Home Left

କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କ କଠୋର ନିଷ୍ପତ୍ତି: କରୋନା ନିୟମ ଭାଙ୍ଗିବାରୁ ଗୁଳି କରି ହତ୍ୟା

ପ୍ୟୋଙ୍ଗୟାଙ୍ଗ୍‌,୬ା୧୨: ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍‌-ଜୋଙ୍ଗ-ଉନ୍‌ଙ୍କ ନିଷ୍ଠୁରତା ବିଷୟରେ କାହାକୁ ବା ଅଜଣା । ପୁଣି ଥରେ ସେ ତାଙ୍କର ନିଷ୍ଠୁରତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି । କରୋନା ଭାଇରସ ସଂକ୍ରମଣକୁ ନେଇ ଉତ୍ତରକୋରିଆରେ ଖାଲି କଡ଼ା ନିୟମ ଲାଗୁ କରାଯାଇନି,…

ଅଭିନେତା ରବି ପଟବର୍ଦ୍ଧନଙ୍କ ପରଲୋକ

ମୁମ୍ବାଇ,୬।୧୨- ଭେଟେରାନ ଅଭିନେତା ରବି ପଟବର୍ଦ୍ଧନଙ୍କର ରବିବାର ହୃଦଘାତରେ ପରଲୋକ ହୋଇଯାଇଛି। ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶନିବାର ରାତିରେ ରବିଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି…

ଏ ସବୁ କାମ କରି ଜଣେ ବ୍ୟକ୍ତି ସମଗ୍ର ବିଶ୍ୱକୁ ନିୟନ୍ତ୍ରଣ କରିପାରିବେ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ଅନେକ ସମସ୍ୟାର ସମାଧାନ କରିବା ସହିତ ଜୀବନ ସହ ଜଡିତ ମୂଲ୍ୟବୋଧ ବିଷୟରେ ଆଲୋଚନା କରିଛନ୍ତି। ଏଥି ସହିତ ସେ ଅନେକ ଶ୍ଲୋକ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ, ଜଣେ ବ୍ୟକ୍ତି ମଧୁର…

ଏହି ଅଭିନେତ୍ରୀଙ୍କ ଝିଅକୁ ମିଳୁଥିଲା ବଳାତ୍କାର ଧମକ : ବନ୍ଧାହେଲେ ଏମ୍‌ବିଏ ଛାତ୍ର

ପାକିସ୍ତାନରେ ଜନ୍ମିତ ବ୍ରିଟିଶ ଅଭିନେତ୍ରୀ ସଲ୍‌ମା ଆଗାଙ୍କ ଝିଅ ଜାରା ଖାଁଙ୍କୁ କିଛି ଦିନ ହେବ ସୋସିଆଲ ମିଡିଆରେ ବଳାତ୍କାର ଧମକ ଦିଆଯାଉଥିଲା। ଏ ନେଇ ଜାରା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମଙ୍ଗଳସୂତ୍ର, ସିନ୍ଦୁର ଧରି ଶ୍ରେଣୀଗୃହରେ ପଶିଲେ ନାବାଳକ, ଆଉ ତା’ ପରେ…

ହାଇଦ୍ରାବାଦ,୬ା୧୨: ବାଲ୍ୟ ବିବାହ ପ୍ରଥା ଆଇନସଙ୍ଗତ ହୋଇ ନ ଥିବା ବେଳେ ଦୁଇ ନାବାଳିକା-ନାବାଳକ ଶ୍ରେଣୀଗୃହରେ ବିବାହ କରିବା ଘଟଣା ସାମ୍ନାକୁ ଆସିଛି। ଏହି ବିବାହ ସମୟର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏକ…

ମୃତ୍ୟୁ ପୂର୍ବରୁ ପଡ଼ୋଶୀଙ୍କ ନାମରେ ୫୫ କୋଟିର ସମ୍ପତ୍ତି ଲେଖିଦେଲେ ବୃଦ୍ଧା, ଜଣାପଡ଼ିବା ପରେ…

ସାଧାରଣତଃ ଯଦି ପରିବାରରେ କୌଣସି ଝଗଡ଼ା ହୁଏ ତେବେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହୋଇଥାଏ। ଏପରି ସ୍ଥିତିରେ କୌଣସି ବ୍ୟକ୍ତି ଇଞ୍ଚେ ଜାଗା ବି କାହାକୁ ଛାଡ଼ିବା ପାଇଁ ରାଜି ହୋଇ ନ ଥାନ୍ତି। ଫଳରେ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ…

ରାହୁଲ ମହାଜନଙ୍କ ପାଇଁ ହିନ୍ଦୁ ଧର୍ମ ଗ୍ରହଣ କଲେ ରୁଷୀୟ ପତ୍ନୀ: ନୀତି ପଢ଼ୁଛନ୍ତି ଗୀତା

ବମ୍ବେ: ଏକାଧିକ ଥର ବିବାହକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବିଗ୍‌ବସ୍‌ ଫେମ୍‌ ରାହୁଲ ମହାଜନ। ଦୁଇ ଦୁଇ ଥର ବିବାହ କରି ବିଫଳ ହେବା ପରେ ଏବେ ସେ ନିଜର ରୁଷୀୟ ପ୍ରେମିକା ନତାଳୟାଙ୍କ ହାତ ଧରିଛନ୍ତି। ନତାଳୟା ବିବାହ ପରେ…

ଏକଦା ଚକମା ଦେଖାଇ ମୃତ୍ୟୁ ମୁହଁରୁ ଫେରି ଆସିଥିଲେ ସୋନୁ ସୁଦ୍‌

ଅନେକ ଥର ଦେଖିଥିବେ ଫିଲ୍ମରେ, ଅଭିନେତାମାନେ ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ଆପଣ କ’ଣ ଜାଣନ୍ତି ବାସ୍ତବ ଜୀବନରେ ନନେକ କଳାକାରଙ୍କ ସହିତ ମଧ୍ୟ ଏହା ଘଟିଛି। ଅନେକ ତାରକା ଅଛନ୍ତି…

ମୃତ୍ୟୁ ମୁହଁରୁ ଓ୍ବରର୍ଥୋଗକୁ ଟାଣି ଆଣିଲେ ୨ ଜଳହସ୍ତୀ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…

କଙ୍ଗନା କହିଲେ ମୁଁ ଦେଶର ସବୁଠାରୁ ବଡ ଟାର୍ଗେଟ

ମୁମ୍ବାଇ:ବଲିଉଡ୍‌ର ପଙ୍ଗା କୁଇନ୍ କଙ୍ଗନା ରାନାୱତ ନିଜ ବୟାନ ବାଜି ପାଇଁ ସବୁବେଳେ ରହି ଆସୁଛନ୍ତି ଚର୍ଚ୍ଚାରେ । ନିକଟରେ ଅଭିନେତ୍ରୀ କୃଷକ ଆନ୍ଦୋଳନକୁ ନେଇ ଏଥିରେ ସାମିଲ ହୋଇଥିବା ଜଣେ ବୟସ୍କ ମହିଳାଙ୍କୁ ନେଇ ଟୁଇଟରରେ ଟିପ୍ପଣୀ ଦେଇଥିଲେ ।…

ଆରମ୍ଭ ପୂର୍ବରୁ ବାତିଲ ହେଲା ଦ. ଆଫ୍ରିକା-ଇଂଲଣ୍ଡ ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି। ଇଂଲଣ୍ଡ ଟିମ୍‌ ଥିବା ହୋଟେଲର କର୍ମଚାରୀ କୋଭିଡ୍‌ ପଜିଟିଭ୍‌ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏବେ ସମସ୍ତ ଖେଳାଳିଙ୍କ କୋଭିଡ୍‌ ପରୀକ୍ଷା କରାଯିବ। ପୂର୍ବରୁ…

ନୋରାଙ୍କ ଫଟୋ ଉପରୁ ହଟୁନାହିଁ ପ୍ରଶଂସକଙ୍କ ନଜର

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୋରା ଫତେହିଙ୍କ କିଛି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏବେ କିନ୍ତୁ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ବୋଲ୍ଡ ଫଟୋକୁ ନୋରା ନିଜେ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri