ଗଞ୍ଜାମ ଜିଲାପାଳଙ୍କୁ ସବୁ ପ୍ରମାଣ ଦେଲେ ସୋନୁ ସୁଦ୍, ପରେ ବଦଳିଲା ସ୍ବର
ବ୍ରହ୍ମପୁର ଅଫିସ୍,୧୮।୫: କରୋନା ସହ ଏବେ ସାରା ଦେଶ ଲଢୁଛି। ଏଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି କିଛି ସେଲିବ୍ରିଟି। ସେମାନଙ୍କ ମଧ୍ୟରେ ବଲିଉଡ ଅଭିନେତା ସୋନୁ ସୁଦ ଅନ୍ୟତମ। କରୋନା ଆରମ୍ଭରୁ ଲୋକଙ୍କୁ ସାହାଯ୍ୟ କରିବା…
ଦିଆ ମିର୍ଜାଙ୍କୁ କରୋନା ଟିକା ନେବା ପାଇଁ ମନାକଲେ ଡାକ୍ତର: ଜାଣନ୍ତୁ କାହିଁକି
ମୁମ୍ବାଇ: ଭାତରରେ କରୋନା ଭାଇରସ୍ର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣକୁ ସରକାର ତ୍ୱରାନ୍ବିତ କରିଛନ୍ତି। ଇତିମଧ୍ୟରେ ଅନେକ ଲୋକ ନିଜର ଟିକାକରଣ କରାଇ ଏହି ଭୟାନକ ଭାଇରସ୍ ସହ ଲଢ଼ିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଛନ୍ତି।…
ପ୍ରଥମଥର ଗୋଟିଏ ବିମାନରେ ଇଂଲଣ୍ଡ ଯିବେ ମହିଳା, ପୁରୁଷ କ୍ରିକେଟ୍ ଦଳ
ନୂଆଦିଲ୍ଲୀ,୧୮।୫: ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳର ଖେଳାଳିମାନେ ପ୍ରଥମ ଥର ପାଇଁ ଗୋଟିଏ ଚାର୍ଟାର୍ଡ ବିମାନରେ ଇଂଲଣ୍ଡ ଯିବେ। ଜୁନ ୨ରେ ଉଭୟ ଦଳ ମୁମ୍ବାଇରୁ ବିଦାୟ ନେବେ। ସାଉଥମ୍ପଟନରେ ଜୁନ୍ ୧୮ରୁ ୨୨ ମଧ୍ୟରେ ଭାରତ ଏବଂ…
ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲାଇକ୍ କରି ଚର୍ଚ୍ଚାରେ ଏହି କ୍ରିକେଟର୍
ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିଜ ଫଟୋ କିମ୍ବା ଭିଡିଓ ଶେୟାର କରି ଚହଲ ପ୍ରାୟତଃ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଥା’ନ୍ତି। ତେବେ ଏବେ ଚହଲ ଟୁଇଟର୍ରେ ଏକ ସୁନ୍ଦରୀ ଯୁବତୀଙ୍କ…
ରଖେ ହରି ମାରେ କିଏ…
ମୁମ୍ବାଇ,୧୮।୫: ବାତ୍ୟା ତାଉକ୍ତାଏ ମହାରାଷ୍ଟ୍ର ଓ ଗୁଜରାଟରେ ତାଣ୍ଡବ ରଚିଛି। ଦୁଇ ରାଜ୍ୟରେ ବହୁ ମାତ୍ରାରେ ବାତ୍ୟା କ୍ଷୟକ୍ଷତି ଘଟାଇଥିବା ବେଳେ ଅନେକଙ୍କ ଜୀବନ ହାନି ଘଟିଛି। ଆଉ କେତେକ ସ୍ଥାନରେ ବଡ଼ ବଡ଼ ଗଛ ଓ ହୋର୍ଡିଂ ଭାଙ୍ଗିଯିବାରୁ ରାସ୍ତା…
ଏହି କ୍ରିକେଟର୍ଙ୍କ ନାଁରେ ଆସି ସାଂଘାତିକ ଅଭିଯୋଗ: ହେଲେ ଗିରଫ
ସିଡନୀ,୧୮।୫: ଅଷ୍ଟ୍ରେଲିଆ କ୍ରିକେଟ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଆରୋନ ସମର୍ସ ଶିଶୁ ଯୌନ ଅପରାଧ ଅଭିଯୋଗରେ ଗିରଫ ହୋଇଛନ୍ତି। ପୋଲିସ ତାଙ୍କୁ ଗିରଫ କରି ସୋମବାର ଡାରୱିନ କୋର୍ଟରେ ହାଜର କରାଯାଇଥିଲା। ସମ୍ପ୍ରତି ସମର୍ସ ଆବୁଧାବି…
କରୋନାରେ କେନ୍ଦ୍ରମନ୍ତ୍ରୀଙ୍କ ଭାଇଙ୍କର ପରଲୋକ
ଲକ୍ଷ୍ନୌ,୧୮।୫: ଉତ୍ତରପ୍ରଦେଶ ମୁଜଫରପୁରନଗରର ଭାଜପା ଏମ୍ପି ତଥା କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲିଆନଙ୍କ ଭାଇ ଜିତେନ୍ଦ୍ର ବଲିଆନଙ୍କ କରୋନାରେ ପରଲୋକ ଘଟିଛି। ଗତ କିଛି ଦିନ ତଳେ ଜିତେନ୍ଦ୍ର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କୁ ଋଷିକେଶ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…
ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ପାଇଁ ବଢ଼ିଲା କଟକଣା: ଏଥର ବାଜାବାଲାଙ୍କୁ ମିଶାଇ ବିବାହରେ ଯୋଗଦେବେ ୨୫
ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ ଜୁନ ୧ ପର୍ଯ୍ୟନ୍ତ ସରକାର ଲକ୍ଡାଉନ ବଢ଼ାଇ ଥିବା ବେଳେ ବାହାଘର, ବ୍ରତଘର ଏବଂ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ କଟକଣା ବଢ଼ିଛି। ପୂର୍ବରୁ ବାହାଘରରେ ୫୦ ଜଣଙ୍କୁ ଅନୁମତି ମିଳୁଥିବା ବେଳେ ସେଥିରେ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ବାହାଘରରେ…
ବାଇଡେନ୍ଙ୍କ ଆୟଠାରୁ ଅଧିକ ଆୟକର ପୈଠ କରୁଛନ୍ତି କମଲା ହାରିସ୍…
ଓ୍ବାଶିଂଟନ,୧୮।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଉପରାଷ୍ଟ୍ରପତି କମଲା ହାରିସ୍ ସେମାନଙ୍କର ଆୟକର ସମ୍ପର୍କିତ ରିପୋର୍ଟ ସାର୍ବଜନୀକ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ, ବାଇଡେନ୍ ଏବଂ ତାଙ୍କ ସ୍ତ୍ରୀ ୨୦୨୦ ବର୍ଷରେ ଯେତିକି ଆୟ କରିଛନ୍ତି ତାହାଠାରୁ ଅଧିକ କମଲା…
ମାସ୍କ ପିନ୍ଧି ନ ଥିବା ମହିଳାଙ୍କୁ ତାଗିଦ୍: ପୋଲିସକୁ ମିଳିଲା ଶକ୍ତ ଚଟକଣା
ଭୋପାଳ,୧୮।୫: ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏବେ ବି ଲୋକେ ଚେତୁନାହାନ୍ତି। କରୋନା ବିରୋଧରେ ଲଢ଼େଇ ପାଇଁ ଯେଉଁଠି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ମାସ୍କ…
ଡହଡହ ଖରାରେ ସିଝୁଛନ୍ତି ଉଠା ଦେକୋନୀ
ଗଞ୍ଜାମ,୧୮।୫(ଡି.ଏନ୍.ଏ.): ମହାମାରୀ କରୋନା ଯୋଗୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଲେଣି l କରୋନା କଟକଣା ତଥା ସାମାଜିକ ଦୂରତ୍ୱ ଲାଗି ଗଞ୍ଜାମ ଏନ୍ଏସି ପ୍ରଶାସନ ସହରର ଉଠା ଦୋକାନୀଙ୍କୁ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମକୁ ପରିବା ବିକ୍ରି ପାଇଁ ପଠାଉଛନ୍ତି। ଡହଡହ ଖରାରେ…
ଟ୍ରାଇବାଲ୍ ଜୁଏଲେରି ଟ୍ରେଣ୍ଡ
ବର୍ତ୍ତମାନ ଫ୍ୟାଶନ୍ ଦୁନିଆରେ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି ଟ୍ରାଇବାଲ୍ ଜୁଏଲେରି। କାରଣ ଏହା ନା କେବଳ ସବୁ ପ୍ରକାର ଆଉଟଫିଟ୍ ସହିତ ମ୍ୟାଚ୍ କରିହେଉଛି ବରଂ ଅପେକ୍ଷାକୃତ ଫ୍ୟାଶନେବଲ୍ ଲୁକ୍ ବି ଦେଉଛି… ଆଦିବାସୀଙ୍କ ବିଭିନ୍ନ ମେଟାଲିକ୍ କଏନ୍ ଜୁଏଲେରି ବର୍ତ୍ତମାନ…
Archives


