ତହସିଲରେ କର୍ମଚାରୀ ଅଭାବ: ଅସୁବିଧା ଭୋଗୁଛନ୍ତିି ଗ୍ରାମବାସୀ
ଝୁମ୍ପୁରା, ୬ା୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ତହସିଲ କାର୍ଯ୍ୟାଳୟ ସହିତ ତହସିଲ ନିୟନ୍ତ୍ରଣରେ ରହିଥିବା ୭ଟି ରାଜସ୍ବ ସର୍କଲରେ ମଧ୍ୟ କର୍ମଚାରୀ ଅଭାବ ଯୋଗୁ ଗ୍ରାମାଞ୍ଚଳ ବାସୀନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୧୦ମସିହା ପାଖରୁ ଝୁମ୍ପୁରା ତହସିଲ କାଯର୍ୟକ୍ଷମ ହେବାପରେ…
ଜାଣନ୍ତୁ ରାସ୍ତା ପାର୍ଶ୍ୱରେ କାହିଁକି ଥାଏ ବିଭିନ୍ନ ରଙ୍ଗର ମାଇଲଖୁଣ୍ଟ
ଆପଣ ନିଶ୍ଚିତ ରାସ୍ତାରେ ଯିବା ବେଳେ ପାର୍ଶ୍ୱରେ ଥିବା ମାଇଲଖୁଣ୍ଟ ଦେଖିଥିବେ। ଏହି ପଥରଗୁଡ଼ିକରେ ସ୍ଥାନର ଦୂରତା ଏବଂ ସ୍ଥାନର ନାମ ଲେଖାଯାଇଥାଏ। ତେବେ ଏହି ପଥରଗୁଡ଼ିକ ବିଭିନ୍ନ ରଙ୍ଗର ହୋଇଥାଏ। ଏହି ମାଇଲଖୁଣ୍ଟର ଉପର ଅଂଶ ହଳଦିଆ, ସବୁଜ ଏବଂ…
ଅବ୍ୟବସ୍ଥାରେ ରାଜୀବ ଆବାସ, ଅଭିଯୋଗ ସତ୍ତ୍ୱେ ଫଳ ଶୂନ୍
ବ୍ରହ୍ମପୁର ଅଫିସ,୬ା୧୨: ବସ୍ତି ବାସିନ୍ଦାଙ୍କୁ ମାୈଳିକ ସୁବିଧା ଯୋଗାଇ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ରାଜୀବ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା। ଏହି ମର୍ମରେ ରାଜ୍ୟର ବିଭିନ୍ନ ସହରରେ ସ୍ଥାନ…
କୋମାରେ ସନ୍ତୋଷପୁର ସ୍ବାସ୍ଥ୍ୟକେନ୍ଦ୍ର: ୧୦ବର୍ଷ ହେଲା ନାହାନ୍ତି ଡାକ୍ତର
ରୂପ୍ସା, ୬ା୧୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନରେ ଥିବା ସନ୍ତୋଷପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ କୌଣସି ଡାକ୍ତର ନିଯୁକ୍ତି ହେଉ ନ ଥିବାରୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜଣେ ଫାର୍ମାସିଷ୍ଟ, ଜଣେ ପିଅନ ଓ ସ୍ବାସ୍ଥ୍ୟସେବିକାଙ୍କ…
ଚାଷୀଙ୍କୁ ମିଳୁନି ଟୋକନ, ଖଳାରେ ପଡିଛି ଧାନ
ଗୁଣପୁର,୬ା୧୨(ଡି.ଏନ୍.ଏ.): ଚାଷୀଙ୍କ ଏବେ ବିଷମ ସ୍ଥିତି। ବର୍ଷ ତମାମ ଜମିରେ ଖଟି ଧାନ ସଂଗ୍ରହ କରିଥିବାବେଳେ ଏବେ ତାହାକୁ ବିକ୍ରି କରିବାକୁ ନେଇ ଦେଖାଦଇଛି ଜଟିଳ ପରିସ୍ଥିତି। ଯୋଗାଣ ବିଭାଗ ଏବଂ ରାଜସ୍ବ ବିଭାଗ ମଧ୍ୟରେ ଛନ୍ଦି ହୋଇ ପଡିଥିବା ଚାଷୀ…
୧୨ ମାଓବାଦୀ କଲେ ଆତ୍ମସମର୍ପଣ
ବିଶାଖାପଟ୍ଟନମ୍, ୬।୧୨: ଆନ୍ଧ୍ରପ୍ରଦେଶରେ ୧୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବିଶାଖାପଟ୍ଟନମ୍ ଜିଲାର ଚିନ୍ତାପାଲେ ଅଞ୍ଚଳରେ ମାଓବାଦୀମାନେ ରାଜ୍ୟ ପୋଲିସ ବିଭାଗ ଉଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ଗାଲିକୋଣ୍ଡା ଅଞ୍ଚଳର ପଥରୁଡ଼ିଗୁଣ୍ଟା, ପାନାସାଲାବଣ୍ଡା, ଅକୁଲୁରୁ ଏବଂ ରାମଗଡ୍ଡା ଗାଁର ବାସିନ୍ଦା…
ପରୀ ହତ୍ୟା ଘଟଣାର ତଦନ୍ତ ଜୋର୍ଦାର: ହତ୍ୟାକାରୀଙ୍କୁ ଧରାଇଲେ ମିଳିବ ୧ ଲକ୍ଷ
ନୟାଗଡ଼ ଅଫିସ,୬ା୧୨: ନୟାଗଡ଼ ସଦର ଥାନା ଯଦୁପୁରର ପରୀ ହତ୍ୟା ଘଟଣାରେ ସ୍ପେଶାଲ ଇନ୍ଭେଷ୍ଟିଗେଶନ୍ ଟିମ୍(ଏସ୍ଆଇଟି) ତଦନ୍ତ ଜୋର୍ଦାର କରିଛି। ହତ୍ୟା ଘଟଣାର ଗୁମର ଖୋଲିବାକୁ ଏସ୍ଆଇଟି ମୁଖ୍ୟ ପୋଲିସ ଆଇଜି ଅରୁଣ ବୋଥ୍ରା ୨ ସପ୍ତାହ ଅପେକ୍ଷା କରିବାକୁ କହିଛନ୍ତି।…
ଆସନ୍ତା ବର୍ଷ ଜାନୁୟାରୀରେ ଲାଗୁ ହୋଇପାରେ ସିଏଏ: ବିଜୟଭର୍ଗିୟ
ନୂଆଦିଲ୍ଲୀ,୬ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା କୈଳାଶ ବିଜୟଭର୍ଗିୟ ନାଗରିକ ସଂଶୋଧନ ଆଇନ(ସିଏଏ)ଆସନ୍ତା ବର୍ଷ ଜାନୁୟାରୀରେ ଲାଗୁ ହୋଇପାରେ ବୋଲି କହିଛନ୍ତି । ଭାଜପାର ରାଷ୍ଟ୍ରୀୟ ମହାସଚିବ ଅଭିଯୋଗ କରିଛନ୍ତି ତ୍ରୁଣମୂଳ କଂଗ୍ରେସ ସରକାର ଶରଣାର୍ଥୀଙ୍କ ପ୍ରତି ସହାନୁଭୁତି…
କରୋନା ବିରୋଧରେ ଲଢ଼େଇ: ଗରିବଙ୍କ ସହାୟତା ପାଇଁ ଧନୀଙ୍କ ଉପରେ ବଢ଼ିଲା ଟିକସ
ବୁଇନୋସ୍ ଆରିସ୍, ୬।୧୨: କରୋନା ବିରୋଧରେ ଲଢ଼େଇ ପାଇଁ ଲାଟିନ୍ ଆମେରିକା ଦେଶ ଆର୍ଜେଣ୍ଟିନାରେ ନୂଆ ଆଇନ ପ୍ରଣୟନ କରାଯାଇଛି। କରୋନା ଯୋଗୁ ଦେଶର ଗରିବଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଯାଇଛି। ତେଣୁ ସେମାନଙ୍କର ସହାୟତା ପାଇଁ ଦେଶର ଧନୀଙ୍କ ଉପରେ…
ସ୍ବଚ୍ଛ ସର୍ବେକ୍ଷଣ ନାଁରେ ଅର୍ଥଶ୍ରାଦ୍ଧ
ଖୋର୍ଦ୍ଧା ଅଫିସ,୬ା୧୨: ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଖୋର୍ଦ୍ଧା ସହରକୁ ଶୀର୍ଷତା ସ୍ଥାନରେ ରଖିବା ଲାଗି ପୌର ପରିଷଦ ପକ୍ଷରୁ ‘ସ୍ବଚ୍ଛ ଭାରତ ସୁସ୍ଥ ଭାରତ’ ଅଭିଯାନ ଆରମ୍ଭ ହୋଇଛି। ଖୋର୍ଦ୍ଧା ସହରରେ ୨୨ଟି ଓ୍ବାର୍ଡ ରହିଥିବା ବେଳେ ତନ୍ମଧ୍ୟରୁ ୨୦ଟି ଓ୍ବାର୍ଡ…
ପୁଣି ମିଛ କହିଲେ ଟ୍ରମ୍ପ୍: ଜର୍ଜିଆରେ ବିଜୟୀ ହେବାର ମିଥ୍ୟା ଦାବି କଲେ
ଓ୍ବାଶିଂଟନ,୬।୧୨: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ଏବେ ବି କାଦୁଆ ଫିଙ୍ଗା ଜାରି ରହିଛି। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ମିଛ କହିଛନ୍ତି। ଟ୍ରମ୍ପ୍ ଜର୍ଜିଆରେ ଡେମୋକ୍ରାଟିକ୍ ପାର୍ଟିର ଜୋ ବାଇଡେନ୍ଙ୍କ ବିଜୟକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଟ୍ରମ୍ପ୍…
ଷଡ଼ଯନ୍ତ୍ର ଚାଲିଛି, ଫେରିଲେ ଗୁମର ଖୋଲିବି : ଆକାଶ
ଭୁବନେଶ୍ୱର,୬ା୧୨(ବ୍ୟୁରୋ): ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ପାସେଞ୍ଜର କାର୍ ଡିଭିଜନର ପରିଚାଳନା ନିର୍ଦ୍ଦେଶକ ପରିଚୟ ଦେଇ ଗଞ୍ଜାମ ଜିଲା ଗୋପାଳପୁର ଅଞ୍ଚଳର ବହୁ ଯୁବତୀଯୁବକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଟାଟା କମ୍ପାନୀ ପକ୍ଷରୁ ଆକାଶଙ୍କ ଚାକିରିକୁ ଅସ୍ବୀକାର…
Archives


