Home Left

ଏଥର ମଧ୍ୟ ପାକିସ୍ତାନ ସହ ଖେଳିବ ନାହିଁ ଭାରତ

ଦୁବାଇ, ୧୪।୭- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳାଯିବ ନାହିଁ। ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜରୁ ଭାରତର ଡବ୍ଲ୍ୟୁଟିସି ଅଭିଯାନ ଆରମ୍ଭ ହେବ। ନିୟମ ଅନୁସାରେ ୯ ଟେଷ୍ଟ ପ୍ଲେଇଂ…

ଗର୍ଭବତୀ ଅଛନ୍ତି କି ସୋନମ!

ବଲିଉଡ ଅଭିନେତ୍ରୀ ସୋନମ କପୁର ପ୍ରାୟ ଏକ ବର୍ଷ ପରେ ଭାରତ ଫେରିଛନ୍ତି। ସୋନମ ବିମାନବନ୍ଦରରେ ତାଙ୍କ ପିତା ଅଭିନେତା ଅନିଲ କପୁରଙ୍କୁ ଦେଖିବା ପରେ ଭାବପ୍ରବଣ ହୋଇଥିଲେ। ସୋନମ ଏକୁଟିଆ ଲଣ୍ଡନରୁ ମୁମ୍ବାଇ ଫେରିଥିଲେ। ଝିଅକୁ ଆଣିବା ପାଇଁ ଅନିଲ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୨୦ରୁ ଶସ୍ତା ହେବ ଏସବୁ ଉପକରଣ

ନୂଆଦିଲ୍ଲୀ, ୧୪।୭: ଦେଶର ଔଷଧ ମୂଲ୍ୟ ନିୟନ୍ତ୍ରଣକାରୀ ସଂସ୍ଥା କୋଭିଡ୍‌-୧୯ ପରିଚାଳନାରେ ବହୁଳ ବ୍ୟବହୃତ ହେଉଥିବା ପଲ୍ସ ଅକ୍ସିମିଟର, ରକ୍ତଚାପ ମାପିବା ମେଶିନ, ନେବୁଲାଇଜର, ଡିଜିଟାଲ ଥର୍ମୋମିଟର ଏବଂ ଗ୍ଲୁକୋମିଟରର ବ୍ୟବସାୟିକ ମାର୍ଜିନ ୭୦ ପ୍ରତିଶତରେ ସୀମିତ କରିଛନ୍ତି। ଫଳରେ ଏହି…

ଡବ୍ଲ୍ୟୁଟିସି ପାଇଁ ଆଇସିସିର ନୂଆ ପଏଣ୍ଟ ବ୍ୟବସ୍ଥା

ଦୁବାଇ, ୧୪।୭- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂଆ ପଏଣ୍ଟ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛି। ଏଥର ବିଜେତା ଦଳକୁ ୧୨, ଡ୍ର ପାଇଁ ୪ ଏବଂ ମ୍ୟାଚ ଟାଇ ରହିଲେ…

ଝାରସୁଗୁଡ଼ା ବିମାନ ବନ୍ଦରରେ କାର୍ଯ୍ୟକ୍ଷମ ହେଲା ଅତ୍ୟାଧୁନିକ ବ୍ୟବସ୍ଥା

ଝାରସୁଗୁଡ଼ା ଅଫିସ,୧୪ା୭: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ(ଭିଏସ୍‌ଏସ୍‌) ବିମାନ ବନ୍ଦରରେ ପ୍ରତିକୂଳ ପାଗରେ ବିମାନ ଅବତରଣ କରିବାରେ ସମସ୍ୟା ଦେଖାଦେଉଥିଲା। ଏ ନେଇ ଅନେକ ସମୟରେ ବିମାନ ବାତିଲ କରିବାକୁ ପଡୁଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

‘ଗୋଆରେ ସରକାରକୁ ଆସିଲେ ମାଗଣାରେ ବିଦ୍ୟୁତ୍‌ ଦେବୁ’

ପଣନୀ,୧୪।୭: ଯଦି ଦିଲ୍ଲୀ ବାସୀ ମାଗଣାରେ ବିଦ୍ୟୁତ ପାଉଛନ୍ତି, ତେବେ ଗୋଆ ଲୋକେ କାହିଁକି ନୁହେଁ। ଗୋଆରେ ସରକାରକୁ ଆସିଲେ ପ୍ରତ୍ୟେକ ପରିବାରକୁ ମାସକୁ ୩୦୦ ୟୁନିଟ୍‌ ବିଦୁତ୍‌ ମାଗଣାରେ ଦେବୁ। ଫେବୃୟାରୀରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି…

ଅଧିକ କ୍ଷତିଗ୍ରସ୍ତ କରିବ ତୃତୀୟ ଲହର

ନୂଆଦିଲ୍ଲୀ,୧୪।୭: ବିଭିନ୍ନ ରାଜ୍ୟରେ କୋଭିଡ୍‌ ଟିକାର ଗୁରୁତର ଅଭାବ ଦେଖାଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ଟିକାକରଣର ମନ୍ଥର ଗତି ଏବଂ କେନ୍ଦ୍ର ସରକାରଙ୍କ ବିଫଳତା ଯୋଗୁ ମହାମାରୀର ତୃତୀୟ ଲହର ଭାରତକୁ ଅଧିକ କ୍ଷତିଗ୍ରସ୍ତ କରିପାରେ ବୋଲି ବରିଷ୍ଠ କଂଗ୍ରେସ ନେତା…

ବହି ଲେଖି କରିନା ଅଡ଼ୁଆରେ

ମୁମ୍ବାଇ,୧୪।୭: ବଲିଉଡ୍‌ ଅଭିନେତ୍ରୀ କରିନା କାପୁର ଖାନ ଲେଖିଥିବା ‘ପ୍ରେଗନାନ୍ସି ବାଇବେଲ’ ବହିର ନାମ କରଣକୁ ନେଇ ବିବାଦ ଦେଖାଦେଇଛି। ବହିର ଏଭଳି ନାମ କରଣ ଉପରେ ଆପତ୍ତି ଉଠାଇବା ସହ ମହାରାଷ୍ଟ୍ରର ବିଡ୍‌ ସହରର ଶିବାଜୀନଗର ଥାନାରେ କରିନା ଓ…

ଶବ ସଂରକ୍ଷଣ ଗୃହରେ ଫ୍ରିଜର ଅଚଳ, ପୋଲିସ ହଟହଟା

ବରଗଡ଼ ଅଫିସ୍‌,୧୪।୭: ବରଗଡ଼ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ରହିଥିବା ଶବ ସଂରକ୍ଷଣ ଗୃହର ଫ୍ରିଜର ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଛି । ଏହାକୁ ମରାମତି କରାଯାଇ ନ ଥିବା ଯୋଗୁ ଏଠାରେ ମୃତଦେହ ସଂରକ୍ଷିତ ରଖାଯାଇ ପାରୁନାହିଁ। ଫଳରେ…

ଅଧା ବୈଠକରୁ ଉଠି ଆସିଲେ ରାହୁଲ

ନୂଆଦିଲ୍ଲୀ,୧୪।୭: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ଉପରେ ଆଲୋଚନା ନ କରିବାରୁ ପ୍ରତିରକ୍ଷା କମିଟି ବୈଠକ ଅଧାରୁ ଉଠି ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବୁଧବାର ଅପରାହ୍ନ ୩ଟାରେ ଏହି ବୈଠକ ଆରମ୍ଭ ହୋଇଥିଲା। ଚାଇନା ସହ…

୧୫ରେ ଅନ୍‌ଲକ୍‌ ନେଇ ଘୋଷଣା

ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ ଏବେ ଅନ୍‌ଲକ୍‌ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୁରୁବାର ସରକାର ଆଗାମୀ ନିଷ୍ପତ୍ତି ଉପରେ ଘୋଷଣା କରିପାରନ୍ତି। ଶୁକ୍ରବାର ସକାଳ ୬ଟାରେ ଏହି ଅନ୍‌ଲକ୍‌ ପ୍ରକ୍ରିୟା ଶେଷ ହେଉଛି। ତେଣୁ ଗୁରୁବାର ରାଜ୍ୟ ସରକାର କ’ଣ ପଦକ୍ଷେପ ନେଉଛନ୍ତି…

ଟିକା ନେଇ ୨ ମାସର ଶିଶୁ ମୃତ

ଭଦ୍ରକ ଅଫିସ,୧୪।୭- ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ବାଣିତିଆ ମୁକ୍ତିପଦା ଶାସନ ଗ୍ରାମର ଅରୁଣ ଦାସଙ୍କ ଦୁଇମାସର ପୁଅର ବୁଧବାର ସନ୍ଧ୍ୟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଟିକା ନେବା ପରେ ପୁଅର ଜୀବନ ଯାଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri