ଘରେ ପହଞ୍ଚିବ ଟିକା
ଛତ୍ରପୁର,୧୫।୫: କରୋନା ଟିକା ପାଇଁ ବରିଷ୍ଠ ନାଗରିକ ହଇରାଣ ହେଉଛନ୍ତି। ଟିକାକରଣ କେନ୍ଦ୍ରରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗରରେ ଘରେ ବରିଷ୍ଠ ନାଗରିକମାନଙ୍କୁ ଟିକା ଦେବା…
‘ଯିଏ କହୁଥିଲା, ଗଙ୍ଗା ଡାକିଛନ୍ତି, ସେ ମା’ ଗଙ୍ଗାଙ୍କୁ କନ୍ଦାଇଛନ୍ତି’
ନୂଆଦିଲ୍ଲୀ,୧୫।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଙ୍ଗା ନଦୀରେ ମୃତଦେହ ଭାସିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ରାହୁଲ ଟୁଇଟରେ ‘ଯିଏ କହୁଥିଲା, ଗଙ୍ଗା ଡାକିଛନ୍ତି, ସେ ମା’ ଗଙ୍ଗାଙ୍କୁ କନ୍ଦାଇଛନ୍ତି’ ଉଲ୍ଳେଖ କରିଛନ୍ତି। ରାହୁଲ ମୋଦିଙ୍କ ନାମ…
ଝାଡୁ ଧରି ହସ୍ପିଟାଲ ଚଟାଣ ସଫା କଲେ ମନ୍ତ୍ରୀ
ନୂଆଦିଲ୍ଲୀ,୧୫।୫: ଦେଶରେ କରୋନା ଭୟଙ୍କର ରୂପ ନେବାରେ ଲାଗିଛି। କରୋନାରେ ଧନୀ, ଗରିବ, ନେତା ଆକ୍ରାନ୍ତ ହୋଇ ହନ୍ତସନ୍ତ ହେବାରେ ଲାଗିଛନ୍ତି । ଏଭଳି ସ୍ଥିତିରେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଏକ ଭିଡିଓ । ଭିଡିଓକୁ ଦେଖି ଲୋକେ ଖୁବ୍…
ଟୁଇନ୍ ସିଟିରେ ଇ-ପରମିଶନ ବ୍ୟବସ୍ଥା ଆରମ୍ଭ
ଭୁବନେଶ୍ୱର,୧୫।୫(ବ୍ୟୁରୋ): ଲକ୍ଡାଉନ୍ ସମୟରେ ଟୁଇନ୍ ସିଟି ପାଇଁ କମିଶନରେଟ ପୋଲିସ ଇ-ପରମିଶନ ବ୍ୟବସ୍ଥା ଆରମ୍ଭ କରିଛି। ଏନେଇ ଇ-ଆପ୍ଲିକେଶନ ଆରମ୍ଭ କରିଛି କମିଶନରେଟ ପୋଲିସ। ଟୁଇନ୍ ସିଟିରେ କାର୍ଯ୍ୟରତ ଘରୋଇ କମ୍ପାନୀ କର୍ମଚାରୀଙ୍କ ପାସ ବ୍ୟବସ୍ଥା ପାଇଁ କମିଶନରେଟ ପୋଲିସ ପକ୍ଷରୁ…
ଆଉ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁନାହାନ୍ତି ଭାରତୀୟ ଦଳର ଏହି ପ୍ରମୁଖ ଖେଳାଳି; କାରଣ ଜାଣିଲେ…
ନୂଆଦିଲ୍ଲୀ,୧୫।୫: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଏବଂ ଇଲଂଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଅନେକ ଖେଳାଳିଙ୍କୁ ଅଣଦେଖା କରାଯାଇଥିଲା, ସେମାନଙ୍କ ମଧ୍ୟରେ ଭୁବନେଶ୍ୱର କୁମାର ଥିଲେ।…
ବବି-କୋଏଲଙ୍କ ବିବାହ ବିଚ୍ଛେଦ; ଇନ୍ଷ୍ଟା ପୋଷ୍ଟରେ ଅଭିନେତ୍ରୀ କହିଲେ…
ଇନ୍ଷ୍ଟାଗ୍ରାମରେ ଲମ୍ବା ଚଉଡ଼ା ପୋଷ୍ଟ ଲେଖି ବିବାହ ବିଚ୍ଛେଦ ନେଇ ସଙ୍କେତ ଦେଇଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜୀ। ପଶ୍ଚିମବଙ୍ଗର ହୋଇଥିଲେ ହେଁ ଓଲିଉଡ୍ରେ ତାଙ୍କର ଖ୍ୟାତି ରହିଛି। ଅଭିନେତା ବବି ମିଶ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ…
କୋହଲିଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକ; ଏଥର ରୋଜଗାରକୁ ବି…
ନୂଆଦିଲ୍ଲୀ,୧୫।୫: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣନା କରାଯାଏ। ହେଲେ କିଛି ଲୋକ ବିରାଟ ଅଥବା ଟିମ୍ ଇଣ୍ଡିଆର ସଫଳତାକୁ ସହି ପାରନ୍ତି ନାହିଁ। ସେଭଳି ଜଣେ ହେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ…
ମାଧୁରୀଙ୍କୁ ପତଳି ବୋଲି କହି ବାହା ହେବାକୁ ମନା କରିଦେଇଥିଲେ ଏହି ଗାୟକ; ଆଜି କରୁଛନ୍ତି…
ବମ୍ବେ: ଅଶି ଏବଂ ନବେ ଦଶକର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ଜଣେ। ସୌନ୍ଦର୍ଯ୍ୟ ହେଉ ଅଥବା ଅଭିନୟ କି ନୃତ୍ୟ ସବୁଥିରେ ପାରଙ୍ଗମ ସେ। ଆଜି ବି ସେ କୋଟି ହୃଦୟର ରାଣୀ। ଏକ…
ଫିଟ୍ ହୋଇପାରିବେନି ଶ୍ରେୟସ୍! ଶ୍ରୀଲଙ୍କା ଗସ୍ତ ପାଇଁ ତାଙ୍କ ସ୍ଥାନ ନେଇପାରନ୍ତି ଏହି ୩ ଖେଳାଳି
ନୂଆଦିଲ୍ଲୀ,୧୫।୫: ଭାରତୀୟ କ୍ରିକେଟ ଟିମ୍ର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ଫିଟ୍ ହେବାରେ ବିଳମ୍ବ ହେବ। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍ ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ଏଥିଲାଗି ସେ ସିରିଜ ଏବଂ ପରେ ଆଇପିଏଲ୍ ୨୦୨୧…
ମାତ୍ର ୧୭ ମିନିଟ୍ରେ ବିବାହ, ଯୌତୁକ ଆକାରରେ ବର ମାଗିଲେ ଏକ ନିଆରା ଜିନିଷ; ଜାଣିଲେ କରିବେ ପ୍ରଶଂସା
ଲକ୍ଷ୍ନୌ,୧୫।୫: ଉତ୍ତରପ୍ରଦେଶର ସାହାଜହାଁପୁରରେ ମାତ୍ର ୧୭ ମିନିଟ୍ରେ ଏକ ବିବାହ ସମ୍ପନ୍ନ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ବର କନ୍ୟାକୁ ଯୌତୁକ ଆକାରରେ ଏକ ନିଆରା ଜିନିଷ ମାଗିଥିଲେ। ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଏପରି ନିଆରା ବିବାହ…
ଏହି ଅଭିନେତା କରିଥିଲେ ମନା; ସେଥିପାଇଁ ତ ବିଗ୍ ବିଙ୍କ ସହ ଗୋଟିଏ ଫିଲ୍ମ କରିନାହାନ୍ତି ଧକ୍ ଧକ୍ ଗର୍ଲ
ବମ୍ବେ: ଆଜି ହେଉଛି ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ହାପି ବର୍ଥ ଡେ’ ଅର୍ଥାତ ଜନ୍ମଦନ। ମେ’ ୧୫ରେ ସେ ନିଜର ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତେବେ…
ଘୁଷୁରୀ ମଳଦ୍ୱାରରେ ଗ୍ରହଣ କରେ ଅକ୍ସିଜେନ୍: ମଣିଷଙ୍କଠାରେ ଏଭଳି ଜ୍ଞାନକୌଶଳ ପ୍ରୟୋଗ ସମ୍ଭାବନା …
ଟୋକିଓ/ନୂଆଦିଲ୍ଲୀ,୧୫।୫:ସମ୍ପ୍ରତି ପୃଥିବୀରେ କରୋନା ଆକ୍ରାନ୍ତଙ୍କ ଗୁରୁତର ସ୍ଥିତି ନେଇ ସଙ୍କଟ ସୃଷ୍ଟି ହୋଇଛି। କରୋନା ଭୂତାଣୁ ଫୁସ୍ଫୁସ୍କୁ ସଂକ୍ରମିତ କରୁଥିବାରୁ ଆକ୍ରାନ୍ତଙ୍କ ସ୍ବାଭାବିକ ନିଶ୍ୱାସ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି। କେତେକଙ୍କୁ ଭେଣ୍ଟିଲେଟରରେରେ ରଖାଯାଉଛି। କିଛି ଦେଶରେ ଅକ୍ସିଜେନ୍ ଅଭାବ ମଧ୍ୟ…
Archives


