ସୁପରଓଭରରେ ୬ ରନ୍ ରୋକି ଦେଲେ
ସେଣ୍ଟ କିଟ୍ସ,୨।୯: ମ୍ୟାଚ୍କୁ ଜିତିବା ପାଇଁ ଟ୍ରିନବାଗୋ ନାଇଟ୍ ରାଇଡର୍ସ (ଟିକେଆର୍)କୁ ସୁପରଓଭରରେ ଦରକାର ଥାଏ ୭ ରନ୍। ଗୁଏନା ଆମାଜନ ଓ୍ବାରିଅର୍ସ ପାଇଁ ବୋଲିଂ କରିଥିଲେ ରୋମାରିଓ ଶେଫର୍ଡ। ପ୍ରଥମ ବଲରେ କିରନ ପୋଲାର୍ଡଙ୍କୁ ଆଉଟ୍ କରିଥିଲେ। ପରବର୍ତ୍ତୀ ୫…
ଗୋରୁଙ୍କୁ ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍
ଲକ୍ଷ୍ନୌ,୨।୯: ଗୋରୁଙ୍କୁ ଭାରତର ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍। ଗୋରୁଙ୍କ ସୁରକ୍ଷା ହିନ୍ଦୁ ସମ୍ପ୍ରଦାୟ ପାଇଁ ମୌଳିକ ଅଧିକାର କରାଯିବା ଦରକାର। ଭାରତୀୟ ପରମ୍ପରାରେ ଗୋରୁଙ୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ଗାଇଙ୍କୁ ଦେଶର ମା’ ବୋଲି କୁହାଯାଏ।…
ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଆଇନ୍ ଛାତ୍ରଙ୍କୁ ଅତର୍କିତ ଆକ୍ରମଣ
ଭୁବନେଶ୍ୱର,୧।୯(ବ୍ୟୁରୋ): ପୁଣି ଅଶାନ୍ତ ହୋଇ ଉଠିଛି ଉତ୍କଳ ବିଶ୍ୱ ବିଦ୍ୟାଳୟ। ବୁଧବାର ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ ଭିତରେ ଗାନ୍ଧୀ ପାର୍କ ନିକଟରେ ଜଣେ ଆଇନ ଛାତ୍ରଙ୍କୁ ଜଣେ ପୂର୍ବତନ ଛାତ୍ର ଆକ୍ରମଣ କରିଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।…
ଆଇସିୟୁରେ ସାଇରା ବାନୁ
ମୁମ୍ବାଇ,୧।୯: ବର୍ଷୀୟାନ ଅଭିନେତ୍ରୀ ସାଇରା ବାନୁଙ୍କୁ ବୁଧବାର ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲର ଆଇସିୟୁ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ରକ୍ତଚାପ ଜନିତ ସମସ୍ୟା ପାଇଁ ୩ ଦିନ ତଳେ ସେ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସାଇରାଙ୍କ ସ୍ବାମୀ ଅଭିନେତା ଦିଲୀପ କୁମାର…
ଚକୋଲେଟ୍, ଫୁଲ ନେଇ ଅଡୁଆରେ ଜ୍ୟାକଲିନ୍
ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ଜଣେ ଠକ ଜେଲରେ ବସି ନିୟମିତ ଫୁଲ ଓ ଚକୋଲେଟ୍ ପଠାଉଥିଲେ। ପରିଚୟ ଗୋପନ ରଖି ଯୋଗାଯୋଗ ପାଇଁ ବ୍ୟବହାର କରୁଥିଲେ ଗୁପ୍ତଚର ଟେକନୋଲୋଜି। ଉକ୍ତ ଅଭିଯୁକ୍ତ ୨୦୦ କୋଟି ଟଙ୍କାର ବେଆଇନ ହେରଫେର…
ରାସ୍ତାରୁ ଜବତ ହେଲା ଯୁବକଙ୍କ ମୃତଦେହ: କାରଣ ଖୋଜୁଛି ପୋଲିସ
କୋକସରା,୧।୯(ଡି.ଏନ.ଏ): କଳାହାଣ୍ଡି ଜିଲା ଆମପାଣି ଥାନା ଅଧୀନ ସାନ ପୋଡ଼ାଗୁଡା ପଞ୍ଚାୟତ କଲୋନୀପଡ଼ା ନିକଟସ୍ଥ ବିଜୁ ଏକ୍ସପ୍ରେସ ୱେରୁ ଜଣେ ଯୁବକଙ୍କ ମୃତଦେହ ବୁଧବାର ରାତିରେ ପୋଲିସ ଜବତ କରିଛି। ସେ ହେଲେ ସାନ ପୋଡ଼ାଗୁଡା ଗ୍ରାମର ଟିକେଶ୍ୱର ବେମାଲ(୩୦)। ରାସ୍ତା…
ଗ୍ରାହକ ସାଜି ବନ ବିଭାଗ ଧରିଲା
ବାଲିଗୁଡ଼ା,୧ା୯(ଡି.ଏନ.ଏ.): ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିବା ଏକ ବଜ୍ରକାପ୍ତାକୁ କନ୍ଧମାଳ ଜିଲା ବାଲିଗୁଡ଼ା ବନ ବିଭାଗ ବୁଧବାର ଉଦ୍ଧାର କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମହାସିଙ୍ଗି ଗ୍ରାମର ମହାଦେବ ବେହେରଦଳାଇ, ପାରିଗଡ଼ର ଭୀମସେନ…
ଭାରତୀୟ ଦଳରେ ନୂଆ ପେସର
ଲଣ୍ଡନ,୧।୯: ଇଂଲଣ୍ଡ ବିପକ୍ଷରେ ଗୁରୁବାର ଠାରୁ ଚତୁର୍ଥ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଯୁବ ପେସର ପ୍ରସିଦ୍ଧ କ୍ରିଷ୍ଣା। ଟିମ୍ ମ୍ୟାନେଜମେଣ୍ଟର ଅନୁରୋଧ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। ଇଂଲଣ୍ଡ ଗସ୍ତ…
୬୪ ପୋଲିସ ଅଧିକାରୀ ପାଇବେ ମୁଖ୍ୟମନ୍ତ୍ରୀ ମେଡାଲ
ଭୁବନେଶ୍ୱର,୧।୯(ବ୍ୟୁରୋ): ତଦନ୍ତରେ ଉତ୍କର୍ଷତା ଦେଖାଇଥିବା ୬୪ଜଣ ପୋଲିସ ଅଧିକାରୀଙ୍କୁ ‘ମୁଖ୍ୟମନ୍ତ୍ରୀ ମେଡାଲ’ ମିଳିବ। ଆସନ୍ତା ୪ ତାରିଖ ଶନିବାର ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅଧିକାରୀଙ୍କୁ ପୁରସ୍କୃତ କରାଯିବ। ଏନେଇ ଗୃହ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଚୟନ ହୋଇଥିବା…
ଆର୍ଥିକ ସଙ୍କଟରେ ଶ୍ରୀଲଙ୍କା
କଲମ୍ବୋ, ୧।୯: ଶ୍ରୀଲଙ୍କାର ମୁଦ୍ରା ମୂଲ୍ୟ ଅତ୍ୟଧିକ ହ୍ରାସ ପାଇବାରୁ ସେଠାରେ ଖାଦ୍ୟସାମଗ୍ରୀ ଦର ଆକାଶଛୁଆଁ ହୋଇଛି। ଫଳରେ ଶ୍ରୀଲଙ୍କା ସରକାର ଦେଶରେ ଆର୍ଥିକ ଜରୁରୀ ସ୍ଥିତି ଜାରି କରିଛନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ସରକାର ଚାଉଳ, ଚିନି ଆଦି ଅତ୍ୟାବଶ୍ୟକ…
ଓଭାଲ ଟେଷ୍ଟ ପରେ ଘୋଷଣା ହେବ ଭାରତୀୟ ଟି୨୦ ବିଶ୍ୱକପ୍ ଦଳ
ନୂଆଦିଲ୍ଲୀ,୧।୯: ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ୍ ଲାଗି ଆସନ୍ତା ସପ୍ତାହରେ ଭାରତୀୟ ଦଳ ଘୋଷଣା କରାଯିବ। ଗୁରୁବାରଠାରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ ଶେଷ ହେବା ପରେ ଜାତୀୟ ଚୟନକର୍ତ୍ତାଙ୍କ ବୈଠକ ବସିବ। ଓଭାଲଠାରେ…
୩ରୁ ଆରମ୍ଭ ହେବ ଯୁକ୍ତ୨ ଅଫ୍ଲାଇନ୍ ପରୀକ୍ଷା ପାଇଁ ଆବେଦନ
ଭୁବନେଶ୍ୱର,୧।୯(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ଫଳରେ ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ଅଫ୍ଲାଇନ ପରୀକ୍ଷା ସୁଯୋଗ ଦିଆଯିବ। ଏଥିପାଇଁ ଆସନ୍ତା ୩ ତାରିଖରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ଅନ୍ଲାଇନ ଯୋଗେ ଆବେଦନ କରିପାରିବେ। ଆବେଦନ ଲାଗି ୫ ଦିନ ସମୟ ମିଳିବ। ପରୀକ୍ଷାର୍ଥୀଙ୍କ…
Archives


