Home Left

ଆଇସିୟୁ ଛାତରୁ ପଡ଼ୁଛି ପାଣି: ରୋଗୀ ହନ୍ତସନ୍ତ

ଭୋପାଳ,୧୮।୫: କରୋନା ସମୟରେ ହସ୍ପିଟାଲରେ ରୋଗୀଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ମଧ୍ୟପ୍ରଦେଶ ରାଜଗଡ଼ ଜିଲାରୁ ଆସିଥିବା ଏକ ଭିଡିଓ ଏହାର ବାସ୍ତବିକ ଚିତ୍ର ସାମ୍ନାକୁ ଆଣିଛି। ସୂଚନାଯୋଗ୍ୟ, ଗତବର୍ଷ ରାଜଗଡ଼ ଜିଲାର ଏକ ସରକାରୀ…

ଏହି ସିକ୍ରେଟ୍‌ ଅସ୍ତ୍ର ନେଇ ଇଂଲଣ୍ଡ ଗସ୍ତରେ ଯିବେ ବିରାଟ କୋହଲି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଜୁନ୍‌ ୧୮ରୁ ୨୨ ପର୍ଯ୍ୟନ୍ତ ସାଉଥେମ୍ପଟନ୍‌ ଓ୍ବାଲର୍‌ଡ ଟେଷ୍ଟ୍‌ ଚାମ୍ପିୟନଶିପ୍‌ ଖେଳିବ। ଟିମ୍‌ ଇଣ୍ଡିଆର ବ୍ୟାଟ୍ସମ୍ୟାନଙ୍କ ପାଇଁ ଇଂଲଣ୍ଡର ବୋଲର ଟ୍ରେଣ୍ଟ୍‌ ବୋଲ୍ଟ, ଟିମ୍‌ ସାଉଦି ଏବଂ ନିଲ୍‌ ଓ୍ବେଗନର ସମସ୍ୟା ସୃଷ୍ଟି…

କମାନ୍ତୁ ପିଲାଙ୍କ ମେଦବହୁଳତା

ପିଲାମାନେ ମୋଟା ହେଲେ ଅନେକ ଅଭିଭାବକ ଖୁସି ହୁଅନ୍ତି। ଆଉ ପିଲା ସାମାନ୍ୟ ପତଳା ଦେଖାଗଲେ କିମ୍ବା କେହି ଏ ବିଷୟରେ କହିଦେଲେ ଯେମିତି ସେମାନଙ୍କର ଚିନ୍ତା ବଢିଯାଏ ଏବଂ କ’ଣ ଖୁଆଇଲେ ପିଲା ମୋଟା ହେବେ ସେଥିରେ ଲାଗି ପଡନ୍ତି।…

ଦହି ଭାତ

ଆବଶ୍ୟକ ସାମଗ୍ରୀ: ଚାଉଳ- ୨୫୦ଗ୍ରାମ୍‌, ଦହି- ୨୫୦ ଗ୍ରାମ୍‌, ଶୁଖିଲା ଲଙ୍କା ୫ଟି, ଚଣା ଡାଲି ୧ ଟେବୁଲ୍‌ ସ୍ପୁନ୍‌, ହରଡ ଡାଲି ୧ ଟେବୁଲ୍‌ ସ୍ପୁନ୍‌, ସୋରିଷ ଅଧ ଚାମଚ, ଭୁର୍ସୁଙ୍ଗ ପତ୍ର ୧୦-୧୫ଟି, ଆବଶ୍ୟକ ମାତ୍ରାରେ ତେଲ ଏବଂ…

ପୁଣି ବଦଳିପାରେ ନିୟମ: କରୋନାରୁ ସୁସ୍ଥ ହେବା ପରେ ଭାକ୍ସିନ ପାଇଁ ଅପେକ୍ଷା କରିବାକୁ ପଡ଼ିବ ୯ମାସ

ନୂଆଦିଲ୍ଲୀ,୧୮।୫: କରୋନା ଭାଇରସ୍‌କୁ ହରାଇବା ପାଇଁ ଭାକ୍ସିନକୁ ଏକମାତ୍ର ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି। ଏଥିପାଇଁ ସାରା ଦେଶରେ ଟିକାକରଣ କାମ ଜାରି ରହିଛି। ଇତିମଧ୍ୟରେ ଗତ କିଛି ଦିନ ହେଲା ଭାକ୍ସିନ ନୀତିରେ ପରିବର୍ତ୍ତନ କରାଯାଉଥିବା ଦେଖିବାକୁ ମିଳିଛି। ଏଣିକି…

୨୦୧୧ ବିଶ୍ୱକପ୍‌ ଜିତିବା ପରେ କୋହଲିଙ୍କୁ ଏକ ନିବେଦନ କରିଥିଲେ ସଚିନ: ଜାଣନ୍ତୁ କ’ଣ

ଟିମ ଇଣ୍ଡିଆର ୨୦୧୧ ବିଶ୍ୱକପ ବିଜୟ ପ୍ରଶଂସକଙ୍କ ମନରେ ଏବେ ବି ସତେଜ। ୨୮ବର୍ଷ ପରେ ଭାରତ ୨୦୧୧ରେ ଶ୍ରାଲଙ୍କାକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା। ଏହି ମୁହୂର୍ତ୍ତ ଅନେକ ଖେଳାଳିଙ୍କ ପାଇଁ ଆହୁରି ସ୍ବତନ୍ତ୍ର ଥିଲା। କାରଣ ସେମାନଙ୍କ ପାଇଁ…

