ଜୋର୍ଡାନ ଯୁବରାଜ ଗୃହବନ୍ଦୀ

ଅମନ, ୫।୪: ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଷଡ଼ଯନ୍ତ୍ର ଚଳାଇଥିବା ଅଭିଯୋଗରେ ତାଙ୍କ ସାବତ ଭାଇ ଯୁବରାଜ ହାମ୍‌ଜା ବିନ୍‌ ହୁସେନଙ୍କୁ ଗୃହବନ୍ଦୀ କରାଯାଇଛି। ଷଡ଼ଯନ୍ତ୍ର ଅଭିଯୋଗର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସେ ତାଙ୍କ ରାଜପ୍ରାସାଦରେ ଗୃହବନ୍ଦୀ ରହିବେ ବୋଲି ମଧ୍ୟପ୍ରାଚ୍ୟର ଜଣେ ବରିଷ୍ଠ ଗୋଇନ୍ଦା ଅଧିକାରୀ ସୂଚନା ଦେଇଛନ୍ତି। ଦେଶର ସୁରକ୍ଷା ତଥା ସ୍ଥିରତା ଲାଗି ପୂର୍ବତନ କ୍ରାଉନ୍‌ ପ୍ରିନ୍ସଙ୍କ ଗତିବିଧି ଉପରେ ରୋକ୍‌ ଲଗାଯିବା ସହ ଜୋର୍ଡାନ କର୍ତ୍ତୃପକ୍ଷ ଶନିବାର ୨୦ ଜଣଙ୍କୁ ଗିରଫ କରିଛନ୍ତି। ପୂର୍ବତନ ରାଜା ହୁସେନ ଓ ତାଙ୍କ ଆମେରିକା ଜନ୍ମିତ ଚତୁର୍ଥ ପତ୍ନୀ ରାଣୀ ନୁର୍‌ଙ୍କ ବଡ଼ପୁଅ ହାମ୍‌ଜାଙ୍କୁ ଅମନ ପ୍ୟାଲେସରେ ଗୃହବନ୍ଦୀ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଷ୍ଟକର ଗଣିତ ବୁଝିବାରେ ବାଳିକା ବି ଆଗୁଆ

ଓ୍ବାଶିଂଟନ,୧୦।୧୧: କଷ୍ଟକର ଗଣିତ ବୁଝିବାରେ ବାଳକମାନେ ଆଗୁଆ ରହିଥାନ୍ତି ବୋଲି ପୂର୍ବରୁ ହୋଇଥିବା ଏକ ଗବେଷଣାରେ ଉଲ୍ଲେଖ ହୋଇଥିଲା। ତେବେ ଏଥିରେ ବାଳିକା ମଧ୍ୟ ପଛୁଆ...

କାବୁଲ ଆତ୍ମଘାତୀ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି

କାବୁଲ,୩୦।୯: ଆଫଗାନିସ୍ତାନର ରାଜଧାନୀ କାବୁଲ ସ୍ଥିତ ଏକ ସ୍କୁଲରେ ଶୁକ୍ରବାର ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଥିବା ଜଣାପଡିଛି। ସ୍ଥାନୀୟ ଗଣମାଧ୍ୟମ...

ପୁଟିନ୍‌ଙ୍କୁ ଆତଙ୍କବାଦୀ କହିଲେ ଜେଲେନସ୍କି…

କ୍ୱିଭ୍‌, ୨୯।୬ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଜୁନ ୨୭ରେ, ରୁଷିଆର କ୍ଷେପଣାସ୍ତ୍ରଗୁଡ଼ିକ ୟୁକ୍ରେନର କ୍ରେମେନଚୁକ ସହରର ଏକ ଶପିଂ ସେଣ୍ଟରକୁ...

‘ଶେଷ ବଲ ପର୍ଯ୍ୟନ୍ତ ଖେଳିବେ ଇମ୍ରାନ’

କରାଚୀ,୩୦।୩: ‘ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜଣେ ଖେଳାଳି, ଯିଏ କି ଶେଷ ବଲ ପର୍ଯ୍ୟନ୍ତ ଖେଳେ। ସେ ଇସ୍ତଫା ଦେବେ ନାହିଁ। ଉଭୟ ବନ୍ଧୁ...

ଆମେରିକାରେ ଗ୍ୟାସ ଷ୍ଟେଶନରେ ଡକାୟତି, ମୂଳ ଭାରତୀୟଙ୍କୁ ଗୁଳି କରି ହତ୍ୟା…

ଓ୍ବାଶିଂଟନ,୨୨।୧ : ଆମେରିକାର ଫିଲାଡେଲଫିଆର ଏକ ଗ୍ୟାସ ଷ୍ଟେଶନରେ ଡକାୟତି ଘଟଣାରେ ଜଣେ ମୂଳ ଭାରତୀୟ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ବୟସ...

ମରିୟମଙ୍କୁ ମିଳିଲା ଜାମିନ

ଇସ୍‌ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜଙ୍କୁ ଜାମିନ ମିଳିଛି। ସୋମବାର ଲାହୋର ହାଇକୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି।...

କରୋନା ମୁକ୍ତ ହୋଇଥିବା ୯୧ ଜଣ ପୁଣି ପଜିଟିଭ୍‌

ସିଓଲ,୧୧।୪: ସାରା ପୃଥିବୀରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯିବ ସେନେଇ ବହୁ ପରୀକ୍ଷା...

ପରିବେଶ ପୁରସ୍କାରକୁ ଗ୍ରେଟାଙ୍କ ନା

ଷ୍ଟକ୍‌ହୋମ୍‌ : ବିଶ୍ୱକୁ ଜଳବାୟୁ ପରିବର୍ତ୍ତନର ବିଷ ବଳୟ ମଧ୍ୟରୁ ମୁକାଳିବା ସହ ଏହାର ପ୍ରଭାବ ହ୍ରାସ ଲାଗି ବିଶ୍ୱ ସମୁଦାୟ ଉପରେ ଚାପ ପକାଇଥିବା...

Advertisement
Archives

Model This Week