ୟାମି ଗୌତମୀଙ୍କ ଲୁଚାଛପା ବିବାହ ଫଟୋ ଭାଇରାଲ…

ମୁମ୍ବାଇ,୫।୬: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମୀଙ୍କ ଲୁଚାଛପା ବିବାହ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଏବେ ଏହାର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୟାମି ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହିତ ବିବାହ କରିଥିବା ଖବର ବିଷୟରେ କାହାକୁ ଜଣାଯାଇ ନ ଥିଲା। ଦୁହେଁ ଦୀର୍ଘଦିନରେ ପ୍ରେମ ସମ୍ପର୍କକୁ ନୂଆ ରୂପ ଦେବାକୁ ଯାଇ ବିବାହ କରିଥିଲେ। ତେବେ ଏବେ ବିବାହର ଇନ୍‌ସାଇଡ୍‌ ଫୋଟେଜ୍‌ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରାଯାଇଛି। ବିବାହରେ ଦୁଇ ପରିବାରର ସଦସ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ଫଟୋ ମଧ୍ୟରେ ୟାମିଙ୍କ ପାଦରେ ଅଳତା ଲଗାଯାଉଥିବା, ହୋମକୁଣ୍ଡ ପାଖରେ ବସିଥିବା ଆରଦି ଫଟୋ ରହିଛି। ୟାମି ଲାଲ ରଙ୍ଗର ପୋଷାକ ପିନ୍ଧି ବୋହୂ ବେଶରେ ସଜ୍ଜିତ ହୋଇଥିବାବେଳେ ଆଦିତ୍ୟ ବର ଯୋଡ଼ ପିନ୍ଧି ବେଶ୍‌ ସୁନ୍ଦର ଦେଖାଯାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ କାଦ୍ରୀ ଗୋପାଳନାଥ

ମାଙ୍ଗାଲୁର,୧୧।୧୦: ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ ଓ ପଦ୍ମଶ୍ରୀ ପୁରସ୍କାର ବିଜେତା କାଦ୍ରୀ ଗୋପାଳନାଥଙ୍କ ଶୁକ୍ରବାର ସକାଳେ କର୍ନାଟକ ମାଙ୍ଗାଲୁରରେ ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇଛି। ଦୀର୍ଘ...

ଭଉଣୀଙ୍କ ସହ ଏଥର ଜନ୍ମଦିନ ପାଳିବେ ଭାଇଜାନ

ବଲିଉଡ୍‌ ଭାଇଜାନ ସଲମାନ ଖାନ୍‌ ଡିସେମ୍ବର ୨୭ରେ ନିଜର ୫୪ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏଥିପାଇଁ ସଲ୍ଲୁଙ୍କ ଘରେ ଖାସ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି।...

ଟ୍ରାଡିଶନାଲ ଲୁକ୍‌ରେ ନଜର ଆସିଲେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନନ୍ୟା ପାଣ୍ଡେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମକୁ ନେଇ ଏବେ ଅଛନ୍ତି ଚର୍ଚ୍ଚାରେ। ଇଶାନ ଖଟ୍ଟରଙ୍କ ସହ ‘ଖାଲି-ପିଲି’ରେ ନଜର ଆସିବେ...

ସଲମାନ, କ୍ୟାଟ୍ରିନାଙ୍କ ବିବାହ ଭିଡିଓ ଭାଇରାଲ

ବଲିଉଡ ଭାଇଜାନ୍‌ ସଲମାନ ଖାନ୍‌ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ବିବାହ ଭିଡିଓ ଭାଇରାଲ ହୋଇଛି। କିନ୍ତୁ ଏହି ଭିଡିଓଟି ରିୟଲ୍‌ ନୁହେଁ ରିଲ୍‌ ବୋଲି...

ଶୋ’ ରଣବୀର ଭର୍ସେସ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସକୁ ମିଳିଲା ପ୍ରଶଂସକଙ୍କ ଭଲପାଇବା

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ଏବେ ଶୋ’ ରଣବୀର ଭର୍ସେସ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସକୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ଏହି...

ପାଞ୍ଚ ଦିନରେ ଶହେ କୋଟି କ୍ଲବରେ ‘କବିର ସିଂ’, ପାଲଟିଲା ଶାହିଦଙ୍କ କ୍ୟାରିୟରର ସବୁଠୁ ବଡ଼ ଫିଲ୍ମ

ମୁମ୍ବାଇ: ରିଲିଜ୍‌ ପରଠାରୁ ବକ୍ସ ଅଫିସରେ ଭଲ ପ୍ରଦର୍ଶନକୁ ଜାରି ରଖିଛି ଅଭିନେତା ଶାହିଦ କପୁରଙ୍କ ଫିଲ୍ମ ‘କବିର ସିଂ’। ମାତ୍ର ପାଞ୍ଚ ଦିନରେ ଶହେ...

ଅମିତାଭଙ୍କ ଏହି ଅଭିନେତ୍ରୀଙ୍କୁ ଭଲପାଇ ବସିଥିଲେ ପୁଅ ଅଭିଷେକ: ଜିଦ୍‌ ଧରିଥିଲେ ଏକାଠି ଶୋଇବାକୁ

ମହାମାରୀ କରୋନା ଯୋଗୁ ଏହି ସମୟରେ ବଲିଉଡ୍‌ କଳାକାରମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି। ଖାଲି ସେତିକି ନୁହେଁ, କଳାକାରଙ୍କ ସହ ଜଡିତ ଅନେକ...

ନିଖିଲ ମୋ ସ୍ବାମୀ ନୁହନ୍ତି, ବିବାହ ଫଟୋ ମିଛ

ମୁମ୍ବାଇ: ତୃଣମୂଳ କଂଗ୍ରେସ ନେତ୍ରୀ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ନିଖିଲ ଜୈନଙ୍କ ସହ ନିଜର ପ୍ରଥମ ବିବାହକୁ ନେଇ ଉଠିଥିବା ବିବାଦରେ ମୁହଁ...

Advertisement
Archives

Model This Week