ଟେଲିଭିଜନ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କ ପରଲୋକ
ନୂଆଦିଲ୍ଲୀ,୨୨।୧୧-ଟେଲିଭିଜନ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କ ଶନିବାର ପରଲୋକ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କିଡନୀ ରୋଗରେ ଦୀର୍ଘଦିନ ଧରି ପୀଡିତ ଥିଲେ। ତାଙ୍କ ସ୍ବାସ୍ଥ୍ୟଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…
ପୁଣି ଏହି ରାଜ୍ୟରେ ହୋଇପାରେ ଲକ୍ଡାଉନ!
ଚଣ୍ଡିଗଡ଼,୨୨।୧୧: ଦେଶରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ପୁଣି ଥରେ ଏହାର ଆତଙ୍କ ଦେଖିବାକୁ ମିଳିଛି। ଭାରତର କେତୋଟି ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବର୍ଦ୍ଧିତ କରୋନା ମାମଲାକୁ ଦେଖି ସୁରକ୍ଷା ଦୃଷ୍ଟିରୁ କେତେକ…
ନୂଆ ନୂଆ ଜବ୍
ବେଶ୍ କିଛି ମାସ ଧରି କରୋନା ଲାଗି ବିଭିନ୍ନ କାର୍ଯ୍ୟାନୁଷ୍ଠାନରେ ଲାଗି ରହିଛି ଅନେକ ସମସ୍ୟା। କେଉଁଠି କର୍ମଚାରୀଙ୍କ ଛଟେଇ ହେଉଛି ତ ଆଉ କେଉଁଠି ଆର୍ଥିକ ପରିସ୍ଥିତିକୁ ନେଇ ହେଉଛି ଦରମା କାଟ। ଆଉ ଏ ସମୟରେ ନୂଆ କର୍ମଚାରୀଙ୍କ…
ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା: ୫୨ ଦିନ ପରେ ମାଟି ତଳୁ ମୃତଦେହ ଉଦ୍ଧାର
ଦିଗପହଣ୍ଡି,୨୨।୧୧(ଡି.ଏନ୍.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ପଞ୍ଚାୟତ ଛଣବଗଡ ଗାଁର ସାଇବାଣୀ ମଲ୍ଲିକ ନାମକ ଜଣେ ୭୦ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଡାହାଣୀ ସନ୍ଦେହରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସାଇବାଣୀଙ୍କ ଗଳିତ ମୃତଦେହକୁ ରବିବାର ସକାଳେ…
ପ୍ରଥମେ ସ୍ବାମୀ ନୁହେଁ, ଏହି ଖେଳାଳିଙ୍କୁ ଝିଅ ହେବା ଖବର ଜଣାଇଥିଲେ ଧୋନୀଙ୍କ ସ୍ତ୍ରୀ
ପୂର୍ବତନ ଭାରତୀୟ ଅଧିନାୟକ ଏମ୍ଏସ୍ ଧୋନୀ ସ୍ତ୍ରୀ ସାକ୍ଷୀ ନିକଟରେ ନିଜ ୩୨ତମ ଜନ୍ମଦିବସ ପାଳନ କରିଛନ୍ତି। ସେ ସ୍ବାମୀ ଏବଂ ଝିଅ ଜିଭା ସହ ଦୁବାଇ ଜନ୍ମଦିନ ପାଳନ କରିଛନ୍ତି। ମାମାଙ୍କ ଜନ୍ମଦିନରେ ଖୁବ୍ ମସ୍ତି କରିଥିଲେ ଜିଭା। ତାଙ୍କ…
ଗର୍ଭାବସ୍ଥାର ସପ୍ତମ ମାସରେ ବି କାମ କରୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ, ଭ୍ୟାନିଟି ଭ୍ୟାନରୁ ଆସିଲେ ନଜର
ପ୍ରଡ୍ୟୁସର ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଅନୁଷ୍କାଙ୍କ ୭ ମାସ ଚାଲିଥିବା ବେଳେ ସେ ଶୁଟିଂ ସେଟ୍କୁ ଫେରିଛନ୍ତି। ଏଭଳି ପରିସ୍ଥିତିରେ ସେ ତାଙ୍କ ପୂର୍ବ ନିର୍ଦ୍ଧାରିତ କାମ ସାରିବାକୁ ମନ ବଳାଇଛନ୍ତି। ସରୋଗେସିକୁ…
ଡାକ୍ତରାଣୀଙ୍କୁ ବିବାହ କଲେ ପ୍ରଭୁଦେବା
ମୁମ୍ବାଇ,୨୨।୧୧-ବିବାହ ବନ୍ଧରେ ବାନ୍ଧି ହୋଇଛନ୍ତି ସାଉଥ କୋରିଓଗ୍ରାଫର ପ୍ରଭୁଦେବା। ମୁମ୍ବାଇ ଜଣେ ଫିଜିଓଥେରାପିଷ୍ଟ ଡାକ୍ତରାଣୀଙ୍କୁ ସେ ପ୍ରେମ ବିବାହ କରିଛନ୍ତି। ତାଙ୍କ ନାଁ ହିମାନୀ। ସେ ମୁମ୍ବାଇରେ ରୁହନ୍ତି। ଏ ନେଇ ପ୍ରଭୁଙ୍କ ଭାଇ ରାଜୁ ସୁନ୍ଦରମ ନିକଟରେ ଏକ ସାକ୍ଷାତକାରରେ…
ମାତୃତ୍ୱ ଅବକାଶକୁ ଅନୁଷ୍କାଙ୍କ ନା: ଗର୍ଭାବସ୍ଥାର ସାତ ମାସରେ କଲେ ଶୁଟିଂ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ନିଜ ଫିଲ୍ମ ଓ ଅଭିନୟକୁ ନେଇ ତ ଆଉ କେତେବେଳେ ତାଙ୍କ କାର୍ଯ୍ୟକଳାପକୁ ନେଇ। କରୋନା ଯୋଗୁ ଗତ କିଛି ମାସରୁ ସମସ୍ତ ଫିଲ୍ମ ଶୁଟିଂ ବନ୍ଦ ରହିଥିବା…
ହଠାତ୍ ରକ୍ତ ପରି ଲାଲ୍ ହେଲା ନଦୀ ପାଣି: ଦୋଷୀଙ୍କ ବିରୋଧରେ ୧ ଲକ୍ଷ ରାଶି ପୁରସ୍କାର ଘୋଷଣା
ମୁମ୍ବାଇ,୨୨ା୧୧: ମହାରାଷ୍ଟ୍ରର ଥାନେ ଜିଲା ଭାଲଧୁନି ନଦୀର ଜଳ ହଠାତ୍ ଲାଲ୍ ରଙ୍ଗ ଦେଖାଯାଇଥିଲା। ଏହା ପରେ ସୋସିଆଲ ମିଡିଆରେ ନଦୀର ଫଟୋ ଭାଇରାଲ ହୋଇଥିଲା। ନଦୀ ନିକଟରେ ରହୁଥିବା ଉଲହାସନଗର ଏବଂ ଅମ୍ବରନାଥ ଟାଉନଶିପ୍ର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ,…
ଭୁବନେଶ୍ୱରରୁ ଆଜି ପୁଣି ୪୩ ପଜିଟିଭ୍ ଚିହ୍ନଟ: ସଂଖ୍ୟା କମିଲେ ବି କମୁନି ଲୋକାଲ କେସ୍
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୨ ଜଣ ରହିଥିବା ବେଳେ ଲୋକାଲ କେସ୍ ୩୧ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନ୍କାଉଣ୍ଟରରେ ୩ ମାଓବାଦୀ ନିହତ: କୁଖ୍ୟାତ ମାଓବାଦୀ ଉପରେ ଥିଲା ୧୦ଲକ୍ଷ ଟଙ୍କା ପୁରସ୍କାର
ଗୟା,୨୨।୧୧: ବିହାର ଗୟା ଜିଲାର ବାରାଚଟି ଅନ୍ତର୍ଗତ ଏକ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍କାଉଣ୍ଟର ୩ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତ ୩ ମାଓବାଦୀଙ୍କ ମଧ୍ୟରେ ଜଣେ…
ଅଲ୍ରାଉଣ୍ଡର ଯଶୋବନ୍ତ
ତୁଳସୀ ଦୁଇପତ୍ରରୁ ବାସିଲା ପରି ତାଙ୍କ କଳା ବିକଶିତ ହୋଇଥିଲା ପିଲାଟି ଦିନୁ। ନିଜ ଆଗ୍ରହ, ପିତାମାତାଙ୍କ ପ୍ରେରଣା ଏବଂ ମହାପ୍ରଭୁଙ୍କ ଆଶୀର୍ବାଦରୁ ସେ ଆଜି ଏକାଧାରରେ ଜଣେ ସଫଳ ନୃତ୍ୟଶିଳ୍ପୀ, ଚିତ୍ରକର ଏବଂ କୋରିଓଗ୍ରାଫର ହୋଇପାରିଛନ୍ତି ବୋଲି କୁହନ୍ତି ପୁରୀ…
Archives


