Home Left

ଉତ୍ତର କୋରିଆ ସହ ସମାନ ପଶ୍ଚିମବଙ୍ଗ ପରିସ୍ଥିତି: ଜ୍ୟୋତିର୍ମୟ ମହତୋ

କୋଲକାତା,୧୦ ।୧୨: ପଶ୍ଚିମବଙ୍ଗରେ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏମ୍‌ପି ଜ୍ୟୋତିର୍ମୟ ସିଂ ମହତୋ । ସେ କହିଛନ୍ତି ପଶ୍ଚିମବଙ୍ଗ ପରିସ୍ଥିତି ଏବେ ଉତ୍ତର କୋରିଆ ପରିସ୍ଥିତି…

ବୁଲେଟ୍ ଫ୍ରୁଫ୍ ଗାଡି ଯୋଗୁ ବଞ୍ଚିଗଲି: ନଡ୍ଡା

କୋଲକାତା,୧୦ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପଶ୍ଚିମ ବଙ୍ଗ ଗସ୍ତର ଶେଷ ଦିନରେ ତାଙ୍କ ରାଲି ଉପରେ ଆକ୍ରମଣ ହୋଇଥିଲା । ଏହାପରେ ସେ ଦକ୍ଷିଣ ୨୪ ପ୍ରଗଣାରେ ଏକ ସଭାକୁ ସମ୍ବୋଧିତ କରିଥିଲେ । ସେଠାରେ…

ଅସହାୟଙ୍କୁ ସାହାଯ୍ୟ ପାଇଁ ୨ ଦୋକାନ, ୮ ଫ୍ଲାଟ୍‌ ବନ୍ଧା ପକାଇଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ସବୁଠୁ ବେଶି ଚର୍ଚ୍ଚାରେ। କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ସୋନୁ ପ୍ରବାସୀ ଶ୍ରମିକଙ୍କଠାରୁ ଆରମ୍ଭ କରି ଅଭାବୀ ଲୋକଙ୍କୁ ସାହାଯ୍ୟ କରିଆସିଛନ୍ତି। ଏବେ ବି ତାଙ୍କର ଏହି କାମ ଜାରି ରହିଛି।…

ଏକଦା ବିପାଶାଙ୍କୁ ‘କଳା ବିରାଡ଼ି’ କହିଥିଲେ କରିନା, ରାଗରେ ମାରିଦେଇଥିଲେ ଚାପୁଡ଼ା; ଆଉ ତା’ ପରେ…

ବମ୍ବେ: ପୁଣି ଥରେ ମା’ ହେବାକୁ ନେଇ ଚର୍ଚ୍ଚାରେ ଥିବା ବେବୋଙ୍କ ଅତୀତ ବେଶ୍‌ ବିବାଦୀୟ। ଏକଦା ବ୍ଲାକ୍‌ ବିଉଟି ବିପାଶାଙ୍କ ସହ ତାଙ୍କର ଜୋରଦାର ଝଗଡ଼ା ହୋଇଥିଲା। କଥା ଏତେ ବଢ଼ିଥିଲା ଯେ, କରିନା ବିପାଶାଙ୍କୁ ଚାପୁଡ଼ା ମାରି ‘କଳା…

ବିବାହ ଉତ୍ସବରେ ବ୍ୟାପିଲା କରୋନା: ବରଙ୍କ ମୃତ୍ୟୁ, କନ୍ୟା ସମେତ ୯ ଆକ୍ରାନ୍ତ

ଲକ୍ଷ୍ନୌ,୧୦ା୧୨: ଉତ୍ତରପ୍ରଦେଶର ଫିରୋଜାବାଦରୁ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଗୋଟିଏ ପରିବାରର ୯ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ମଧ୍ୟରେ ବରଙ୍କ ମୃତ୍ୟୁ ଘଟିଥିବା ବେଳେ ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି। ୧୦ ଦିନ ପୂର୍ବରୁ ଉଭୟ ବରକନ୍ୟା…

ଆତ୍ମହତ୍ୟା କଲେ ୨୮ ବର୍ଷୀୟ ପ୍ରତିଷ୍ଠିତ ଯୁବ ବ୍ୟବସାୟୀ, ଡାଏରୀରେ ଲେଖିଲେ ଆଇ ଲଭ୍‌ ୟୁ…

ମୁମ୍ବାଇ,୧୦ା୧୨: ମୁମ୍ବାଇସ୍ଥିତ ୪ଟି ଇଭେଣ୍ଟ କମ୍ପାନୀର ମାଲିକ ତଥା ପ୍ରତିଷ୍ଠିତ ଯୁବ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି। ତେବେ ପ୍ରେମ ସମ୍ପର୍କ ଯୋଗୁ ସେ ଇନ୍ଦୋରରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ଦଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ଘଟଣାସ୍ଥଳରୁ ଏକ…

ଏହି ମାମଲାରେ କୋହଲି-ରୋହିତଙ୍କୁ ପଛରେ ପକାଇଲେ ଧୋନୀ

ନୂଆଦିଲ୍ଲୀ,୧୦।୧୨: ଆଇପିଏଲ୍‌ ଇତିହାସରେ ସବୁଠାରୁ ଅଧିକ ପାଉଣା ପାଇଥିବା ଖେଳାଳିଙ୍କ ତାଲିକା ଶୀର୍ଷରେ ଅଛନ୍ତି ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ସେ ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରେ ଶୀର୍ଷରେ ରହିଆସୁଥିଲେ। ଏବେ ଆଇପିଏଲ୍‌ରେ ମଧ୍ୟ ପ୍ରଥମ ନାମ ଧୋନୀଙ୍କ…

ଜେଜେବାପା ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଜେଜେବାପା ହୋଇଛନ୍ତି ମୁକେଶ ଅମ୍ବାନୀ। ଏସିଆର ଏହି ସବୁଠାରୁ ଧନୀ ବ୍ୟକ୍ତିଙ୍କ ପରିବାରକୁ ଆସିଛି ନୂଆ ଅତିଥି। ମୁକେଶଙ୍କ ପୁଅ ଆକାଶ ବାପା ହୋଇଛନ୍ତି। ସ୍ତ୍ରୀ ଶ୍ଳୋକା ଗୁରୁବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଅମ୍ବାନୀ ପରିବାର ତରଫରୁ…

ପରୀକୁ ନ୍ୟାୟ ଦିଆଯାଉ: ଡି.ପୁରନ୍ଦେଶ୍ୱରୀ

ନୟାଗଡ ଅଫିସ୍‌, ୧୦।୧୨: ପରୀ ହତ୍ୟା ଘଟଣାରେ ଭାଜପା ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଗୁରୁବାର ନୟାଗଡ଼ର ଯଦୁପୁରରେ ପହଞ୍ଚି ମୃତକଙ୍କ ବାପାମାଙ୍କୁ ଭେଟିଲେ। ଏହାସହ ମୃତଦେହ ଉଦ୍ଧାର ସ୍ଥାନ ବୁଲି ଦେଖିଥିଲେ। ଡି.ପୁରନ୍ଦେଶ୍ୱରୀ ଅଭିଯୋଗ କରି କହିଛନ୍ତି, ପରୀ ବାପାମାଙ୍କୁ ସୁରକ୍ଷା…

ସିନ୍ଧୁ ସଭ୍ୟତା ଲୋକେ ଥିଲେ ମାଂସାହାରୀ

ନୂଆଦିଲ୍ଲୀ/କେମ୍ବ୍ରିଜ୍‌,୧୦।୧୨: ସିନ୍ଧୁ ସଭ୍ୟତା ଲୋକେ ମାଂସାହାରୀ ଥିଲେ। ଏହା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏସମ୍ପର୍କିତ ତଥ୍ୟ ଜର୍ନାଲ ଅଫ୍‌ ଆର୍କିୟୋଲୋଜିକାଲ ସାଇନ୍ସ୍‌ରେ ପ୍ରକାଶିତ ହୋଇଛି। ଏଥିରେ ସିନ୍ଧୁ ସଭ୍ୟତା ଲୋକଙ୍କର ଖାଦ୍ୟପାନୀୟ ବିଷୟରେ କେତେକ ଅଜଣା କଥା ଉଲ୍ଲେଖ କରାଯାଇଛି।…

ଏପର୍ଯ୍ୟନ୍ତ କ୍ରିକେଟରୁ ଅବସର ନେଇନାହାନ୍ତି ୨୦୦୩ ବିଶ୍ୱକପ୍‌ର ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ଉଇକେଟକିପର-ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ସେ ଶେଷ ଥର ପାଇଁ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତ ପାଇଁ ଖେଳିଥିଲେ। ପାର୍ଥିବ କ୍ରିକେଟ ବିଦାୟ ଦେବା ପରେ ବୁଧବାର ୨୦୦୩…

ପଞ୍ଜୁରୀରେ ରହି ଅଶ୍ଳୀଳ ଡ୍ୟାନ୍ସ କଲେ ବାର୍‌ ଯୁବତୀ, ଫଟୋ ଭାଇରାଲ

ଲକ୍ଷ୍ନୌ,୧୦ା୧୨: ପଞ୍ଜୁରୀରେ ରହି ବାର୍‌ ଯୁବତୀମାନେ ଆଞ୍ଚଳିକ ଗୀତରେ ଅଶ୍ଳୀଳ ଡ୍ୟାନ୍ସ କରିଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଜମଗଡ଼ରେ। କରୋନା ମହାମାରୀ ସମୟରେ ବିନା ମାସ୍କରେ ସାମାଜିକ ଦୂରତା ରକ୍ଷା ନ କରି ନାଚଗୀତରେ ଯୁବତୀମାନେ ମସ୍‌ଗୁଲ ଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri