Home Left

ସୁଶୀଲଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ, ୧୮ା୫ – ଫେରାର ଥିବା ଅଲିମ୍ପିକ ପଦକ ବିଜେତା ରେସ୍‌ଲର ସୁଶୀଲ କୁମାରଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି ସ୍ଥାନୀୟ କୋର୍ଟ। ଛତ୍ରସାଲ ଷ୍ଟାଡିୟମରେ ଜଣେ ରେସଲରଙ୍କୁ ହତ୍ୟା ଘଟଣାରେ ସୁଶୀଲ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ତାଙ୍କ…

ମୃତ୍ୟୁ ମୁହଁରେ ଥାଇ ଭିଡିଓରେ ଏମିତି କହିଲେ ପଦ୍ମଶ୍ରୀ ପ୍ରାପ୍ତ ଡାକ୍ତର

ନୂଆଦିଲ୍ଲୀ, ୧୮।୫ : ଭାରତୀୟ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପୂର୍ବତନ ସଭାପତି ତଥା ପଦ୍ମଶ୍ରୀ ପ୍ରାପ୍ତ ଡ. କେ କେ ଅଗ୍ରଓ୍ବାଲଙ୍କ ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଦୁଇ ସପ୍ତାହ ତଳେ ସେ ଶେୟାର କରିଥିବା ଫେସବୁକ ଭିଡିଓ ଏବେ…

ଦୁଇ ସପ୍ତାହ ମଧ୍ୟରେ ୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ଆରମ୍ଭ ହେବ ଭାକ୍ସିନ ଟ୍ରାଏଲ

ନୂଆଦିଲ୍ଲୀ, ୧୮।୫ : ଆସନ୍ତା ୨ ସପ୍ତାହ ମଧ୍ୟରେ ୨ରୁ ୧୮ ବର୍ଷର ପିଲାଙ୍କ ଉପରେ କୋଭିଡ୍‌-୧୯ ଟିକା କୋଭାକ୍ସିନର ପରୀକ୍ଷା ଆରମ୍ଭ ହେବ। ଏ ନେଇ ନୀତି ଆୟୋଗ ସଦସ୍ୟ ଡ. ଭି କେ ପଲ ମଙ୍ଗଳବାର ଏକ ଖବରଦାତା…

ବାପାଙ୍କ ଏକାଦଶାହରେ ଚାଲିଗଲା ପୁଅ

ନିଶ୍ଚିନ୍ତକୋଇଲି,୧୮ା୫(ସ୍ବ.ପ୍ର.)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛିି। ବାପାଙ୍କ ଏକାଦଶାହରେ ପୁଅର ମୃତ୍ୟୁ ଘଟିଛି। ସେ ହେଲେ ରାଜେଶ ନାୟକ(୩୫)। ଗତ ୮ ତାରିଖରେ ତାଙ୍କ ବାପା କୁଳମଣି ନାୟକ(୫୫)ଙ୍କ…

‘ ଭଗବାନଙ୍କ ଭରସାରେ ଉତ୍ତର ପ୍ରଦେଶର ସ୍ବାସ୍ଥ୍ୟସେବା ’

ପ୍ରୟାଗରାଜ, ୧୮।୫ : ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ବାସ୍ଥ୍ୟ ସେବା ଭଗବାନ ରାମଙ୍କ ଭରସାରେ। କୋଭିଡ୍‌ କେୟାର ଉପରେ ଦାଖଲ ହୋଇଥିବା ଏକ ଯାଚିକାର ଶୁଣାଣି କରି ଆଲାବାଦ୍‌ ହାଇକୋର୍ଟ ଏଭଳି କହିଛନ୍ତି। ହସ୍ପିଟାଲରେ ଭର୍ତ୍ତି ହେଲା ପରେ…

ଅଷ୍ଟ୍ରେଲିଆ ଖେଳାଳିଙ୍କ କ୍ୱାରେଣ୍ଟିନ ଖର୍ଚ୍ଚ ବହନ କରୁଛି ବିସିସିଆଇ

ସିଡ୍‌ନୀ, ୧୮।୫ : ଆଇପିଏଲରେ ଭାଗ ନେଇଥିବା ଅଷ୍ଟ୍ରେଲିଆନ ଖେଳାଳି ସ୍ବଦେଶ ପହଞ୍ଚିବା ପରେ ୧୪ ଦିନିଆ କ୍ୱାରେଣ୍ଟିନରେ ରହିଛନ୍ତି। ଏଥି ଲାଗି ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରୁଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଏହା ମଙ୍ଗଳବାର ସ୍ପଷ୍ଟ କରିଛନ୍ତି…

ଯାଆଁଳା ଭାଇଙ୍କୁ ଏକାସାଙ୍ଗେ ନେଲା କରୋନା

ମିରଟ, ୧୮।୫ : ମାତ୍ର ୩ ମିନିଟ୍‌ର ବ୍ୟବଧାନରେ ଜନ୍ମ ହୋଇଥିଲେ ଦୁଇ ଯାଆଁଳା ଭାଇ। ଦେଖିବାକୁ ଏକାଭଳି। ଏକାସାଙ୍ଗେ ବଡ଼ ହେଲେ। ସାଙ୍ଗ ହୋଇ କମ୍ପ୍ୟୁଟର ଇଞ୍ଜିନିୟରିଂରେ ବି. ଟେକ କଲେ। ଦୁହିଁଙ୍କ ସ୍ବପ୍ନ ଥିଲା ବିଦେଶରେ ସେଟେଲ ହେବା।…

୨୦୧୧ ବିଶ୍ୱକପ୍‌ରୁ ବିଦାୟ ପରେ କ୍ରିକେଟରଙ୍କୁ ମିଳିଥିଲା ହତ୍ୟା ଧମକ

ନୂଆଦିଲ୍ଲୀ, ୧୮।୫ : ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଅଧିନାୟକ ଫାଫ ଡୁପ୍ଲେସି ମଙ୍ଗଳବାର ଏକ ବଡ଼ ଖୋଲାସା କରିଛନ୍ତି। କ୍ୱାର୍ଟର ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ ୨୦୧୧ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା ଦକ୍ଷିଣ ଆଫ୍ରିକା। ଏହାପରେ ଡୁପ୍ଲେସି ଓ ତାଙ୍କ ପତ୍ନୀଙ୍କୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଛବି ମଳିନ କରିବା ପାଇଁ ଟୁଲକିଟ୍‌ ଚଳାଇଛି କଂଗ୍ରେସ

ନୂଆଦିଲ୍ଲୀ, ୧୮।୫ : କରୋନା ଭାଇରସର ନୂଆ ଷ୍ଟ୍ରେନକୁ ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ‘ଭାରତୀୟ ଷ୍ଟ୍ରେନ’ ବା ‘ମୋଦି ଷ୍ଟ୍ରେନ’ ବୋଲି ଅପପ୍ରଚାର କରାଯାଉଛି। ଏହା ଏକ ଟୁଲକିଟ୍‌, ଯାହାକୁ ଦେଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି…

ମନ ଭାଙ୍ଗିଦେଲେ ଡି’ଭିଲର୍ସ

ଜୋହାନ୍ସବର୍ଗ, ୧୮।୫ : ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ନାହିଁ। ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଅନ୍ତର୍ଜାତୀୟ କ୍ରିକେଟକୁ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ପ୍ରତ୍ୟାବର୍ତ୍ତନ କରିବେ ବୋଲି ପ୍ରଶଂସକମାନେ ଆଶା ରଖିଥିଲେ। ଏପରିକି…

ସୁଶୀଲଙ୍କୁ ଧରାଇଲେ ମିଳିବ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ, ୧୮।୫ : ଅଲିମ୍ପିକ୍ସରେ ଦୁଇ ଥର ପଦକ ଜିତିଥିବା ଦେଶର ଏକମାତ୍ର ଆଥ୍‌ଲେଟ୍‌ ସୁଶୀଲ କୁମାରଙ୍କୁ ପାଉନି ଦିଲ୍ଲୀ ପୋଲିସ। ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଯୁବ ରେସଲର ସାଗର ରାଣା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସୁଶୀଲଙ୍କୁ ଦୁଇ ସପ୍ତାହ ହେଲା…

ଶିଶୁଙ୍କ ଉପରେ କରୋନା ପ୍ରକୋପ: ସିଙ୍ଗାପୁର ବିମାନ ଉଡାଣ ବନ୍ଦ କରିବାକୁ ନିବେଦନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନାର ଦ୍ୱିତୀୟ ଲହରର ଭୟ ଲୋକଙ୍କ ମନରୁ ଦୂର ହୋଇ ନ ଥିବା ବେଳେ ତୃତୀୟ ଲହର ଆସିବା ନେଇ ଆହୁରି ଭୟଭୀତ କରାଇଦେଇଛି। କାରଣ ତୃତୀୟ ଲହରରେ ଅତ୍ୟଧିକ ଶିଶୁ ପ୍ରଭାବିତ ହେବେ ବୋଲି କୁହାଯାଉଛି। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri