Posted inଫୁରସତ

ବର ମଦନିଶାରେ ଶାଶୁଙ୍କୁ ପିନ୍ଧାଇଲେ ବରଣମାଳା…

ମୁମ୍ବାଇ,୫।୬:ଏବେ ସୋସିଆଲ୍‌ ମିଡ଼ିଆରେ ଏକ ବିବାହ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବିବାହରେ ମଦ ନିଶାରେ ଚୁର୍‌ ଥିବା ବର ବିଚରା କନ୍ୟା ବଦଳରେ ଶାଶୁଙ୍କୁ ବରଣମାଳା ପିନ୍ଧାଇଛନ୍ତି। ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମ୍‌ରେ ଅପଲୋଡ୍‌ କରାଯାଇଛି। ତେବେ ବିବାହ କେଉଁଠି ହେଉଥିଲା ଏବଂ ବର ତଥା କନ୍ୟାଙ୍କ ସମ୍ପର୍କରେ ଭିଡ଼ିଓରେ କୌଣସି ସୂଚନା ଦିଆଯାଇ ନାହିଁ। ବିବାହରେ ଉପସ୍ଥିତ ଥିବା ଅତିଥିମାନେ ବରଙ୍କ ଏଭଳି ଆଚରଣ ଦେଖି ହସୁଥିବାରୁ ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ବର କ୍ୟାମେରା ଆଡ଼େ ଅନାଇ ଶାଶୁଙ୍କ ବେକରେ ବରଣମାଳା ପିନ୍ଧାଉଥିବା ବେଳେ ଶାଶୁ ଏହାକୁ ହଟାଇଦେଇଥିଲେ। ବିଚରା ବର କନ୍ୟାଙ୍କୁ ବରଣମାଳା ପିନ୍ଧାଇବା ପୂର୍ବରୁ ତଳେ ନିଶାରେ ପଡ଼ିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେପ୍‌ ପକାଇ ନାଚୁଛି ହରିଣ, ଭିଡିଓ ଭାଇରାଲ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

୨ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ ପରେ ବଧୂ ବେଶରେ ସଜେଇ ହେଲା ଏହି ପୋଲିସ ଷ୍ଟେଶନ, ଜାଣନ୍ତୁ କାହିଁକି

ମୁମ୍ବାଇ,୧୪ା୮: ବର୍ଷକ ତଳେ ମହାରାଷ୍ଟ୍ରର ବୁଲଧାନାରେ ଏକ ଗଣବଳାତ୍କାର ହୋଇଥିଲା। ଗୁରୁବାର ବୁଲଧାନାର ସ୍ବତନ୍ତ୍ର ଜିଲା ଏବଂ ଅଧିବେଶନ କୋର୍ଟ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ...

ନିଆରା ପ୍ରଜାପତି

ପ୍ରଜାପତି କାହାକୁ ବା ସୁନ୍ଦର ନ ଲାଗେ! ସେମାନଙ୍କ ଶରୀରର ଆକର୍ଷଣୀୟ ରଙ୍ଗ ହେଉ କିମ୍ବା ଗଠନଶୈଳୀ, ସବୁକିଛି କାହିଁକି କେଜାଣି ଭାରି ମନୋମୁଗ୍ଧକର ଲାଗେ।...

ମହାକାଶ ନୁହେଁ ସମୁଦ୍ରରୁ ଆସୁଛନ୍ତି ଏଲିଅନ୍‌: ଆଇସିଇଆର୍‌…

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଏଲିଅନ୍‌ ନେଇ ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ଅଲିଅନ୍‌ମାନେ ୟୁଏଫ୍‌ଓ ଦ୍ୱାରା ଲଗାତାର ପୃଥିବୀକୁ ଆସୁଥିବା ନେଇ କେତେକ ଖବର ପ୍ରକାଶ ହେଉଥିବା ବେଳେ...

ମାଟି ନୁହେଁ ପାଣିରେ ଲଗାନ୍ତୁ ଗଛ

ଜାଗା ନାହିଁ କି ମାଟି ନାହିଁ ଅଥଚ ଗଛ ଲଗାଇବାର ସଉକ ଅଛି। ତା’ହେଲେ ବି ଚିନ୍ତା କରିବାର କିଛି ନାହିଁ। ଆପଣ ଆରାମରେ ଘର...

ଭ୍ରମଣର ମଜା ସି-ବିଚ୍‌ରେ

ସି-ବିଚ୍‌ ବା ସମୁଦ୍ରତଟରେ କିଛି ସମୟ ବୁଲିଆସିଲେ କାହିଁକି କେଜାଣି ମନ ପ୍ରଫୁଲ୍ଲିତ ହୋଇଯାଏ ଆଉ ଶରୀରକୁ ବେଶ୍‌ ତାଜା ଅନୁଭବ ହୁଏ। ସ୍ବଳ୍ପ ସମୟ...

ବିପଦ ଆସିଲେ ବଦଳିଯାଏ ଏହି ମନ୍ଦିର କୁଣ୍ଡପାଣିର ରଙ୍ଗ

ଦେଶରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି। ସେହିପରି କଶ୍ମୀରର ଶ୍ରୀନଗର ତୁଲମୁଲାରେ ଏମିତି ଏକ ମନ୍ଦିର...

କେକ୍‌ରେ ଗଢ଼ନ୍ତି ନୂଆ ଦୁନିଆ

କେକ୍‌ରେ ଅନେକ ଅଜବ ଓ ସୁନ୍ଦର କଳାକୃତି ଦେଖିଥିବେ। ହେଲେ ଇଟାଲୀର ୨୬ ବର୍ଷୀୟ ପ୍ୟାଷ୍ଟ୍ରି ସେଫ୍‌ ମାତେଓ ସ୍ତୁଚିଙ୍କ କେକ୍‌ କଳାକୃତି କଥା ଭିନ୍ନ।...

Advertisement
Archives

Model This Week