Posted inଜାତୀୟ

ଅଖିଳେଶଙ୍କୁ ଭେଟିଲେ ସଞ୍ଚୟ: ଉଠିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪।୧୧: ଲକ୍ଷ୍ନୌର ଲୋହିଆ ଟ୍ରଷ୍ଟରେ ଆମ ଆଦମୀ ପାର୍ଟିର ନେତା ତଥା ଏମ୍‌ପି ସଞ୍ଜୟ ସିଂ ଏବଂ ଏସପି ସଭାପତି ଅଖିଳେଶ ଯାଦବଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜନୈତିକ ପରିସ୍ଥିତି ଏବଂ ଗଠବନ୍ଧନକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଆସନ ବୁଝାମଣା ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ବୈଠକ ପରେ ସଞ୍ଜୟ ସିଂ କହିଛନ୍ତି ଯେ, ଏହା ଏକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୈଠକ। ଭାଜପା ଶାସନ ଅଧୀନରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଏହାକୁ ଏକ ଉପଯୁକ୍ତ ଉତ୍ତର ଦିଆଯିବ। ଭାଜପା ସହ ମୁକାବିଲା କରିବାର ରଣନୀତି ଅଖିଳେଶ ଯାଦବଙ୍କ ସହ ଆଲୋଚନା କରାଯାଇଛି। ଏସପି ସହ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପ୍ରସଙ୍ଗ ଏପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ।
ସୂତ୍ରରୁ ପ୍ରକାଶ ଯେ ବିଧାନସଭା ନିର୍ବାଚନ ମେଣ୍ଟକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି, କିନ୍ତୁ ଆସନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ୨୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୯।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪୯ ନୂଆ କରୋନା...

ନିରା ରାଡିଆଙ୍କୁ ସିବିଆଇର କ୍ଲିନ୍‌ ଚିଟ୍‌, ସୁପ୍ରିମ୍‌କୋର୍ଟଙ୍କୁ କଲେ ସୂଚିତ…

ନୂଆଦିଲ୍ଲୀ, ୨୧।୯ : ଟ୍ୟାପିଂ ମାମଲାରେ ସିବିଆଇ କର୍ପୋରେଟ ନିରା ରାଡିଆଙ୍କୁ କ୍ଲିନ ଚିଟ ଦେଇଛି। ପୂର୍ବତନ କର୍ପୋରେଟ ନିରାଙ୍କ ବିରୋଧରେ ରାଜନେତା, ଆଇନଜୀବୀ, ସାମ୍ବାଦିକ...

ତିନି ଏସ୍ ପ୍ଲାନ କରି ଖେଳିଳେ ଖେଳ: ଜୟରାମ ରମେଶ

ନୂଆଦିଲ୍ଲୀ,୩ ।୩: ଦେଶର ୩ ପୂର୍ବୋତ୍ତର ରାଜ୍ୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ନାଗାଲାଣ୍ଡ ଓ ତ୍ରିପୁରାରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବହୁମତ ମିଳିଛି...

କୁହୁଡ଼ି ନେଲା ୧୦ ଜୀବନ: ଟ୍ରକ୍‌-ବସ୍‌ ମୁହାଁମୁହିଁ ଧକ୍କା

ମୋରାଦାବାଦ୍‌,୩୦।୧: ରାସ୍ତାରେ ଘନ କୁହୁଡ଼ି ଯୋଗୁ ଉତ୍ତରପ୍ରଦେଶ ମୋରାଦାବାଦ୍‌ରେ ରାସ୍ତା ନ ଦେଖାଯିବାରୁ ଏକ ଟ୍ରକ୍‌ ଏବଂ ମିନି ବସ୍‌ ମଧ୍ୟରେ ଶନିବାର ସକାଳ ୮ଟା...

ନାଗରାଜଙ୍କୁ ମନାଇବାରେ ମେଣ୍ଟ ବିଫଳ

ବେଙ୍ଗାଲୁରୁ/ମୁମ୍ବାଇ,୧୫ା୭(ପି.ଟି.): ବିଦ୍ରୋହୀ କଂଗ୍ରେସ ବିଧାୟକ ଏମ୍‌.ଟି.ବି. ନାଗରାଜଙ୍କୁ ମନାଇବାରେ କର୍ନାଟକର ଶାସକ ମେଣ୍ଟ ନେତାମାନେ ବିଫଳ ହୋଇଛନ୍ତି। ରବିବାର ନାଗରାଜ ମୁମ୍ବାଇ ପଳାଇଯିବା ସହ ଇସ୍ତଫା...

୮ ଲକ୍ଷ ୮୫ ହଜାରରୁ ଅଧିକ କରୋନା ମୁକ୍ତ

ନୂଆଦିଲ୍ଲୀ, ୨୬।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ରବିବାର ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୫...

ଥାର୍ଡ ପାର୍ଟି ଆପ୍‌ ବିନା କୋର୍ଟର ଲାଇଭ୍‌ ଷ୍ଟ୍ରିମିଂ ସମ୍ଭବ ନୁହେଁ : ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୮।୧୧ : ସୁପ୍ରିମକୋର୍ଟ ଏବଂ ନ୍ୟାଶନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି) ରେ ଲାଇଭ ଷ୍ଟ୍ରିମ କୋର୍ଟ ପ୍ରକ୍ରିୟା ପାଇଁ ପର୍ଯ୍ୟାପ୍ତ ବୈଷୟିକ ଜ୍ଞାନକୌଶଳ ଏବଂ ଭିତ୍ତିଭୂମି...

ବୁର୍ଖା ପିନ୍ଧି ନାଚିବାରୁ ୪ କଲେଜ ଛାତ୍ର ନିଲମ୍ବିତ

ବେଙ୍ଗାଲୁରୁ,୯।୧୨: ବୁର୍ଖା ପିନ୍ଧି ନାଚିବାରୁ କଲେଜରୁ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି। କର୍ନାଟକର ମାଙ୍ଗାଲୁରୁରେ ଥିବା ଏକ ଇଞ୍ଜିନିୟରିଂ କଲେଜରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ୪...

Advertisement
Archives

Model This Week