Home Left

ମାଙ୍କଡ଼ର ବ୍ରେକ୍‌ଫାଷ୍ଟ ନିଶା, ପ୍ରତିଦିନ ସକାଳୁ ଦୋକାନକୁ ଆସି କରୁଛି ଏପରି…

ଜୟପୁର,୨୮।୧: ରାଜସ୍ଥାନର ଭରତପୁରରେ ଆଜିକାଲି ଏକ ମାଙ୍କଡ଼ର ଦାଦାଗିରି ବେଶ୍‌ ଚର୍ଚ୍ଚାରେ ରହିଛି। କାରଣ ଏହି ମାଙ୍କଡ଼ ଯେତେବେଳେ ଚାହୁଁଛି ସେତେବେଳେ ଯେକୌଣସି ଦୋକାନରେ ପଶି ଖାଉଛି। କେହି ଖାଇବା ଦେବାକୁ ପଡୁନି, ନିଜ ହାତରେ ଆଣି ଖାଉଛି। ଏହା ପରେ…

ସ୍କୁଲରେ ପୂଜା ନାଁ ରଖି ପଢ଼ୁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ମା’ଙ୍କୁ ନୁହେଁ ବରଂ ବାପାଙ୍କ ପ୍ରେମିକାଙ୍କୁ କରନ୍ତି ପସନ୍ଦ

ବମ୍ବେ: ହିନ୍ଦୀ, ତେଲୁଗୁ ତଥା ତାମିଲ ଭାଷାର ଫିଲ୍ମରେ ନିଜର ଅଭିନୟର ଯାଦୁ ବୁଣିଛନ୍ତି ଅଭିନେତ୍ରୀ ଶ୍ରୁତି ହସନ। ୧୯୮୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି ସୁନ୍ଦରୀ। ୧୯୯୯ରେ ମନୋରଞ୍ଜନ ଜଗତ ସହ ସେ ଯୋଡି ହୋଇଥିଲେ। ଏବେ…

ଉତ୍ତରପ୍ରଦେଶ, ଝାଡଖଣ୍ଡ ସମେତ ୬ରାଜ୍ୟରେ ନିର୍ବାଚନ ଲଢିବ ଏଏପି: କେଜରିୱାଲ

ନୂଆଦିଲ୍ଲୀ,୨୮ ।୧: ପାଖେଇ ଆସୁଛି କିଛି ରାଜ୍ୟର ନିର୍ବାଚନ ସମୟ । ଏହି କ୍ରମରେ ଗୁରୁବାର ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ପରିଷଦ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ…

ଯାହା ଚାହୁଁଥିଲେ ସମ୍ବିତ୍‌

ମଣିଷର ଆଶା ତ ଅସୁମାରି! ହେଲେ ବେଳେବେଳେ ଜଣେ ଯାହା ଚାହୁଁଥାଏ, ତାହା ହାତପାହାନ୍ତାରେ ମିଳିଯାଇଥାଏ। ଦେଖୁନାହାନ୍ତି, ନିଜ ମନ ପସନ୍ଦର ଭୂମିକାରେ ଅଭିନୟ କରିବା ପରେ ତାହା ଦର୍ଶକଙ୍କୁ ନିଶ୍ଚୟ ପ୍ରଭାବିତ କରିବ ବୋଲି କେମିତି ଆଶା ରଖିଛନ୍ତି ସମ୍ବିତ୍‌…

ଅନୁଶୋଚନାର ସମୟ ଆସିଛି

”ଦିନ ଥିଲା, ଓଡ଼ିଆ ଉପନ୍ୟାସ ହେଉ କି ନିଚ୍ଛକ ଓଡ଼ିଆ ବାସ୍ନା ଥିବା କାହାଣୀକୁ ଆଧାର କରି ଚଳଚ୍ଚିତ୍ରଟିଏ ନିର୍ମାଣ କରାଯାଉଥିଲା; ଆଉ ତାହାକୁ ଦର୍ଶକ ପସନ୍ଦ କରୁଥିଲେ। ଗୋଟିଏ ସିନେମାରୁ ମନଲାଖି ରିଟର୍ନ ପାଇବା ପରେ ଜଣେ ପ୍ରଯୋଜକ ଆଉ…

ଆଜି ରାଜ୍ୟରୁ ୧୧୩ ପଜିଟିଭ୍‌ ଚିହ୍ନଟ, ୨୦ ତଳେ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଗୁରୁବାର ରାଜ୍ୟରେ ୧୧୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୭୮୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬୬ ଜଣ ଚିହ୍ନଟ…

ଦୋଛକିରେ କ୍ରିତି

କ୍ରିତି ସାନନ ଏବେ ଦୋଛକିରେ ପଡ଼ିଯାଇଛନ୍ତି। କାରଣ ତାଙ୍କୁ ମିଳିଥିବା ଏକ ନୂଆ ଅଫରରେ ସେ ଦୁଇଟି ଭୂମିକାରେ ଅଭିନୟ କରିବେ। ସେଥିରେ ପୁଣି ଗୋଟିଏ ଭୂମିକା ଦିବ୍ୟାଙ୍ଗ। ତେଣୁ ଏଭଳି ଭୂମିକା ଦ୍ୱୟକୁ କିପରି ତୁଲାଇବେ ସେ ନେଇ ଅଡୁଆରେ…

ହଲିଉଡ୍‌ରେ ଜ୍ୟାକ୍‌ଲିନ୍‌

ଜ୍ୟାକ୍‌ଲିନ୍‌ ଫର୍ନାଡିସ୍‌ଙ୍କ ଖୁସି କହିଲେ ନ ସରେ। କାରଣ କ’ଣ ଜାଣନ୍ତି? ସେ ଏବେ ଆଉ ଏକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଅର୍ଥାତ୍‌, ବଲିଉଡ୍‌ ପରେ ସେ ହଲିଉଡ୍‌ରେ ପାଦ ଦେଇଛନ୍ତି। ଏକ ନାରୀକୈନ୍ଦ୍ରିକ ହଲିଉଡ୍‌ ଫିଲ୍ମରେ ଅଭିୟନ କରିବାକୁ…

କେବେ କରୁଥିଲେ ଡେଟ୍‌, ଏବେ ପରସ୍ପରର…

ବମ୍ବେ: ପ୍ରେମରେ ଭଟ୍ଟା ପଡ଼ିଲେ ସମ୍ପର୍କ ତୁଟିଯାଏ। ହେଲେ ବଲିଉଡ୍‌ରେ ଏଭଳି ଅନେକେ କଳାକାର ଅଛନ୍ତି ଯେଉଁମାନେ ପ୍ରେମ ସମ୍ପର୍କ ତୁଟିବା ପରେ ବି ଭଲ ବନ୍ଧୁ ହୋଇ ରହିଛନ୍ତି। ସେମାନେ ପରସ୍ପରର ସମ୍ମାନ କରିବା ସହ ଖୁସିରେ ଆଗକୁ ବଢ଼ି…

ମହିଳାଙ୍କୁ ପ୍ରତାରଣା: ଜେଲ ଗଲେ ଏସ୍‌ଆଇ

ଖୋର୍ଦ୍ଧା ଅଫିସ,୨୭ା୧: ଖାକିରେ ଲାଗିଲା କଳଙ୍କ। ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ପ୍ରେମ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଏସ୍‌ଆଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଭୂଷଣ୍ଡପୁର ଅଞ୍ଚଳର ଟାଙ୍ଗୀ ଥାନାରେ…

ସେବାୟତଙ୍କ କୋଭିଡ୍‌ ଟେଷ୍ଟ୍‌ ଆରମ୍ଭ

ପୁରୀ ଅଫିସ,୨୮।୧: ଶ୍ରୀମନ୍ଦିର ସେବାୟତ ମାନଙ୍କର ବୁଧବାର ଠାରୁ କୋଭିଡ୍‌ ଟେଷ୍ଟ ଆରମ୍ଭ ହୋଇଛି। ଏହା ଆସନ୍ତା ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ୫୦ଜଣଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଇ ସ୍ବାବ୍‌ ସଂଗ୍ରହ ହେବ। ଏଥିଲାଗି ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ…

ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ମାମଲା

କଟକ ଅଫିସ,୨୮।୧: ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ଘଟଣାରେ ବୁଧବାର ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ଏଫ୍‌ଆଇଆର୍‌ରେ କିପରି ଦ୍ୱନ୍ଦ୍ୱ ରହିଛି ସେନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଏହି ଆଧାରରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri