଂ ନର୍ସମାନେ ଦିନରାତି ଏକକରି ରୋଗୀଙ୍କୁ ସେବା...

ମାଙ୍କଡ଼ କରୁଛନ୍ତି ଏପରି କାର୍ଯ୍ୟ : ଦେଖିଲେ ମନେପଡ଼ିବ ପିଲାଦିନ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ନାଇଟ୍‌ କ୍ଲବ୍‌ରେ ସଂସ୍କୃତ ଗୀତରେ ନାଚନ୍ତି ଲୋକେ…

ବୁଇନୋସ୍‌ ଆରିସ୍‌, ୧୬।୨: ନାଇଟ୍‌ କ୍ଲବ୍‌ରେ ହିନ୍ଦୀ ଅବା ଇଂଲିଶ୍‌ ଗୀତରେ ଲୋକେ ନାଚିଥାନ୍ତି। କିନ୍ତୁ ଆର୍ଜେଣ୍ଟିନାରେ ଥିବା ଏକ ନାଇଟ୍‌ କ୍ଲବ୍‌ରେ ଲୋକେ ସଂସ୍କୃତ...

ରହସ୍ୟମୟ ଯମ ଦ୍ୱାର: ଯେଉଁଠି ରାତିରେ ରହିଲେ ଲୋକେ ଫେରି ନ ଥାନ୍ତି

ହିନ୍ଦୁ ଧର୍ମରେ ଯମରାଜଙ୍କୁ ମୃତ୍ୟୁର ଦେବତା କୁହାଯାଏ। ପୃଥିବୀରେ ଏପରି ଏକ ରହସ୍ୟମୟ ଦ୍ୱାର ରହିଛି ଯାହାକୁ ‘ଯମଦ୍ୱାର’ ଅର୍ଥାତ୍‌ ଯମ ରାଜାଙ୍କ ଘରର ପ୍ରବେଶ...

Advertisement


Archives

Model This Week

Why Dharitri