Posted inଫୁରସତ

ବର ମଦନିଶାରେ ଶାଶୁଙ୍କୁ ପିନ୍ଧାଇଲେ ବରଣମାଳା…

ମୁମ୍ବାଇ,୫।୬:ଏବେ ସୋସିଆଲ୍‌ ମିଡ଼ିଆରେ ଏକ ବିବାହ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବିବାହରେ ମଦ ନିଶାରେ ଚୁର୍‌ ଥିବା ବର ବିଚରା କନ୍ୟା ବଦଳରେ ଶାଶୁଙ୍କୁ ବରଣମାଳା ପିନ୍ଧାଇଛନ୍ତି। ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମ୍‌ରେ ଅପଲୋଡ୍‌ କରାଯାଇଛି। ତେବେ ବିବାହ କେଉଁଠି ହେଉଥିଲା ଏବଂ ବର ତଥା କନ୍ୟାଙ୍କ ସମ୍ପର୍କରେ ଭିଡ଼ିଓରେ କୌଣସି ସୂଚନା ଦିଆଯାଇ ନାହିଁ। ବିବାହରେ ଉପସ୍ଥିତ ଥିବା ଅତିଥିମାନେ ବରଙ୍କ ଏଭଳି ଆଚରଣ ଦେଖି ହସୁଥିବାରୁ ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ବର କ୍ୟାମେରା ଆଡ଼େ ଅନାଇ ଶାଶୁଙ୍କ ବେକରେ ବରଣମାଳା ପିନ୍ଧାଉଥିବା ବେଳେ ଶାଶୁ ଏହାକୁ ହଟାଇଦେଇଥିଲେ। ବିଚରା ବର କନ୍ୟାଙ୍କୁ ବରଣମାଳା ପିନ୍ଧାଇବା ପୂର୍ବରୁ ତଳେ ନିଶାରେ ପଡ଼ିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍ତିଷ୍କର ଆକାର, ବିକାଶ ଯୋଗୁ ଦେଖାଦିଏ ଏସବୁ …

ଅନ୍ୟକୁ ଭଲ ପାଇବା ଏବଂ ଇର୍ଷା କରିବା ଆଦି ସମ୍ବେଦନଶୀଳ ଗୁଣ ମଣିଷ ମଧ୍ୟରେ ରହିଥାଏ। ଏହା ଦ୍ୱାରା ମଣିଷ ଅନ୍ୟ ପ୍ରତି ସହାନୁଭୁତି, ଇର୍ଷା...

ଘାସ ଖାଇଲାବେଳେ ଗଧ ମୁହଁରେ ପଶିଗଲା ସାପ; ତାପରେ…

ପ୍ରତାପଗଡ଼, ୨୫।୮: ରାଜସ୍ଥାନର ପ୍ରତାପଗଡ଼ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜିଲାର ପିପଲଖୁଣ୍ଟ ଅଞ୍ଚଳରେ ଗୋଟିଏ ଗଧ ନଦୀ କୂଳରେ ଘାସ ଚରୁଥିବାବେଳେ...

ମୃତ୍ୟୁ ପୂର୍ବରୁ ୭୩୬ ଟଙ୍କା ମା’କୁ ଦେଇ ଯାଇଥିଲେ ବାପା: ପୁଅ ବିୟର ସହ ପୂରା କଲା କାହାଣୀ

ସାଧାରଣତଃ କୌଣସି ମାତାପିତା ଚାହାନ୍ତି ନାହିଁ ସେମାନଙ୍କ ପୁଅ ନିଶା ସେବନ କରୁ, ମାତ୍ର ସୋସିଆଲ ମିଡିଆରେ ଏଭଳି ବାପା ପୁଅଙ୍କ କାହାଣୀ ଭାଇରାଲ ହେଉଛି।...

୨୫ ହଜାର ବର୍ଷ ଧରି କନ୍ଦାଉଛି କରୋନା, କହିଲେ ବିଶେଷଜ୍ଞ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୪: ପୃଥିବୀରେ ସମ୍ପ୍ରତି ଦେଖା ଦେଇଥିବା କରୋନା ମହାମାରୀ ନେଇ ଏକ ନୂଆ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଉଲ୍ଲେଖ କରାଯାଇଛି ଯେ, ଏବେ...

ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି କାଠ

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବେ ସାରା ପୃଥିବୀକୁ ଏକ ପ୍ରକାର ଅଡୁଆରେ ପକାଇ ଦେଇଛି। ତେଣୁ ଅନେକ ଦେଶ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଛନ୍ତି।...

କେବେ ବି ପୋଲିସ ହେବାକୁ ଚାହୁଁ ନ ଥିଲେ ଗୁପ୍ତେଶ୍ୱର ପାଣ୍ଡେ: ଏହି ଘଟଣା ଯୋଗୁ ଜିଦ୍‌ରେ ପାଲଟିଥିଲେ ଆଇପିଏସ୍‌

ବିଗତ କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି ବିହାରର ପୂର୍ବ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ପ୍ରଥମେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତକୁ...

ଜାମିନ ନ ଦେବାରୁ ମହିଳା ଜଜ୍‌ଙ୍କୁ ଧମକ

ଥିରୁଭାନନ୍ଥପୁରମ୍‌: ଜଣେ ମାଜିଷ୍ଟ୍ରେଟ୍‌ ଏକ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କରିବାରୁ ଓକିଲ ତାଙ୍କୁ ମାଡ଼ ମାରିବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି...

ଜାତି ପ୍ରମାଣପତ୍ର ପାଇଁ କୁକୁରର ଆବେଦନ

ପାଟନା: ବିହାରର ଗୟାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜାତି ପ୍ରମାଣପତ୍ର ପାଇଁ ଟମି ନାମକ ଏକ କୁକୁର ଅବେଦନ କରିଥିବା ସରକାରୀ କାର୍ଯ୍ୟାଳୟ...

Advertisement
Archives

Model This Week