Posted inଫୁରସତ

ବେଦୀରୁ ବରଙ୍କୁ ଉଠାଇନେଲା ପୋଲିସ, ପଛେ ପଛେ ଦୌଡ଼ିଲେ କନ୍ୟା; କାରଣ ଜାଣିଲେ…

ଏକ ବିବାହ ଉତ୍ସବ ଚାଲିଥିବାବେଳେ ପୋଲିସ ପହଞ୍ଚି ବରଙ୍କୁ ଉଠାଇ ନେଇଛି। ବେଦୀ ନିକଟରୁ ବରଙ୍କୁ ପୋଲିସ ନିଜ ଗାଡ଼ିରେ ବସାଇ ନେଇ ଯାଇଛି। ଏହା ଦେଖି ଉପସ୍ଥିତ ଅତିଥି ଏବଂ କନ୍ୟା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ବରଙ୍କୁ ପୋଲିସ ନିକଟରୁ ଛଡ଼ାଇ ଆଣିବା ପାଇଁ କନ୍ୟା ପୋଲିସ ଗାଡ଼ି ପଛେ ପଛେ କନ୍ୟା କିଛି ଦୂର ଗୋଡ଼ାଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଘଟଣାଟି ଦକ୍ଷିଣ ଆମେରିକାର ଇକ୍ୱାଡୋରରେ ଘଟିଛି। ଏଠାରେ ଏକ ବିବାହ ସମାରୋହ ଚାଲିଥିବା ବେଳେ ପୋଲିସ ବେଦୀ ନିକଟରେ ପହଞ୍ଚି କେହି କିଛି ବୁଝିବା ପୂର୍ବରୁ ବରଙ୍କୁ ଉଠାଇ ନେଇଥିଲା।

କୁହାଯାଉଛି, ବର ପ୍ରଥମ ସ୍ତ୍ରୀଙ୍କଠାରୁ ଛାଡ଼ପତ୍ର ନ ନେଇ ଦ୍ୱିତୀୟ ବିବାହ କରୁଥିଲେ। ପ୍ରଥମ ସ୍ତ୍ରୀ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବରଙ୍କୁ ଉଠାଇ ନେଇଥିଲା। ବରଙ୍କୁ ଥାନାରେ ଅଟକ ରଖି ଏ ସମ୍ପର୍କରେ ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ରହିଛି ବିଶ୍ୱର ସବୁଠୁ ଉଚ୍ଚ ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି

ହିନ୍ଦୁଧର୍ମରେ ଭଗବାନ ବିଷ୍ଣୁଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ। ଯଦିଓ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭଗବାନ ବିଷ୍ଣୁଙ୍କ ମନ୍ଦିର ରହିଛି ତଥାପି ବିଦେଶରେ...

ଟିକା ନେଲେ ମିଳିବ ମାଗଣା ମଦ!

ନୂଆଦିଲ୍ଲୀ,୯।୪: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣର ଆଶଙ୍କା ବଢାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଅନେକ ଦେଶରେ ସରକାରୀ...

କଙ୍କଡା ଟାଣୁଛି ସିଗାରେଟ୍‌: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ କଙ୍କଡା ସିଗାରେଟ ଟାଣୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ରାସ୍ତାରେ...

କବାଡିବାଲାଠାରୁ କିଣିଥିଲେ ପୁରୁଣା ଏଟିଏମ୍‌; କେଇ ମିନିଟ୍‌ରେ ହୋଇ ଗଲେ ଲକ୍ଷପତି, ପୁରା ଘଟଣା…

କାହାର ଭାଗ୍ୟ କେତେବେଳେ ବଦଳିଯିବ ତାହା କେହି ଜାଣେନା। ଅନେକ ସମୟରେ ଲୋକଙ୍କ ଭାଗ୍ୟ ଏଭଳି ବଦଳିଯାଏ ଯାହାକୁ ସେମାନେ ବିଶ୍ୱାସ କରିପାରନ୍ତି ନାହିଁ। କିଛି...

ଏମିତି ନିଆରା ଢଙ୍ଗରେ ପାଳନ୍ତୁ ଦୀପାବଳି

ଦୀପାବଳିକୁ ଏମିତି କିଛି ନିଆରା ଢଙ୍ଗରେ ପାଳନ କରନ୍ତୁ ଯାହା ହୋଇଯିବ ଆପଣଙ୍କ ପାଇଁ ଖାସ୍‌ …. * ଏହି ଅବସରରେ ଅଭାବୀ ଲୋକଙ୍କୁ କିଛି...

ଉଡ଼ାଣ ପୂର୍ବରୁ ବିମାନ ଉପରେ ଚଢ଼ିଗଲେ ଏହି ବ୍ୟକ୍ତି: ଗୋଡ଼ରୁ ଚପଲ କାଢ଼ି ବସି ରହିଲେ; ଆଉ ତା’ ପରେ..

ଉଡାଣ ପୂର୍ବରୁ ବିମାନର ଡେଣା ଉପରେ ଚଢ଼ିଗଲେ ଜଣେ ବ୍ୟକ୍ତି। ଲସ୍‌ ଭେଗାସର ମେକ୍‌କେରନ୍‌ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଶେଷରେ...

୩ ଫୁଟ ଉଚ୍ଚତାକୁ ନେଇ ପରିହାସ କରୁଥିଲେ ଲୋକେ: ଆଇଏଏସ୍‌ ଅଫିସର ହେବା ପରେ କଲାମ କରିଥିଲେ ପ୍ରଶଂସା

ଦୃଢ଼ ଆତ୍ମବିଶ୍ୱାସ ସଫଳତାର ଚାବିକାଠି। ମନୋବଳ ଥିଲେ ମଣିଷ ଆକାଶ ଛୁଇଁପାରେ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଆଇଏଏସ୍‌ ଅଫିସର ଆରତି ଡୋଗରା। ସେ ରାଜସ୍ଥାନ...

ଚନ୍ଦ୍ରୟାନ-୨ରେ ଲାଲବାଗ ରାଜା

ମୁମ୍ବାଇ: ଭାଦ୍ରବ ଶୁକ୍ଳପକ୍ଷରେ ଗଣେଶ ଚତୁର୍ଥୀ ପଡ଼ୁଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ୨ରେ ଏହା ପାଳନ କରାଯିବ। ଏନେଇ ପଲ୍ଲୀଠାରୁ ଆରମ୍ଭ କରି ସହର...

Advertisement


Archives

Model This Week