ଏହି ଟିକାର ଗୋଟିଏ ଡୋଜ୍ କରୋନାକୁ ରୋକିବ!
ନୂଆଦିଲ୍ଲୀ,୧୪।୭: ବିଶ୍ୱର ସମସ୍ତ ଦେଶରେ କରୋନା ସଂକ୍ରମଣର ବୃଦ୍ଧି ମାମଲା ସ୍ବାସ୍ଥ୍ୟ ସଂଗଠନ ପାଇଁ ଚିନ୍ତାର କାରଣ ପାଲଟିଛି। ସଂକ୍ରମଣରୁ ରକ୍ଷା କରିବାରେ ଦୁଇ ମାତ୍ରା ଟିକାକରଣ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କୁହାଯାଉଛି, କିନ୍ତୁ ପରିସଂଖ୍ୟାନରୁ ଜଣାପଡିଛି ଯେ ଦେଶର ଜନସଂଖ୍ୟାର…
ଦ୍ୱିତୀୟ ବିବାହ କରୁଥିଲେ ସ୍ବାମୀ, ହଙ୍ଗାମା କଲେ ପ୍ରଥମ ସ୍ତ୍ରୀ; ଆଉ ତା’ ପରେ…
ଡେରାଡୁନ,୧୪ା୭: ଉତ୍ତରାଖଣ୍ଡର ଉଦ୍ଦମସିଂହ ନଗରରେ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏଠାକାର ଜଣେ ଯୁବକ ଦ୍ୱିତୀୟ ବିବାହ କରୁଥିବା ବେଳେ ପ୍ରଥମ ସ୍ତ୍ରୀ ଆସି ହଙ୍ଗାମା କରିବାରୁ ବାହାଘର ଅଧାରୁ ବନ୍ଦ ହୋଇଛି। ବର ଶିଶୁପାଳ…
ପୁରୁଣା ବନ୍ଧୁଙ୍କ ସହ ଲଞ୍ଚ, ଭାଇରାଲ ହେଉଛି ଧୋନୀଙ୍କ ନୂଆ ଲୁକ୍ର ଫଟୋ
ରାଞ୍ଚି,୧୪।୭: କ୍ରିକେଟରୁ ଅବସର ନେବା ପରେ ରାଞ୍ଚିରେ ପରିବାର ସହ ସମୟ ଅତିବାହିତ କରୁଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ହେଲେ ସାର୍ବଜନିକ ସ୍ଥାନକୁ ଯିବାକୁ ପସନ୍ଦ କରୁ ନ ଥିବାରୁ ପ୍ରଶଂସକଙ୍କୁ ତାଙ୍କର ସାମାନ୍ୟ ଝଲକ ପାଇବାକୁ…
ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ
ଛେଣ୍ଡିପଦା,୧୪।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡ଼ା ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାରୁ ଗାଁର ଜଣେ ଯୁବକଙ୍କୁ ଅନ୍ୟ ଜଣେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଜଣା ପଡ଼ିଛି । ସୂଚନାନୁସାରେ, ଗାଁର ଜିତେନ୍ଦ୍ର…
ଅନ୍ଲକ୍ ହେବ କି ଓଡ଼ିଶା!
ଭୁବନେଶ୍ୱର,୧୪ା୭(ବ୍ୟୁରୋ): ଲକ୍ଡାଉନ ଖୋଲିଲେ ସାରା ରାଜ୍ୟରେ ଗଡ଼ିବ ବସ୍। ଆଉ ଦିନକ ପରେ ରାଜ୍ୟରେ ଆଂଶିକ ଲକ୍ଡାଉନ୍ର ଦିତୀୟ ପର୍ଯ୍ୟାୟ ଶେଷ ହେବ। ତେବେ ବସ୍ ପରିବହନକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ବର୍ତ୍ତମାନ ସରକାରଙ୍କ ‘ଏ’ କାଟାଗୋରୀରେ ଥିବା…
୨୦୨୪ରେ ମୋଦିଙ୍କୁ ହରାଇବା କଷ୍ଟକର
ମୁମ୍ବାଇ,୧୪।୭: ଆଜିକାଲି ମହାରାଷ୍ଟ୍ରର ରାଜନୀତିର ରଙ୍ଗ ବଦଳୁଥିବା ଜଣାପଡିଛି। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିରୋଧୀଙ୍କୁ ଏକତ୍ର କରୁଥିବା ଖବର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବୁଧବାର ଶିବସେନା ଏମ୍ପି ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି। ଏବେ ଏହାକୁ…
କୂଅରୁ ବାହାରୁଛି ୨ ହଜାର ଟଙ୍କିଆ ନୋଟ୍, ଟଙ୍କା ନେବା ପାଇଁ ଭିଡ଼…
ଘାଟମପୁର,୧୪।୭: ଟଙ୍କା ପୁଣି କୂଅରୁ ବାହାରୁଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ଉତ୍ତରପ୍ରଦେଶର ଘାଟମପୁର ଅନ୍ତର୍ଗତ ଭିତରଗାଓ୍ବଁ ଅଞ୍ଚଳର ପସେମା ଗାଁରେ ଏକ ପରିତ୍ୟକ୍ତ ଶୁଖିଲା କୂଅରୁ ଶହେ, ଦୁଇ ଶହ, ପାଞ୍ଚ ଶହ ଏବଂ…
ଏକା ସାଥିରେ ୩ ଜଣଙ୍କୁ ଧକ୍କା ଦେଇ ଜଣଙ୍କୁ ବାଇକ୍ ସହ ଘୋଷାଡି ନେଲା ଟ୍ରକ, କ୍ଷତିପୂରଣ ଦାବିରେ ଉତ୍ତେଜନା
କୋକସରା,୧୪।୭(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ ଅଁଲାଗୁଡା ନାଳ ପୋଲ ନିକଟରେ ବୁଧବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି। ମୃତକ ହେଲେ ଚିକିଲି ଗ୍ରାମର ଯୋଗଧ୍ୟାନ…
ଗାଡ଼ି ଭିତରେ ନୁହେଁ, ବରଂ ଏସ୍ୟୁଭିର ବୋନେଟ୍ରେ ବସି ବିବାହସ୍ଥଳରେ ପହଞ୍ଚିଲେ କନ୍ୟା: ଭିଡିଓ ଭାଇରାଲ ପରେ…
ପୁଣେ: ଆଧୁନିକତାର ଏହି ଯୁଗରେ ମଣିଷ ନିଜ ଜୀବନର ସମସ୍ତ ଗୁରୁତ୍ୱପୁର୍ଣ୍ଣ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଟେକ୍ନୋଲୋଜିର ସାହାଯ୍ୟ ନେଉଛି। ହେଲେ କିଛି ଲୋକ ନିଜର ସୁଖ ପାଇଁ ବେଳେବେଳେ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବାକୁ ଦ୍ୱିଧା କରନ୍ତି ନାହିଁ।…
ମହିଳା ଡାକ୍ତରଙ୍କ ବେଡ୍ରୁମ୍ଠାରୁ ଆରମ୍ଭ କରି ବାଥ୍ରୁମ ଯାଏ ଅଜାଣତରେ ଲାଗିଥିଲା ସିସି କ୍ୟାମେରା, ଜଣାପଡ଼ିବା ପରେ…
ମୁମ୍ବାଇ,୧୪ା୭: ମହାରାଷ୍ଟ୍ରର ପୁଣେରେ ଜଣେ ମହିଳା ଡାକ୍ତରଙ୍କ ବାଥ୍ରୁମ ଠାରୁ ଆରମ୍ଭ କରି ବେଡ୍ରୁମ୍ ପର୍ଯ୍ୟନ୍ତ ସବୁଠି ଚୋରା କ୍ୟାମେରା ଲାଗିଥିଲା। ଯାହା ଜାଣି ନ ଥିଲେ ମହିଳା ଡାକ୍ତର। ତାଙ୍କ ଘରର ଲାଇଟ୍ ଖରାପ ହୋଇଯିବାରୁ ସେ ଇଲେକ୍ଟ୍ରିସିଆନଙ୍କୁ ସଜାଡ଼ିବା…
ସମସ୍ତେ ଫୁଟବଲ୍ ଦେଖିବାରେ ବ୍ୟସ୍ତ, ତେଣେ କୋହଲି ପାକିସ୍ତାନ ପାଇଁ ଖେଳୁଛନ୍ତି; ଜାଣନ୍ତୁ କାହିଁକି ହେଉଛି ଏଭଳି ଚର୍ଚ୍ଚା…
ନୂଆଦିଲ୍ଲୀ,୧୪।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ପରାଜିତ ହୋଇଛି। ଏହା ପରେ ସୋସିଆଲ ମିଡିଆରେ ପାକିସ୍ତାନର ପରାଜୟର ହ୍ୟାଟ୍ରିକ୍ ବିଷୟରେ ଆଲୋଚନା ହେଉଥିବା ବେଳେ ଭିନ୍ନ କାରଣକୁ ନେଇ ଦଳର ଜଣେ ଖେଳାଳି ଚର୍ଚ୍ଚାରେ। କାରଣଟି…
ରାଜଧାନୀରୁ ୫୫୦ ଗ୍ରାମ ବ୍ରାଉନସୁଗାର, ୩୪ ଲକ୍ଷ ଟଙ୍କା ଜବତ; ୨ ଗିରଫ
ଭୁବନେଶ୍ୱର,୧୪ା୭(ବ୍ୟୁରୋ): ବୁଧବାର ରାଜଧାନୀରୁ ବଡ଼ ଧରଣର ବ୍ରାଉନସୁଗାର ରାକେଟର ପର୍ଦ୍ଦାଫାଶ ହୋଇଛି। ସହିଦନଗର ଥାନା କେସୁରା ଅଞ୍ଚଳରେ ଏକ ଘର ଭିତରୁ ୫୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏଥିସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ…
Archives


