ପୁରୁଣା ଟେଲିଫୋନ ତାରରୁ ଲକ୍ଷ ଲକ୍ଷ ରୋଜଗାର, ଆପଣ ବି ଏମିତି…

ଫ୍ୟାଶନ ନାମରେ ଲୋକମାନେ କିଛି ବି କିଣିଥାନ୍ତି। ବେଳେବେଳେ ବଜାରରେ ମଇଳା ଜୋତା ବିକ୍ରି ହେଉଥିବା ବେଳେ ଆଉ କେତେବେଳେ ମଇଳା ଜିନ୍ସ ମଧ୍ୟ ଚାହିଦାରେ ରହିଥାଏ। ଫ୍ୟାଶନ ପ୍ରେମୀମାନେ ଏହାକୁ ବହୁତ ମୂଲ୍ୟ ଦେଇ କିଣିଥାନ୍ତି । ଏବେ ଏହି ତାଲିକାରେ ଯୋଡି ହୋଇଯାଇଛି ଆଉ ଏକ ନାମ। ଅନ୍‌ଲାଇନ୍‌ରେ ୧ ଲକ୍ଷ ୬୨ ହଜାର ଟଙ୍କାରେ ଏକ ହାର ବିକ୍ରି ହେଉଛି। ଏହି ହାର ନା ସୁନାର ତିଆରି ନା ହିଁ ଏଥିରେ କୌଣସି ଦାମୀ ପଥର ଲାଗିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ହାର ପୁରୁଣା ଟେଲିଫୋନ ତାରରୁ ତିଆରି ହୋଇଛି। ଏହି ହାରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଲୋକମାନେ ଏହି କମ୍ପାନୀର ମଜାକ୍‌ ଉଡାଇବାରେ ଲାଗିଛନ୍ତି।
ଫ୍ୟାଶନ ଜଗରରେ ବଟ୍ଟେଗା ଭେନେଟା ଏକ ଖ୍ୟାତିସମ୍ପନ୍ନ ନାମ। ଏହା ଏକ ଇଟାଲୀ କମ୍ପାନୀ। ଧନୀ ଲୋକମାନେ ଏହାର ଜିନିଷ କିଣିଥାନ୍ତି। ବର୍ତ୍ତମାନ ଏହି କମ୍ପାନୀ ତାର ନୂଆ କଲେକ୍ସନ୍‌ ଲଞ୍ଚ୍‌ କରିଛି। ଏବେ ବୋଟ୍ଟେଗା ଭେନେଟା ଏକ ନେକ୍‌ଲେସ୍‌ (ହାର) ଏବଂ ମେଚିଂ କାନଫୁଲ ତିଆରି କରିଛି। ଏହି ନେକ୍‌ଲେସ୍‌ର ମୂଲ୍ୟ ୨୨୪୦ ଡଲାର(୧ ଲକ୍ଷ ୬୨ ହଜାର ୫୦୮ ଟଙ୍କା)। ଏହି କଲେକ୍ସନର କାନଫୁଲର ମୂଲ୍ୟ ୫୨୫ରୁ ୮୬୫ ଡଲାର ରଖାଯାଇଛି। ଭାରତୀୟ ମୂଦ୍ରାରେ ଏହାର ମୂଲ୍ୟ ୬୨ ହଜାର ୭୫୪ ଟଙ୍କା ହେବ।
ଏବେ ଡାଏଟ୍‌ ପ୍ରଡା ନାମକ ଏକ ସାଇଟ୍‌ ଏହି ହାର ଏବଂ କାନଫୁଲର ଫଟୋ ଶେୟାର କରି ଲେଖିଛନ୍ତି, ଦେଖନ୍ତୁ ଲୋକଙ୍କୁ ଫ୍ୟାଶନ ନାମରେ କିପରି ମୂଖ୍ୟ ବନାଯାଉଛି। ଏହି ହାର ଏବଂ କାନଫୁଲ ତିଆରି ହୋଇଥିବା ପୁରୁଣା ଟେଲିଫୋନ ତାରକୁ ଅନ୍‌ଲାଇନ୍‌ରୁ କିଣିଲେ ଏଥିପାଇଁ ମାତ୍ର ୩ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

୧୪୦ ଟଙ୍କାରେ ବିକ୍ରି ହେଉଛି ଇଣ୍ଟରନେଟ୍‌ ପ୍ରୋଫାଇଲ

ନୂଆଦିଲ୍ଲୀ,୧୯-୫: ଇଣ୍ଟରନେଟ୍‌ରେ ଥିବା ୟୁଜରଙ୍କ ପ୍ରୋଫାଇଲ ଏବଂ ଆର୍ଥିକ ସୂଚନା ଡାର୍କ ଓ୍ବେବ୍‌ରେ ମାତ୍ର ୧୪୦ ଟଙ୍କାରେ ବିିକ୍ରି ହେଉଛି। ହ୍ୟାକରଙ୍କ ସହିତ ବଡ଼ ବଡ଼...

ଆଳୁ ଚାଷୀଙ୍କ ଭୋକିଲା ପେଟରେ ପେପ୍ସିକୋର ଆଇନ ଛାଟ: ଚିପ୍ସ୍‌ରେ ବ୍ୟବହୃତ କିସମ ପାଇଁ ମାଗିଲା କ୍ଷତିପୂରଣ

ଅହମ୍ମଦାବାଦ,୨୫।୪: ଦେଶରେ ଚାଷୀ ଆତ୍ମହତ୍ୟା ଏବେ ବି ଥମିନି। ଚାଷୀ ଫସଳ ଅମଳ ପାଇଁ ଋଣ ପରିଶୋଧ କରିବାକୁ ଅକ୍ଷମ ହେଉଛନ୍ତି। ଆବଶ୍ୟକତା ଅନୁସାରେ ଫସଲ...

ୟୁକୋ ବ୍ୟାଙ୍କର ୨ଡିବିୟୁ ଉଦ୍‌ଘାଟିତ

ଭୁବନେଶ୍ୱର,୧୯ା୧୦: ୟୁକୋ ବ୍ୟାଙ୍କର ୨ଟି ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ (ଡିବିୟୁ)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ସମଗ୍ର ଦେଶରେ ୭୫ ଜିଲାରେ ୭୫ ଡିବିୟୁକୁ ପ୍ରଧାନମନ୍ତ୍ରୀ...

ଏଲ୍‌ଆଇସିର ନୂଆ ପ୍ରଗତି ଆପ

ନୂଆଦିଲ୍ଲୀ,୧୮।୯ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ଶୁକ୍ରବାର ନୂତନ ମୋବାଇଲ ଆପ୍‌ ‘ପ୍ରଗତି’ର ଶୁଭାରମ୍ଭ କରାଯାଇଛି। ଏହି ଆପ୍‌ ବିଶେଷ କରି ସଂସ୍ଥାର...

ରୁଷିଆରେ ଫସିରହିଛି ତୈଳ କମ୍ପାନୀଙ୍କ ଲାଭାଂଶ

ନୂଆଦିଲ୍ଲୀ,୩୦ା୫: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଲାଗି ଅନେକ ସମସ୍ୟା ଦେଖାଦେଇଛି। ଏପରି କି ପାଶ୍ଚାତ୍ୟ କଟକଣା ଯୋଗୁ ରୁଷିଆ ଡଲାରର କାରବାର ବନ୍ଦ କରିଛି।...

ମେ’ରେ ବଢ଼ିଛି ବିମାନ ଯାତ୍ରା: ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି ୨.୯୬%

ନୂଆଦିଲ୍ଲୀ,୧୯-୬: ଏପ୍ରିଲରେ ହ୍ରାସ ପାଇବା ପରେ ଘରୋଇ ବିମାନ ଯାତ୍ରା ମେ’ରେ ବୃଦ୍ଧି ପାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ଦ୍ୱାରା ମଙ୍ଗଳବାର ଜାରି ସଦ୍ୟତମ...

୧୦ ଲକ୍ଷଙ୍କୁ ମିଳିପାରେ ନିଯୁକ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ପ୍ରଭାବିତ ହୋଇଥିବା ଫୁଡ୍‌ ସର୍ଭିସେସ୍‌ ଇଣ୍ଡଷ୍ଟ୍ରିଜରେ ପୁଣି ଥରେ ସୁଧାର ପରିଲକ୍ଷିିତ ହୋଇଛି। ଏକ ରିପୋର୍ଟ ମୁତାବକ, ଏହି ଶିଳ୍ପ...

ସହଭାଗିତା ଜରିଆରେ ସଚେତନତା

ଭୁବନେଶ୍ୱର,୭।୮: ଦେଶର ପ୍ରମୁଖ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ ‘ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌’ ଏବଂ ଅନ୍ତଃରାଷ୍ଟ୍ରୀୟ ହେଲଥ ପ୍ଲାଟଫର୍ମ ଓମରନ ହେଲ୍‌ଥ କେୟାର ଇଣ୍ଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିକ...

Advertisement
Archives

Model This Week