ଗ୍ରାମାଞ୍ଚଳରେ ଦୁର୍ନୀତିର ଚିତ୍ର: ମାସେ ବି ତିଷ୍ଠିଲାନି
ଯାଜପୁର ଅଫିସ/ ଭୁବନେଶ୍ୱର,୨ା୧୨(ବ୍ୟୁରୋ): ରାଜ୍ୟର ଗ୍ରାମାଞ୍ଚଳ ଲୋକଙ୍କୁ ସହଜରେ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡପମ୍ପ ଟ୍ୟୁବ୍ୱେଲ୍ରେ ସୌରଚାଳିତ ପମ୍ପ ସଂଯୋଗ କରାଯାଇଛି। ଏଥିପାଇଁ ଗୋଟିଏ ପ୍ରକଳ୍ପ ପିଛା ୨.୮ ଲକ୍ଷରୁ ୪.୫୭ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ…
୧.୦୪ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ଆଦାୟ
ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବରରେ ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ବାବଦକୁ ୧.୦୪ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି। ଲଗାତର ଦ୍ୱିତୀୟ ମାସ ଲାଗି ଜିଏସ୍ଟି ଆଦାୟ ଲକ୍ଷେ କୋଟି ଟଙ୍କା ଟପିଥିବା ଜଣାପଡିଛି। ଗତ ବର୍ଷ…
ସାନ୍ତ୍ୱନାମୂଳକ ବିଜୟ ଲକ୍ଷ୍ୟରେ ଭାରତ: ସଇନିଙ୍କ ବଦଳରେ ନଟରାଜନ କିମ୍ବା ଶାର୍ଦ୍ଦୁଳ ଖେଳିବେ
କାନବେରା,୨।୧୨(ପି.ଟି.): ଅଷ୍ଟ୍ରେଲିଆଠାରୁ ପ୍ରଥମ ଦୁଇଟି ଦିନିକିଆରେ ପରାସ୍ତ ହେବା ପରେ ଭ୍ରମଣକାରୀ ଭାରତ ତୃତୀୟ ମ୍ୟାଚ୍ ଜିତି ସିରିଜ ହ୍ବାଇଟ୍ଓ୍ବାଶ୍କୁ ଏଡେଇବାକୁ ପ୍ରୟାସ କରିବ। ସିରିଜରେ ୦-୨ରେ ପଛରେ ପଡି ଭାରତ ସିରିଜ ହାତଛଡ଼ା କରିସାରିଛି। ବୁଧବାର ସ୍ଥାନୀୟ ମନୁକା ଓଭାଲ…
ୟୁଟ୍ୟୁବ୍ରେ ‘ମନ କି ବାତ୍’ କାର୍ଯ୍ୟକ୍ରମର ଏକ ଏପିସୋଡକୁ ମିଳିଛି ସର୍ବାଧିକ ଡିସ୍ ଲାଇକ୍
ନୂଆଦିଲ୍ଲୀ, ୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ ଏବେ ଚର୍ଚ୍ଚାରେ ରହିଛି। ଏହି ମାସିକିଆ କାର୍ଯ୍ୟକ୍ରମର ଏକ ଏପିସୋଡକୁ ମିଳିଛି ରେକର୍ଡ ଡିସ୍ ଲାଇକ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ପିଆଇବି ଓ ଭାଜପାର…
ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ: ବିଏସ୍ଏଫ୍ ଯବାନ ଶହୀଦ
ଶ୍ରୀନଗର, ୧।୧୨ : ପାକିସ୍ତାନ ପକ୍ଷରୁ ମଙ୍ଗଳବାର ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଘଂନ କରାଯାଇଛି। ଏଥିରେ ଶହୀଦ ହୋଇଛନ୍ତି ଜଣେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ଯବାନ। ଏ ନେଇ ବିଏସ୍ଏଫ୍ ଆଇଜି ଏନ୍. ଏସ୍. ଜମଓ୍ବାଲ ସୂଚନା ଦେଇଛନ୍ତି। ପାକିସ୍ତାନ…
ସଚିନଙ୍କ ଆଉ ଏକ ରେକର୍ଡ ଭାଙ୍ଗିବା ଅପେକ୍ଷାରେ କୋହଲି
କାନବେରା, ୧।୧୨ : ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ରହିଛି ଏକ ବଡ଼ ରେକର୍ଡ ହାସଲ କରିବାର ସୁଯୋଗ। ବିଶ୍ୱର ଏହି ମହାନ ବ୍ୟାଟ୍ସମ୍ୟାନ ଏବେ ଅନ୍ତର୍ଜାତୀୟ ଦିନିକଆ ଫର୍ମାଟରେ ୧୨ ହାଜର ରନ୍ ଠାରୁ ମାତ୍ର ୨୩…
୨୫ରେ ବାଜିବ ସାହାନାଇ
