Home Left

ଆଜି ୧୦୦ ଟପିଲା ସଂକ୍ରମଣ: କଟକରୁ ସର୍ବାଧିକ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ କରୋନା ସଂକ୍ରମଣ ୧୦୦ ଟପିଥିବା ବେଳେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୫୯୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬୪ ଜଣ ଚିହ୍ନଟ ହୋଇଥିବା ବେଳେ…

ପିଲାଚୋର ସନ୍ଦେହରେ ଛେଚା ଖାଇଲେ ୨ ଯୁବକ

ଭୋଗରାଇ,୧୯।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ରସଲପୁର ଗ୍ରାମର ଅଭିମନ୍ୟୁ ବେହେରାଙ୍କ ଘରେ ଶୁକ୍ରବାର ଭୋର୍‌ରୁ ଏକ କାର୍‌ରେ ୪ ଜଣ ଅଚିହ୍ନା ଯୁବକ ଗାଡ଼ି ରାସ୍ତାରେ ରଖି ଘର ଭିତରକୁ ପଶିଥିଲେ। ଘରଲୋକ ଏହା ଜାଣି ପିଲା ଚୋରି…

କୁଆଁରୀ ଝିଅ ସ୍ବପ୍ନ ଦେଖିଲେ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସ୍ବପ୍ନରେ ଦେଖୁଥିବା ଘଟଣା ବ୍ୟକ୍ତିର ଜୀବନ ସହ ଗଭୀର ସଂଯୋଗ ରହିଥାଏ। ନିଦରେ ଦେଖାଯାଉଥିବା ଘଟଣାଗୁଡିକ ଭବିଷ୍ୟତ ଜୀବନ ବିଷୟରେ ସଚେତନ କରିଥାଏ। ଯଦିଓ ଅଧିକାଂଶ ଲୋକ ଏହାକୁ କେବଳ ମାତ୍ର ସ୍ବପ୍ନ ବୋଲି ଭାବି ଭୁଲିଯାଆନ୍ତି।…

ସାରା ଦିନ ଟିଭିରେ ସିରିଏଲ୍‌ ଦେଖି ରୋଷେଇ କଲେ ନାହିଁ ଶାଶୁ: ବାସି ଖାଇବାକୁ ଦେଉଥିବା କହି ପୋଲିସ ଡାକିଲେ ବୋହୁ; ତା’ ପରେ…

ଗୋରଖପୁର: ଶାଶୁ ବାସି ଖାଇବାକୁ ଦେଲେ ବୋଲି କହି ପୋଲିସ ଡାକିଲେ ବୋହୂ। ଉତ୍ତରପ୍ରଦେଶର ଗୋରଖପୁରରେ ଏଭଳି ଚକିତ କଲାଭଳି ଘଟଣା ଦେଖିବାକୁ ମିଳିଛି। ଟିଭି ଦେଖୁଥିବାରୁ ରୋଷେଇ କରିବାକୁ ମନା କରିଥିଲେ ଶାଶୁ। ଏଥିରେ ରାଗିଯାଇ ବୋହୂ ୧୧୨ ନଂରେ…

ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଶୁକ୍ରାବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ବିସିସିଆଇ ଟୁଇଟ୍‌ ଯୋଗେ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଡେବ୍ୟୁ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ

ନୟାଗଡ଼ ଅଫିସ,୧୯।୩: ନୟାଗଡ଼-ଶରଣକୂଳ ରାସ୍ତାର ଜଗନ୍ନାଥପୁର ଛକରେ ଗୁରୁବାର ରାତିରେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଶରଣକୁଳ ଥାନା ଜଗନ୍ନାଥପୁର ଗାଁର କୃଷ୍ଣଚନ୍ଦ୍ର…

ପୋଖରୀ ଖନନ ନାମରେ ରାଜସ୍ବ ଲୁଟ

ଯାଜପୁର ଅଫିସ/ରଗଡ଼ି (ଡି.ଏନ୍‌.ଏ.),୧୯।୩: ଯାଜପୁର ଜିଲା ବ୍ୟାସନଗର ତହସିଲରେ ମାଟି, ମୋରମ ଚୋରା ଚାଲାଣ ବନ୍ଦ ହେବାର ନାଁ ଧରୁନାହିଁ । ମୋରମ ମାଫିଆମାନେ କେତେଜଣ ରାଜନେତା ଓ ଅସାଧୁ ଅଫିସରଙ୍କୁ ହାତବାରିସି କରି କେଉଁଠି ଦିନ ଦ୍ୱିପ୍ରହରରେ ତ ଅନ୍ୟ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଏହି ବିଦେଶୀ କ୍ରିକେଟର୍‌

ଜାମାଇକା,୧୯।୩: ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ଭିଭିଆନ ରିଚାର୍ଡସ, କ୍ରିସ ଗେଲଙ୍କ ସମେତ ପୂର୍ବତନ କ୍ରିକେଟରମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଭାରତ ସରକାର କାରିବିଆନ ଦେଶକୁ କରୋନା ଟିକା ପ୍ରଦାନ କରିଥିବାରୁ ମୋଦିକୁ ଧନ୍ୟବାଦ ଜଣାଇଛନ୍ତି। କରୋନା…

ସ୍ତ୍ରୀଙ୍କ ପାଇଁ ନିର୍ବାଚନ ପୋଷ୍ଟର ଲଗାଉଥିଲେ ସ୍ବାମୀ, ଚାଲିଗଲା ଜୀବନ

ଲକ୍ଷ୍ନୌ,୧୯।୩: ଉତ୍ତରପ୍ରଦେଶର ହରଦୋଇ ଜିଲାର ଗ୍ରାମୀଣ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନକୁ ନେଇ ଏକ ଦୁଃଖଦ ଘଟଣା ଘଟିଛି। ସରପଞ୍ଚ ପଦବୀରେ ଠିଆ ହୋଇଥିବା ଆଶାୟୀ ପ୍ରାର୍ଥୀଙ୍କ ସ୍ବାମୀଙ୍କର ମୃତ୍ୟ ଘଟିଛି। କାରଣ ଶିଡ଼ି ଲଗାଇ ସ୍ତ୍ରୀଙ୍କ ନିର୍ବାଚନୀ ପୋଷ୍ଟର ଲଗାଉଥିବା ବେଳେ…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ଏଣିକି ଗୋଟିଏ କଲ୍‌ରେ ମିଳିବ ଏହି ୩ ଜରୁରିକାଳୀନ ସେବା

ଭୁବନେଶ୍ୱର,୧୯।୩(ବ୍ୟୁରୋ): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। କାରଣ ଗୋଟିଏ ନମ୍ବରକୁ କଲେ କଲେ ଏଣିକି ୩ ଜରୁରିକାଳୀନ ସେବା ଉପଲବ୍ଧ ହେବ। ୧୧୨ ନଂକୁ କଲ୍‌ କଲେ ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି…

ପୁଣି ହୁ ହୁ ହୋଇ ବଢୁଛି କରୋନା: ରେକର୍ଡ ଭାଙ୍ଗିଲା ମହାରାଷ୍ଟ୍ର

ନୂଆଦିଲ୍ଲୀ,୧୯।୩: କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନାର ଗ୍ରାଫ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ମହାରାଷ୍ଟ୍ରରେ କରୋନା ବେକାବୁ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫,୮୩୩ଟି ନୂଆ କରୋନା ରୋଗୀ…

ଇତିହାସ ରଚିଲେ ରୋହିତ ଶର୍ମା: ପ୍ରଥମ ବଲ୍‌ ଖେଳି କଲେ ଏମିତି କାରନାମା

ଅହମଦାବାଦ,୧୯।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆର ଆରମ୍ଭ ଅତ୍ୟନ୍ତ ବିସ୍ଫୋରକ ଥିଲା। ରୋହିତ ଶର୍ମା ମ୍ୟାଚର ପ୍ରଥମ ବଲରୁ ଛକା ମାରି ଦଳର ଖାତା ଖୋଲିଥିଲେ। ଇଂଲଣ୍ଡ ପକ୍ଷରୁ ପ୍ରଥମ ଓଭର୍‌ ଆଦିଲ ରସିଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?