ସଭିଙ୍କ ପ୍ରିୟ

ଜୀବନଯାତ୍ରାରେ ନାରୀଟିଏ ମା’, ଝିଅ, ଭଉଣୀ, ସ୍ତ୍ରୀ, ବାନ୍ଧବୀ ଭଳି ଅନେକ ଭୂମିକାରେ ଅବତୀର୍ଣ୍ଣ। ସେ ଦାୟିତ୍ୱବୋଧତା, କର୍ତ୍ତବ୍ୟପରାୟଣତା, ସହନଶୀଳତା ଏବଂ ଭଲ ଗୁଣ ଯୋଗୁ କେବଳ ନିଜ ପରିବାରକୁ ଏକ ସୂତ୍ରରେ ବାନ୍ଧି ରଖେନି ବରଂ ସୁସ୍ବଭାବ ଏବଂ ଉତ୍ତମ…

ତ୍ୱଚା ପାଇଁ ଉପକାରୀ ବିଟ୍‌

ବିଟ୍‌ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଯେତିକି ଲାଭଦାୟକ ଏଥିରେ ଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ ତ୍ୱଚା ପାଇଁ ମଧ୍ୟ ସେତିକି ଉପକାରୀ। ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କରିବାର ଉପାୟ … ବିଟ୍‌ ଏବଂ ଲେମ୍ବୁ ପ୍ୟାକ୍‌: ଏକ ବିଟ୍‌କୁ ଭଲ…

ବିବାହ ପୂର୍ବରୁ କରୀନାଙ୍କୁ ଏହି ନାଁରେ ଡାକୁଥିଲେ ସୈଫ୍‌

ବଲିଉଡ ଅଭିନେତା ସୈଫ୍‌ ଅଲି ଖାନ ଏବଂ କରୀନା କପୁର ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଦମ୍ପତି। ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ବହୁତ ଲୋକପ୍ରିୟ। ଦୀର୍ଘ ସମୟ ଧରି ଉଭୟ ପରସ୍ପରକୁ ଡେଟ କରିଥିଲେ, ଯାହା ପରେ ଦୁହେଁ ବିବାହ କରିଥିଲେ। ଉଭୟ…

୯୦ ଦିନିଆ ପାରୋଲରେ ଯିବେ ୪୪୯ କଏଦୀ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜେଲରେ କରୋନା ସଂକ୍ରମଣ ବ୍ୟାପୁଛି। ବହୁ ଅଧିକାରୀ ଓ କର୍ମଚାରୀ ଆକ୍ରାନ୍ତ ହୋଇଥିବାବେଳେ ୩ଶହରୁ ଊର୍ଦ୍ଧ୍ୱ ଅନ୍ତେବାସୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ କରୋନାରେ କଏଦୀଙ୍କ ଜୀବନ ଯିବା ପରେ ଚେତା ପଶିଛି। ଜେଲରେ ସଂକ୍ରମଣ ରୋକିବାକୁ…

ଭଉଣୀ ସହ କ୍ୱାରାଣ୍ଟାଇନ୍‌ର ମଜା ନେଉଛନ୍ତି ବିଗ୍‌ବସ୍‌-୧୪ ଓ୍ବିନର

ଶିମଲା: ଦେଶରେ କରୋନା ସଙ୍କଟ ଜାରି ରହିଥିବା ବେଳେ ଏଥିରୁ କେହି ବର୍ତ୍ତି ପାରୁନାହାନ୍ତି। ସାଧାରଣଜନତାଙ୍କଠାରୁ ଆରମ୍ଭ କରି ରାଜନେତା, ଖେଳାଳି ଓ ଅନେକ ସେଲିିବ୍ରିଟି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ଇତିମଧ୍ୟରେ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ତଥା…

ଏସ୍‌ସିବି କୋଭିଡ୍‌ ହସ୍ପିଟାଲ ସମ୍ମୁଖରେ ହୋହଲ୍ଲା

କଟକ ଅଫିସ, ୧୮।୫: ଏସ୍‌ସିବି ମେଡିକାଲ ପରିସରସ୍ଥ କୋଭିଡ୍‌ ହସ୍ପିଟାଲ ସମ୍ମୁଖରେ ସୋମବାର ସକାଳେ ରୋଗୀଙ୍କ ସମ୍ପର୍କୀୟମାନେ ହୋହଲ୍ଲା କରିଥିଲେ। କୋଭିଡ୍‌ ୱାର୍ଡ ଭିତରକୁ ରୋଗୀ ସମ୍ପର୍କୀୟଙ୍କୁ ପ୍ରବେଶ ଅନୁମତି ଦିଆ ନ ଯିବାରୁ ସେମାନେ ପାଟିତୁଣ୍ଡ କରିଥିଲେ। ରୋଗୀ ସମ୍ପର୍କୀୟଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri