Home Left

ଗଛରେ ପିଟି ହେଲା ବାଇକ: ଚାଲିଗଲା ୩ ଜୀବନ

ମାଲକାନଗିରି,୧୦ା୧୨(ଡି.ଏନ୍‌.ଏ.)-ମାଲକାନଗିରି କାଲିମେଳା ମୁଖ୍ୟରାସ୍ତା ଏମ୍‌ଭି-୧୬ ଗ୍ରାମ ନିକଟରେ ଗୁରୁବାର ବାଇକ୍‌ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ମୃତକମାନେ ହେଲେ ମୁକୁନ୍ଦ ପଡିଆମି (୩୦), ରାଜା ମାଢି (୪୨) ଓ ସିନ୍ଧ୍ରିମାଳ…

ମୁମ୍ବାଇର ବିଭିନ୍ନ ସ୍ଥାନରେ ଏନ୍‌ସିବି ପକ୍ଷରୁ ଚଢାଉ: ଅଢେଇ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ

ମୁମ୍ବାଇ,୧୦।୧୨-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ସହ ଜଡିତ ଡ୍ରଗ୍ସ କାରାବାର ମାମଲାରେ ନାର୍କୋଟିକ୍ସ କଣ୍ଟୋଲ ବ୍ୟୁରୋ(ଏନ୍‌ସିବି)ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢାଉ କରି ଅଢେଇ କୋଟି ଟଙ୍କାର ନିଷିଦ୍ଧ ନିଶାଦ୍ରବ୍ୟ ଜବତ କରିଛି। ଏଥିସହିତ ଡ୍ରଗ୍ସ କାରବାର କରୁଥିବା ୨…

ପୋଲିସ ସହାୟତାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଭାଜପା ଗୁଣ୍ଡାଙ୍କ ଆକ୍ରମଣ : ଏଏପିର ଅଭିଯୋଗ

ନୂଆଦିଲ୍ଲୀ,୧୦।୧୨- ପୋଲିସର ସାହାଯ୍ୟରେ ଭାଜପାର ଗୁଣ୍ଡାମାନେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ଉପରେ ଆକ୍ରମଣ କରିଥିବା ଆମ ଆଦମି ପାର୍ଟି (ଏଏପି) ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାର ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ପୋଲିସ ଉପସ୍ଥିତିରେ ଗୁଣ୍ଡାମାନେ ବାସଭବନ…

ପ୍ରିୟଙ୍କା ଶେୟାର କଲେ ନିଜ ପୁସ୍ତକ ‘ଅନଫିନିସ୍‌ଡ’ର ପ୍ରଥମ ଝଲକ

ମୁମ୍ବାଇ:ବଲିଉଡ୍‌ରୁ ନେଇ ହଲିଉଡ୍ ପର୍ଯ୍ୟନ୍ତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ନିକଟରେ ତାଙ୍କର ପୁସ୍ତକ ଲଞ୍ଚ ହେବା କଥା ସେ ନିଜେ ସୂଚନା ଦେଇଛନ୍ତି । ନିକଟରେ ସେ ସୋସିଆଲ…

ପାଇଲଟ-କ୍ର୍ୟୁ ମେମ୍ବରଙ୍କୁ ଡାଏପର ପିନ୍ଧିବାକୁ ପରାମର୍ଶ ଦେଲେ ସରକାର

ବେଜିଂ,୧୦।୧୨: ନିଜ ଦେଶର ପାଇଲଟ ଓ କ୍ର୍ୟୁ ମେମ୍ବରଙ୍କୁ ଡାଏପର ପିନ୍ଧିବାକୁ ପରାମର୍ଶ ଦେଲା ଚାଇନା। କରୋନା ଭାଇରସ୍‌ ସଂକ୍ରମଣର ଭୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଚାଇନାର ବେସାମରିକ ବିମାନ ଚଳାଚଳ ସଂସ୍ଥା। ଯେଉଁ ସ୍ଥାନରେ କରୋନା ସଂକ୍ରମଣ…

ପରୀ ହତ୍ୟା ମାମଲା: ନୟାଗଡ଼ ସଦର ଆଇଆଇସି ସସ୍‌ପେଣ୍ଡ

ନୟାଗଡ଼ ଅଫିସ, ୧୦।୧୨: ନୟାଗଡ଼ ସଦର ଥାନା ଆଇଆଇସି ରୀତାରାଶୀ ସାହୁଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାନ ଡିଏସ୍‌ପି ଭାବେ ବଦଳି କରାଯାଇଛି। ଏ ନେଇ ପୋଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ପରୀ ହତ୍ୟା ଘଟଣାକୁ…

ପ୍ରଧାନମନ୍ତ୍ରୀ ଆମ କଥା ନ ଶୁଣିଲେ ରେଲୱେ ଟ୍ରାକ୍‌ରେ ହେବ ଧାରଣା: କୃଷକ ନେତା

ନୂଆଦିଲ୍ଲୀ,୧୦ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୫ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ସେଥିରେ କୃଷକ ସଙ୍ଗଠନ ରାଜି…

କରୋନା ନିୟମ ଭାଙ୍ଗି ଲୋକଙ୍କ ଆକ୍ରୋଶର ଶିକାର ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ରେ କେତୋଟି ଫିଲ୍ମକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସେଥିମଧ୍ୟରୁ କିଛି ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଆଉ କିଛିର ରିଲିଜ୍‌ ତାରିଖ ଘୋଷଣା ସରିଛି। ଏହାରି ମଧ୍ୟରେ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଫିଲ୍ମ ‘ଇନ୍ଦୁ କି ଜଓ୍ବାନୀ’ ଏବେ…

ଦିନିକିଆ ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ କୋହଲି, ରୋହିତ

ଦୁବାଇ,୧୦।୧୨- ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ପୁରୁଷ ଦିନିକିଆ ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ ନିଜ ସ୍ଥାନ ଦୃଢ଼ିଭୂତ କରିଛନ୍ତି। ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ କୋହଲି ଦୁଇଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏଥିଯୋଗୁ ତାଙ୍କ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ…

ଲକ୍‌ଡାଉନ୍‌ରେ ଚର୍ଚ୍ଚ ଖୋଲିବା ଉପରେ ଲାଗିଥିଲା ପ୍ରତିବନ୍ଧକ: ଏପରି କଲେ ପାଦ୍ରୀ

ମହାମାରୀ କରୋନା ଯୋଗୁ ଆମେରିକାର କାଲିଫର୍ନିଆ ସହରରେ ପୁଣିଥରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ତେବେ ଏହି ଳକ୍‌ଡାଉନ୍‌ରେ ପେଟ୍ରୋଲ ଷ୍ଟେଶନ ଏବଂ ସୁପର ମାର୍କେଲ ଖୋଲିବାକୁ ଅନୁମତି ମିଳିଛି। ଏଥିସହ ଷ୍ଟିପ୍‌ କ୍ଲବ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଏହାକୁ ନେଇ…

ଟ୍ରମ୍ପଙ୍କ ଜିଦ୍‌କୁ ନେଇ ବ୍ୟସ୍ତ ହୋଇ ପଡିଲେଣି ମେଲାନିଆ!

ୱାଶିଂଟନ,୧୦ ।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେବି ତାଙ୍କ ପଦ ଛାଡିବାକୁ ରାଜି ନ ଥିବା ବେଳେ ହାର ମାନିବାକୁ ବି ରାଜି ନାହାନ୍ତି । ହେଲେ ଟ୍ରମ୍ପଙ୍କ ଏଭଳି ମନୋଭାବ ଏବେ ସହଧର୍ମିଣୀ ମେଲାନିଆ ଟ୍ରମ୍ପଙ୍କୁ ବ୍ୟତିବ୍ୟସ୍ତ କରିପକାଇଲାଣି…

ଦୁନିଆର ସବୁଠାରୁ ବଡ଼ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ମ୍ୟାଚ୍‌: ଜୟ ଶାହ

ନୂଆଦିଲ୍ଲୀ,୧୦।୧୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫେବୃୟାରୀ ୨୪ରୁ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ୪ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ଫେବୃୟାରୀରୁ ଆରମ୍ଭ ହେବ। ଦୁନିଆର ସବୁଠାରୁ ବଡ଼ କ୍ରିକେଟ ପଡ଼ିଆ କୁହାଯାଉଥିବା ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଏହି ମ୍ୟାଚ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri