ଭୋଜି ସାରି ଫେରୁଥିଲେ ଘରକୁ, ହେଲେ ରାସ୍ତାରେ ଚାହିଁ ରହିଥିଲା ମୃତ୍ୟୁ
ବଲାଙ୍ଗୀର ଅଫିସ,୨୪।୧୧: ବଲାଙ୍ଗୀର-ସୋନପୁର ୫୭ ନଂ. ଜାତୀୟ ରାଜପଥର ରଣ୍ଡା ଛକ ନିକଟରେ ବୁଧବାର ବୋଲେରୋ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ହୋଇଛନ୍ତି। ମୃତାହତମାନେ ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ କୁଡ଼ାସିଂହା, ଭୁତିଆରବାହାଲ, ବିଡିଘାଟ,…
ଚାଇନାରେ ଜନ୍ମ ହାର ୪୩ ବର୍ଷ ମଧ୍ୟରେ ସର୍ବନିମ୍ନ…
ବେଜିଂ,୨୪।୧୧: ଚାଇନାରେ ଗତ ୪୩ ବର୍ଷ ମଧ୍ୟରେ ୧୯୭୮ ପରଠାରୁ ଜନ୍ମ ହାର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଯେତେବେଳେ ଚାଇନା ସରକାର ଜନସଂଖ୍ୟା ସଙ୍କଟ ଦୂର କରିବାକୁ ସଂଘର୍ଷ କରୁଛନ୍ତି। ନିକଟରେ ଦ ଗାର୍ଜିଅନର ଏକ ରିପୋର୍ଟରେ ଏହା ଦାବି…
‘ତୁମେ ପାଖରେ ଥିଲେ ପ୍ୟାରିସ୍ ସୁନ୍ଦର ଲାଗେ’
ମୁମ୍ବାଇ: ବଲିଉଡ୍ର ଚୁଲବୁଲି ତଥା ଲୋକପ୍ରିୟ ଗାୟିକା ନେହା କକ୍କରଙ୍କୁ କିଏବା ନ ଜାଣେ। ତାଙ୍କର ଫଟୋ, ଭିଡିଓକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଚୁଲବୁଲି ଅନ୍ଦାଜରେ ସମସ୍ତଙ୍କ ହୃଦୟରେ ରାଜ କରନ୍ତି । ତେବେ ନିକଟରେ ନେହା ତାଙ୍କ…
ଚାଇନା ଆକ୍ରମଣ ଆଶଙ୍କା, ସୈନ୍ୟଙ୍କ ତାଲିମ ବଢ଼ାଇଲା ତାଇଓ୍ବାନ…
ତାଇପେ,୨୪।୧୧: ଚାଇନା ପଟୁ ଆସୁଥିବା ଆକ୍ରମଣର ଧମକ ମଧ୍ୟରେ ତାଇୱାନ ଏହାର ସୈନ୍ୟଙ୍କ ତାଲିମକୁ ଜୋରଦାର କରିଛି। ଯେକୌଣସି ସମୟରେ ଚାଇନା ଆକ୍ରମଣ କରିବାର ଆଶଙ୍କା ରହିଥିବାରୁ ତାଇଓ୍ବାନ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଚାଇନା ଲଗାତାର ନିଜର ସାମରିକ ଶକ୍ତିର…
ହାତରୁ ଦି’ହାତ ହେବେ ଏହି ଯୋଡି
ମୁମ୍ବାଇ: ଲୋକପ୍ରିୟ ଟେଲି ଧାରାବାହିକ ଅଭିନେତା ନୀଲ ଭଟ୍ଟ ଏବଂ ଐଶ୍ୱର୍ଯ୍ୟା ଶର୍ମା ଖୁବ୍ଶୀଘ୍ର ହାତରୁ ଦି’ହାତ ହେବାକୁ ଯାଉଛନ୍ତି । ସେମାନେ ‘ଗମ୍ ହୈ କିସି କେ ପ୍ୟାର୍ ମେଁ’ର ଧାରାବାହିକରେ ଦିଅର ଭାଉଜ ସାଜି ଅଭିନୟ କରୁଥିବା ଏହି…
ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: ହେମାମାଳିନୀ ହୋଇଗଲେଣି ପୁରୁଣା, କାଟ୍ରିନା କୈଫ୍ଙ୍କ ଗାଲ ଭଳି ହେବ ରାସ୍ତା
ଜୟପୁର,୨୪।୧୧: ରାଜସ୍ଥାନର ଅଶୋକ ଗେହଲଟ ସରକାରରେ ନୂତନ ମନ୍ତ୍ରୀ ହୋଇଥିବା ରାଜେନ୍ଦ୍ର ସିଂହ ଗୁଢା ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଝୁନଝୁନୁର ପୌଙ୍ଖ ଗ୍ରାମରେ ଏକ ଅଭିଯାନ ଆରମ୍ଭ କରି ମନ୍ତ୍ରୀ ରାଜେନ୍ଦ୍ର ସିଂ କହିଛନ୍ତି, ଅଭିନେତ୍ରୀ ହେମାମାଳିନୀଙ୍କ…
ରାଜ୍ୟରୁ ପୁଣି ୩ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୩୯୯କୁ ବୃଦ୍ଧି ପାଇଛି। ୩ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ ଜଣ ଥିବା ବେଳେ ଜଗତସିଂହପୁର ଜିଲାରୁ ଜଣେ ଅଛନ୍ତି। ତେବେ ଆଜି…
ଶପିଂ କରିବାକୁ ଯାଇ ରାସ୍ତା ଭୁଲିଗଲେ ଜାପାନ ରାଜକୁମାରୀ
ଟୋକିଓ,୨୪ା୧୧: ଜାପାନର ରାଜକୁମାରୀ ମାକୋ ବିଳାସମୟ ଜୀବନ ଏବଂ କୋଟିକୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଜଣେ ସାଧାରଣ ଲୋକଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି। ମାକୋ ଏବେ ସ୍ବାମୀ କେଇ କୋମୁରୋଙ୍କ ସହ ଜାପାନ ଛାଡ଼ି ଆମେରିକାରେ ରହୁଛନ୍ତି। ଏହା ମଧ୍ୟରେ…
ବିଶ୍ୱର ୫ ଦୁର୍ଭାଗ୍ୟଶାଳୀ କ୍ରିକେଟର୍
ଦେଶ ପାଇଁ ଥରେ ବିଶ୍ୱକପ ଖେଳିବା ଏବଂ ଟ୍ରଫି ଜିତିବା ପ୍ରତ୍ୟେକ କ୍ରିକେଟରଙ୍କ ସ୍ବପ୍ନ ଥାଏ। କିନ୍ତୁ ବିଶ୍ୱରେ ଅନେକ କ୍ରିକେଟର ଅଛନ୍ତି, ଯେଉଁମାନେ ଦେଶ ପାଇଁ ଭଲ ଖେଲିଥିଲେ ମଧ୍ୟ ବିଶ୍ୱକପ୍ ଦଳରେ ସ୍ଥାନ ପାଇ ପାରି ନ ଥିଲେ।…
ଆଜିଠୁ ଦୁଇ ଦିନିଆ ୟୁପି ଗସ୍ତରେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୪।୧୧: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠୁ ଦୁଇ ଦିନିଆ ଉତ୍ତରପ୍ରଦେଶର କାନପୁର ଗସ୍ତରେ ଯିବେ। ରାଷ୍ଟ୍ରପତି ଆଜି ଚୌଧୁରୀ ହରମୋହନ ସିଂ ଯାଦବଙ୍କ ଜନ୍ମ ଶତବାର୍ଷିକୀ ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ। ଏହା ପରେ ନଭେମ୍ବର ୨୫ରେ ହାରକୋର୍ଟ ବଟଲର…
ସଂଗ୍ରହାଳୟରେ ସହରର ଐତିହ୍ୟ
ସୁପ୍ରିୟା ପ୍ରିୟଦର୍ଶିନୀ କଟକ ଅଫିସ, ୨୪।୧୧: ହଜାର ବର୍ଷର ପୁରୁଣା ସହର କଟକ। ମଧ୍ୟପ୍ରଦେଶର ଉଜ୍ଜୟିନୀ ସହର ପରେ ଏହା ଭାରତର ଦ୍ୱିତୀୟ ସର୍ବ ପୁରାତନ ସହର ବୋଲି କୁହାଯାଏ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କଠାରୁ ଆରମ୍ଭ କରି ପୂର୍ବତନ ମୁଖ୍ୟମନ୍ତ୍ରୀ…
ଡ୍ରେସିଂ ରୁମ୍ରେ ରାହୁଲ ଦ୍ରାଭିଡଙ୍କ ଉପସ୍ଥିତିକୁ ନେଇ ପୂଜାରାଙ୍କ ବଡ଼ ଖୁଲାସା
କାନପୁର,୨୪।୧୧:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଗୁରୁବାର ଠାରୁ କାନପୁରରେ ଆରମ୍ଭ ହେବ। ରାହୁଲ ଦ୍ରାବିଡଙ୍କ ଟିମ ଇଣ୍ଡିଆର ମୁଖ୍ୟ କୋଚଭାବରେ ଏହା ପ୍ରଥମ ଟେଷ୍ଟ ସିରିଜ ହେବ। ଏଭଳି ପରିସ୍ଥିତିରେ ସେ ଜିତିବା ପାଇଁ ଏକ ସ୍ବତନ୍ତ୍ର ରଣନୀତି…

