ଆଜିଠୁ ୫ ଦିନିଆ ରିମାଣ୍ଡରେ ଆକାଶ
ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଆଇଏଫ୍ଏସ୍ ଅଧିକାରୀ ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ଶୁକ୍ରବାରଠାରୁ ପୁଣି ରିମାଣ୍ଡରେ ଆସିବେ। ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରାଯାଇଥିବାବେଳେ ଗୁରୁବାର କୋର୍ଟ ଅନୁମତି ପ୍ରଦାନ…
୨୧ ସ୍ପେଶାଲ ଟ୍ରେନ୍ର ସମୟ ପରିବର୍ତ୍ତନ
ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ପୂର୍ବତଟ ରେଳପଥ ଓ ଏହା ପରିସୀମା ମଧ୍ୟରେ ଚଳାଚଳ କରୁଥିବା ସ୍ପେଶାଲ ଟ୍ରେନଗୁଡିକର ସମୟ ସାରଣୀକୁ ବିଭିନ୍ନ ଷ୍ଟେଶନରେ ପରିବର୍ତ୍ତନ କରାଯାଇଛି। ଯାତ୍ରୀଙ୍କ ସୁବିଧା ସହ ଟ୍ରେନ ପରିଚାଳନାକୁ ସହଜ କରିବାପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ଦ୍ୱି-ସାପ୍ତାହିକ…
ବରମୁଣ୍ଡା ବସ୍ ଟର୍ମିନାଲ ଦେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ବରମୁଣ୍ଡା ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପର ଦୁଇଟି ଭାଗ ରହିଛି। ଗୋଟିଏ ଖଣ୍ଡଗିରିସ୍ଥିତ ବସ୍ ଡିପୋ…
ଲହୁଣୀପଡା ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଲହୁଣୀପଡା, ୧୧।୧୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ପୋଲିସ ପକ୍ଷରୁ ସଡକ ସୁରକ୍ଷା ନିମନ୍ତେ ବୁଧବାର ଏକ ଜନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଜନସଚେତନତା କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ ଲହୁଣୀପଡା ଥାନାର ଆଇପିଏସ ଅଧିକାରିଣୀ ଏସ ସ୍ବାତୀ…
ବଲାଙ୍ଗୀର ପ୍ରଶାସନର କଡ଼ା ଆଭିମୁଖ୍ୟ, ରାସ୍ତା ଉପରେ ବେପାର ମନା
ବଲାଙ୍ଗୀର ଅଫିସ,୧୧ା୧୨ ବଲାଙ୍ଗୀର ସହର ମୁଖ୍ୟ ରାସ୍ତା ଉପରେ ଆଗକୁ ଆଉ ବେପାର କରିବାକୁ ଦିଆଯିବ ନାହିଁ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ରାସ୍ତା ଉପରେ ଯେଉଁ ଉଠାଦୋକାନୀ ଓ ପନିପରିବା ବ୍ୟବସାୟୀ ବେପାର…
ଏଥିପାଇଁ ବୈବାହିକ ଜୀବନରେ ଆସେ ଝଡ଼, ସାଥୀଙ୍କ ସହ ବିବାଦରୁ ରକ୍ଷା ପାଇବା ପାଇଁ ମାନନ୍ତୁ ଚାଣକ୍ୟଙ୍କ ଏହି ୪ କଥା
ବିବାଦରେ ଫସୁଥିବା ଲୋକ ପାଖରେ ଜ୍ଞାନ ଏବଂ ଦୁରଦର୍ଶିତା କମ୍ ଥାଏ ବୋଲି ଚାଣକ୍ୟ କୁହନ୍ତି। କାରଣ ବିବାଦ ଧିରେ ଧିରେ ନୂଆ ନୂଆ ବିପଦ ଆଣି ଦେଇଥାଏ। ବିବାଦର ଅନ୍ତ ଯନ୍ତ୍ରଣାଦାୟକ ହୋଇଥାଏ। ଏପରି ପରିସ୍ଥିତିରେ, ପ୍ରତ୍ୟେକ ମଣିଷ ବିବାଦ…
ଟିକା ହିଁ ଆଶା
ଗତବର୍ଷ ଶେଷ ଆଡ଼କୁ ବିଶ୍ୱକୁ ଅଭିଶାପ ଭଳି ମାଡ଼ିଆସିଥିଲା ଏକ ଅଜଣା ଭୂତାଣୁ, ଯାହାକୁ ପରବର୍ତ୍ତୀ ସମୟରେ କରୋନା ବା କୋଭିଡ୍-୧୯ ରୂପେ ନାମକରଣ କରାଯାଇଥିଲା। ଏହି ମହାମାରୀର ଚେର ଅଦ୍ୟାବଧି ୨୨୫ରୁ ଊର୍ଦ୍ଧ୍ୱ ଦେଶକୁ ଲମ୍ବିସାରିଛି। ଏଥିରେ ୬୯,୪୧୮,୪୬୪ ଜଣ…
ଜମି ହରାଉଛନ୍ତି ଏସ୍ସି, ଏସ୍ଟି
ଯାଜପୁର ଅଫିସ,୧୧ା୧୨:ରାଜ୍ୟର ୯ ଜିଲାରେ ୨୦୦୯-୧୦ରୁ ୨୦୧୯-୨୦ ବର୍ଷ ମଧ୍ୟରେ ଅନୁସୂଚିତ ଜାତି(ଏସ୍ସି) ଓ ଜନଜାତି(ଏସ୍ଟି)ଙ୍କ ୨୩୩୭.୮୧୧ ଏକର ଜମି ବିକ୍ରି ପାଇଁ ୭,୮୪୭ ସାଧାରଣ ବର୍ଗଙ୍କ ସପକ୍ଷରେ ଅନୁମତି ତଥା ଭୂସଂସ୍କାର (ଓଏଲ୍ଆର୍) ପ୍ରମାଣପତ୍ର ଦିଆଯାଇଛି। ଏଥିରେ ଖଣି ଓ…
ଟିଆରପି ମାମଲାରେ ଅନୁପମାର ଜବାବ ନାହିଁ
ନୂଆଦିଲ୍ଲୀ,୧୦।୧୨- ଚଳିତ ବର୍ଷର ୪୮ତମ ସପ୍ତାହ ବହୁ ଟିଭି ଶୋ ପାଇଁ ଭଲ ରହିଛି। କିଛି ସିରିଏଲ ପୂର୍ବଭଳି ଟିଆରପି ଲିଷ୍ଟରେ ଜମି ରହିଥିବାlବେଳେ କିଛି ପୁରୁଣା ଶୋ ଜବରଦସ୍ତ ଏଣ୍ଟ୍ରି ମାରିଛନ୍ତି। ଚଳିତ ସପ୍ତାହର ଟିଆରପି ଲିଷ୍ଟରେ ଶୀର୍ଷରେ ରହିଛି…
ରଚନାଙ୍କୁ ଦ୍ୱିତୀୟ ବିବାହ କରିବା ବେଳେ ଅସୁବିଧାରେ ପଡ଼ିଥିଲେ ବାବୁଲ ସୁପ୍ରିଓ: ବିରୋଧୀ ସତ୍ତ୍ୱେ ସହାୟତା କରିଥିଲେ ମମତା
ବମ୍ବେ: ଅଭିନୟଜଗତରେ ନାମ କମାଇବା ପରେ ରାଜନୀତିକୁ ବାଛି ନିଅନ୍ତି ଅନେକ କଳାକାର। ସେ ଅଭିନେତା ହୁଅନ୍ତୁ ଅବା ଗାୟକ, ରାଜନୀତିରେ ନିଜର ପତିଆରା ବିସ୍ତାର ପାଇଁ ଲାଗିପଡ଼ନ୍ତି। ସେଭଳି ଜଣେ ହେଲେ ବାବୁଲ ସୁପ୍ରିଓ। ପେସାରେ ସେ ଜଣେ ଗାୟକ…
୧୪ରୁ ଖୋଲିବ ହରିୟାଣା ସ୍କୁଲ: ଛାତ୍ରୀଛାତ୍ରମାନେ ଦାଖଲ କରିବେ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ
ଚଣ୍ଡିଗଡ଼, ୧୦।୧୨- ହରିୟାଣାରେ ଆସନ୍ତା ୧୪ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପିଲାଙ୍କୁ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ। ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୩ ଘଣ୍ଟା ସ୍କୁଲ…
ଦେଶର ନୂତନ ସଂସଦ ଭବନ ଗୋଲାକାର ନୁହେଁ ବରଂ ନିର୍ମାଣ ହେବ ତ୍ରିଭୁଜ ଆକାରର, ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ: ଆମ ଦେଶର ନୂତନ ସଂସଦ ଭବନର ପ୍ରାରମ୍ଭିକ ଫଟୋ ପ୍ରକାଶ ପାଇଛି। ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ନୂତନ କୋଠାର ଭିତ୍ତିପ୍ରସ୍ତର ଡିସେମ୍ବର ୧୦ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସ୍ଥାପନ କରାଯାଇଛି।…
Archives


