Posted inଖେଳ

୨୦ ଲକ୍ଷ ଟଙ୍କାର ଖେଳାଳିଙ୍କ ବିସ୍ଫୋରକ ବ୍ୟାଟିଂ, ୪୯ ବଲ୍‌ରେ ମାରିଲେ…

ଚେନ୍ନାଇ,୮।୪: ଆଇପିଏଲ୍‌ ୨୦୨୧ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ଏପ୍ରିଲ ୯ରୁ ଏହି ମହାକୁମ୍ଭ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ଖେଳାଯିବ। ଉଭୟ ଦଳ ପ୍ରତିଥର ଟୁର୍ନାମେଣ୍ଟ ଜିତିବାର ପ୍ରବଳ ଦାବିଦାର ଥାନ୍ତି। କିନ୍ତୁ ଆରସିବିରେ ଦମଦାର ଖେଳାଳି ଥିଲେ ମଧ୍ୟ ଦଳ ଗୋଟିଏ ବି ଟାଇଟେଲ୍‌ ଜିତିବାରେ ସକ୍ଷମ ହୋଇନାହିଁ। ଦଳ ଗତ ଥର ଚତୁର୍ଥ ସ୍ଥାନରେ ଥିଲା। ବିରାଟ କୋହଲି ନେତୃତ୍ୱଧୀନ ଆରସିବି ଏଥର ଟାଇଟେଲ୍‌ ଜିତିବା ଆଶାରେ ପଡିଆକୁ ଓହ୍ଲାଇବ। ଏହା ପୂର୍ବରୁ ଦଳକୁ ଏକ ମ୍ୟାଚ୍‌ ଓ୍ବିନର୍‌ ଖେଳାଳି ମିଳିଯାଇଛି। ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ରଜତ ପାଟିଦାର ଅଭ୍ୟାସ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ଏହି ମ୍ୟାଚ୍‌ରେ ମାତ୍ର ୪୯ ରନ୍‌ରେ ୧୦୪ ରନ୍‌ର ପାଳି ଖେଳିଥିଲେ। ରଜତଙ୍କୁ ଚଳିତ ସିଜିନ୍‌ରେ ମାତ୍ର ୨୦ ଲକ୍ଷ ଟଙ୍କାରେ କିଣିଛି ଆରସିବି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୁବିଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ସୁଯୋଗ ଦେବାକୁ ପରାମର୍ଶ ଦେଲେ ଗାଭାସ୍କର

ନୂଆଦିଲ୍ଲୀ,୨୪।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଭାରତୀୟ ପେସର ଭୁବନେଶ୍ୱର କୁମାର (ଭୁବି)। ଭେଟେରାନ ପେସର ଓଭରରେ ଅଧିକ ହାରରେ...

ଭିଜା ଲାଗି ସାହାଯ୍ୟ ଲୋଡିଲେ ଦୂତୀ

ନୂଆଦିଲ୍ଲୀ,୯।୮(ପି.ଟି.):ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଯୋଗ୍ୟତା ହାସଲ ପାଇଁ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ୟୁରୋପରେ କେତୋଟି ରେସ୍‌ରେ ଭାଗ ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।...

ପିତା ହେବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍‌

ଅଜିଙ୍କେ ରାହାଣେଙ୍କ ପରେ ଆଉ ଜଣେ କ୍ରିକେଟର୍‌ ଖୁବ୍‌ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଦ୍ରୁତ ବୋଲର୍‌ ଧବଳ କୁଲକର୍ଣ୍ଣି। ସେ ନିଜ ଟୁଇଟର...

ସିରିଜ ଜିତିଲା ଭାରତ…

ରାଜକୋଟ,୭।୧ : ଭାରତ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚରେ ବିଜୟ ଲାଭ କରି ଭାରତ ୨-୧ରେ ସିରିଜ ଜିତିଛି। ରାଜକୋଟର...

ଡ୍ରେସିଂରୁମ୍‌ କାନ୍ଥକୁ ମୁଥ ମାରି ମାର୍ଶ ଆହତ

ପର୍ଥ,୧୪।୧୦(ଏଏଫ୍‌ପି)- ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶ ଶେଫିଲ୍ଡ ସିଲ୍ଡ ମ୍ୟାଚ୍‌ରେ ନିରାଶ ହୋଇ ଡ୍ରେସିଂରୁମ୍‌ କାନ୍ଥକୁ ମୁଥ ମାରି ଆହତ ହୋଇଛନ୍ତି। ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ଅଲରାଉଣ୍ଡର...

ଆଇପିଏଲ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି…

ମୁମ୍ବାଇ,୨୩।୫: ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ସିଜିନ୍‌ରେ ୧୦୦୦ ଛକା ମାରିବାର ରେକର୍ଡ ସୃଷ୍ଟି ହୋଇଛି। ପଞ୍ଜାବ କିଙ୍ଗସ ବ୍ୟାଟ୍ସମ୍ୟାନ ଲିଆମ ଲିଭିଙ୍ଗଷ୍ଟୋନ ଚଳିତ...

ଆର୍ଜେଣ୍ଟିନା ଖେଳାଳିଙ୍କ ବସ୍‌ ଉପରକୁ ଡେଇଁଲେ ପ୍ରଶଂସକ

ବୁଏନ୍ସ ଏୟାର୍ସ,୨୧।୧୨: ଆର୍ଜେଣ୍ଟିନାରେ ଫିଫା ବିଶ୍ୱକପ ବିଜୟ ଉତ୍ସବ ପାଳନ କରାଯାଉଛି। ଅଧିନାୟକ ଲିଓନେଲ ମେସିଙ୍କ ସମେତ ସମସ୍ତ ଖେଳାଳି ଖୋଲା ବସ ପରେଡରେ ଅଂଶଗ୍ରହଣ...

‘ଦକ୍ଷତାକୁ ପରଖି ପରିଶ୍ରମ କଲେ ସଫଳତା ମିଳିଥାଏ’

ରାଉରକେଲା,୫ା୭(ଦିନେଶ ମିଶ୍ର): ”ବାପା କହୁଥିଲେ ମୁଁ କ୍ୟାଣ୍ଟିନ ଚଳାଇ ତୁମମାନଙ୍କୁ ପୋଷିବି ା ତୁ ରାଜ୍ୟ ଓ ଦେଶ ପାଇଁ ଯେଉଁ ଦିନ ଖେଳିବୁ ସେ...

Advertisement
Archives

Model This Week