କୋହଲିଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଏହି ଯୁବତୀ: ସେ କିଛି କହିବା ପୂର୍ବରୁ ମା’ କରିଦେଇଥିଲେ ମନା
ସାରା ବିଶ୍ୱରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ଅଛନ୍ତି। ଏକ ସମୟ ଥିଲା ଯେ ବିରାଟଙ୍କ ପାଇଁ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ବିବାହ ପ୍ରସ୍ତାବ ଆସୁଥିଲା। କିନ୍ତୁ ସେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ପ୍ରେମ…
ରାଜ୍ୟରେ କରୋନା ନେଲା ଆଉ ୨୨ ମୁଣ୍ଡ
ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୨୨ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି ପାଇଛି। ଏହି ୨୨ ମୃତକଙ୍କ ମଧ୍ୟରୁ…
କ୍ରିକେଟରୁ ବ୍ରେକ୍ ନେଲେ ଏହି କ୍ରିକେଟ୍ର: କାରଣ ରହିଛି ଏମିତି
ସିଡନୀ,୧୮।୫: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଡାନିଏଲ ସିମସ ଅନ୍ତର୍ଜାତୀୟ କ୍ରିକେଟରୁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ ମାନସିକ ଚାପ ଯୋଗୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସୋମବାର ମାଳଦ୍ୱୀପରୁ ଘରକୁ ଫେରିବା ପରେ ସାମସ ତାଙ୍କ କ୍ରିକେଟ ବୋର୍ଡକୁ ଅନୁରୋଧ…
ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: କେବଳ ଖୋର୍ଦ୍ଧାରୁ…
ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୧୦,୩୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫,୭୭୯ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୪,୫୪୨ ଜଣ ଲୋକାଲ କେସ୍ ଥିବା…
୮୯ ବର୍ଷ ପରେ ପ୍ରଥମଥର ପାଇଁ ଇତିହାସ ରଚିବାକୁ ଯାଉଛି ଭାରତ
ନୂଆଦିଲ୍ଲୀ,୧୮।୫: ଆସନ୍ତା ମାସରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ୟୁଟିସି) ଫାଇନାଲ ଅନୁଷ୍ଠିତ ହେବ। ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବା ମାତ୍ରେ ୮୯ ବର୍ଷର ଟେଷ୍ଟ ଇତିହାସରେ ଏହା ପ୍ରଥମ ଥର ହେବ, ଯେତେବେଳେ ଦଳ ଏକ…
ଆସନ୍ତା ସପ୍ତାହରୁ ଆଞ୍ଚଳିକ ଭାଷାରେ କୋଓ୍ବିନ୍ ପୋର୍ଟାଲ
ନୂଆଦିଲ୍ଲୀ, ୧୮।୫(ପି.ଟି.): ଆଗାମୀ ସପ୍ତାହରେ କୋଓ୍ବିନ ପୋର୍ଟାଲ ହିନ୍ଦୀ ଏବଂ ୧୪ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ। ଫଳରେ କୋଭିଡ୍ ଟିକା ନେବା ପାଇଁ ନାମ ପଞ୍ଜୀକରଣ ଓ ସ୍ଲଟ ବୁକିଂ ସହଜ ହୋଇପାରିବ। ଏହାବ୍ୟତୀତ କୋଭିଡ୍-୧୯ର ବିଭିନ୍ନ ଭାରିଆଣ୍ଟ ଚିହ୍ନଟ…
ଦିଲ୍ଲୀରୁ ଜୈଶ ଆତଙ୍କବାଦୀ ଗିରଫ
ନୂଆଦିଲ୍ଲୀ, ୧୮।୫: ଦିଲ୍ଲୀରୁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ (ଜେଇଏମ୍)ର ସଦସ୍ୟ ଜନ୍ ମହମ୍ମଦ ଦର୍ଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଘର ଜମ୍ମୁ-କଶ୍ମୀରର ପୁଲ୍ଓ୍ବାମାରେ। ସେ ଦଶନା ଦେବୀ ମନ୍ଦିର ପୂଜକ ସ୍ବାମୀ ଯତି ନରସିଂହାନନ୍ଦ ସରସ୍ବତୀଙ୍କୁ ହତ୍ୟା କରିବା…
ଆଇଟି ନିୟମ ଉଲ୍ଲଂଘନ କରୁଛି ହ୍ବାଟ୍ସଆପ୍
ନୂଆଦିଲ୍ଲୀ, ୧୮ା୫: ସୋସିଆଲ ମେସେଜିଂ ଆପ୍ଲିକେଶନ ହ୍ବାଟ୍ସଆପ୍ର ନୂଆ ପଲିସି ଭାରତର ସୂଚନା ପ୍ରଯୁକ୍ତି (ଆଇଟି) ଆଇନକୁ ଉଲ୍ଲଂଘନ କରୁଛି ବୋଲି ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ଆପ୍ର ନୂଆ ପ୍ରାଇଭେସି ପଲିସି ବିରୋଧରେ ଦାଖଲ ହୋଇଥିବା…
ବିଧାୟକଙ୍କ ବଙ୍ଗଳାରେ ମହିଳାଙ୍କ ଆତ୍ମହତ୍ୟା
ଭୋପାଳ, ୧୮ା୫: କଂଗ୍ରେସ ବିଧାୟକ ତଥା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଉମଙ୍ଗ ସିଂଘାରଙ୍କ ଭୋପାଳସ୍ଥିତ ବଙ୍ଗଳାରେ ରବିବାର ଜଣେ ୩୮ ବର୍ଷୀୟା ମହିଳା ଆତ୍ମହତ୍ୟା କରିଛନ୍ତି। ତାଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ ଜବତ କରାଯାଇଥିବା ପୋଲିସ କହିଛି। ସେଥିରେ ସିଂଘାରଙ୍କ…
ନିଆଁରେ ନଷ୍ଟ ହେଲା ୨୫ ଲକ୍ଷର ଟିକା
ଇନ୍ଦୋର, ୧୮ା୫: ଦେଶରେ କରୋନା ଟିକା ଅଭାବ ଦେଖାଦେଇଥିବାବେଳେ ମଧ୍ୟପ୍ରଦେଶର ଇନ୍ଦୋରର ଏକ ଭାକ୍ସିନ ଷ୍ଟୋରରେ ନିଆଁ ଲାଗି ପ୍ରାୟ ୨୫ ଲକ୍ଷ ଟଙ୍କାର ଭାକ୍ସିନ ନଷ୍ଟ ହୋଇଯାଇଛି। ଇନ୍ଦୋରର ଭାରତ ସେରମସ୍ ଆଣ୍ଡ ଭାକ୍ସିନ ଲିମିଟେଡ ଷ୍ଟୋର୍ରେ ଅଗ୍ନିକାଣ୍ଡ ଘଟିଥିବା…
୩୦ବର୍ଷ ପରେ ପୁଣି ଆଖୁ ଚାଷ
ସିମୁଳିଆ,୧୮।୫ – ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଟି ପଞ୍ଚାୟତର ହରିସିଂହପୁର ଅଞ୍ଚଳରେ ପ୍ରାୟ ୩୦ବର୍ଷ ପରେ ପୁଣି ଆଖୁଚାଷ ଆରମ୍ଭ ହୋଇଛି। କୃଷି ବିଭାଗର ଅବହେଳା ମନୋଭାବ ଯୋଗୁ ପ୍ରାୟ ୫ମାସ ବିଳମ୍ବରେ ଏହି ଚାଷ ଆରମ୍ଭ ହୋଇଛି। ବିଳମ୍ବ…
ସଂକ୍ରମିତଙ୍କ ଘରେ ପହଞ୍ଚାଯାଉଛି ଖାଦ୍ୟ
କେନ୍ଦୁଝର,୧୮।୫(ସ୍ବ.ପ୍ର.)-କରୋନା ମହାମାରୀ ଧିରେ ଧିରେ ସହରଠାରୁ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଫଳରେ ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି। ଲୋକେ ପଦାକୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି। ଏଭଳି ସମୟରେ କେନ୍ଦୁଝର ସହରର କେତେଜଣ ଯୁବକ କରୋନା…
Archives


