Home Left

ଜନ୍ମଦିନରେ ଭାରତ ଏକାଦଶକୁ ଫେରିଲେ ଶ୍ରେୟସ: ଏହି କାରଣରୁ ବାହାରିଲେ ମନିଷ ପାଣ୍ଡେ

ସିଡ୍‌ନୀ,୬।୧୨: ସ୍ଥାନୀୟ ସିଡ୍‌ନୀ କ୍ରିକେଟ ପଡ଼ିଆରେ ରବିବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଥିଲା। ଅଧିନାୟକ ବିରାଟ କୋହଲି ରବିନ୍ଦ୍ର ଜାଡେଜା, ମହମ୍ମଦ ସାମୀ ଏବଂ…

ସରକାର କୃଷକଙ୍କ ଦାବି ନ ମାନିଲେ ଦିଲ୍ଲୀରେ ସୀମିତ ରହିବ ନାହିଁ ଆନ୍ଦୋଳନ: ଶରଦ ପାୱାର

ନୂଆଦିଲ୍ଲୀ,୬ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୧ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ୨୪ ଘଣ୍ଟିଆ ଏହି ଆନ୍ଦୋଳନ ଫଳରେ ଗାଜିପୁର ବର୍ଡର, ଟିକରି ବର୍ଡରରେ…

ଦିଦିଙ୍କ ଘରେ ଭାଜପା ମିଶନ: ବିଦ୍ରୋହୀ ତାଲିକାରେ ଆଉ ଜଣେ ମନ୍ତ୍ରୀ

କୋଲକାତା, ୬।୧୨: ଭାଜପାର ପଶ୍ଚିମବଙ୍ଗ ମିଶନ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳରେ ଫାଟ ବଢ଼ାଇବା ପାଇଁ ଭାଜପା ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଦଳ ଛାଡ଼ିଥିବାବେଳେ ଏବେ ରାଜ୍ୟ ବନ ମନ୍ତ୍ରୀ ତଥା ଡୋମଜୁଡ଼…

ନୀତୀଶଙ୍କୁ ତେଜସ୍ୱୀଙ୍କ ଖୋଲା ଚ୍ୟାଲେଞ୍ଜ: ଶକ୍ତି ଅଛିି ତ ଗିରଫ କର

ପାଟନା,୬ ।୧୨: ବିହାର ବିରୋଧି ଦଳ ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ୱୀ ଯାଦବ ନୀତୀଶ କୁମାର ସରକାରଙ୍କ ଉପରେ ବର୍ଷିଛନ୍ତି । ସେ ଏନ୍‌ଡିଏ ସରକାରଙ୍କୁ ଅଳସୁଆ ଓ ଭୟାଳୁ ବୋଲି କହିଛନ୍ତି । ତେଜସ୍ୱୀ କହିଛନ୍ତି…

ମିଳିତ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର, ୬।୧୨: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ଉପରେ ରବିବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ଯବାନ ଏବଂ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରୀନଗରର ହାଓ୍ବାଲସ୍ଥିିିତ ସାଜ୍‌ଗାରିପୋରାରେ ପୋଲିସ ଏବଂ…

ଖୁସିରେ କୀଟ ଖାଇବାକୁ ଗଛରୁ ଉଡ଼ିଆସିଥିଲା ପକ୍ଷୀ: ତଳେ ଜଗି ରହିଥିଲା ବଡ଼ ବିପଦ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…

ପ୍ରକୃତ କୃଷକ କ୍ଷେତରେ କାମ କରୁଛନ୍ତି: କୈଳାଶ ଚୌଧୁରୀ

ନୂଆଦିଲ୍ଲୀ,୬ ।୧୨: ଗତ ପ୍ରାୟ ୧୧ ଦିନ ଧରି କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ଏବେ କେନ୍ଦ୍ର କୃଷି ରାଜ୍ୟମନ୍ତ୍ରୀ କୈଳାଶ ଚୌଧୁରୀ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି…

୧୩ ବର୍ଷରେ ଏପରି କାହାଣୀ ଲେଖୁଛନ୍ତି ଏହି ନାବାଳକ, ପଢ଼ିଲେ ହେବେ ଭାବପ୍ରବଣ

ଜମ୍ମୁ-କଶ୍ମୀର,୬ା୧୨: କଶ୍ମୀରର ଜଣେ ୧୩ ବର୍ଷର ନାବାଳକ ଏପରି ସମ୍ବେଦନଶୀଳ କାହାଣୀ ଲେଖୁଛନ୍ତି, ତାଙ୍କ ଲେଖା ଯିଏ ପଢୁଛି ସେ ଭାବପ୍ରବଣ ହୋଇଯାଉଛି। ସେ କ୍ଷୁଦ୍ରଗଳ୍ପ, ବିଭିନ୍ନ ପ୍ରବନ୍ଧ ଲେଖିଥାନ୍ତି। ତାଙ୍କ ଲେଖାକୁ ବଡ଼ବଡ଼ ଲେଖକମାନେ ମଧ୍ୟ ପସନ୍ଦ କରିବା ସହ…

ଅନ୍ନଦାତାଙ୍କ ଭାରତ ବନ୍ଦକୁ ସମର୍ଥନ କଲା କଂଗ୍ରେସ: ଡିସେମ୍ବର  ୮ରେ ଦଳୀୟ କାର୍ଯ୍ୟାଳୟରେ କରାଯିବ ପ୍ରଦର୍ଶନ

ନୂଆଦିଲ୍ଲୀ, ୬।୧୨: ଦେଶବ୍ୟାପୀ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନକୁ କଂଗ୍ରେସର ସମର୍ଥନ ମିଳିଛି। ଡିସେମ୍ବର ୮ରେ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ କଂଗ୍ରେସ ସାମିଲ୍‌ ହେବ। ଦଳୀୟ କାର୍ଯ୍ୟାଳୟରେ ଏନେଇ ପ୍ରଦର୍ଶନ କରାଯିବ ବୋଲି କଂଗ୍ରେସ ପ୍ରବକ୍ତା…

ମାଛ ଧରିବା ସମୟରେ ଜାଲରେ ପଡ଼ିଲା ଏପରି ଜିନିଷ : ମୂଲ୍ୟବାନ ଔଷଧରେ ହୁଏ ବ୍ୟବହାର

ମହାରାଷ୍ଟ୍ରର ଉଜ୍‌ନି ଡ୍ୟାମ୍‌ରୁ ମାଛ ଧରିବା ସମୟରେ ଜଣେ ଦମ୍ପତି ଏକ ଦୁର୍ଲଭ କଇଁଛ ଦେଖିଥିଲେ। ଯେତେବେଳେ ସେମାନେ ଏହାକୁ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ ହସ୍ତାନ୍ତର କଲେ, ଏହା ଜାଣିବାକୁ ପାଇଲା ଯେ, ଏହା ଏକ ବିରଳ ପ୍ରଜାତିର ଏକ ଭାରତୀୟ…

ବାଘ ବେକରେ ଫାଶ, ରାଜ୍ୟରେ ରେଡ୍‌ ଆଲର୍ଟ ଜାରି

ଜୟପୁର,୬ା୧୨: ରାଜସ୍ଥାନରେ ଦେଶର ସବୁଠୁ ପ୍ରସିଦ୍ଧ ରଣଥମ୍ବୋର ଜାତୀୟ ଉଦ୍ୟାନରେ ଏକ ବାଘ ବେକରେ ତାରର ଫାଶ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ଏହା ପରେ ସମଗ୍ର ରାଜ୍ୟରେ ଉତ୍ତେଜନା ଦେଖାଦେଇଛି। ଟାଇଗର ରିଜର୍ଭର ଟାଇଗର ଟି -୧୦୮ ବେକରେ ଏହି…

ବିନା ମାଟିରେ ଚାଷ

ସହର ବଜାର କଥା ଦେଖିଲେ, ଘର କରିବା ପାଇଁ ତ ଜାଗାର ଅଭାବ ପୁଣି ଜାଗାର ଦାମ୍‌ ଯାହା, ସେଥିରେ ଘରକରି ବଗିଚା କରିବା ପାଇଁ ସମ୍ବଳର ଅଭାବ ଦେଖାଦିଏ। ତେଣୁ ନିଜ ସାଧ୍ୟମୁତାବକ ଛୋଟ ଜାଗାକୁ କିଣି ଲୋକ ଘରକରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri