ଡିସେମ୍ବର ୧୪ରୁ ଦଶମ, ଦ୍ୱାଦଶ ଶିକ୍ଷାର୍ଥିଙ୍କ ପାଇଁ ଖୋଲିବ ସ୍କୁଲ: କରୋନା ଯାଞ୍ଚ ପରେ କ୍ଲାସକୁ ଯିବାକୁ ମିଳିବ ଅନୁମତି
ଚଣ୍ଡିଗଡ଼,୧୦।୧୨: କରୋନା ମହାମାରୀ ମଧ୍ୟରେ ହରିଆଣାରେ ପୁଣିଥରେ ଡିସେମ୍ବର ୧୪ରୁ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରତିଦିନ ସକାଳ ୧୦ଟାରୁ…
ନାତି ସହ ସେଲ୍ଫି ନେଲେ ମୁକେଶ ଅମ୍ବାନୀ
ଘରେ ଶିଶୁଟିଏ ଜନ୍ମ ନେଲେ ପରିବାରଲୋକଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଏ। ଠିକ୍ ସେପରି ହୋଇଛି ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ କ୍ଷେତ୍ରରେ। ଗୁରୁବାର ବଡ଼ ବୋହୁ ଶ୍ଳୋକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମୁକେଶ ନବଜାତ ନାତିକୁ ଧରି ଫଟୋ…
ଅଶୁକୀ ଜଙ୍ଗଲରେ ୨୨ ହାତୀ
ଝୁମ୍ପୁରା, ୧୦।୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ବାଲିବନ୍ଧ ଫରେଷ୍ଟ, ଲକ୍ଷ୍ମୀପଶି ବିଟ ଅନ୍ତର୍ଗତ ଅଶୁକୀ ଜଙ୍ଗଲରେ ଦୁଇ ଦିନ ହେବ ମୟୂରଭଞ୍ଜ ଅଞ୍ଚଳରୁ ଚାଲି ଆସିଥିବା ୨୨ଟିକିଆ ହାତୀପଲ ରହୁଛନ୍ତି। ଅଶୁକୀ ଜଙ୍ଗଲ ପାର୍ଶ୍ୱରେ ଅରଡେଇ ନଦୀ ବୋହି ଯାଉଥିବା ବେଳେ, ଖାଦ୍ୟ ଓ…
ଫିଫା ବିଶ୍ୱକପ୍ ବିଜେତା ଇଟାଲି ତାରକା ପାଓଲୋ ରୋସିଙ୍କ ଦେହାନ୍ତ
ଜୁଭେଣ୍ଟସ,୧୦।୧୨- ଆର୍ଜେଣ୍ଟିନାର କିମ୍ବଦନ୍ତୀ ଖେଳାଳି ଡିଏଗୋ ମାରାଡୋନାଙ୍କ ବିୟୋଗ ବିଶ୍ୱ ଫୁଟ୍ବଲ ମନରୁ ଲିଭି ନ ଥିବା ବେଳେ ଛାଡ଼ି ଚାଲି ଯାଇଛନ୍ତି ଆଉ ଜଣେ ମହାନ ଫୁଟବଲର। ଇଟାଲିର ପୂର୍ବତନ ଚାମ୍ପିୟନ ଷ୍ଟ୍ରାଇକର ପାଓଲୋ ରୋସିଙ୍କ ଗୁରୁବାର ମୃତ୍ୟୁ ଘଟିଛି।…
ନଡ୍ଡାଙ୍କ ଉପରେ ଆକ୍ରମଣ ଘଟଣା ଏକ ଡ୍ରାମା: ମମତା
କୋଲକାତା,୧୦ ।୧୨: କେନ୍ଦ୍ରର କୃଷି ଆଇନ ବିରୋଧରେ ପ୍ରଦର୍ଶନ କରୁଥିବା କୃଷକଙ୍କୁ ସମର୍ଥନ କରି ତ୍ରୁଣମୂଳ କଂଗ୍ରେସ(ଟିଏମ୍ସି)ଗତ ୩ ଦିନ ହେବ ପ୍ରଦର୍ଶନ ଜାରି ରଖିଥିଲା । ଗୁରୁବାର ଅନ୍ତିମ ଦିନରେ ଦଳ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…
କରିନାଙ୍କ ସହ ଫିଲ୍ମ କରୁ କରୁ ପ୍ରେମରେ ପଡ଼ିଥିଲେ ହ୍ରିତିକ: ବିବାହିତ ଥିବା ଯୋଗୁ…
ବମ୍ବେ: ବଲିଉଡ୍ର ଲୋକପ୍ରିୟ ଯୋଡ଼ି ମାନଙ୍କ ମଧ୍ୟରୁ କରିନା-ସୈଫ୍ ଅନ୍ୟତମ। ହେଲେ ଏଭଳି ଏକ ସମୟ ଥିଲା, ଯେତେବେଳେ ଅନେକ ଅଭିନେତାଙ୍କ ସହ କରିନାଙ୍କ ନାମକୁ ଯୋଡ଼ାଯାଇଛି। ସେମାନେ ପ୍ରେମ ସମ୍ପର୍କରେ ଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ଧିରେ…
ଅଡ଼ୁଆରେ ପିସିବି: ମୁଖ୍ୟ ଚୟନକର୍ତ୍ତା ଦୌଡ଼ରୁ ହଟିଲେ ଅକ୍ରମ
କରାଚି,୧୦।୧୨: ଅଡ଼ୁଆରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ପୂର୍ବ ଦ୍ରୁତ ବୋଲର ମହମ୍ମଦ ଅକ୍ରମ ବର୍ତ୍ତମାନର ଚୟନ ବ୍ୟବସ୍ଥାରେ କାମ କରିବାକୁ ମନା କରି ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ଫଳରେ ପିସିବିକୁ ନୂଆ ମୁଖ୍ୟ ଚୟନକର୍ତ୍ତା ମିଳିପାରୁନାହିଁ। ଅକ୍ରମ ଏହି…
ବଲିଉଡର ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ୍ ସୂରଜ ଗୋଦାମ୍ବେ ଗିରଫ
ମୁମ୍ବାଇ,୧୦।୧୨-ଡ୍ରଗ୍ସ କାରବାର ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ବଲିଉଡର ନାମିଦାମୀ ହେୟାର ଷ୍ଟାଇଲିଷ୍ଟଙ୍କୁ ଗିରଫ କରିଛି। ସେ ହେଲେ ସୂରଜ ଗୋଦାମ୍ବେ। ଏଥିସହିତ ଆଉ ଜଣେ ବ୍ୟକ୍ତିଙ୍କୁ ଏହି ମାମଲାରେ ଅଟକ ରଖାଯାଇଛି। ଏନସିବି ପକ୍ଷରୁ କୁହାଯାଇଛି, ୨ ଜଣଙ୍କୁ…
୭ ବର୍ଷର ଏହି ବାଳିକାଙ୍କ ଅଦ୍ଭୁତ ପ୍ରତିଭା: କୁନି ହାତରେ ୭୦ କିଗ୍ରା ଭାରୋତ୍ତୋଳନ କରି ଏବେ ଚର୍ଚ୍ଚାରେ
ନୂଆଦିଲ୍ଲୀ: ବୟସ ମାତ୍ର ୭ ବର୍ଷ। ହେଲେ କାରନାମା କୌଣସି ବଡ଼ ତାରକାଠାରୁ କମ୍ ନୁହେଁ। ଆମେ କଥା ହେଉଛୁ କାନାଡ଼ାର ରୋରି ଭାନ ଉଲଫତଙ୍କ କଥା। ଏତେ କମ୍ ବୟସରେ ସେ ୭୦ କେଜି ଭାରୋତ୍ତୋଳନ କରୁଛନ୍ତି। କଥାଟି ବିଶ୍ୱାସ…
ଭଗବାନ ଆମ ଜୀବନ ବଞ୍ଚାଇ ଦେଲେ: ସମ୍ବିତ ପାତ୍ର
କୋଲକାତା,୧୦।୧୨-ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କାର ଉପରକୁ ଗୁରୁବାର ଆକ୍ରମଣ ହୋଇଛି। ଫଳରେ କାରର କାଚ ଭାଙ୍ଗି ଚୁରମାର୍ ହୋଇଯାଇଛି। ଦୁର୍ବୃତ୍ତମାନେ ଅତର୍କିତ ତାଙ୍କ କାର ଉପରକୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏ ନେଇ ନିଜେ…
ସ୍ମୃତି ଇରାନିଙ୍କ ଚପଲକୁ ନେଇ କମେଣ୍ଟ କଲେ ଯୁଜର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୧୦ ।୧୨: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ସୋସିଆଲ ମିଡିଆରେ ନିଜର ହ୍ୟୁମର ବା ମଜାଳିଆ କଥାକୁ ନେଇ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ । ଏମିତିକି ବେଳେ ବେଳେ ତାଙ୍କ ଫଲୋୟର୍ସଙ୍କ ଦ୍ୱାରା ପଚରାଯାଇଥିବା ଅଦ୍ଭୁତ ପ୍ରଶ୍ନର ଉତ୍ତର ଦେଇ ବି…
ବିହାର କଲେଜରେ ପଢ଼ୁଛନ୍ତି ଇମ୍ରାନ ହାଶମୀ-ସନି ଲିଓନିଙ୍କ ୨୦ ବର୍ଷର ପୁଅ!
ବଲିଉଡ୍ର ଚର୍ଚ୍ଚିତ ଅଭିନେତା ଇମରାନ ହାଶମୀ ଏବଂ ସନି ଲିୟୋନିଙ୍କ ପୁଅ ବିହାର କଲେଜରେ ପାଠ ପଢ଼ୁଛନ୍ତି। ସ୍ନାତମ ପରୀକ୍ଷା ଦେଉଛନ୍ତି ତାଙ୍କର ୨୦ ବର୍ଷର ପୁଅ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି କିଛି ଘଟଣା ଶୁଣିବାକୁ ମିଳିଛି। ମୁଜାଫରପୁର…
Archives


