ମାଇଗ୍ରେନ୍ ସମସ୍ୟାର ଘରୋଇ ଉପଚାର
ମାଇଗ୍ରେନ ସମସ୍ୟା ନେଇ ଚିନ୍ତିତ କି? ଯଦି ହଁ, ତେବେ ଏ ନେଇ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ। ହେଲେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହାକୁ ଆପଣେଇ ପାରିଲେ ତାହା ଏଭଳି ସମସ୍ୟାରୁ କେତେକାଂଶରେ ଉପଶମ…
କାନ୍ଦୁଥିବା ପାଲେଷ୍ଟାଇନ୍ ନାବାଳିକାଙ୍କ ଭିଡ଼ିଓ ଭାଇରାଲ…
ରାମାଲାହ,୧୭।୫: ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି। ଦୁଇଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ସ୍ଥିତି ଯୋଗୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମ୍ପ୍ରତି ସୋସିଆଲ୍ ମିଡ଼ିଆରେ ଜଣେ କାନ୍ଦୁଥିବା ୧୦ ବର୍ଷ ବୟସ୍କା ନାବାଳିକାଙ୍କ ଭିଡ଼ିଓ…
ଗାଁ ମୁହାଁ କରୋନା: ଘରକୁ ଘର ଯାଇ ସ୍କ୍ରିନିଂ, କୋଭିଡ୍ କମିଟି ଗଠନ ନିର୍ଦ୍ଦେଶ
ଛତ୍ରପୁର,୧୭।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନାର ଦ୍ବିତୀୟ ଲହର ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ତ୍ତମାନ ପରିସ୍ଥିତିରେ କରୋନା ଗ୍ରାମାଞ୍ଚଳ ମୁହାଁ ହେଲାଣି । ତେଣୁ ଘରକୁ ଘର ବୁଲି…
ଏହି ଅଭିନେତାଙ୍କ ପୋଷାକ, ଜୋତାର ଯତ୍ନ ନେଉଥିଲେ ଭାଇଜାନ: ପରେ ଫିଲ୍ମରେ ହୋଇଥିଲା ଏଭଳି ପ୍ରବେଶ
ସଲମାନ ଖାନଙ୍କୁ ବଲିଉଡର ଭାଇଜାନ କୁହାଯାଏ। ପରଦାରେ ସେ କାହାକୁ ଭିଲେନ କହି ପାରନ୍ତି, ମାତ୍ର ପରଦା ପଛରେ ତଙ୍କର ସର୍ବୋତ୍ତମ ବନ୍ଧୁତା ରହିଛି। ଅଳ୍ପ କିଛି ଲୋକଙ୍କୁ ଛାଡିଦେଲେ ସଲମାନ ସମସ୍ତଙ୍କ ସହ ତାଙ୍କର ଭଲ ସମ୍ପର୍କ ରଖିଛନ୍ତି। ଜ୍ୟାକି…
କୋଭିଡ୍ ହସ୍ପିଟାଲରେ ଲାଗିବ ସିସିଟିଭି, ନ ଲାଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୧୭।୫(ବ୍ୟୁରୋ): କୋଭିଡ୍ ହସ୍ପିଟାଲର ଅବ୍ୟବସ୍ଥା ନେଇ ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ଫଳରେ କୋଭିଡ୍ ହସ୍ପିଟାଲଗୁଡ଼ିକରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କହିଛନ୍ତି। କୋଭିଡ୍ ହସ୍ପିଟାଲରେ ହେଲ୍ସ ଡେସ୍କ ପାଇଁ ଏକ ଉତ୍ସର୍ଗୀକୃତ ଟେଲିଫୋନ୍…
ହାତରେ ମେହେନ୍ଦୀ, ହଳଦୀ ଲଗାଇ ବସିଥିଲା କନ୍ୟା: ହେଲେ ଆସିଲାନି ବର…
ମହାରାଜଗଞ୍ଜ,୧୭।୫: ବିବାହକୁ ନେଇ ଅନେକ ଯୁବକ ଯୁବତୀ ବହୁ ସ୍ବପ୍ନ ଦେଖିଥାନ୍ତି। ସାତଜନ୍ମ ଯାଏ ଏକାସାଙ୍ଗରେ ରହିବାଠାରୁ ଆରମ୍ଭ କରି ସଂସାର ଗଢ଼ିବା ପର୍ଯ୍ୟନ୍ତ କେତେ ଯେ ସ୍ବପ୍ନ ଗୋଟିଏ ଝିଅ ଆଖିରେ ଲୁଚି ରହିଥାଏ। ହେଲେ ସବୁ ସ୍ବପ୍ନ କ’ଣ…
ଇନ୍ଦୋରରେ ବଢ଼ିଲା କରୋନା କର୍ଫ୍ୟୁ
ଇନ୍ଦୋର,୧୭।୫: କରୋନା କଟକଣା ଯୋଗୁ ଦୈନିକ ସଂକ୍ରମଣ ହ୍ରାସ ପାଉଥିବାରୁ ମଧ୍ୟପ୍ରଦେଶ ଇନ୍ଦୋରରେ ମେ’ ୨୯ଯାଏ କରୋନା କର୍ଫ୍ୟୁ ଅବଧିକୁ ବଢ଼ାଇ ଦିଆଯାଇଛି। ଏନେଇ ସୋମବାର ଜିଲାପାଳ ମନୀଷ ସିଂହ ଘୋଷଣା କରିଛନ୍ତି। କରୋନା କର୍ଫ୍ୟୁ ପାଇଁ ଏକ ଗାଇଡ୍ଲାଇନ ଜାରି…
କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ…
କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଏକ ସରଳ ଉପାୟର ଉପଯୋଗ କରିପାରନ୍ତି। ଏହା ମଧ୍ୟ ଆପଣଙ୍କ ହାତପାହାନ୍ତାରେ ରହିଛି ଏବଂ ତାହା ସହିତ ଆମେ ଓତପ୍ରତ ଭାବରେ ଜଡିତ। ତାହା ହେଲା ଖାଦ୍ୟ ଖାଇବା ଶୈଳୀ। ଜଣେ ବ୍ୟକ୍ତିର ଖାଇବା ଶୈଳୀ ଉପରେ…
ଏହି ରାଜ୍ୟରେ ମେ’୩୧ ଯାଏ ମାତ୍ର ୪ଘଣ୍ଟା ଚାଲିବ ବ୍ୟାଙ୍କ ସେବା
ପାଟନା,୧୭।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ସୋମବାର ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ଲକ୍ଡାଉନ ଘୋଷଣା କରାଯାଇଛି। ରାଜ୍ୟରେ ଲକ୍ଡାଉନ ପ୍ରଭାବ ପକାଉଥିବାରୁ ଏହାର…
୫ ମହଲା କୋଠାରୁ ଏମିତି ଡେଇଁଲା ବିଲେଇ, କାରଣ ଜାଣିଲେ…
ଆମେରିକାର ଚିକାଗୋ ସହରର ଏକ ବିଲେଇର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ବିଲେଇଟି ୫ ମହଲା କୋଠାର ଝରକା ପଟେ ତଳକୁ ଡେଇଁ ପଡ଼ିଥିଲା। କାରଣ ଏହି ମହଲାରେ ନିଆଁ ଲାଗିଥିବାରୁ ନିଜ ଜୀବନ ରକ୍ଷା କରିବା ପାଇଁ ସେ…
ପ୍ରଥମ ଗର୍ଲଫ୍ରେଣ୍ଡଙ୍କ ନାଁ ଖୁଲାସା କଲେ ଧୋନୀ: କହିଲେ, ସ୍ତ୍ରୀଙ୍କୁ କହିବ ନାହିଁ
ଭାରତର କିମ୍ବଦନ୍ତୀ କ୍ରିକେଟର୍ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରଶଂସକଙ୍କ ବିଷୟରେ ଜାଣିବାକୁ ଇଚ୍ଛା କରନ୍ତି। ତାଙ୍କ ଜୀବନୀକୁ ନେଇ ଏକ ଫିଲ୍ମ ମଧ୍ୟ ତିଆରି କରାଯାଇଛି ଯାହା ସୁପରହିଟ ହୋଇଥିଲା। ତାଙ୍କ ଅଧିନାୟକତ୍ୱରେ ଭାରତ ବିଶ୍ୱକପ ଜିତିଥିଲା।…
ସାଇଲେଣ୍ଟ୍ କିଲର୍ ସାଜିଛି ଉଚ୍ଚ ରକ୍ତଚାପ…
ପ୍ରତିବର୍ଷ ମେ’ ୧୭ରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇଥାଏ। ୨୦୦୬ଠାରୁ ଏହି ଦିବସ ଲୋକଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପାଳିତ ହୋଇ ଆସୁଛି। ୨୦୦୫ରେ ପ୍ରଥମେ ଏହି ଦିବସ ମେ’ ୧୪ରେ ପାଳନ…
Archives