ବମ୍ବେ: ବଲିଉଡ୍ରେ ଏବେ ଚାଲିଛି ବିବାହର ସିଜନ। ଗୋଟିଏ ପରେ ଗୋଟିଏ କଳାକାଳ ଚଳିତ ବର୍ଷ ହାତକୁ ଦୁଇହାତ ହେବାକୁ ଯୋଜନା କରୁଛନ୍ତି। ନିକଟରେ ପ୍ରେମିକ ଜୈଦ ଦରବାରଙ୍କୁ ହଁ କହିଥିବା ଗୌହର ଖାନ୍ ଏହି ଦୌଡ଼ରେ। ଡିସେମ୍ବର ୨୫ରେ ସେ…
ଏଲ୍ପିଏଲ୍ରେ ଏହି ଯୁବ ଖେଳାଳିଙ୍କ ଉପରେ ରାଗିଗଲେ ଆଫ୍ରିଦି: କହିଲେ ‘ପୁଅ ତୁମେ ଜନ୍ମହେବା ପୂର୍ବରୁ ମୁଁ ଶତକ ମାରୁଥିଲି’
ନୂଆଦିଲ୍ଲୀ,୧।୧୨: ଲଙ୍କା ପ୍ରିମିୟର ଲିଗ୍(ଏଲ୍ପିଏଲ୍)ରେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଆଫଗାନିସ୍ତାନର ଜଣେ ଯୁବ ଖେଳାଳିଙ୍କ ସହ ବଚସା କରିଥିବା ଦେଖିବାକୁ ମିଳିଛି। ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ନବିନଉଲ ହକଙ୍କ ସହ ଆଫ୍ରିଦି ଯୁକ୍ତିତର୍କ କରିଥିଲେ। ଏହାର କିଛି ଭିଡିଓ…
କୋହଲିଙ୍କ ବଡ଼ ଫ୍ୟାନ୍ ହେଲେ ଇଂଲଣ୍ଡର ଏହି ଅଧିନାୟକଙ୍କ ପୁଅ: ବ୍ୟାଟିଂ ବେଳେ…
ନୂଆଦିଲ୍ଲୀ,୧।୧୨: ବର୍ତ୍ତମାନ ସମୟର ସବୁଠାରୁ ବେଶି ଲୋକପ୍ରିୟ କ୍ରିକେଟ ତାରକାଙ୍କ ମଧ୍ୟରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଅନ୍ୟତମ। ଦେଶ ତଥା ବିଦେଶରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ। ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କ ବ୍ୟାଟିଂ ଦେଖି…
ଏହି ଶୀର୍ଷ ଖେଳାଳିଙ୍କୁ ‘ଡରିବାର ଆବଶ୍ୟକତା ନାହିଁ’ ବୋଲି କହିଲେ ଅଷ୍ଟ୍ରେଲିଆ ଅଧିନାୟକ
କାନବେରା,୧।୧୨: ଭାରତ ବିପକ୍ଷରେ ଖେଳୁଥିବା ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରି ନିଜର ଦବଦବା ଜାହିର କରିଛି ଅଷ୍ଟ୍ରେଲିଆ ଟିମ୍। ହେଲେ ଦଳର ଶୀର୍ଷ ଦ୍ରୁତ ବୋଲର ମିଶେଲ ଷ୍ଟାର୍କଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛି। ଅଧିନାୟକ ଆରୋନ ଫିଞ୍ଚ ମଙ୍ଗଳବାର…
କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ପଦ ଛାଡ଼ିଲେ ଏମ୍ଏଲ୍ଏ
ଚଣ୍ଡିଗଡ଼, ୧।୧୨ : ନୂଆ କୃଷି ଆଇନକୁ ବିରୋଧ କରି ରାଜଧାନୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି ବହୁ ସଂଖ୍ୟାରେ କୃଷକ। ଏହି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ହରିୟାଣା ଏମ୍ଏଲଏ ସୋମବୀର ସାଙ୍ଗଓ୍ବାନ ରାଜ୍ୟର ପଶୁଧନ ବିକାଶ ବୋର୍ଡର ଅଧ୍ୟକ୍ଷ…
ଏମ୍ଏମ୍ଏ କ୍ୟାରିୟର ଆରମ୍ଭ କରିବେ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକଧାରୀ ବକ୍ସର କ୍ଲାରେସା
ଏମ୍ଏମ୍ଏ କ୍ୟାରିୟର ଆରମ୍ଭ କରିବେ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକଧାରୀ ବକ୍ସର କ୍ଲାରେସା ଓ୍ବାଶିଂଟନ, ୧।୧୨ : ଦୁଇ ଥର ଅଲିମ୍ପିକ୍ ସ୍ବର୍ଣ୍ଣ ପଦକଧାରୀ ବକ୍ସର କ୍ଲାରେସା ଶିଲ୍ଡସ ମିକ୍ସଡ୍ ମାର୍ସିଆଲ ଆର୍ଟସ (ଏମ୍ଏମ୍ଏ)ରେ ନିଜ ଭାଗ୍ୟ ପରୀକ୍ଷା କରିବେ। ପ୍ରୋଫେଶନାଲ ଫାଇଟର୍ସ…
Archives


